ମନୋରଞ୍ଜନ

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ହତ୍ୟା ଧମକ

ବମ୍ବେ: ବଲିଉଡ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ହତ୍ୟା ଧମକ। ଗତ କିଛି ଦିନ ଧରି ସେ ଲଗାତାର ଭାବେ ଚଳଚ୍ଚିତ୍ର ‘ପଠାନ’ର ନିର୍ମାତାଙ୍କୁ ଟାର୍ଗେଟ କରି ଆସୁଥିଲେ। ତାଙ୍କର ବୟାନବାଜିକୁ ନେଇ କିଛି ତାଙ୍କର ସମାଲୋଚନା ମଧ୍ୟ କରୁଥିଲେ। ଏବେ କିନ୍ତୁ…

ନୂଆବର୍ଷରେ ତାରା-ଆଦରଙ୍କ ବ୍ରେକ୍‌ଅପ୍‌ !

ବମ୍ବେ: ଲୁଚାଲୁଚାରେ ଚାଲିଥିଲା ସବୁକିଛି। କେବଳ ଏକାଠି ବିଭିନ୍ନ ପାର୍ଟି ନଚେତ ହୋଟେଲ ବାହାରେ ନଜର ଆସୁଥିଲେ ଦୁହେଁ। ହେଲେ ଏବେ ଉଭୟଙ୍କ ବାଟ ଅଲଗା ହୋଇଛି। ଆମେ କହୁଛୁ ରଣବୀର କପୁରଙ୍କ ଭାଇ ଆଦର ଜୈନ ଏବଂ ଅଭିନେତ୍ରୀ ତାରା…

ଛୋଟ ଚରିତ୍ରରେ କରିବି ନାହିଁ ଅଭିନୟ…

ମୁମ୍ବାଇ: ବଲିଉଡ ଅଭିନେତା ନାୱାଜୁଦ୍ଦିନ ସିଦ୍ଦିକି ଅନେକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ପସନ୍ଦର ଅଭିନେତା ହୋଇ ପାରିଛନ୍ତି । ଚରିତ୍ର ଛୋଟ ହେଉ ଅବା ବଡ ନୱାଜୁଦ୍ଦିନ ଏଥିରେ ଏମିତି ଜିବନ୍ତ ଅଭିନୟ କରନ୍ତି ଯେ ଏହା ଦର୍ଶକଙ୍କ…

ପରିବର୍ତ୍ତନ ହେବ ଶାହାରୁଖଙ୍କ ଫିଲ୍ମର ଟାଇଟଲ!

ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖ ଖାଁ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ‘ପଠାନ’ ୨୫ ଜାନୁୟାରୀରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇଗଲାଣି । ହେଲେ ଏହି ଫିଲ୍ମଟି ରିଲିଜ୍ ପୂର୍ବରୁ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଲାଗାତାର ଭାବେ…

ସାଉଥ୍‌ ଫିଲ୍ମରେ ଡେବ୍ୟୁ କରିବେ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ବଲିଉଡର ସେଲିବ୍ରିଟିମାନେ ଆଜିକାଲି ସାଉଥ୍‌ ଇଣ୍ଡଷ୍ଟ୍ରି ପ୍ରତି ଅଧିକ ଆଗ୍ରହୀ ଅଛନ୍ତି। ବର୍ତ୍ତମାନ ଏକ ଖବର ସାମ୍ନାକୁ ଯେ ଅଭିନେତ୍ରୀ ଜାନଭୀ କପୁର ମଧ୍ୟ ଏହି ତାଲିକାରେ ଯୋଗ ଦେଇଛନ୍ତି। କୁହାଯାଉଛି କି ଜାନଭୀ ସାଉଥ୍‌ ସୁପରଷ୍ଟାର ଜୁନିୟର…

ବହୁପ୍ରତୀକ୍ଷିତ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ର ଟ୍ରେଲର ରିଲିଜ୍‌

