Advertisement

କେଜିଏଫ୍‌,ଆର୍‌ଆର୍‌ଆର୍‌ ପରେ ରେକର୍ଡ କଲା ‘ପୋନ୍ନିୟିନ ସେଲଭନ’

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ ହେବା ପରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି। ଏବେ ବି ମଧ୍ୟ ଏହାକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ରହିଛି। ବର୍ତ୍ତମାନ ଏହି ଫିଲ୍ମଟି ୫୦୦ କୋଟିରେ ସାମିଲ ହୋଇଛି। ରଜନୀକାନ୍ତଙ୍କ ୨.୦ ପରେ ଏହା ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ତାମିଲ ଚଳଚ୍ଚିତ୍ର। ଏଥିସହ ଫିଲ୍ମଟି ବ୍ରହ୍ମାସ୍ତ୍ର, ବିକ୍ରମକୁ ମଧ୍ୟ ପଛରେ ପକାଇ ଚଳିତ ବର୍ଷ ତୃତୀୟ ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି। ସେପ୍ଟେମ୍ବର ୩୦ରେ ରିଲିଜ ହୋଇଥିଲା। ଚୋଳ ସାମ୍ରାଜ୍ୟର କାହାଣୀକୁ ନେଇ ଫିଲ୍ମଟି ପରଦାକୁ ଆସିଥିଲା। ଫିଲ୍ମରେ ସାଉଥ୍‌ ସୁପରଷ୍ଟାର ବିକ୍ରମ ଚିଆନ, କାର୍ତ୍ତି ଏବଂ ତ୍ରିଶା କ୍ରିଷ୍ଣନ ଆଦି କଳାକାର ଅଛନ୍ତି। ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରୟ ବଚ୍ଚନ ଏହି ଫିଲ୍ମରେ ମାଧ୍ୟମରେ ସାଉଥ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହ୍ରିତିକ ଭର୍ସେସ ଟାଇଗର: ରିଲିଜ୍‌ ହେଲା ଫିଲ୍ମ ‘ଓ୍ବାର’ର ଟିଜର

ମୁମ୍ବାଇ: ଲମ୍ବା ସମୟରୁ ସିଲଭର ସ୍କ୍ରିନରେ ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ଓ ଟାଇଗର ଶ୍ରୋଫଙ୍କୁ ଏକାଠି ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଥିବା ବେଳେ...

‘ଗଦ୍ଦର-୨’ରେ ନଜର ଆସିବେ ଏହି ଅଭିନେତ୍ରୀ!

ମୁମ୍ବାଇ: ବଲିଉଡ୍‌ରେ ଏବେ ଚାଲିଛି ସିକ୍ୱିଏଲର ଜମାନା । ଗୋଟିଏ ପରେ ଗୋଟିଏ ସିକ୍ୱିଏଲକୁ ଦର୍ଶକେ ପସନ୍ଦ ବି କରୁଛନ୍ତି । ଏହି କ୍ରମରେ ଜଣାଶୁଣା...

ଚାର୍ଜ ବଢ଼ାଇଲେ ଶାହିଦ, ଜାଣନ୍ତୁ କେତେ

ବଲିଉଡର ଚକୋଲେଟ ହିରୋ ଭାବରେ ଜଣାଶୁଣା ଶାହିଦ କପୁରଙ୍କ ଆଗାମୀ ଫିଲ୍ମ ଜର୍ସି, ୧୪ ଏପ୍ରିଲରେ ରିଲିଜ ହେବ । ଏହି ଫିଲ୍ମ ପାଇଁ ଅଭିନେତା...

‘ବାଗୀ’ କଥା ମନେପଡୁଛି

ଟାଇଗର ଶ୍ରଫଙ୍କ ଅଭିନୀତ ‘ବାଗୀ’କୁ ଏବେ ମଧ୍ୟ ମନେ ପକାଉଛନ୍ତି ଦିଶା ପଟାନି। ହେଲେ କାରଣ କ’ଣ ? ଏହି ଫିଲ୍ମରେ ତ ସେ ଅଭିନୟ...

ସଲମାନ-ଐଶ୍ୱର୍ଯ୍ୟାଙ୍କଠାରୁ ରଣବୀର-କଟ୍ରିନା; ବିବାହ ପୂର୍ବରୁ ଲିଭ୍‌ ଇନ୍‌ରେ ରହିଛନ୍ତି ଏସବୁ କଳାକାର

ବମ୍ବେ: କେବେ ପ୍ରେମ ତ କେବେ ବିବାହକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ କଳାକାର। ସେମାନଙ୍କ ମଧ୍ୟରୁ ଅନେକେ ବିବାହ ପୂର୍ବରୁ ଲିଭ୍‌ ଇନ୍‌ରେ ରହି...

ରାମ ତେରୀ ଗଙ୍ଗା ମୈଲୀ ରୁ ହମ୍‌ ତୋ ଚଲେ ପରଦେଶ୍‌…

ମୁମ୍ବାଇ,୯।୨: ରାଜ କପୁରଙ୍କ ସାନ ପୁଅ ଅଭିନେତା ରାଜୀବ କପୁରଙ୍କର ୫୮ ବର୍ଷ ବୟସରେ ପରଲୋକ ଘଟିଛି। ବଲିଉଡ୍‌ରେ ସେ ୧୯୮୩ରେ ଏକ ଜାନ୍‌ ହୈ...

ମାମୁଙ୍କ ବିବାହରେ ଖୁବ୍‌ ନାଚିଲେ ତୈମୁର

ମୁମ୍ବାଇ: ଷ୍ଟାର କିଡ ଭାବେ ବେଶ୍‌ ଚର୍ଚ୍ଚାରେ ରହୁଥିବା ଶୈଫିନାଙ୍କ ପୁଅ ତୈମୁର ଖାଁ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ନିକଟରେ ବଲିଉଡ୍‌ ବେବୋ କରିନା...

ଫିଲ୍ମ ‘ଥ୍ରୀଲର’ରେ ନଜର ଆସିବେ ଓଡ଼ିଆ ହିରୋଇନ: ଟ୍ରୋଲ୍‌ ହେଲେ ରାମ ଗୋପାଲ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ‘ଥ୍ରୀଲର’ ନାମକ ଏକ ନୂଆ ଫିଲ୍ମ ଦର୍ଶକଙ୍କ ପାଇଁ ନେଇ ଆସୁଛନ୍ତି। ସେ ଓଡ଼ିଶାର ଜଣେ ନୂଆ...

Advertisement
Archives

Model This Week