Advertisement

ଜୟଲଳିତାଙ୍କ ବାୟୋପିକ୍‌ରେ କାମ କରିବାକୁ ଚାହୁଁଥିଲେ ନୟନତାରା, ହେଲେ…

ଅଭିନେତ୍ରୀ ନୟନତାରା ଆଜି ତାଙ୍କର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ନିକଟରେ ସେ ଦୁଇଟି ସନ୍ତାନର ମା’ହୋଇଛନ୍ତି। ଯାହାକୁ ନେଇ ସେ ବେଶ୍‌ ଖୁସି ଅଛନ୍ତି। ଅଭିନେତ୍ରୀ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍‌ ‘ଥଲାଇଭି’ରେ ଅଭିନୟ କରିବାକୁ ଇଚ୍ଛା କରିଥିଲେ। ହେଲେ ତାଙ୍କୁ ଏହି ସୁଯୋଗ ମିଳି ନ ଥିଲା। ତେବେ ଜୟଲଳିତାଙ୍କ ବାୟୋପିକ୍‌ରେ କଙ୍ଗନା ରାଣାୱତ ନଜର ଆସିଥିଲେ। ଜୟଲଳିତା ବାୟୋପିକ ନିର୍ଦ୍ଦେଶନା ଦେବା ପାଇଁ ଯେତେବେଳେ ଏଲ ବିଜୟଙ୍କୁ କୁହାଯାଇଥିଲା। ସେତେବେଳେ ନୟନତାରା ଏହି ପ୍ରକଳ୍ପରେ ଅଂଶଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିବା ଜଣାଯାଇଛି। ୨୦୧୮ରେ ଜୟଲଳିତାଙ୍କ ଜୀବନୀ ଉପରେ ଏକ ଫିଲ୍ମ ହେବା ନେଇ ଘୋଷଣା ହୋଇଥିଲା। ସେତେବେଳେ କାଷ୍ଟିଂ କାଉଚକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଥିଲା। ସେହି ସମୟରେ ନୟନତାରାଙ୍କ ନାମ ଏହି ପ୍ରୋଜେକ୍ଟ ସହିତ ସଂଯୁକ୍ତ ହୋଇଥିଲା। ଏକ ରିପୋର୍ଟ ଅନୁଯାୟୀ ନୟନଥାରା କହିଥିଲେ ଜାଣେ ନାହିଁ,ମୁଁ ଏହି ଭୂମିକା ପାଇଁ ଯୋଗ୍ୟ କି ନୁହେଁି, କିନ୍ତୁ ମୁଁ ଜୟଲଳିତା ବାୟୋପିକ୍‌ର ଅଂଶ ହେବାକୁ ଚାହୁଁଛିି। ନୟନତାରା ବର୍ତ୍ତମାନ ତାଙ୍କ ଆଗାମୀ ତାମିଲ ହରର ଫିଲ୍ମ ‘କନେକ୍ଟ’ ନେଇ ଚର୍ଚ୍ଚାରେ ଅଛନ୍ତି। ତେବେ ତାଙ୍କ ଜନ୍ମଦିନ ଅବସରରେ ଶୁକ୍ରବାର ଫିଲ୍ମର ଟିଜର ରିଲିଜ୍‌ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମରୁ ଦୂରରେ, ହେଲେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଆଜି ହାପି ବର୍ଥ ଡେ। ୧୯୭୬ ସେପ୍ଟେମ୍ବର ୩ ତାରିଖରେ ଜନ୍ମଗ୍ରହଣ କରିଥିବା ବିବେକ ଆଜି ୪୪ ବର୍ଷରେ...

ପ୍ରୀତି ଜିଣ୍ଟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଏହି କ୍ରିକେଟର,ଲେଖିଲେ ଏମିତି କିଛି…

ମୁମ୍ବାଇ: ଆଜି ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ତଥା ଡିମ୍ପଲ ଗର୍ଲ ପ୍ରୀତି ଜିଣ୍ଟାଙ୍କ ଜନ୍ମଦିନ। ଏହି ଅବସରରେ ପ୍ରୀତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କ୍ରିକେଟର ଯୁବରାଜ...

କରୋନା ଟୀକା ଆସିଲେ ବିବାହ

ବମ୍ବେ: ବଲିଉଡ ଅଭିନେତ୍ରୀ ଋଚା ଚଡ୍ଢାଙ୍କ ସହ ଅଭିନେତା ଅଲି ଫଜଲଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଣା ଅଧିକେ ସମସ୍ତେ ଜାଣନ୍ତି। ଉଭୟ ଏପ୍ରିଲରେ ବିବାହ...

ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ଆଥିଆ-ରାହୁଲ

ବଲିଉଡ୍‌ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କେ.ଏଲ ରାହୁଲ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ତିନି ବର୍ଷରୁ ଅଧିକ...

ମୋ’ କଳା କାରନାମା ବିଷୟରେ ସ୍ତ୍ରୀ ଶିଳ୍ପାଙ୍କୁ ଜଣା ନ ଥିଲା: ରାଜ୍‌ କୁନ୍ଦ୍ରା

ବମ୍ବେ: ଅଶ୍ଳିଳ ଭିଡିଓ ପ୍ରସ୍ତୁତିକୁ ନେଇ ପୋଲିସ ଜାଲରେ ଫସିଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା। ଗିରଫ ହେବା ପରେ ସେ ଏବେ...

ପୁଣି ଚର୍ଚ୍ଚାରେ କିଆରାଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ ଷ୍ଟାର ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନିଙ୍କ ଯୋଡିକୁ ନେଇ ସବୁଠି ଚର୍ଚ୍ଚା ଯୋର ଧରିଛି । ବଲିଉଡ ଗପସପ ଗଳିର ଏହି...

ଏହି ଲୋକପ୍ରିୟ ଅଭିନେତ୍ରୀ କରୋନା ଆକ୍ରାନ୍ତ

ମୁମ୍ବାଇ,୧୦।୯-ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଲୋକପ୍ରିୟ ଟେଲି ଅଭିନେତ୍ରୀ ସାରା ଖାନ। ସେ ନିକଟରେ କରୋନା ଟେଷ୍ଟ କରିଥିଲେ। ଗୁରୁବାର ତାଙ୍କ ରିପୋର୍ଟ ଆସିଛି। ଏ...

୪୮ ବର୍ଷ ବୟସରେ ୩୩ ବର୍ଷୀୟ ମଡେଲଙ୍କୁ ଡେଟ୍‌ କରୁଛନ୍ତି ଏହି ଅଭିନେତା, ବାହା ନ ହୋଇ ବି ହୋଇଛନ୍ତି ପିତା

ବମ୍ବେ: ପ୍ରେମ କେତେବେଳେ କେଉଁ ପରିସ୍ଥିତିରେ ଜୀବନ ପରିଧି ଆଡେଇ ହୃଦୟକୁ କବ୍ଜା କରେ ତାହା କହିହୁଏନା। ଠିକ୍‌ ସେଭଳି କିଛି ହୋଇଥିଲା ଅଭିନେତା ଅର୍ଜୁନ...

Advertisement
Archives

Model This Week