ଏତେ ବଦଳିଗଲେଣି ‘କଚ୍ଚା ବାଦାମ୍’ ଫେମ୍ ଭୁବନ; କହିଲେ ‘ଏବେ ମୁଁ ସେଲିବ୍ରିଟି’
ବମ୍ବେ: ସୋସିଆଲ ମିଡିଆରେ ଗୋଟିଏ ଗୀତ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଥିଲେ ‘କଚ୍ଚା ବାଦାମ’ ଫେମ୍ ଭୁବନ ବାଦକାର। ଏବେ ସେ ପୁଣି ଥରେ ଆଉ ଏକ ନୂଆ ଗୀତ ସହ ଫେରିଛନ୍ତି। ଗୀତର ରିଲିଜକୁ ନେଇ ଭୁବନ…
ଶାହାରୁଖଙ୍କ ଜନ୍ମଦିନରେ ଫଟୋ ଶେୟାର କରି ଝିଅ ଲେଖିଲେ ଏମିତି…
ମୁମ୍ବାଇ: ନଭେମ୍ବର ୨ ଅର୍ଥାତ୍ ଆଜି କିଙ୍ଗ୍ଖାନ ଶାହାରୁଖଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ଝିଅ ସୁହାନା ଶାହାରୁଖଙ୍କୁ ୫୭ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମଙ୍ଗଳବାର ରାତି ୧୨ରୁ କିଙ୍ଗ୍ଖାନ୍ଙ୍କ ପ୍ରଶଂସକମାନେ ତାଙ୍କ ଝଲକ ପାଇବା ପାଇଁ ଅଭିନେତା ବଙ୍ଗଳା ‘ମନ୍ନତ’…
ଜନ୍ମଦିନରେ ରିଲିଜ୍ ହେଲା ‘ପଠାନ୍’ର ଦମଦାର୍ ଟିଜର
ମୁମାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍ ୫୭ ବର୍ଷ ବୟସରେ ପାଦ ଥାପିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଫିଲ୍ମ ‘ପଠାନ୍’ର ଟିଜର ରିଲିଜ୍ କରିଛନ୍ତି ନିର୍ମାତା। ଯାହାକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଶେୟାର ହୋଇଥିବା…
ପ୍ରିୟଙ୍କାଙ୍କ ଭାରତ ବାହୁଡ଼ାକୁ ନେଇ ଚର୍ଚ୍ଚା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରୟଙ୍କା ଚୋପ୍ରା ଜୋନାସଙ୍କ ଭାରତ ଫେରିବାକୁ ନେଇ ସିନେପ୍ରେମୀଙ୍କ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ୩ ବର୍ଷ ପରେ ପ୍ରିୟଙ୍କା ଭାରତ ଫେରିଛନ୍ତି। ଏ ନେଇ ସେ ଉତ୍ସାହିତ ଥିବା ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଜଣାଇଥିଲେ।…
ବୁଡ଼ିଗଲା ରାମସେତୁ, ବକ୍ସ ଅଫିସରେ ବିଫଳ…
ମୁମ୍ବାଇ : ଚଳିତ ବର୍ଷ ଅକ୍ଷୟ କୁମାରଙ୍କଚ ସଫଳତା ମିଳିପାରି ନାହିଁ। ଚଳିତ ବର୍ଷ ଆସିଥିବା ତାଙ୍କର କୌଣସି ଚଳଚ୍ଚିତ୍ର ଆଶାଜନକ ଫଳାଫଳ ଦେଇ ନାହିଁ। ଦୀପାବଳି ଅବସରରେ ତାଙ୍କର ନିକଟରେ ରିଲିଜ ହୋଇଥିବା ରାମ ସେତୁ ବୁଡ଼ି ଯାଇଛି। ବକ୍ସ…
ଡାକ୍ତରଖାନାରେ ଭର୍ତ୍ତି ହେଲେ ଏହି ଲୋକପ୍ରିୟ ପଞ୍ଜାବୀ ଗାୟକ
ବମ୍ବେ: ଖ୍ୟାତନାମା ଗାୟକ ତଥା ରାପର ଏପି ଢିଲୋନ ଅସୁସ୍ଥ। ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରି ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଫଟୋରେ ସେ ଆହତ ହୋଇ ଶୋଇଥିବା…
ବିକୁଥିଲେ ପାଣି ବୋତଲ, ହୋଟେଲରେ କରିଛନ୍ତି କାମ; ଦୀର୍ଘ ୧୮ ବର୍ଷର ସଂଘର୍ଷ ପରେ ହେଲେ ସୁପରଷ୍ଟାର…
ବମ୍ବେ: ଫିଲ୍ମ ‘କାନ୍ତାରା’ ରିଲିଜ ଦିନଠାରୁ ଚର୍ଚ୍ଚାରେ ଅଛନ୍ତି ମୁଖ୍ୟ ଅଭିନେତା ଋଷଭ ଶେଟ୍ଟୀ। ହାତଗଣତି ସ୍କ୍ରିନ୍ରେ ରିଲିଜ ହୋଇଥିବା ଏହି ଫିଲ୍ମ କ୍ରାନ୍ତି ଆଣିଛି କହିଲେ ଚଳେ। ବିଶେଷକରି ଏଥିରେ ଋଷଭଙ୍କ ଅଭିନୟ ଏବଂ ଚରିତ୍ରକୁ ଦର୍ଶକେ ବେଶ ପସନ୍ଦ…
ତିନି ବର୍ଷର ଡେଟିଂ ପରେ ଏବେ ଅଲଗା ହେବେ ଏହି ସିଲିବ୍ରିଟି କପୁଲ!
