ଫଟୋଗ୍ରାଫରଙ୍କ ସାମ୍ନାରେ ଏମିତି କିଛି କରିଦେଲେ କରୀନା, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ବୁଧବାର ଫଟୋଗ୍ରାଫରଙ୍କ ସାମ୍ନାରେ ଏମିତି କିଛି କରିଦେଇଛନ୍ତି ଯାହା ଏବେ ଚର୍ଚ୍ଚାରେ ରହିଛି। କରୀନା ସ୍ବାମୀ ସୈଫ୍‌ ଏବଂ ପୁଅ ଜେହ୍‌ଙ୍କ ସହ ମୁମ୍ବାଇ ବାହାରିଥିଲେ। ସେମାନେ ସହରର କୌଣସି ସ୍ଥାନକୁ ଯାଇ ଘରକୁ ଫେରୁଥିବାର ନଜର ଆସିଥିଲେ। ଘର ବାହାରେ ଥିବା ଫଟୋଗ୍ରାଫରଙ୍କ ପାଇଁ ପୋଜ ଦେଇ ନ ଥିବା ବେଳେ କରୀନା ସୈଫ୍‌ଙ୍କୁ ଚୁମ୍ବନ ଦେଇଥିଲେ। ସମସ୍ତଙ୍କ ଦୃଷ୍ଟି କିନ୍ତୁ ଥିଲା ସାନ ପୁଅ ଜେହ୍‌ଙ୍କ ଉପରେ।

କରୀନା କାଜୁଆଲ ଲୁକ୍‌ରେ ନଜର ଆସିଥିଲେ। ସେ ଏକ ଗ୍ରେ କଲରର ଟି-ଶର୍ଟ ପିନ୍ଧିଥିଲେ, କଳା ପ୍ୟାଣ୍ଟ ଏବଂ ଲାଲ୍‌ ରଙ୍ଗର କ୍ୟାପ୍‌ ବି ପିନ୍ଧିଥିଲେ। ସେ ଫୋନ୍‌ରେ କାହା ସହିତ କଥାବାର୍ତ୍ତା କରିବାରେ ବ୍ୟସ୍ତ ଥିଲେ। ସୈଫ୍‌ କାର୍‌ରୁ ଓହ୍ଲାଇବା ପରେ ଜେହ୍‌ଙ୍କୁ କାନ୍ଧରେ ପକାଇଥିଲେ।

କରୀନା ସୈଫ୍‌ଙ୍କୁ ଡାକିବା ପରି ଦେଖାଗଲା, ପରେ ସେ ତାଙ୍କ ନିକଟକୁ ଯିବା ପରେ କରୀନା ତାଙ୍କୁ ଚୁମ୍ବନ ଦେଇଥିଲେ। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ ବଳାତ୍କାର, ଏନ୍‌କାଉଣ୍ଟର, ପିଆଜ ମାରାତ୍ମକ ଯୋଜନା: ବିଶାଲ

ମୁମ୍ବାଇ,୯।୧୨: ବଲିଉଡ୍‌ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି କିଛି ନା କିଛି ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ...

ପ୍ରଥମ ଦେଖାରେ ଅନୁଷ୍କାଙ୍କୁ କ୍ଷମା ମାଗିଥିଲେ ବିରାଟ: ଜାଣନ୍ତୁ କାହିଁକି

ବଲିଉଡ୍‌ ଏବଂ କ୍ରିକେଟ ଦୁନିଆରେ ଅନୁଷ୍କା-ବିରାଟ ଏକ ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡି। ୨୦୧୭ ମସିହାରେ ଏହି ଯୋଡି ଇଟାଲିରେ ବିବାହ କରିଥିଲେ। ବିବାହ ସମୟର...

