ପଓ୍ବନ ସିଂଙ୍କ ଗୀତରେ ଟୁଇଟ୍ କଲେ ଏଲନ୍ ମସ୍କ!
ଭୋଜପୁରୀ ଅଭିନେତା ତଥା ଗାୟକ ପଓ୍ବନ ସିଂଙ୍କ ଗୀତ ‘ଲଲିପପ୍ ଲାଗେଲୁ’ ଏକ ଜବରଦସ୍ତ ହିଟ୍ ଗୀତ। ଲୋକମାନେ ଏହି ଗୀତରେ ପାର୍ଟିରେ ଜୋର୍ଦାର ଡ୍ୟାନ୍ସ କରନ୍ତି। ବର୍ତ୍ତମାନ ଏହି ଗୀତ ଏବଂ ଏହାର ଗାୟକ ପଓ୍ବନ ସିଂ ପୁଣି ଥରେ…
ଶେର୍ଲିନଙ୍କ ବିରୋଧରେ ମାମଲା ଦାୟର କଲେ ରାକ୍ଷୀ
ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ ଏବଂ ଶେର୍ଲିନ ଚୋପ୍ରାଙ୍କ ମଧ୍ୟରେ ସାଜିଦ୍ ଖାନ୍ଙ୍କୁ ନେଇ ଜୋରସୋର ଝଗଡ଼ା ହୋଇଛି। ଉଭୟ ପରସ୍ପରକୁ କଡ଼ା ଟାର୍ଗେଟ କରୁଛନ୍ତି। ଶନିବାର ରାକ୍ଷୀ ଶେର୍ଲିନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହା ସହ ସେ ତାଙ୍କ ଉପରେ…
ବିମାନବନ୍ଦରରେ ନିଜର ଅବିକଳ ଚେହେରା ଥିବା ବ୍ୟକ୍ତିଙ୍କୁ ଦେଖି ଚମକିଲେ ଗୋବିନ୍ଦା, କହିଲେ କିଏ ଅସଲି?
ବମ୍ବେ: ନିଜ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ଚମକି ପଡ଼ିଛନ୍ତି ବଲିଉଡ ଅଭିନେତା ଗୋବିନ୍ଦା। ବିମାନବନ୍ଦରରେ ଉଭୟଙ୍କ ଭେଟର କିଛି ଦୃଶ୍ୟ ଏବେ ବେଶ ଭାଇରାଲ ହେଉଛି। ଗୋବିନ୍ଦା ନିଜ ପତ୍ନୀ ସୁନିତାଙ୍କ ସହ ସେଠାରେ ପହଞ୍ଚିଥିବା ବେଳେ ସାମ୍ନାକୁ…
ଅକ୍ଷୟ କୁମାରଙ୍କ ଟଙ୍କା ଚୋରାଇ ନେବାକୁ ଚାହୁଁଛନ୍ତି ରକୁଲପ୍ରିତ!
ବମ୍ବେ: ବଲିଉଡ୍ ସୁପରଷ୍ଟାର ଅକ୍ଷୟ କୁମାର କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। ଫିଲ୍ମ ପିଛା ସବୁଠାରୁ ଅଧିକ ଟଙ୍କା ଚାର୍ଜ କରିଥାନ୍ତି ସେ। ଏଭଳି ସ୍ଥିତିରେ ଏବେ ତାଙ୍କ ଟଙ୍କା ଚୋରି କରିବାକୁ ଚାହୁଁଛନ୍ତି ଚୁଲବୁଲି ଅଭିନେତ୍ରୀ ରକୁଲ ପ୍ରିତ…
‘ଭେଷ୍ଟିବୁଲାର ହାଇପୋଫଙ୍କସନ୍’ ନାମକ ଗୁରୁତର ରୋଗ ସହ ଲଢ଼ୁଛନ୍ତି ବରୁଣ ଧାଓ୍ବନ; ଜାଣନ୍ତୁ ଲକ୍ଷଣ ଏବଂ ଚିକିତ୍ସା
ବମ୍ବେ: ଦକ୍ଷିଣ ଭାରତୀୟ ସିନେମା ଅଭିନେତ୍ରୀ ସମାନ୍ଥା ଅକ୍କିନେନୀଙ୍କ ପରେ ଏବେ ଅଭିନେତା ବରୁଣ ଧାଓ୍ବନ ମଧ୍ୟ ନିଜ ରୋଗକୁ ନେଇ ମୁହଁ ଖୋଲିଛନ୍ତି। ସେ ଭେଷ୍ଟିବୁଲାର ହାଇପୋଫଙ୍କସନ ନାମକ ଗୁରୁତର ରୋଗ ସହ ଲଢ଼ୁଛନ୍ତି। ଏହି ରୋଗରେ ଜଣେ ବ୍ୟକ୍ତି…
ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଷ୍କା, ଭାଇରାଲ ହେଉଛି ପୋଷ୍ଟ
ମୁମ୍ବାଇ: ଭାରତୀୟ କ୍ରିକେଟର ବିରାଟ କୋହଲି ଶନିବାର ଅର୍ଥାତ୍ ୫ ନଭେମ୍ବରରେ ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ସମସ୍ତେ ବିରାଟଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଉଛନ୍ତି । ଏହି ବିଶେଷ ଦିନରେ ପତ୍ନୀ ଅନୁଷ୍କା ଶର୍ମା ବି…
