ଆରମ୍ଭ ହେଲା ‘ଭେଡିୟା’ର ଆଡଭାନ୍ସ ବୁକିଂ
ମୁମ୍ବାଇ: ବଲିଉଡ ଅଭିନେତା ବରୁଣ ଧୱନ ସବୁବେଳେ ତାଙ୍କ ଫିଲ୍ମକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ବରୁଣଙ୍କ ଫିଲ୍ମ ନଭେମ୍ବର ୨୫ରେ ରିଲିଜ୍ ହେବାକୁ ଯାଉଛି । ଏହାର ପ୍ରମୋଶନ ସେ ଖୁବ୍ ଜୋରରେ କରୁଛନ୍ତି । ବେଶକିଛି ସମୟ ହେବ…
ପ୍ରେମିକାଙ୍କ ସହ ଲିଭ୍ ଇନ୍ରେ ରହିବେ ହ୍ରିତିକ୍…
ବମ୍ବେ: ପ୍ରେମିକାଙ୍କ ସହ ଲିଭ୍ଇନ୍ରେ ରହିବେ ହ୍ରିତିକ୍ ରୋଶନ୍। ଏଥିପାଇଁ ସେ ମନ୍ନତ ଆପାର୍ଟମେଣ୍ଟର ଦୁଇଟି ଫ୍ଲୋର୍ କିଣିଛନ୍ତି। ସବା ଆଜାଦଙ୍କ ସହ ସେ ଖୁବ୍ଶୀଘ୍ର ଉକ୍ତ ଆପାର୍ଟମେଣ୍ଟରେ ରହିବାକୁ ଯାଉଥିବା ଚର୍ଚ୍ଚା ଜୋର୍ ଧରିଛି। କିଛି ଦିନ ତଳେ ହ୍ରିତିକ୍…
ବାଜପେୟୀଙ୍କ ବାୟୋପିକ୍ରେ ଅଭିନୟ କରିବେ ପଙ୍କଜ ତ୍ରିପାଠୀ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବାୟୋପିକ୍ ‘ମେ ରହୁ ୟା ନା ରହୁଁ ୟେ ଦେଶ ରହେନା ଚାହିଁୟେ-ଅଟଳ’ରେ ଲୋକପ୍ରିୟ ଅଭିନେତା ପଙ୍କଜ ତ୍ରିପାଠୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମଟି ଆସନ୍ତାବର୍ଷ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ…
ଏଥର ମୋବାଇଲ ଚାର୍ଜରରୁ ପ୍ରସ୍ତୁତ ଡ୍ରେସ୍ ପିନ୍ଧି ଚର୍ଚ୍ଚାରେ ଉର୍ଫି
ମୁମ୍ବାଇ: ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କ ଡ୍ରେସ୍କୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ଏମିତିରେ ବି ଉର୍ଫି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍। ସେ ପ୍ରତିଦିନ ଇନ୍ଷ୍ଟାଗ୍ରାମରେ ନିଜର ଫଟୋ ଏବଂ ଭିଡିଓ ଶେୟାର କରନ୍ତି। ସୋସିଆଲ ମିଡିଆରେ ଉର୍ଫି…
ବିଗ୍ ବି’ଙ୍କ ବଙ୍ଗଳାର ନାଁ ‘ପ୍ରତୀକ୍ଷା’ ଦେବା ପଛରେ ରହିଛି ଏହି କାରଣ
ମୁମ୍ବାଇ: ନିଜ ଘରକୁ ସୁନ୍ଦର କରି ଗଢ଼ି ତୋଳିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ଏଥିସହିତ ଘରର ନାମକରଣ, ଦାମୀ ଘରେ ରହିବା ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ ରଖିବାକୁ ମଧ୍ୟ କିଛି ଲୋକ ଚାହିଁଥାନ୍ତି। ବଲିଉଡ୍ ସେଲିବ୍ରିଟିମାନେ ମଧ୍ୟ ସେମାନଙ୍କର ବିଳାସପୂର୍ଣ୍ଣ…
କେଜିଏଫ୍,ଆର୍ଆର୍ଆର୍ ପରେ ରେକର୍ଡ କଲା ‘ପୋନ୍ନିୟିନ ସେଲଭନ’
ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ ହେବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ଏବେ ବି ମଧ୍ୟ ଏହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ରହିଛି। ବର୍ତ୍ତମାନ ଏହି ଫିଲ୍ମଟି ୫୦୦ କୋଟିରେ…
