Advertisement

ଏତେ ବଦଳିଗଲେଣି ‘କଚ୍ଚା ବାଦାମ୍‌’ ଫେମ୍‌ ଭୁବନ; କହିଲେ ‘ଏବେ ମୁଁ ସେଲିବ୍ରିଟି’

ବମ୍ବେ: ସୋସିଆଲ ମିଡିଆରେ ଗୋଟିଏ ଗୀତ ଭାଇରାଲ ହେବା ପରେ ରାତାରାତି ଷ୍ଟାର ପାଲଟିଥିଲେ ‘କଚ୍ଚା ବାଦାମ’ ଫେମ୍‌ ଭୁବନ ବାଦକାର। ଏବେ ସେ ପୁଣି ଥରେ ଆଉ ଏକ ନୂଆ ଗୀତ ସହ ଫେରିଛନ୍ତି। ଗୀତର ରିଲିଜକୁ ନେଇ ଭୁବନ ବହୁତ ଉତ୍ସାହିତ ଥିବା ବେଳେ କେବେ ବି ଆଉ ସେ ବାଦାମ ବିକିବେ ନାହିଁ ବୋଲି କହିଛନ୍ତି।
ଚଳିତ ବର୍ଷ ମେ’ ମାସରେ ଦୁର୍ଘଟଣାରେ ଆହତ ହୋଇଥିଲେ ଭୁବନ। ସେବେଠାରୁ ସେ ସୋସିଆଲ ମିଡିଆରୁ ଗାଏବ ହୋଇଯାଇଥିଲେ। ହେଲେ ସେ ସୁସ୍ଥ ହୋଇସାରିଛନ୍ତି। ଖୁବ୍‌ଶୀଘ୍ର ସେ ନୂଆ ଆଲବମ୍‌ ରିଲିଜ କରିବାକୁ ଯାଉଛନ୍ତି। ଏହି ଆଲବମରେ ତିନୋଟି ଗୀତ ରହିଛି। ସେଗୁଡ଼ିକରେ ଭୁବନଙ୍କ ଜୀବନକାହାଣୀ ରହିଛି। ‘ଅବ୍‌ ମେ ମୁଂଗଫଲି ନହିଁ ବେଚୁଙ୍ଗା’ ତାଙ୍କ ଆଲବମର ନାଁ ବୋଲି ସେ କହିଛନ୍ତି।
ଭୁବନ ଜୀବନରେ ଆସିଥିବା ପରିବର୍ତ୍ତନକୁ ନେଇ କହିଛନ୍ତି, ,ଏବେ ମୋ ପାଖରେ ଆଉ ସମୟ ନାହିଁ। ମୋର ନିଜର ଜୀବନ ରହିଛି। ମୋର ଗାଡ଼ି ଅଛି। ମୋ ଜୀବନର ଏହା ବଡ଼ ସତ୍ୟରେ ପରିଣତ ହୋଇଛି। ମୋ ଗୀତରେ ସେସବୁ ଦେଖିବାକୁ ମିଳିବ। ତେବେ ନିଜକୁ ସେ ବହୁତ ଭାଗ୍ୟବାନ ବୋଲି ମନେ କରୁଛନ୍ତି। ଏବେ ସେ ମନେମନେ ନିଜକୁ ସେଲିବ୍ରିଟି ବୋଲି ଭାବୁଥିବା ଭୁବନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କାଙ୍କ ଗୋଟିଏ ସ୍ବପ୍ନ ପୂରଣ ହେଲା, ବାକି ରହିଲା ଆଉ ଗୋଟିଏ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏକ ସାକ୍ଷାତକାରରେ କହିଥିଲେ, ମୋର ଦୁଇଟି ସ୍ବପ୍ନ ରହିଛି। ତାହା ପୂରଣ ହେଲେ ମୁଁ ସମସ୍ତଙ୍କୁ ଜଣାଇଦେବି। ସେଥିରୁ ଗୋଟିଏ...

ଅଭିନେତାଙ୍କଠାରୁ ଅଧିକ ଫି’ ନେଉଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଏକ ସମୟ ଥିଲା ଯେତେବେଳେ ଶ୍ରୀଦେବୀ ବଲିଉଡରେ ରାଜ୍‌ କରୁଥିଲେ। ଆଜି ସେ ହୁଏତ ଆମ ସହିତ ନାହାନ୍ତି, କିନ୍ତୁ ଯେତେବେଳେ ବି ତାଙ୍କର ଗୋଟିଏ...

ନିଜକୁ ଶାହାରୁଖଙ୍କ ପରି ଏମିତି ସଜାଇଲେ ଯୁବତୀ, କାରଣ ଜାଣିଲେ…

କିଛି ଲୋକଙ୍କ କୌଶଳ ଏତେ ଆଶ୍ଚର୍ଯ୍ୟଜନକ ଯେ ସମସ୍ତଙ୍କ ଧ୍ୟାନ ସେମାନଙ୍କ ଆଡ଼କୁ ଚାଲିଯାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଜଣେ ଯୁବତୀଙ୍କ ଏକ ଭିଡିଓ...

୧୦୦ ଦିନ ହସ୍ପିଟାଲରେ ରହିବା ପରେ ଘରକୁ ଫେରିଲା ପିସିଙ୍କ ଝିଅ. ଫାଷ୍ଟ ଲୁକ୍ ଶେୟାର କଲେ ଦମ୍ପତି

ମୁମ୍ବାଇ: ମଦର୍ସ ଡେ’ ସମସ୍ତ ମାଆ ଓ ପିଲାମାନଙ୍କ ପାଇଁ ସ୍ୱତନ୍ତ୍ର ହୋଇଥାଏ । ହେଲେ ଚଳିତ ବର୍ଷ ଏହି ଦିନ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା...

ବେରୋଜଗାର ଯୋଗୁ ଡିପ୍ରେଶନରେ ଏହି କଳାକାର

କରୋନା ଭାଇରସ ଯୋଗୁ ସମଗ୍ର ଦେଶରେ ଆର୍ଥିକ ସମସ୍ୟା ଦେଖାଦେଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କଳାକାର ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମିତିରେ...

ବିଧାନସଭାରେ ଜୟଲଳିଥାଙ୍କର ଚିରି ଦିଆଯାଇଥିଲା ଶାଢ଼ି

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ତାଙ୍କର ଆମାଗୀ ଫିଲ୍ମ ‘ଥଲାଇଭି’କୁ ନେଇ ବିଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ୨ ଦିନ ପୂର୍ବେ ଫିଲ୍ମର...

ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଗୁଗୁଲ୍‌ରେ ନିଜକୁ ଖୋଜିଥିଲେ ସୁଶାନ୍ତ

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ସୋସିଆଲ ମିଡିଆରେ ଅନେକ କଳ୍ପନାଜଳ୍ପନା ଚାଲିଛି। ତେବେ ମୁମ୍ବାଇ ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଏକ...

ହଂସଲ ମେହେତାଙ୍କ ୱେବ ସିରିଜରେ ମହାତ୍ମାଙ୍କ ଜୀବନୀ

ମୁମ୍ବାଇ: ଫିଲ୍ମ ନିର୍ମାତା ହଂସଲ ମେହେତା ରାମଚନ୍ଦ୍ର ଗୁହାଙ୍କ ଦୁଇଟି ପୁସ୍ତକ: ଗାନ୍ଧୀ ବିଫୋର ଇଣ୍ଡିଆ ଓ ଗାନ୍ଧୀ ଦ ଇୟର୍ସ ଦ୍ୟାଟ ଚେଞ୍ଜ ଦ...

Advertisement
Archives

Model This Week