Advertisement

ଡାକ୍ତରଖାନାରେ ଭର୍ତ୍ତି ହେଲେ ଏହି ଲୋକପ୍ରିୟ ପଞ୍ଜାବୀ ଗାୟକ

ବମ୍ବେ: ଖ୍ୟାତନାମା ଗାୟକ ତଥା ରାପର ଏପି ଢିଲୋନ ଅସୁସ୍ଥ। ଗୁରୁତର ଭାବେ ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରି ସେ ଏନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଫଟୋରେ ସେ ଆହତ ହୋଇ ଶୋଇଥିବା ଦେଖାଯାଉଛି। ତେବେ ଏହାକୁ ନେଇ ତାଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଛନ୍ତି। ସମସ୍ତେ ତାଙ୍କର ଆରୋଗ୍ୟ ହେବାର କାମନା କରୁଛନ୍ତି। ଗାୟକ କେଉଁଭଳି ଭାବେ ଆହତ ହେଲେ ତାହା ଜଣାପଡ଼ିନାହିଁ। ହେଲେ ସେ ଅନ୍ତର୍ଜାତୀୟ ଗସ୍ତ କରୁଥିବା ବେଳେ ଆହତ ହୋଇଥିବା କହିଛନ୍ତି। ଏଥିଯୋଗୁ ଲସ୍‌ ଆଞ୍ଜେଲସ୍‌ରେ ହେବାକୁ ଥିବା ତାଙ୍କ କନ୍‌ସର୍ଟକୁ ବାତିଲ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକୁ କଥକ ଶିଖାଉଛନ୍ତି ମାଧୁରୀ

ମୁମ୍ବାଇ: କରୋନା ଭାଇରସ ଯୋଗୁ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବାରୁ ଏବେ ସମସ୍ତେ ପ୍ରାୟ ଘରେ ସମୟ କାଟୁଛନ୍ତି। ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏବେ ଘରେ...

୨୨ ବର୍ଷ ପରେ ଏକାଠି ନଜର ଆସିବେ ଉର୍ମିଳା-ଗୋବିନ୍ଦା

ମୁମ୍ବାଇ: ଜି ଟିଭି ନିକଟରେ ତା’ର ଲୋକପ୍ରିୟ ରିୟଲିଟି ଶୋ’ ଡିଆଇଡି ସୁପର ମମ୍ସର ତୃତୀୟ ସିଜନ ଲଞ୍ଚ କରିଛି । ଡିଆଇଡି ସୁପର ମମ୍ସ...

ଏହି ବଲିଉଡ୍‌ ନାୟକଙ୍କ ପ୍ରେମରେ ପଡିଥିଲେ କ୍ରିତି

ମୁମ୍ବାଇ: ବଲିଉଡ୍‌ ନାୟିକା କ୍ରିତି ସାନନ ୨୦୧୪ରେ ଫିଲ୍ମ ହିରୋପନ୍ଥି ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ୩୦ ବର୍ଷରେ ପଦାର୍ପଣ କରିଥିବା ଏହି ନାୟିକା ଇଞ୍ଜିନିୟରିଂରେ...

ଘର ଚଳାଇବା ପାଇଁ ରାସ୍ତା କଡ଼ରେ ପୋଷାକ ବିକ୍ରି କରୁଥିଲେ ଏହି ଅଭିନେତ୍ରୀ

ହଲିଉଡ୍‌ ଅଭିନେତ୍ରୀ ତଥା ଗାୟିକା ରିହାନା ନାମ କାହା ପାଇଁ ନୂଆ ନୁହେଁ। କିନ୍ତୁ କୃଷକ ଆନ୍ଦୋଳନ ଯୋଗୁ ଏହି ନାମ ବିଗତ କିଛି ଦିନ...

ୟାମିଙ୍କ ସହ ବ୍ରେକ୍‌ଅପ ପରେ ଭାଙ୍ଗି ପଡିଥିଲେ ଅଭିନେତା

ବଲିଉଡ ଅଭିନେତା ପ୍ରତୀକ ବବର ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ପ୍ରତୀକ ବବର ତାଙ୍କ ପ୍ରେମ ଜୀବନକୁ ନେଇ କିଛି ଖୁଲାସା...

‘ଓ୍ବାନ୍‌ ନାଇଟ୍‌ ଷ୍ଟାଣ୍ଡ’ ପରେ ଗର୍ଭବତୀ ହୋଇଯାଇଥିଲି: କୁବ୍ରା

ବମ୍ବେ: ଓ୍ବେବ୍‌ ସିରିଜ୍‌ ‘ସାକ୍ରେଡ୍‌ ଗେମ୍ସ’ରେ କୁକ୍କୁ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ଅଭିନେତ୍ରୀ କୁବ୍ରା ସୈତ। ଅଭିନେତ୍ରୀ ପରେ ସେ ଏବେ ହୋଇଛନ୍ତି...

ବଡ ରୋଗରେ ପୀଡ଼ିତ ଅଛନ୍ତି ସାମନ୍ଥା

ବମ୍ବେ: ଦକ୍ଷିଣ ଭାରତୀୟ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ ଅସୁସ୍ଥ। ଡାକ୍ତରଖାନାରେ ତାଙ୍କର ଚାଲିଛି ଚିକିତ୍ସା। ଏନେଇ ଅଭିନେତ୍ରୀ ନିଜେ ତାଙ୍କ ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ...

ପଞ୍ଜାବୀ ଅଭିନେତ୍ରୀ ଦଲଜିତ କୌରଙ୍କ ପରଲୋକ

ଲୁଧିଆନ,୧୮ ।୧୧: ମାତ୍ର ୬୯ ବର୍ଷ ବୟସରେ ପଞ୍ଜାବୀ ଅଭିନେତ୍ରୀ ଦଲଜିତ କୌରଙ୍କର ପରଲୋକ ହୋଇଛି । ଆକ୍ଟର ନିରୁ ବାଜୱା ଦଲଜିତଙ୍କ ପରଲୋକ ହୋଇଥିବା...

Advertisement
Archives

Model This Week