ଏକଦା ହିଟ୍‌ ଯୋଡ଼ି ଥିବା ଏହି ଅଭିନେତ୍ରୀ ଅଭିନେତାଙ୍କୁ କାହିଁକି ଦେଖିବାକୁ ମିଳୁନି ଏକାଠି

ବଲିଉଡ୍‌ରେ ଏପରି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଯୋଡି ହିଟ୍‌ ହୋଇଛି। ହେଲେ ପରେ ଦର୍ଶକ ସେମାନଙ୍କୁ ଏକା ସାଥିରେ ଦେଖିବାକୁ ପାଇ ନାହାନ୍ତି। କି...

ଇନ୍‌ଷ୍ଟାଗ୍ରାମରେ ବୋହୂଙ୍କୁ ଫଲୋ କରନ୍ତି ନାହିଁ ବିଗ୍‌ ବି: ଐଶ୍ୱର୍ଯ୍ୟା ବି ସ୍ବାମୀଙ୍କୁ ଛାଡ଼ି…

ବମ୍ବେ: ସାମାଜିକ ଗଣମାଧ୍ୟମରେ ବେଶ୍‌ ସକ୍ରିୟ ବିଗ୍‌ ବି ଅମିତାଭ ବଚ୍ଚନ। ଟୁଇଟର୍‌ ଭଳି ଇନ୍‌ଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକ ଅଧିକ। ଦେଖିବାକୁ ଗଲେ ୨୬.୬ ମିଲିୟନ୍‌...

ଗୋଟିଏ ଫିଲ୍ମରେ ଡେବ୍ୟୁ: ହେଲେ କିଏ ହୋଇଛନ୍ତି ସଫଳ, କିଏ ଚାଖିଛନ୍ତି ବିଫଳତାର ସ୍ବାଦ

ବମ୍ବେ: ଗୋଟିଏ ଫିଲ୍ମରୁ କ୍ୟାରିଅର ଆରମ୍ଭ। ହେଲେ କିଏ ହୋଇଛନ୍ତି ସଫଳ ଆଉ କିଏ ଚାଖିଛନ୍ତି ବିଫଳତାର ସ୍ବାଦ। ବଲିଉଡରେ ସେଭଳି କିଛି କଳାକାରଙ୍କୁ ଯଦି...

ବଲିଉଡ୍‌ରେ ଶ୍ୱେତାଙ୍କ ଝିଅ ପଲକଙ୍କ ଡେବ୍ୟୁ

ଫିଲ୍ମ ତଥା ଟିଭି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ବିଶାଲ ମିଶ୍ରଙ୍କ ଫିଲ୍ମ ‘ରୋଜି’ରେ ତାଙ୍କୁ ମୁଖ୍ୟ ଭୂମିକାରେ...

ଭିନ୍ନ ଲୁକ୍‌ରେ କରୀନା

ବଲିଉଡ୍‌ର ଫ୍ୟାଶନ କୁଇନ୍‌ କରୀନା କପୁର ଖାନ୍‌ଙ୍କ ଭିନ୍ନ ଲୁକ୍‌ ନେଇ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ତାଙ୍କର ଏହି ନୂଆ ଲୁକ୍‌କୁ ପ୍ରଶଂସକ...

କରୋନାରୁ ସୁସ୍ଥ ହୋଇ ଓ୍ବାର୍କଆଉଟ୍‌ରେ ମନ ଦେଲେ କ୍ୟାଟ୍ରିନା

ମୁମ୍ବାଇ: କରୋନାରେ ଆକ୍ରାନ୍ତ ହୋଇଥିଲେ ବଲିଉଡ୍‌ ସୁନ୍ଦରୀ କ୍ୟାଟ୍ରିନା କୈଫ୍‌। ତେବେ ସେ ଏପ୍ରିଲରୁ ସୁସ୍ଥ ହୋଇସାରିଲେଣି। ଏବେ ଅଭିନେତ୍ରୀ ନିଜର ଫିଟ୍‌ନେସ୍‌କୁ ଫେରିଛନ୍ତି। କ୍ୟାଟ୍‌...

Advertisement
Archives

Model This Week