ମନୋରଞ୍ଜନ

ଆଥିଆ-ରାହୁଲଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ସୁନୀଲ ଶେଟ୍ଟୀ

ଭାରତୀୟ କ୍ରିକେଟର୍‌ କେ.ଏଲ ରାହୁଲ ଏବଂ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ଉଭୟ କୁଆଡେ ପରିବାର ଏବଂ କିଛି ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଆସନ୍ତା ଜାନୁୟାରୀରେ ବିବାହ କରିବାକୁ ଯାଉଛନ୍ତି। ବିବାହର ସମସ୍ତ କାର୍ଯ୍ୟ ସୁନୀଲ…

ବିନା ମାସ୍କରେ ନଜର ଆସିଲେ ଶିଳ୍ପାଙ୍କ ସ୍ବାମୀ, ଟ୍ରୋଲ କଲେ ୟୁଜର

ମୁମ୍ବାଇ: ୨୦୨୧ରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରା ଅଶ୍ଳୀଳତା ମାମଲାରେ ଅନେକ ଅଭିଯୋଗର ସମ୍ମୁଖୀନ ହୋଇଥିଲେ। ଯାହା ପରେ ସେ କିଛି ମାସ ଜେଲରେ ରହିବା ପରେ ଆସିଥିଲେ। ପରେ ସେ ଜେଲରୁ…

ଆଇଫା ଆୱାର୍ଡରେ ଧମାକା କରିବେ ନୋରା, ଭିଡିଓ ଭାଇରାଲ

ମୁମ୍ବାଇ: ଖୁବଶୀଘ୍ର ଘୋଷଣା ହେବ ଆଇଫା ଆୱାର୍ଡ । ଏଥର ବି ଆବୁ ଧାବିରେ ବଲିଉଡ ସେଲିବ୍ରିଟିମାନେ ନିଜ ନିଜ ଷ୍ଟାଇଲିସ ଅନ୍ଦାଜରେ ଦର୍ଶକଙ୍କ ଦିଲ ଜିତିବାକୁ ପ୍ରସ୍ତୁତ ହୋଇଗଲେଣି । ଏହାରି ଭିତରେ ଶୋ’ ହେବା ପୂର୍ବରୁ ନୋରା ଫତେହିଙ୍କ…

ଖାସ୍‌ ଘୋଷଣା କଲେ ଶାହରୁଖ

ବଲିଉଡ୍‌ ଅଭିନେତା ଶାହରୁଖ ଖାନ୍‌ ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ବିବାଦ ମଧ୍ୟରେ ଶାହରୁଖ ତାଙ୍କ ଫିଲ୍ମକୁ ଫିଫା ବିଶ୍ୱକପ୍‌ ଫାଇନାଲରେ ପ୍ରମୋଶନ କରିବାର କାର୍ଯ୍ୟକ୍ରମ ରହିଛି। ସେ ଏକଥା ଇନ୍‌ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ଇନଷ୍ଟାଗ୍ରାମରେ…

ରିଲିଜ୍‌ ପୂର୍ବରୁ ବିବାଦରେ ‘ପଠାନ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍‌ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ସହିତ ଦୀର୍ଘ ଚାରି ବର୍ଷ ପରେ ପରଦାକୁ ଫେରୁଛନ୍ତି। ତେବେ ଫିଲ୍ମଟି ଆସନ୍ତା ଜାନୁୟାରୀ ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି। ଯାହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ…

ଭିନ୍ନ ଲୁକ୍‌ରେ ବିଗ୍‌ ବି

ମୁମ୍ବାଇ: ବିଗ୍‌ ବି’ଙ୍କୁ ଏକ ଭିନ୍ନ ଲୁକ୍‌ରେ ଦେଖିବାକୁ ମିଳିଛି। ମୁଣ୍ଡରେ ଗୋଲ୍ଡେନ ଟୋପି ଏବଂ ଆଖିରେ କଳା ଚଷମା ପିନ୍ଧି ଖୁବ୍‌ କୌତୂହଳ ଦେଖାଯାଉଛନ୍ତି। ବିଶେଷ କଥା ହେଲା ଏହି ଟୋପି ଆଉ ଚଷମା ତାଙ୍କୁ ତାଙ୍କ ନାତୁଣୀ ଆରାଧ୍ୟା…

ବିବାହ ପରେ ‘ଗୋପୀ ବୋହୂ’ଙ୍କ ମୁଦି ଖୋଜା ରୀତିନୀତି, ଏଥିରେ କିଏ ଜିତିଲେ ଜାଣନ୍ତୁ…

ଛୋଟପରଦାର ‘ଗୋପୀ ବୋହୂ’ ରିଲ୍‌ରୁ ରିଏଲରେ ମଧ୍ୟ ବୋହୂ ହୋଇ ଯାଇଛନ୍ତି। ଅର୍ଥାତ୍‌ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ୧୪ ଡିସେମ୍ବରରେ ତାଙ୍କ ଜିମ୍‌ ପ୍ରଶିକ୍ଷକ ଶାହାନଓ୍ବାଜ ଶେଖଙ୍କୁ ବିବାହ କରିଥିଲେ। ଏହି ଅଭିନେତ୍ରୀ ମୁମ୍ବାଇଠାରୁ ଦୂରରେ ଥିବା ଲୋନାଭାଲାରେ ତାଙ୍କ ପରିବାର…

