ପଞ୍ଚଭୂତରେ ବିଲୀନ ହେଲେ ତୁନିଶା, କାନ୍ଦି କାନ୍ଦି ଚେତାଶୂନ୍ୟ ହେଲେ ମା’…

ବମ୍ବେ: ମୃତ୍ୟୁର ତିନି ଦିନ ପରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଅଭିନେତ୍ରୀ ତୁନିଶା ଶର୍ମା। ଦିବଂଗତ ଅଭିନେତ୍ରୀଙ୍କ ପରିବାର ପକ୍ଷରୁ ସମସ୍ତ ରୀତିନୀତି ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର ମଙ୍ଗଳବାର କରାଯାଇଥିଲା। ଏହି ଅବସରରେ ତାଙ୍କ ମା’ଙ୍କୁ ଚେତାଶୂନ୍ୟ ହେଉଥିବା ଦେଖାଯାଇଥିଲା। ମାତ୍ର ୨୦ ବର୍ଷ ବୟସର ଝିଅକୁ ନିଜ ଆଖି ଆଗରେ ଚାଲିଯିବାର ଦୃଶ୍ୟ ସେ ଗ୍ରହଣ କରିପାରୁ ନ ଥିଲେ, ଯାହାକୁ ଦେଖି ସେଠାରେ ଉପସ୍ଥିତ ଅନେକ ଭାବବିହ୍ବଳ ହୋଇଥିଲେ। ପରିବାରର ଅନ୍ୟମାନେ ତାଙ୍କୁ ସମ୍ଭାଳିଥିଲେ।

ଡିସେମ୍ବର ୨୪ରେ ତୁନିଶା ନିଜର ମେକ୍‌ରୁମ୍‌ରେ ଆତ୍ମହତ୍ୟା କରିଥିଲେ। ବ୍ୟବଚ୍ଛେଦ କରାଯିବା ପରେ ଆଜି ତାଙ୍କ ମୃତଦେହକୁ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ସମସ୍ତ ହିନ୍ଦୁ ରୀତିନୀତି ଅନୁଯାୟୀ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

ତେବେ ତୁନିଷା ଜଣେ ପ୍ରତିଭାବାନ କଳାକାର ଥିଲେ। ଏଣୁ ହଠାତ ସେ ଚାଲିଯିବା ମନୋରଞ୍ଜନଜଗତ ପାଇଁ ବଡ଼ କ୍ଷତି ବୋଲି କୁହାଯାଉଛି। ଅପରପକ୍ଷେ ତୁନିଶାଙ୍କ ମା’ଙ୍କ ଅଭିଯୋଗ ପରେ ତାଙ୍କ ପ୍ରେମିକ ଶ୍ରୀଜାନ ଖାଁଙ୍କୁ ପୋଲିସ ଗିରଫ କରିଛି। ତାଙ୍କୁ ପଚରାଉଚରା କରାଯିବା ପରେ ଅନେକ ବଡ଼ ତଥ୍ୟ ପୋଲିସକୁ ମିଳିଛି। ବ୍ରେକ୍‌ଅପ୍‌ ଲାଗି ଅଭିନେତ୍ରୀ ଏଭଳି ପଦକ୍ଷେପ ଗ୍ରହଣ କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଆଙ୍କ ସହ ଫିଲ୍ମରେ ଡେବ୍ୟୁ କରିବେ ଛୋଟପରଦାର ଏହି ଅଭିନେତା

ମୁମ୍ବାଇ: ଛୋଟ ପରଦା ତଥା ‘କସୌଟୀ ଜିନ୍ଦେଗୀ’ର ଅଭିନେତା ପାର୍ଥ ସମଥାନ ଖୁବ୍‌ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିସହିତ ପାର୍ଥ ବଡ଼ପରଦାରେ ବି ନଜର...

ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ମାମଲା ଦାଏର କଲେ ରିୟା

ମୁମ୍ବାଇ, ୭।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ତେବେ ଏହି ମୃତ୍ୟୁ...

ଇନ୍‌ଷ୍ଟାରୁ ସ୍ବାମୀଙ୍କ ନାମ ହଟାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୨।୧୧: ବଲିଉଡ୍‌ ତଥା ହଲିଉଡ୍‌ ପର୍ଯ୍ୟନ୍ତ ଛାୟୀ ରହିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମ ଫ୍ରୋଫାଇଲରୁ ସ୍ବାମୀ ନିକ୍‌ ଜୋନାସଙ୍କ ଅନ୍ତିମ ନାମ ହଟାଇ...

କେବଳ ଏହି କାରଣ ପାଇଁ ଦେଶ ଛାଡ଼ିବାକୁ ଚାହୁଁଥିଲେ ମଲ୍ଲିକା: ପୁରୁଷଙ୍କ ସହ ନୁହେଁ ମହିଳାଙ୍କ ପାଖେ ସମସ୍ୟା

ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମଲ୍ଲିକା ଶେରାୱତ ଦୀର୍ଘ ସମୟ ଧରି ବଡ ପରଦାରୁ ଦୂରେଇ ରହିଛନ୍ତି। ସେ ନିଜର ବୋଲ୍ଡ ଅବତାର ପାଇଁ ଇଣ୍ଡଷ୍ଟ୍ରିରେ ବେଶ...

ପୁଣି ଟ୍ରୋଲ ହେଲେ ଦୀପିକା

ଶକୁନ ବାତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଗେହରାୟାଁ’ ରିଲିଜ ହେବା ଦିନଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଲୋକ ଏହି ଫିଲ୍ମର ପ୍ରଶଂସା କରିଥିବାବେଳେ କିଛି...

ସଲମାନଙ୍କୁ ସମସ୍ତଙ୍କ ଆଗରେ ଚାପୁଡା ମାରିଥିଲେ ଜଣେ ଯୁବତୀ

ବଲିଉଡର ସୁପରଷ୍ଟାର ଅଭିନେତା ଭାବରେ ସଲମାନ ଖାନଙ୍କୁ ବିବେଚନା କରାଯାଏ। ଫିଲ୍ମ ଫ୍ଲପ ହେଉ କିମ୍ବା ସୁପରହିଟ ହେଉ, ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି।...

ଏହି ଅଭିନେତ୍ରୀଙ୍କ ଲାଟେଷ୍ଟ ଫଟୋ ଶୁଟ୍‌, ସୋସିଆଲ ମିଡିଆରେ ହେଉଛି ଭାଇରାଲ

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫ୍ୟାଶନକୁ ନେଇ ପ୍ରଶଂସକ ମହଲରେ ସବୁବେଳେ ଚର୍ଚ୍ଚା ହୋଇଥାଏ। ବର୍ତ୍ତମାନ ଏକ ଲାଲ୍‌ ରଙ୍ଗର ବଡିଫିଟ୍‌ ଡ୍ରେସ୍‌ ପିନ୍ଧି ଦେଶୀଗର୍ଲ...

ପିଲାଦିନେ ବହୁତ ଦୁଷ୍ଟ ଥିଲେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଅଭିନେତ୍ରୀ ସାରା ଅଲୀ ଖାନ୍‌ ସୁନ୍ଦରୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ତାଙ୍କର ଗର୍ଜିୟସ ଲୁକ୍‌ ସହିତ ଅଭିନୟ ଦ୍ୱାରା ପ୍ରଶଂସକମାନଙ୍କ ହୃଦୟ ଜିଣିଥାନ୍ତି।...

Advertisement
Archives

Model This Week