Advertisement

ଟାଇଗରଙ୍କ ହାଇଚାର୍ଜ

ବଲିଉଡ ନିର୍ଦ୍ଦେଶକ କରଣ ଜୋହର କିଛି ଦିନ ପୂର୍ବରୁ ଅଭିନେତା ଟାଇଗର ଶ୍ରଫଙ୍କ ସହ ବଡ ଆକ୍ସନ ପ୍ରୋଜେକ୍ଟ ‘ସ୍କ୍ରୁ ଢିଲା’ କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ଏବେ ଏହି ପ୍ରୋଜେକ୍ଟକୁ ସ୍ଥଗିତ ରଖାଯାଇଛି। ଏହାର ପଛର କାରଣ ଟାଇଗର ଶ୍ରଫ୍‌ଙ୍କ ଅଧିକ ଫି’ ଦାବି। ଏହି ଫି’ ପାଇଁ ଟାଇଗର ବହୁତ ଜୋରିମନା ମାଗିଥିଲେ, ଯେଉଁଥିରେ କରଣ ଜୋହର ରାଜି ହୋଇ ନ ଥିଲେ।

କରଣ ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ପରେ ଟାଇଗରଙ୍କ ସହ ଏହି ଆକ୍ସନ ଫିଲ୍ମ କରିବାକୁ ଚାହୁଁଥିଲେ। କିନ୍ତୁ ଟାଇଗର ଏଥିପାଇଁ ୩୦ କୋଟି ଟଙ୍କା ଦାବି କରିଥିଲେ। ଏଥିରେ କରଣ ରାଜି ହୋଇ ନ ଥିଲେ। କରଣ ଟାଇଗରଙ୍କୁ ମନାଇବା ପାଇଁ ଚେଷ୍ଟା କରିଥିଲେ। ତଥାପି ଟାଇଗର ଏଥିପାଇଁ ରାଜି ନ ଥିଲେ। ବାଧ୍ୟ ହୋଇ ଏବେ ଏହି ପ୍ରୋଜେକ୍ଟକୁ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାହାକୁ ଡରୁଥିଲେ କ୍ୟାଟ୍ରିନା

ଯାହାକୁ କ୍ୟାଟ୍ରିନା ବେଶି ଡରନ୍ତି ଏବେ ସେପରି ଭୂମିକାରେ ଅଭିନୟ କରିବେ। ଯେତେବେଳେ ଏହି ଅଫର ମିଳିଲା ସେତେବେଳେ ସେ ଟିକେ ଅଡୁଆରେ ପଡିଯାଇଥିଲେ। କାରଣ...

ସେପ୍ଟେମ୍ବରରୁ ଏହି ଯୁବତୀଙ୍କୁ ବିବାହ କରିସାରିଲେଣି ପ୍ରଭୁଦେବା, ହେଲେ…

କୋରିଓଗ୍ରାଫର୍‌ ପ୍ରଭୁଦେବା ଗତ ସେପ୍ଟେମ୍ବରରେ ସିକ୍ରେଟ୍‌ ବିବାହ କରିଛନ୍ତି। ବିବାହ ତାଙ୍କ ମୁମ୍ବାଇ ବାସଭବନରେ ଅନୁଷ୍ଠିତ ହୋଇଥିଲା। ନବଦମ୍ପତି ଏବେ ଚେନ୍ନାଇରେ ରହୁଛନ୍ତି। ତାଙ୍କ ସ୍ତ୍ରୀ...

ଗୁରୁପୂର୍ଣ୍ଣିମାରେ ଭାବପ୍ରବଣ ପୋଷ୍ଟ ଲେଖିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଓ କୋରିଅଗ୍ରାଫର ସରୋଜ ଖାଁଙ୍କ ଯୋଡି ସମସ୍ତ ପପୁଲାର ଯୋଡିଙ୍କ ମଧ୍ୟରୁ ଗୋଟିଏ। ଫିଲ୍ମ...

ନର୍ଗିସଙ୍କ ନୂଆ ଲୁକ୍‌

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଉ ଜଣେ ଜଣାଶୁଣା ଚେହେରା ହେଲେ ନର୍ଗିସ ଫାଖରି । ଏବେ ସେ ଇଟାଲୀରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଛୁଟି...

‘ଜୀବନରେ କେବେ ବି ତାଙ୍କ ମୁହଁ ଦେଖିବାକୁ ଚାହେଁନା’

ବମ୍ବେ: ଜୀବନରେ ଆଉ କେବେ ବି ତେଜସ୍ବୀ ପ୍ରକାଶଙ୍କ ମୁହଁ ଦେଖିବି ନାହିଁ। କିଛି ଏଭଳି କହିଛନ୍ତି ଅଭିନେତ୍ରୀ ସମିତା ସେଟ୍ଟୀ। ନିକଟରେ ଶେଷ ହୋଇଥିବା...

ଶନାୟା କପୁରଙ୍କୁ ଲଞ୍ଚ କରୁଛନ୍ତି କରନ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ।  ତାଙ୍କ ଅଭିନୀତ ଫିଲ୍ମ ‘ବେଧଡକ’ର ପୋଷ୍ଟର ରିଲିଜ୍ ହୋଇଛି...

ବଲିଉଡ୍‌ରେ ଶୋକ: ପରପାରିରେ ନିର୍ଦ୍ଦେଶକ ରଜତ

ମୁମ୍ବାଇ,୧୯।୭: ବଲିଉଡ୍‌ ଦୁନିଆକୁ ଲାଗିଛି ଆଉ ଏକ ଧକ୍କା। ନାମୀଦାମୀ ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କୁ ହରାଇଛି ସିନେ ଦୁନିଆ। ଶନିବାର ରାତିରେ ଜୟପୁରଠାରେ ତାଙ୍କର ଦେହାନ୍ତ...

୧୫ ବର୍ଷରେ ଏମିତି ବଦଳିଗଲେ ‘ତାରେ ଜାମିନ ପର’ ଶିଶୁ କଳାକାର, ଜାଣନ୍ତୁ କ’ଣ କରନ୍ତି ଏବେ

ଫିଲ୍ମର କାହାଣୀ ସହିତ କେତେକ କଳାକାର ମଧ୍ୟ ଆମ ହୃଦୟରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରନ୍ତି । ୨୦୦୭ର ମନସ୍ତାତ୍ତ୍ୱିକ ଫିଲ୍ମ ‘ତାରେ ଜାମିନ...

Advertisement
Archives

Model This Week