ହଲିଉଡ ଅଭିନେତା ଷ୍ଟିଫେନ ବସଙ୍କ ପରଲୋକ

ଲସ ଆଞ୍ଜେଲସ,୧୫ ।୧୨: ହଲିଉଡ ଇଣ୍ଡଷ୍ଟ୍ରିର ବେଶ ଜଣାଶୁଣା ଅଭିନେତା, ଡ୍ୟାନ୍ସର ତଥା ଡିଜେ ଷ୍ଟିଫେନ ବସଙ୍କର ପରଲୋକ ହୋଇଛି । ଏକ ରିପୋର୍ଟ ଅନୁଯାୟୀ, ୧୩ ଡିସେମ୍ବର ୨୦୨୨ରେ ଅଭିନେତାଙ୍କ ପରଲୋକ ହୋଇଛି । କୁହାଯାଉଛି କି ବସ ଆତ୍ମହତ୍ୟା…

ଫଟୋଗ୍ରାଫରଙ୍କ ସାମ୍ନାରେ ଏମିତି କିଛି କରିଦେଲେ କରୀନା, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ବୁଧବାର ଫଟୋଗ୍ରାଫରଙ୍କ ସାମ୍ନାରେ ଏମିତି କିଛି କରିଦେଇଛନ୍ତି ଯାହା ଏବେ ଚର୍ଚ୍ଚାରେ ରହିଛି। କରୀନା ସ୍ବାମୀ ସୈଫ୍‌ ଏବଂ ପୁଅ ଜେହ୍‌ଙ୍କ ସହ ମୁମ୍ବାଇ ବାହାରିଥିଲେ। ସେମାନେ ସହରର କୌଣସି ସ୍ଥାନକୁ ଯାଇ ଘରକୁ ଫେରୁଥିବାର…

୫୩ ବର୍ଷରେ ବି ବଡ଼ ବଡ଼ ହିରୋଇନ୍‌ଙ୍କୁ ଟକ୍କର ଦେଉଛନ୍ତି ଏହି ଅଭିନେତ୍ରୀ

ବମ୍ବେ: ‘ମୈନେ ପ୍ୟାର୍‌ କିୟା’ ଜରିଆରେ କରିଥିଲେ ବଲିଉଡ୍‌ରେ ଡେବ୍ୟୁ। ଏହାକୁ ଅନେକ ବର୍ଷ ବିତିଯାଇଥିଲେ ହେଁ ଫିଲରେ ଚୁଲବୁଲି ଅଭିନୟକୁ ନେଇ ଦର୍ଶକଙ୍କ ମନରେ ଘର କରି ରହିଛନ୍ତି ଅଭିନେତ୍ରୀ ଭାଗ୍ୟଶ୍ରୀ। ଏବେ ସେ ୫୩ ବର୍ଷ ବୟସରେ ବି…

କିଏ ଧରିଲେ ‘ଗୋପି ବୋହୂ’ଙ୍କ ହାତ? ହଟିଲା ପରଦା…

ବମ୍ବେ: ହଠାତ୍‌ ବିବାହ କରି ଚମକାଇଥିଲେ ‘ସାଥ୍‌ ନିଭାନା ସାଥିୟା’ ଫେମ୍‌ ଦେବୋଲିନା ଭଟ୍ଟାଚାର୍ଯ୍ୟ। ସେ ମଥାରେ ସିନ୍ଦୁର ହାତରେ ଶଙ୍ଖା ପିନ୍ଧି ଅନେକ ଫଟୋ ଭାଇରାଲ ହେଉଥିଲା। ହେଲେ ତାଙ୍କ ଜୀବନସାଥୀ କିଏ ତାହା ଉପରୁ ପରଦା ହଟି ନ…

‘ପଠାନ୍‌’ ପାଇଁ ୧୦୦ କୋଟି ଚାର୍ଜ କରିଛନ୍ତି ଶାହାରୁଖ

ବମ୍ବେ: ନୂଆ ବର୍ଷରେ ରିଲିଜ ହେବ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଫିଲ୍ମ ‘ପଠାନ୍‌’। ଦୀର୍ଘ ୪ ବର୍ଷ ଧରି ବଡ ପରଦାରୁ ଦୂରରେ ଥିବାରୁ ପ୍ରଶଂସକମାନେ ଉତ୍କଣ୍ଠାର ସହ ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। ନିକଟରେ ଏହାର ଗୀତ ‘ବେଶର୍ମ ରଙ୍ଗ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?