ମନୋରଞ୍ଜନ

ବଲିଉଡ୍‌ରେ ଡେବ୍ୟୁ କରିବେ ଆର୍ଯ୍ୟନ ଖାନ୍‌: ଫଟୋ ଶେୟାର କରି ଦେଲେ ସୂଚନା

ମମ୍ବାଇ: ପରଦାକୁ ଫେରୁଛନ୍ତି ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍‌। ଅଭିନୟ ମାଧ୍ୟମରେ ନୁହେଁ ବରଂ ନିର୍ଦ୍ଦେଶନା ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଆର୍ଯ୍ୟନ ଖାନ୍‌ ତାଙ୍କର ନୂତନ ଏବଂ ପ୍ରଥମ ପ୍ରୋଜେକ୍ଟ ବିଷୟରେ ସୋସିଆଲ ମିଡିଆରେ…

ଫିଫା ଟ୍ରଫି ଉନ୍ମୋଚନ କରିବେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ୧୫ ବର୍ଷ ମଧ୍ୟରେ ଅନେକ ବ୍ଲକବଷ୍ଟର ମୁଭି ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଚଳିତବର୍ଷ ଅଭିନେତ୍ରୀ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜୁରୀ ସଦସ୍ୟ ଭାବେ ଭାରତର ପ୍ରତିନିଧିତ୍ୱ କରୁଥିଲେ। ଏସବୁ ନେଇ ଲାଇମଲାଇଟ୍‌ରେ ଥିବା…

ଏହି କାରଣରୁ ଏବେ ଓଟିଟିରେ ରିଲିଜ୍‌ ହେବନି ଫିଲ୍ମ ‘ଉଁଚାଇ’

ମୁମ୍ବାଇ: ଭେଟେରାନ ଅଭିନେତା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଉଁଚାଇ’ ଭଲ ପ୍ରଦର୍ଶନ କରିଛି। ଫିଲ୍ମଟି ବକ୍ସ ଅଫିସରେ ଆଶାଠାରୁ ଅଧିକ ପ୍ରଦର୍ଶନ କରିଛି। ତେବେ ପ୍ରଶଂସକମାନେ ଆଶା କରୁଥିଲେ ଯେ, ଖୁବ୍‌ଶୀଘ୍ର ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବ। ହେଲେ ରାଜଶ୍ରୀ…

ଲେଡି ଗାଗାଙ୍କ କୁକୁରକୁ ମାରିଥିଲେ ଗୁଳି, ଦୋଷୀଙ୍କୁ ମିଳିଲା ୨୧ ବର୍ଷର କାରାଦଣ୍ଡ

ହଲିଉଡ ଗାୟକ ଲେଡି ଗାଗାଙ୍କ କୁକୁରକୁ ଗୁଳି ଚଳାଇଥିବା ବ୍ୟକ୍ତିଙ୍କୁ ୨୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୨୧ରେ ଏହି ଘଟଣା ଘଟିଥିବା ବେଳେ ଏବେ ଏହାର ରାୟ ଆସିଛି। ଅଭିଯୁକ୍ତଜଣଙ୍କ ହେଲେ ଜେମ୍ସ ହାଓ୍ବାର୍ଡ ଜ୍ୟାକ୍‌ସନ। ଗତ ବର୍ଷ ଫେବୃୟାରୀରେ…

‘ତାରକ୍‌ ମେହେତା କା ଉଲଟା ଚଷମା’ ଛାଡ଼ିଲେ ‘ଟପ୍ପୁ’

ବମ୍ବେ: ଦୀର୍ଘ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି ‘ତାରକ ମେହେତାଙ୍କ ଉଲଟା ଚଷମା’। ହେଲେ ଜଣଙ୍କ ପରେ ଜଣେ ଅଭିନେତା ଶୋ’ରୁ ବିଦାୟ ନେଉଥିବା ଦେଖାଯାଉଛି। ଏବେ ଏହି ତାଲିକାରେ ‘ଟପ୍ପୁ’ ଭୂମିକାରେ ନଜର ଆସୁଥିବା ରାଜ୍‌ ଅନାଦକଟଙ୍କ ନାଁ…

ବିଗ୍‌ବସ୍‌ର ଦୁଇ ପ୍ରତିଯୋଗୀଙ୍କୁ ମିଳିଲା ଏକତା କପୁରଙ୍କ ବଡ଼ ଅଫର୍‌!

