ଶେହନାଜଙ୍କ ଭଳି ଝିଅ ଚାହୁଁଛନ୍ତି ରାଜକୁମାର
ପଞ୍ଜାବର କ୍ୟାଟ୍ରିନା କୈଫ କୁହାଯାଉଥିବା ଶେହନାଜ ଗିଲ ପ୍ରାୟତଃ ଲୁକ୍ ଏବଂ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ଥାନ୍ତି। ଦିନକୁ ତାଙ୍କର ଲୋକପ୍ରିୟତା ବଢିବାରେ ଲାଗିଛି। ନିକଟରେ ଅଭିନେତ୍ରୀଙ୍କ ଦେଶୀ ଭାଇବ୍ସ ଓ୍ବିଥ୍ ଶେହନାଜ ଗିଲ ଚାର୍ଟ ଶୋ’ର ପ୍ରଥମ ଏପିଶୋଡରେ ଅତିଥି…
‘ସଲାମ ଭେଙ୍କି’ ଟ୍ରେଲର: କାଜଲଙ୍କ ଅଭିନୟ କନ୍ଦାଇବ ଦର୍ଶକଙ୍କୁ
ମୁମ୍ବାଇ: କାଜଲଙ୍କ ଅଭିନୀତ ଫିଲ୍ମ ‘ସଲାମ ଭେଙ୍କି’କୁ ଦର୍ଶକେ ବହୁ ସମୟ ଧରି ଅପେକ୍ଷା କରି ରହିଛନ୍ତି । ସୋମବାର ଏହାର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଦେଖି ଅନୁମାନ କରାଯାଉଛି କି ଏହା ପାରିବାରିକ ସମସ୍ୟା ସହ ଜଡିତ…
ଇଂଲଣ୍ଡର ବିଜୟକୁ ନେଇ ଟୁଇଟ୍ କରି ଫସିଲେ ଅଦ୍ନାନ: ପାକିସ୍ତାନ କ୍ରିକେଟ ପ୍ରଶଂସକଙ୍କ ଟ୍ରୋଲିଂ ପରେ ନେଲେ ଏହି ବଡ଼ ନିଷ୍ପତ୍ତି
ବମ୍ବେ: ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡର ବିଜୟକୁ ନେଇ ଏକ ଟୁଇଟ୍ କରି ଫସିଛନ୍ତି ଜଣାଶୁଣା ଗାୟକ ତଥା ମ୍ୟୁଜିକ୍ କମ୍ପୋଜର ଅଦନାନ ସାମି। ଏହାକୁ ନେଇ ତାଙ୍କୁ ପାକିସ୍ତାନୀ ପ୍ରଶଂସକ ପୁଣିଥରେ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଗାୟକ ଏହାକୁ ନେଇ…
ହେରାଫେରି ୩ରେ ଅକ୍ଷୟଙ୍କ ସ୍ଥାନରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ !
ମୁମ୍ବାଇ: ଫିଲ୍ମ ହେରାଫେରି ଆଜିବି ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି । ଏବେ ଏହାର ପାର୍ଟ ୩କୁ ନେଇ ଆଲୋଚନା ଜାରି ରହିଛି । କିଛିଦିନ ହେବ ଖବର ଆସୁଥିଲା କି ଫିଲ୍ମର ତୃତୀୟ ପାର୍ଟରେ ଅକ୍ଷୟ କୁମାରଙ୍କ ସ୍ଥାନରେ…
ଏହି କୁନି ଝିଅ ଏବେ ବଲିଉଡର ସୁପରଷ୍ଟାର, ଚିହ୍ନିଲେ ଦେଖି କିଏ…
ବମ୍ବେ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡ୍ର ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କ ପିଲାଦିନର ଫଟୋ। ଶିଶୁ ଦିବସ ଉପଲକ୍ଷେ ଅଭିନେତ୍ରୀଜଣଙ୍କ ଏହାକୁ ନିଜ ଆକାଉଣ୍ଟରୁ ଶେୟାର କରିଛନ୍ତି। ଏଥିସହ ତାଙ୍କୁ ଚିହ୍ନିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି। ହେଲେ ଅନେକ ସେ କିଏ ଚିହ୍ନି…
ଖୁବ୍ଶୀଘ୍ର ବାପା ହେବେ ବରୁଣ!