ରଣବୀରଙ୍କ ସହ ହିଟ୍ ଯୋଡି ହେବାକୁ ଚାହୁଁଛନ୍ତି ଜାହ୍ନବି
ମୁମ୍ବାଇ: ବଲିଉଡ ନାୟିକା ଜାହ୍ନବି କପୁର ଏବେ ତାଙ୍କ ପ୍ରୋଜେକ୍ଟକୁ ନେଇ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ତାଙ୍କ ଅଭିନୀତ ଫିଲ୍ମ ‘ମିଲି’କୁ ବେଶ ଭଲ ରେସପନ୍ସ ମିଳୁଛି ନିକଟରେ ଅଭିନେତ୍ରୀ ଦେଇଥିବା ଏକ ସାକ୍ଷାତକାର ଏବେ ସୋସିଆଲ ମିଡିଆରେ ଭାଇରାଲ…
ଅପସ୍ମାର ସମ୍ପର୍କରେ ସଚେତନ କରୁଛନ୍ତି ଫାତିମା
ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ‘ଦଙ୍ଗଲ’ରୁ ବଲିଉଡ୍ ଡେବ୍ୟୁ କରିଥିବ ଅଭିନେତ୍ରୀ ଫାତିମା ସାନା ଶେଖ୍ ଏପପିଲେପ୍ସି ବା ଅପସ୍ମାର ରୋଗକୁ ଲୋକଙ୍କୁ ସଚେତନ କରୁଛନ୍ତି। ନାୟିକା ଜଣକ ନିକଟରେ ଇନଷ୍ଟାଗ୍ରାମ୍ରେ ନିଜର ଏକ ଫଟୋ ଶେୟାର କରିବା ସହ ଅଧିକାଂଶ ଲୋକଙ୍କଠାରେ…
ଏପିଲେପ୍ସିକୁ ନେଇ ସଚେତନ କରୁଛନ୍ତି ଫାତିମା
ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ର ‘ଦଙ୍ଗଲ’ରୁ ବଲିଉଡ୍ ଡେବ୍ୟୁ କରିଥିବ ଅଭିନେତ୍ରୀ ଫାତିମା ସନା ଶେଖ୍ ଏପପିଲେପ୍ସି ରୋଗକୁ ଲୋକଙ୍କୁ ସଚେତନ କରୁଛନ୍ତି। ସେ ନିକଟରେ ଇନଷ୍ଟାଗ୍ରାବରେ ନିଜ ଏକ ଫଟୋ ଶେୟାର କରିବା ସହ ଅଧିକାଂଶ ଲୋକଙ୍କଠାରେ ଦେଖାଯାଉଥିବା ବିରଳ ନ୍ୟୁରୋ…
୩୨ ହଜାର ଯୁବତୀଙ୍କ ଧର୍ମ ପରିବର୍ତ୍ତନ, କରିଦିଆଗଲା ଆଇଏସ୍ଆଇଏସ୍ ଆତଙ୍କବାଦୀ; ଟିଜର୍କୁ ନେଇ ଉଠିଲା ପ୍ରଶ୍ନ
ବମ୍ବେ: ଟିଜର ରିଲିଜ ପରଠାରୁ ଚର୍ଚ୍ଚାରେ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରୀ’। ନିର୍ମାତା ଏହାକୁ ସତ୍ୟ ଘଟଣାବଳୀ ଉପରେ ଆଧାରିତ ବୋଲି କହୁଥିବା ବେଳେ ସାରା ବିଶ୍ୱରେ କାହାଣୀକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେହି କେହି ରାଜ୍ୟକୁ ବଦ୍ନାମ କରିବାକୁ…
ପୁରୁଷ ପାଖରେ କିଛି କଥା ନ ଥିଲେ ସ୍ତ୍ରୀର ଚରିତ୍ର ଉପରେ କଥା କହିଥାଏ: ଚାରୁ
ବମ୍ବେ: ବଲିଉଡ ସୁସ୍ମିତା ସେନଙ୍କ ଭାଇ-ଭାଉଜ ଛାଡ଼ପତ୍ର ନେବାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ପରସ୍ପରକୁ ଆରୋପ୍ୟ ପ୍ରତ୍ୟାରୋପ କରୁଛନ୍ତି। ମାର୍ପିଟ ପରେ ଏବେ ବିବାହରେ ଧୋକା ଦେବା ଯାଏ କଥା ପହଞ୍ଚିଛି। ଚାରୁ ଅସୋପା ପ୍ରଥମେ ରାଜୀବ ତାଙ୍କୁ ଧୋକା…
ଜାହ୍ନବୀଙ୍କ ପାଇଁ ପ୍ରଶଂସାର ପୋଷ୍ଟ ଲେଖିଲେ ଅର୍ଜୁନ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଅଭିନୀତ ଫିଲ୍ମ ‘ମିଲି’ ଫ୍ରାଇଡେରେ ରିଲିଜ୍ ହୋଇସାରିଛି । ଆରମ୍ଭରୁ ଫିଲ୍ମକୁ ଭଲ ରେସପନ୍ସ ମିଳୁଛି । ପ୍ରଡ୍ୟୁସର ପିତା ବୋନି କପୁରଙ୍କ ଏହି ଫିଲ୍ମରେ ଜାହ୍ନବୀ ଲିଡ ରୋଲରେ ଦେଖାଦେଇଛନ୍ତି । ଏଥିରେ…
Archives


