Advertisement

ଜନ୍ମଦିନରେ ରିଲିଜ୍‌ ହେଲା ‘ପଠାନ୍‌’ର ଦମଦାର୍‌ ଟିଜର

ମୁମାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ ୫୭ ବର୍ଷ ବୟସରେ ପାଦ ଥାପିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଫିଲ୍ମ ‘ପଠାନ୍‌’ର ଟିଜର ରିଲିଜ୍‌ କରିଛନ୍ତି ନିର୍ମାତା। ଯାହାକୁ ଦେଖିବା ପରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଶେୟାର ହୋଇଥିବା ଟିଜରରେ ଶାହାରୁଖ ଆକ୍ସନ ଭୂମିକାରେ ନଜର ଆସୁଛନ୍ତି। ଦୀପିକାଙ୍କ ଲୁକ୍‌ ମଧ୍ୟ ସାମ୍ନାକୁ ଆସିଛି। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲଟି ୨୫ ଜାନୁୟାରୀ ୨୦୨୩ରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମରେ ଶାହାରୁଖ-ଦୀପିକାଙ୍କ ବ୍ୟତିତ ଜନ୍‌ ଆବ୍ରାହମ୍‌, ହ୍ରିତିକ୍‌ ରୋଶନ, ଡିମ୍ପଲ କପାଡିଆ ଆଦି ପ୍ରମୁଖ ଭୂମିକାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷ୍ଟାଇଲ୍‌ ଷ୍ଟେଟମେଣ୍ଟରେ ସବୁଠାରୁ ଆଗରେ ଦୀପିକା-ରଣବୀର

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ ଓ ତାଙ୍କ ପତି ରଣବୀର କପୁର ବିବାହ ପରଠାରୁ ସବୁବେଳେ ଆସୁଛନ୍ତି ଚର୍ଚ୍ଚାକୁ। ଅଭିନୟ ପାଇଁ କୁହନ୍ତୁ ଅବା...

ଝିଅ ସହ ଫଟୋ ଶେୟାର କଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ ସହ ହଲିଉଡରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ସ୍ବାମୀ ନିକ ଜୋନାସଙ୍କ ସହ ତାଙ୍କ ଶାଶୁଘରେ ଅଛନ୍ତି। ବର୍ତ୍ତମାନ...

ଗର୍ଭାବସ୍ଥାରେ ଶୁଟିଂ କରିଛନ୍ତି ଏହିସବୁ ଅଭିନେତ୍ରୀ: ତେବେ ଜଣଙ୍କର ହୋଇଥିଲା ମିସ୍‌କ୍ୟାରେଜ୍‌

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏବେ ନିଜର ଗର୍ଭାବସ୍ଥା ଉପଭୋଗ କରୁଛନ୍ତି। ବର୍ତ୍ତମାନ ତାଙ୍କର ୬ ମାସ ଚାଲିଛି। ଏହାରି ମଧ୍ୟରେ ସେ ଫିଲ୍ମ ଶୁଟିଂ...

କିୟାରାଙ୍କ ଗ୍ଲାମରସ ଫଟୋଶୁଟ୍‌

ମୁମ୍ବାଇ: ବଲିଉଡ୍ ନାୟିକା କିୟାରା ଆଡଭାନୀ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ନିଜର ଷ୍ଟାଇଲ ସେନ୍ସ ପାଇଁ ଅଧିକାଂଶ ସମୟରେ ସେ ଥାଆନ୍ତି ଚର୍ଚ୍ଚାରେ...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପାଇଁ ମା’ କଲେ ୧.୧୫ ଲକ୍ଷ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ, ଜାଣନ୍ତୁ କାହିଁକି

ଅଭିନେତ୍ରୀ କଙ୍ଗନା ରାନାୱତ ଖୋଲା କଥା କହିବା କାରଣରୁ ଅନେକ ଥର ଅସୁବିଧାରେ ପଡ଼ନ୍ତି। ଏହି କାରଣରୁ ବେଳେବେଳେ ତାଙ୍କୁ ପ୍ରଶଂସା ମିଳୁଥିବାବେଳେ ବେଳେବେଳେ ତାଙ୍କୁ...

ପ୍ରଶଂସକଙ୍କୁ ଘାଇଲା କରୁଛି ଲକ୍ଷ୍ମଣଙ୍କ ନିଶ

ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକ ପୁନଃ ପ୍ରସାରଣ ପରଠାରୁ ଏହି ସିରିଏଲର କଳାକାରଙ୍କ ମଧ୍ୟ ଲୋକପ୍ରିୟତା ବଢ଼ିଛି। ଧାରାବାହିକରେ ଅଭିନୟ କରିଥିବା ଅରୁଣ ଗୋବିଲ, ଦୀପିକା...

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ

କଟକ ଅଫିସ,୨୭।୯: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉନାହିଁ। ମଙ୍ଗଳବାର ଅନୁଭବ-ବର୍ଷା...

ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ଭାଙ୍ଗି ପଡ଼ିଛନ୍ତି ଅଙ୍କିତା

ବମ୍ବେ: ଦିନ ଥିଲା ଉଭୟ ଉଭୟଙ୍କୁ ଭଲପାଇ ବସିଥିଲେ। ବିବାହ କରିବେ ବୋଲି ନିଷ୍ପତ୍ତି ମଧ୍ୟ ନେଇଥିଲେ। ହେଲେ ଏହା ହୋଇପାରି ନ ଥିଲା। ଶେଷରେ...

Advertisement
Archives

Model This Week