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ନାଗିନ୍‌’ ଗୋଟିଏ। ୨୦୧୫ରେ ଏହା ଆରମ୍ଭ ହୋଇଥିଲା। ଇତି ମଧ୍ୟରେ ଏହାର ୬ ସିଜନ୍‌ ଆସିଥିବା ବେଳେ ସବୁଗୁଡ଼ିକୁ ଦର୍ଶକଙ୍କ ଭଲପାଇବା ମିଳୁଛି। ଏଥିଯୋଗୁ ନିର୍ମାତା ତଥା ନିର୍ଦ୍ଦେଶକ ଏକତା କପୁର ‘ନାଗିନ-୭’…

ପରେଶ ରାଓ୍ବଲଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କଲା ପୋଲିସ

କୋଲକାତା,୬।୧୨: ବଙ୍ଗାଳିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି ଭାଜପା ନେତା ତଥା ବଲିଉଡ୍‌ ଅଭିନେତା ପରେଶ ରାଓ୍ବଲ। ତାଙ୍କର ବିବାଦୀୟ ବୟାନକୁ ନେଇ କୋଲକାତା ପୋଲିସ ମଙ୍ଗଳବାର ପରେଶ ରାୱଲଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି। ଆଇପିସି…

ପ୍ୟାଡ୍‌ମ୍ୟାନ,ଟଏଲେଟ୍‌ ପରେ ପୁଣି ସାମାଜିକ ବାର୍ତ୍ତା ଦେବେ ଅକ୍ଷୟ, ଏହି ଦିନ ହେବ ରିଲିଜ୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିପାରିନାହିଁ। ତେବେ ଆସନ୍ତା ବର୍ଷ ଭଲ ହେବ ବୋଲି ଆଶା କରାଯାଉଛି। ସୁପରଷ୍ଟାର ପ୍ୟାଡ୍‌ମ୍ୟାନ ଏବଂ ଟଏଲେଟ: ଏକ ପ୍ରେମ କଥା ଭଳି ସାମାଜିକ ବାର୍ତ୍ତା ଚଳଚ୍ଚିତ୍ରରେ…

ଅକ୍ଷୟଙ୍କ ପ୍ରଥମ ମରାଠି ଫିଲ୍ମର ଶୁଟିଂ ଆରମ୍ଭ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏବେ ତାଙ୍କ ମରାଠି ଫିଲ୍ମକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ଅକ୍ଷୟ ଏହି ଫିଲ୍ମରେ ଛତ୍ରପତି ଶିବାଜୀ ଭୂମିକାରେ ଅଭିନୟ କରିଛନ୍ତି । ଏହାର ଶୁଟିଂ ଆଜିଠାରୁ ଅର୍ଥାତ୍ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ଏହା…

ବିଜ୍‌ନେସମ୍ୟାନ୍‌ଙ୍କ ସହ ନିର୍ବନ୍ଧ କଲେ ଦିବ୍ୟା, ୯ ମାସ ପୂର୍ବରୁ ବରୁଣଙ୍କ ସହ କରିଥିଲେ ବ୍ରେକ୍‌ଅପ

ବିଗ୍‌ ବସ୍‌ ଓଟିଟି ବିଜେତା ଦିବ୍ୟା ଅଗ୍ରଓ୍ବାଲ ତାଙ୍କର ନୂତନ ସମ୍ପର୍କ ବିଷୟରେ ଘୋଷଣା କରିଛନ୍ତି। ତାଙ୍କର ୩୦ତମ ଜନ୍ମଦିନ ଅବସରରେ ତାଙ୍କ ପ୍ରେମିକ ତଥା ବ୍ୟବସାୟୀ ଅପୂର୍ବ ପଡଗାଓଁକରଙ୍କ ସହ ନିର୍ବନ୍ଧ କରିଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ…

ଆର୍‌ଆର୍‌ଆର୍‌କୁ ମିଳିଲା ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ ଆଓ୍ବାର୍ଡ

ମୁମ୍ବାଇ: ଦେଶ ନୁହେଁ ଅନ୍ତର୍ଜୀତରୟ ସ୍ତରରେ ମଧ୍ୟ ଏସ୍‌ଏସ୍‌ ରାଜାମୌଳିଙ୍କ ନିର୍ଦ୍ଦେଶିତ ଫିଲ୍ମ ଆର୍‌ଆର୍‌ଆର୍‌କୁ ଏକ ନୂଆ ସଫଳତାର ଶିଢ଼ି ଚଢ଼ିଛି। ଦିନକୁ ଦିନ ଏହା ସଫଳତାର ଏକ ନୂଆ କାହାଣୀ ସୃଷ୍ଟି କରୁଛି। ଏହି ଫିଲ୍ମକୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଲ୍ମ…

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

‘ଚିୟର୍ସ’ ଏବଂ ‘ଡ୍ରପ ଡେଡ ଗର୍ଜିୟସ’ର ତାରକା ର୍କିଷ୍ଟି ଏଲିଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ଗତ କିଛିଦିନ ହେବ କର୍କଟ ରୋଗ ସହ ଲଢୁଥିଲେ। ଏଲିଙ୍କ ଦୁଇ ସନ୍ତାନ ଲିଲି ଏବଂ ଓ୍ବିଲିୟମ ଟ୍ରୁ ଷ୍ଟିଭେନସନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?