ମୁମ୍ବାଇ: ଅବଶ୍ୟ ସେଲିବ୍ରିଟିଙ୍କ ପାଇଁ ଏହା କିଛି ନୂଆ କଥା ନୁହେଁ । କିନ୍ତୁ ଦୀର୍ଘ ୩ ବର୍ଷର ଡେଟିଂ ପରେ ଏବେ କୁଆଡେ ଅଲଗା ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ହୁମା କୁରେଶି ଓ ତାଙ୍କ ବୟ ଫ୍ରେଣ୍ଡ ନିର୍ଦ୍ଦେଶକ…
କିଙ୍ଗ୍ ଖାନ୍ଙ୍କ ଜନ୍ମଦିନରେ ପୁଣି ରିଲିଜ୍ ହେବ ଏହି ସୁପରହିଟ୍ ଫିଲ୍ମ, ଏବେ ବି ରହିଛି କ୍ରେଜ୍
ବଲିଉଡ କିଙ୍ଗ୍ ଖାନ୍ଙ୍କୁ କିଏ ବା ନ ଜାଣେ। ନିଜର ଅଭିନୟ, ଲୁକ୍କୁ ନେଇ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରନ୍ତି। ତାଙ୍କ ଫିଲ୍ମକୁ ଦେଖିବାକୁ ଦର୍ଶକ ପାଗଳ ହୋଇଯାଆନ୍ତି। ତେବେ ଅଭିନେତା ନଭେମ୍ବର ୨ରେ ତାଙ୍କର ୫୭ ବର୍ଷ ବୟସରେ ପାଦ…
ସଲମାନ ଖାନଙ୍କ ସୁରକ୍ଷା ବୃଦ୍ଧି
ମୁମ୍ବାଇ,୧।୧୧: ବଲିଉଡର ଦବଙ୍ଗ ଖାନ ସଲମାନ ଖାନଙ୍କୁ ଦୀର୍ଘ ଦିନ ହେବ ଧମକ ଦିଆଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ଓ୍ବାଇ + ବର୍ଗର ସୁରକ୍ଷା ଦିଆଯାଇଛି। ସଲମାନଙ୍କ ବ୍ୟତୀତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ…
ଦେବ ଭୂମିକାରେ କିଏ କରିବେ ଅଭିନୟ? ଖୁଲାସା କଲେ ନିର୍ଦ୍ଦେଶକ
ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍ ହୋଇଯାଇଛି। ଫିଲ୍ମଟି ରିଲିଜ୍ ହେବା ପରେ ବକ୍ସ ଅଫିସରେ ଦମ୍ଦାର୍ ଆୟ ମଧ୍ୟ କରିଥିଲା। ଫିଲ୍ମରେ ରଣବୀର-ଆଲିଆ ବ୍ୟତିତ ଅମିତାଭ ବଚ୍ଚନ,…
ଅଭିନେତ୍ରୀ ରମ୍ଭାଙ୍କ କାର୍ ଦୁର୍ଘଟଣା: ଝିଅ ଗୁରୁତର
ବଲିଉଡ୍ ଅଭିନେତ୍ରୀ ରମ୍ଭା ଏକ କାର୍ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ସେ ସାମାନ୍ୟ ଆହତ ହୋଛନ୍ତି। କିନ୍ତୁ ତାଙ୍କ ଝିଅ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କାନାଡାରେ ରହୁଥିବା ରମ୍ଭା ସ୍କୁଲରୁ ଝିଅକୁ ଆଣିବାକୁ ଯାଇଥିବାବେଳେ…
Archives