ଅଭିନେତା ବରୁଣ ଧାୱନ ଏବଂ କ୍ରିତି ସାନନଙ୍କ ଅଭିନୀତ କମେଡି ଫିଲ୍ମ ‘ଭେଡିଆ’ ନଭେମ୍ବର ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଦୀର୍ଘ ଦିନ ଧରି ଫିଲ୍ମକୁ ନେଇ ଦର୍ଶକ ବହୁତ ଉତ୍ସାହିତ ଥିଲେ। ଏଥିସହିତ କ୍ରିତିଙ୍କ ସହ ବରୁଣ ତାଙ୍କ…
ବାବୁଶାନଙ୍କ ‘ଦମନ’ ଆଗରେ ଫିକା ପଡ଼ିଲା କେଜିଏଫ୍-ଆର୍ଆର୍ଆର୍-କାନ୍ତାରା
ଆଇଏମ୍ଡିବି ରେଟିଂରେ ବଡ ବଡ ବ୍ଲକବଷ୍ଟର ଫିଲ୍ମକୁ ପଛରେ ପକାଇଛି ଓଡ଼ିଆ ଫିଲ୍ମ ‘ଦମନ’। ବିଶାଳ ମୋର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଦ୍ୱାରା ନିର୍ଦ୍ଦେଶିତ ତଥା ବାବୁଶାନ ଅଭିନୀତ ଏହି ଫିଲ୍ମ ନଭେମ୍ବର ୪ରେ ରିଲିଜ ହୋଇଛି। ଫିଲ୍ମକୁ ଦର୍ଶକେ…
ଲୋକପ୍ରିୟ ଅଭିନେତା ସୁନୀଲ ଶେଣ୍ଡେଙ୍କ ପରଲୋକ
‘ଗାନ୍ଧୀ’, ‘ସରଫରୋଶ’ ଏବଂ ‘ବାସ୍ତବ’ ଭଳି ଲୋକପ୍ରିୟ ହିନ୍ଦୀ ଫିଲ୍ମରେ କାମ କରିଥିବା ଭେଟେରାନ ମରାଠୀ ସିନେମା କଳାକାର ସୁନୀଲ ଶେଣ୍ଡେଙ୍କର ଦେହାନ୍ତ ହୋଇଛି। ମୁମ୍ବାଇର ଭିଲେ ପାର୍ଲ ଇଷ୍ଟରେ ଥିବା ତାଙ୍କ ଘରେ ଶେଣ୍ଡେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କର…
ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀଙ୍କ ପରଲୋକ
ମରାଠୀ ଟିଭି ଅଭିନେତ୍ରୀ କଲ୍ୟାଣୀ କୁରାଲେଙ୍କର ଏକ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। କଲ୍ୟାଣୀ ମୋଟରସାଇକେଲରେ ଯାଉଥିବାବେଳେ ତାଙ୍କୁ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା। ଏଥିରେ ସେ ପ୍ରାଣ ହରାଇଥିଲେ। କଲ୍ୟାଣୀ କୁରେଲେ ଅନେକ…
‘ମୁଁ କାହାକୁ ଡରିନି’
ବମ୍ବେ: କେତେବେଳେ ପୋଷାକ ତ କେତେବେଳେ ଅଜବ ଫ୍ୟାଶନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସୋସିଆଲ ମିଡିଆ ସେନ୍ସେଶନ ଉର୍ଫି ଯାଦବ। ହେଲେ ଏଥିପାଇଁ ଅନେକ ସମୟରେ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡେ। ଏବେ ସେଭଳି କିଛି ଘଟଣା ଘଟିଛି। ବିଗ୍ବସ୍…
ଏହି ଜିନିଷକୁ ପ୍ରବଳ ଡରନ୍ତି ଅଜୟ ଦେବଗନ
ବଲିଉଡ୍ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ତବୁ ଆଗାମୀ ଫିଲ୍ମ ‘ଦୃଶ୍ୟମ-୨’ର ପ୍ରମୋଶନ ପାଇଁ ରିଆଲିଟି ଶୋ’ ‘ଝଲକ ଦିଖଲା ଜା ୧୦’ ରେ ପହଞ୍ଚିଥିଲେ। ଏହି ମଞ୍ଚରେ ଅଜୟ ଏବଂ ତବୁ ମଜାଦାର ଖେଳ ଖେଳିଥିଲେ। କଲେଜ ଦିନରୁ…
ବନ୍ଧୁଙ୍କ ସହ ବି ଝିଅର ଫଟୋ ଶେୟାର କରିବେ ନାହିଁ ଆଲିଆ-ରଣବୀର !
ମୁମ୍ବାଇ: ନିକଟରେ ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ଫ୍ୟାରେଣ୍ଟସ୍ ହୋଇଛନ୍ତି । ଆଲିଆ ଏକ କନ୍ୟା ସନ୍ତାନର ମାଆ ହୋଇଛନ୍ତି । ଏବେ ଏହି କୁନି ଝିଅକୁ ଦେଖିବାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା…
Archives


