ଭାଇଜାନଙ୍କ ବାର୍ଥ୍‌ ଡେ’ ପାର୍ଟିରେ ଶାହରୁଖ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନ୍‌ ଆଜି ତାଙ୍କର୫୭ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ବି-ଟାଇନ୍‌ର ସେଲିବ୍ରେଟିମାନେ ସଲମାନଙ୍କ ବାର୍ଥ୍‌ ଡେ ପାର୍ଟିରେ ସାମିଲ ହୋଇଥିବା ନଜର ଆସିଛନ୍ତି। ଗତକାଲି ରାତିରେ ସେ ତାଙ୍କ ଜନ୍ମଦିନ ଭଉଣୀ ଅର୍ପିତା ଖାନ ଏବଂ ଜିଜୁ ଆୟୁଷ ଶର୍ମାଙ୍କ ଘରେ ଜନ୍ମଦିନ ପାଳନ କରିଥିଲେ। ଯେଉଁଠାରେ ଅନେକ ତାରକା ଆସିଥିଲେ। ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତା ଶାହରୁଖ ଖାନ ମଧ୍ୟ କଡା ସୁରକ୍ଷା ସହ ସଲମାନଙ୍କ ବାର୍ଥ୍‌ ଡେ ପାର୍ଟିରେ ପହଞ୍ଚିଥିଲେ। ଶାହରୁଖ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ପଠାନ’କୁ ନେଇ ଖୁବ୍‌ ବ୍ୟସ୍ତରେ ରହୁଛନ୍ତି। ସଲମାନ ବ୍ୟକ୍ତିଗତ ଭାବେ ଶାହରୁଖଙ୍କୁ ବାର୍ଥ୍‌ ଡେ ପାର୍ଟିକୁ ନିମନ୍ତ୍ରଣ କରିଥିବା ଜଣାପଡିଛି। ଏଥିସହ ସଲମାନଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ସଙ୍ଗୀତା ବିଜଲନି ମଧ୍ୟ ପାର୍ଟିରେ ନଜର ଆସିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏକାସାଙ୍ଗେ ନଜର ଆସିଲେ ‘୮୩’ର ଟିମ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ଅଭିନୀତ ଫିଲ୍ମ ‘୮୩’ ଚଳିତ ବର୍ଷ ଏପ୍ରିଲରେ ପରଦାକୁ ଆସିବ ବୋଲି କୁହାଯାଉଛି। ଏହା ପୂର୍ବରୁ ପ୍ରାୟ ପ୍ରତିଦିନ...

୫୪ ବର୍ଷରେ କିଙ୍ଗ୍‌ ଖାଁ: ଗୌରୀଙ୍କୁ ନେଇ ପ୍ରେମ କାହାଣୀ ରହିଥିଲା ଚର୍ଚ୍ଚାରେ…

ମୁମ୍ବାଇ,୨।୧୧: କିଙ୍ଗ୍‌ ଖାଁ ଶାହରୁଖ୍‌ ଶନିବାର ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୫ ନଭେମ୍ବର ୨ରେ ସେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଗୌରୀଙ୍କୁ ନେଇ ତାଙ୍କର...

ରାଜାମୌଳିଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଫାଷ୍ଟ୍ ଲୁକ୍ ରିଲିଜ

ମୁମ୍ବାଇ: ବାହୁବଳୀ ନିର୍ଦ୍ଦେଶକ ଏସ୍‌ଏସ୍ ରାଜମୌଳିଙ୍କ ଆଉ ଏକ ବଡ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବା (ରୌଦ୍ରମ ରନମ ରୁଢିରମ) । ଦର୍ଶକ ଏହି ଫିଲ୍ମରେ ବାହୁବଳୀ...

ଚଳନ୍ତା ହେଲିକପ୍ଟରୁ ତଳକୁ ଖସି ପଡ଼ିଥିଲେ ଏହି ଅଭିନେତା: ପରେ ବଳାତ୍କାର ଅଭିଯୋଗରେ ହୋଇଥିଲେ ଗିରଫ

ବଲିଉଡରେ ଅନେକ ତାରକା ଅଛନ୍ତି ଯେଉଁମାନେ ପରଦାରେ କାମ କରିଥିଲେ କିନ୍ତୁ ବ୍ୟକ୍ତିଗତ ଜୀବନରେ ଏତେ ଯନ୍ତ୍ରଣା ଭୋଗୁଥିଲେ ଯାହା କଳ୍ପନା ମଧ୍ୟ କରାଯାଇପାରିବ ନାହିଁ...

ଆଉ ପାଦେ ଆଗକୁ

ବମ୍ବେ: ବିଗ୍‌ବସ୍‌ ଘରେ ଗଢ଼ି ଉଠିଛି ଅନେକ ପ୍ରେମକାହାଣୀ। ସେଥିରୁ କିଛି ସଫଳ ହୋଇଛି ଏବଂ କିଛି ବିଫଳ ମଧ୍ୟ। ଚଳିତ ସିଜନରେ ମଧ୍ୟ ଗୋଟିଏ...

ଦୁର୍ଗାପୂଜା ପେଣ୍ଡାଲରେ ନିଜ ମୂର୍ତ୍ତି ଦେଖି ଏମତି କହିଲେ ସୋନୁ ସୁଦ୍‌

କରୋନା ମହାମାରୀ ସମୟରେ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଶ୍ରମିକ। ଏଭଳି ପରିସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦଙ୍କ ଶ୍ରମିକମାନଙ୍କୁ ସହାୟତାର ହାତ ବଢାଇଥିଲେ। ସେ...

ଅଭିନେତ୍ରୀ ହୋଇ ନ ଥିଲେ..

ଅଭିନୟ କରିବା ପୂର୍ବରୁ ଅନେକ କଳାକାର ଅନ୍ୟ ବିଷୟରେ ନିଜକୁ ପରିଚିତ କରାଇ ସାରିଥାଆନ୍ତି। କ୍ରିତି ସାନନ୍‌ ବା ସେଥିରୁ ବାଦ୍‌ ପଡ଼ନ୍ତେ କିପରି ?...

କପିଲଙ୍କ ଶୋ’ରେ ଅନିଲ, କହିଲେ ବିବାହକୁ ନେଇ କିଛି ମଜାଦାର କଥା

ବମ୍ବେ: ଫେବୃୟାରୀ ୭ରେ ରିଲିଜ୍‌ ହେବାକୁ ଯାଉଛି ‘ମଲଙ୍ଗ’। ମୋହିତ ସୁରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ଅଭିନେତାମାନେ ଏବେ ଏହାର ପ୍ରମୋଶନରେ ବ୍ୟସ୍ତ। ଇତ୍ୟବସରରେ...

Advertisement
Archives

Model This Week