ଜୟଲଳିତାଙ୍କ ବାୟୋପିକ୍ରେ କାମ କରିବାକୁ ଚାହୁଁଥିଲେ ନୟନତାରା, ହେଲେ…
ଅଭିନେତ୍ରୀ ନୟନତାରା ଆଜି ତାଙ୍କର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ନିକଟରେ ସେ ଦୁଇଟି ସନ୍ତାନର ମା’ହୋଇଛନ୍ତି। ଯାହାକୁ ନେଇ ସେ ବେଶ୍ ଖୁସି ଅଛନ୍ତି। ଅଭିନେତ୍ରୀ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍ ‘ଥଲାଇଭି’ରେ ଅଭିନୟ କରିବାକୁ ଇଚ୍ଛା କରିଥିଲେ।…
ପ୍ରଶଂସକଙ୍କ ଉପହାର ଅମିତାଭ ଘରକୁ ଆଣିଲେ ଏମିତି ଥାଏ ସ୍ତ୍ରୀ ଜୟାଙ୍କ ପ୍ରତିକ୍ରିୟା
ମେଗାଷ୍ଟାର ଅମିତାଭ ବଚ୍ଚନ ଦଶନ୍ଧି ଧରି ବଲିଉଡ୍ରେ ରାଜ କରୁଛନ୍ତି। ସେ ‘ବାଗବାନ’, ‘କାଲା ପଥର୍’, ‘ଡନ’, ‘ଜଞ୍ଜିର’, ‘ଅଗ୍ନିପଥ’ ଭଳି ସୁପରହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। ବିଗ ବିଙ୍କ ପ୍ରଶଂସକମାନେ ପ୍ରତିଦିନ ତାଙ୍କ ପାଇଁ ଉପହାର ପଠାନ୍ତି। ଉପହାରକୁ ଘରକୁ…
ରିଲିଜ୍ ହେଲା ଅଜୟ ଦେବଗନଙ୍କ ଫିଲ୍ମ ‘ଦୃଶ୍ୟମ-୨’
ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦୃଶ୍ୟମ-୨’ ଶୁକ୍ରବାର ରିଲିଜ୍ ହୋଇଛି। ସକାଳୁ ଏହି ଫିଲ୍ମକୁ ଦେଖିବାକୁ ସିନେମା ହଲ୍ରେ ଦର୍ଶକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି। ଦର୍ଶକଙ୍କ ଏଭଳି ଉତ୍ସାହ ଦେଖି କୁହାଯାଉଛି…
ପଞ୍ଜାବୀ ଅଭିନେତ୍ରୀ ଦଲଜିତ କୌରଙ୍କ ପରଲୋକ
ଲୁଧିଆନ,୧୮ ।୧୧: ମାତ୍ର ୬୯ ବର୍ଷ ବୟସରେ ପଞ୍ଜାବୀ ଅଭିନେତ୍ରୀ ଦଲଜିତ କୌରଙ୍କର ପରଲୋକ ହୋଇଛି । ଆକ୍ଟର ନିରୁ ବାଜୱା ଦଲଜିତଙ୍କ ପରଲୋକ ହୋଇଥିବା ସୂଚନା ଦେବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି । ଗୁରୁବାର ରାଜକୋଟ ପଞ୍ଜାବରେ…
ନିଜର ଅଙ୍ଗଦାନ କରିବେ ଦେବରକୋଣ୍ଡା
ମୁମ୍ବାଇ: ସାଉଥ୍ ଅଭିନେତା ବିଜୟ ଦେବରକୋଣ୍ଡା ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହାସହ ବିଜୟଙ୍କର ନିଷ୍ପତ୍ତିକୁ ଗର୍ବ ମଧ୍ୟ କରୁଛନ୍ତି। ବିଜୟ ଦେବରକୋଣ୍ଡା ଘୋଷଣା କରିଛନ୍ତି କି, ତାଙ୍କର ମୃତ୍ୟୁ ହେବା ପରେ ସେ…
ମୁମ୍ବାଇରେ ୧୧ କୋଟିର ବଙ୍ଗଳା, ଅନେକ ଦାମୀ ଗାଡ଼ିର ମାଲିକାଣୀ ଡ୍ରାମା କୁଇନ୍; ମୋଟ ସମ୍ପତ୍ତି ଜାଣିଲେ…
ବମ୍ବେ: ସର୍ବଦା ବିବାଦରେ ରହିବାକୁ ପସନ୍ଦ କରନ୍ତି ଡ୍ରାମା କୁଇନ୍ ରାକ୍ଷୀ ସାଓ୍ବନ୍ତ। ବ୍ୟକ୍ତିଗତ ଜୀବନକୁ ନେଇ ସେ ରହିଥାନ୍ତି ବେଶ୍ ଚର୍ଚ୍ଚାରେ। ବିଶେଷତଃ ଆଇଟମ୍ ଗର୍ଲ ଭାବେ ଖ୍ୟାତ ଏହି ଅଭିନେତ୍ରୀ ଚାକଚକ୍ୟ ଜୀବନ ବିତାଇଥାନ୍ତି। କିଛି ଦିନ ହେଲାଣି…
Archives


