ଟାଇଗରଙ୍କ ହାଇଚାର୍ଜ
ବଲିଉଡ ନିର୍ଦ୍ଦେଶକ କରଣ ଜୋହର କିଛି ଦିନ ପୂର୍ବରୁ ଅଭିନେତା ଟାଇଗର ଶ୍ରଫଙ୍କ ସହ ବଡ ଆକ୍ସନ ପ୍ରୋଜେକ୍ଟ ‘ସ୍କ୍ରୁ ଢିଲା’ କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ଏବେ ଏହି ପ୍ରୋଜେକ୍ଟକୁ ସ୍ଥଗିତ ରଖାଯାଇଛି। ଏହାର ପଛର କାରଣ ଟାଇଗର…
ହ୍ୟାରୀ ପୋଟର ଅଭିନେତାଙ୍କ ପରଲୋକ…
ଓ୍ବାଶିଂଟନ,୯।୧୧ : ବହୁ ଲୋକପ୍ରିୟ କ୍ୟାରି ଅନ ଧାରାବାହିକରେ ତାଙ୍କ ଭୂମିକା ପାଇଁ ଜଣାଶୁଣା ଏବଂ ହ୍ୟାରି ପୋଟର୍ରେ ଶର୍ଟିଂ ହାଟକୁ ସ୍ବର ଦେଇଥିବା ବ୍ରିଟିଶ ହାସ୍ୟ ଅଭିନେତା ଲେସଲି ଫିଲିପ୍ସଙ୍କର ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ୯୮ ବର୍ଷ…
ରିଲିଜ୍ ହେଲା ‘ଇଣ୍ଡିଆ ଲକ୍ଡାଉନ୍’ର ଭୟଙ୍କର ଟିଜର
ମୁମ୍ବାଇ: ବଲିଉଡ୍ର ବେଶ୍ ଜଣାଶୁଣା ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଇଣ୍ଡିଆ ଲକଡାଉନ’ର ଟିଜର ମଙ୍ଗଳବାର ରିଲିଜ୍ ହୋଇଛି। ଏହି ଫିଲ୍ମଟିି କରୋନା ମହାମାରୀ ସମୟରେ ଦେଶର ସବୁଠାରୁ ଖରାପ ପରିସ୍ଥିତିର କାହାଣୀ ଉପରେ ଆଧାରିତ ହୋଇଛି। ଏହି ଫିଲ୍ମର…
ଫିଲ୍ମ ରିଲିଜ ପୂର୍ବରୁ ହାତଯୋଡି ଅପିଲ କଲେ ବିଗ ବି!
ମୁମ୍ବାଇ: ମଲ୍ଟି ଷ୍ଟାରର ଫିଲ୍ମ ‘ଉଁଚାଇ’ ୧୧ ନଭେମ୍ବର ୨୦୨୨ରେ ରିଲିଜ୍ ହେବାକୁ ଯାଉଛି । ଏଥିରେ ଅମିତାଭ ବଚ୍ଚନ, ବୋମନ ଇରାନୀ, ଅନୁପମ ଖେର, ଡ୍ୟାନି ଡେନଜୋଂଗପା, ପରିଣିତି ଚୋପ୍ରା, ସାରିକା ଓ ନିନା ଗୁପ୍ତା ଲିଡ ରୋଲରେ ଦେଖିବାକୁ…
ଭିନ୍ନ ଅନ୍ଦାଜରେ ଆଲିଆ ରଣବୀରଙ୍କୁ ଶୁଭେଚ୍ଛା ଜଣାଇଲା ଅମୁଲ
ମୁମ୍ବାଇ: ରବିବାର ଆଲିଆ ଭଟ୍ଟ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାପରେ ସାରା ଦେଶରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି କ୍ରମରେ ଅମୁଲ ବି ସ୍ପେଶାଲ ଅନ୍ଦାଜରେ ଏହି ବଲିଉଡ କପୁଲଙ୍କୁ ଶୁଭେଚ୍ଛା ଜଣାଇଛି…
ସ୍ବାସ୍ଥାବସ୍ଥାକୁ ନେଇ ମୁହଁ ଖୋଲିଲେ ସାମନ୍ଥା, କହିଲେ ‘ମୁଁ ଏ ପର୍ଯ୍ୟନ୍ତ ମରି ନାହିଁ’
ସାଉଥ୍ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଅପକମିଙ୍ଗ୍ ଫିଲ୍ମ ‘ଯଶୋଦା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଫିଲ୍ମର ପ୍ରମୋଶନରେ ଲାଗିପଡିଛନ୍ତି। ଏହାରି ମଧ୍ୟରେ ଅଭିନେତ୍ରୀ ଏକ ବଡ ରୋଗରେ ଆକ୍ରାନ୍ତ ଅଛନ୍ତି ବୋଲି ଶୁଣାଯାଉଛି। ଏହାକୁ ନେଇ ସେ ଏକ ସାକ୍ଷାତକାରରେ…
ଝିଅକୁ ପ୍ରଥମଥର ଥର କୋଳରେ ଧରି କାନ୍ଦିଲେ ରଣବୀର
ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଝିଅ ଜନ୍ମପରେ ପିତା ରଣବୀର କପୁର ମଧ୍ୟ ବେଶ୍ ଖୁସି ଅଛନ୍ତି। ଆଲିଆ ଗର୍ଭବତୀ ଥିବାବେଳେ ରଣବୀର ଝିଅ ଚାହୁଁଥିବା ଖୋଲାଖୋଲି ଭାବେ ସ୍ବୀକାର କରିଥିଲେ। ଏବେ ତାଙ୍କର ଇଚ୍ଛା…
ପ୍ରେମିକାରୁ ସ୍ତ୍ରୀ
ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରିର ବେଶ୍ ଜଣାଶୁଣା ଗାୟିକା ପଲକ ମୁଛାଲ ମ୍ୟୁଜିକ୍ କମ୍ପୋରଜର କମ୍ ସିଙ୍ଗର ମିଥୁନଙ୍କୁ ବିବାହ କରିଛନ୍ତି। ରବିବାର ସକାଳେ ମୁମ୍ବାଇରେ ଦୁହେଁ ବାହା ହୋଇଥିବାବେଳେ ସନ୍ଧ୍ୟାରେ ସେମାନେ ରିସେପ୍ସନ୍ ପାର୍ଟିର ଆୟୋଜନ କରିଥିଲେ। ପାର୍ଟିରେ ବଲିଉଡ୍ ଓ…
ଭାଇଙ୍କ ସହ ଯୋଡାଯାଇଥିଲା ଅଭିନେତ୍ରୀଙ୍କ ନାମ, ଶୋଇବେ କ’ଣ ରାତି ରାତି କାନ୍ଦୁଥିଲେ ଏହି ଅଭିନେତ୍ରୀ
ବମ୍ବେ: ସେଲିବ୍ରଟିମାନଙ୍କ ଜୀବନ ଦୂରରୁ ଯେତିକି ଚାକଚକ୍ୟପୂର୍ଣ୍ଣ ଲାଗିଥାଏ, ବାସ୍ତବତା ଠିକ ଓଲଟା ହୋଇଥାଏ। କାରଣ ତାଙ୍କର ବ୍ୟକ୍ତିଗତ ଜୀବନ କ୍ୟାମେରା ଲେନ୍ସରେ ଥାଏ। ଅନେକ ସମୟରେ ଗୁଜବଗୁଡ଼ିକ ଚିନ୍ତାର କାରଣ ସାଜେ। ସେଭଳି କିଛି ଘଟିଥିଲା ବଲିଉଡ୍ ଅଭିନେତ୍ରୀ ରବିନା…
ଏହି ଅଭିନେତ୍ରୀଙ୍କ ପାଇଁ ଶୁଟିଂ ସେଟ୍ରେ ପ୍ରବଳ ରାଗି ଯାଇଥିଲେ ରେଖା
ମୁମ୍ବାଇ: ବଲିଉଡ୍ର ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ରେଖା ହେଉଛନ୍ତି ଏମିତି ଜଣେ ଅଭିନେତ୍ରୀ ଯାହାଙ୍କ ମୁହଁରେ ଆଜି ବି ଚମକ ଅକ୍ଷୁଣ୍ଣ ରହିଛି। ତାଙ୍କ ସମୟରେ ତାଙ୍କର ଅଭିନୟ ଏବଂ ଚେହେରା ଉଭୟ ଚର୍ଚ୍ଚାରେ ଥିଲା। ଅନ୍ୟପକ୍ଷରେ ଅଭିନେତ୍ରୀ ରୀନା ରାୟ…
ପ୍ରେମିକଙ୍କ ହାତ ଧରିଲେ ଗାୟିକା
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଗାୟିକା ପଲକ ମୁଚ୍ଛଲ। ଦୀର୍ଘଦିନର ପ୍ରେମିକ ମିଥୁନଙ୍କ ହାତ ଧରିଛନ୍ତି ସେ। ନିଜ ଜୀବନର ଏହି ଖାସ୍ ଉତ୍ସବରେ ପଲକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ସେହିଭଳି ମିଥୁନ ଅଫ୍ ହ୍ବାଇଟ୍ ରଙ୍ଗର ଶେରଓ୍ବାନୀ…
ସ୍ବାମୀଙ୍କ ଭୟରେ ଘରୁ ବାହାରିବାକୁ ଡରୁଥିଲେ ଅଭିନେତ୍ରୀ, ଏବେ ବଖାଣିଲେ ଦୁଃଖ
ବମ୍ବେ: କିଛି ଦିନର ଡେଟିଂ ପରେ ବିବାହ। ଏବେ ଛାଡ଼ପତ୍ର ପର୍ଯ୍ୟନ୍ତ କଥା ପହଞ୍ଚିବା ପରେ ପରସ୍ପରକୁ ଆରୋପ ପ୍ରତ୍ୟାରୋପ କରି ଆସୁଛନ୍ତି ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ଏବଂ ଭାଉଜ ଚାରୁ ଅସୋପା। ନିକଟରେ ରାଜୀବ ଚାରୁଙ୍କ…
Archives