ମହାକାଶରେ ଶୁଟିଂ ହୋଇଥିବା ବହୁପ୍ରତୀକ୍ଷିତ ଫିଲ୍ମ ‘ଦ ଚ୍ୟାଲେଞ୍ଜ’ ଟ୍ରେଲର ରିଲିଜ ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କ୍ଲିମ ଶିପେଙ୍କୋ। ଏହି ଫିଚର ଫିଲ୍ମର ପ୍ରଥମ କ୍ରମ ଅକ୍ଟୋବର ୨୦୨୧ରେ ସ୍ପେସ ଷ୍ଟେଶନରେ ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ଶୁଟିଂ…

ନିଆରା ରେକର୍ଡ ହାସଲ କଲେ ଅନୁପମ

ବଲିଉଡର ଅଭିନେତା ଅନୁପମ ଖେର ଇଣ୍ଡଷ୍ଟ୍ରିର ଜଣେ ଦମ୍‌ଦାର୍‌ ଅଭିନେତା ଭାବେ ଜଣାଶୁଣା। ୮୦ ଦଶକରୁ ନିଜର ଦୃଢ ଅଭିନୟ ସହିତ ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଅନୁପମ ଖେର ତାଙ୍କ କ୍ୟାରିୟରର ୫୩୪ ତମ ଫିଲ୍ମ ସାଇନ୍‌ କରିଛନ୍ତି। ଗତ ବର୍ଷର…

ସଲମାନଙ୍କୁ ଭେଟିବା ପାଇଁ ୧୧୦୦ କିମି ସାଇକେଲ୍‌ ଚଲାଇ ଆସିଲେ ପ୍ରଶଂସକ

ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ବିଶ୍ୱର ଅନେକ ଦେଶରେ ଅଛନ୍ତି। ତାଙ୍କୁ ଭେଟିବାକୁ ପ୍ରଶଂସକ ବେଳେବେଳେ ସୀମା ଟପିଯାନ୍ତି। ନିକଟରେ ସଲ୍ଲୁଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ୧୧୦୦ କିମି ସାଇକେଲ୍‌ ଚଲାଇ ଆସିଥିଲେ।…

ଗୁଟ୍‌ଖା ଡାନ୍ସ

ନୂଆଦିଲ୍ଳୀ: ସୋସିଆଲ ମିଡିଆ ସମୟରେ ଏବେ କୌଣସି ଖବର ଲୋକଙ୍କ ଦୃଷ୍ଟିରୁ ଅଛପା ରହୁନାହିଁ। ଗୋଟିଏ ଛୋଟ ଖବର ହେଲେ ବି ନିମିଷକରେ ଖବର ଚାରିଆଡ଼େ ପ୍ରଘଟ ହାଇଯାଉଛି। ତେବେ ବର୍ତ୍ତମାନ ସମୟରେ ଚର୍ଚ୍ଚାରେ ଅଛି ଗୁଟ୍‌ଖା ଡାନ୍ସ। ଏହି ଭିଡିଓ…

ଦୁବଇରେ ନୂଆବର୍ଷ ପାଳିଲେ କିଆରା-ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନି ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବେ ତାଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି । ଏବେ ଏମାନେ ଦୁବଇରେ ନିର୍ଦ୍ଦେଶକ କରନ ଜୋହର ଓ ଫ୍ୟାଶନ ଡିଜାଇନର ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନୂଆବର୍ଷ…

ଚୁମ୍ବନକୁ ନେଇ ଚର୍ଚ୍ଚାରେ ହନି ସିଂ

ମୁମ୍ବାଇ: ଗାୟକ ତଥା ରାପର ହନି ସିଂଙ୍କ ବିବାହ ବିଚ୍ଛେଦ ହୋଇସାରିଛି। ଏହା ପରେ ତାଙ୍କ ଜୀବନକୁ ନୂଆ ପ୍ରେମିକା ଆସିଯାଇଛନ୍ତି। ତାଙ୍କର ନୂଆ ପ୍ରେମିକା ଟିନା ଥଡାନୀଙ୍କ ସହ ହନି ଏକାଠି ନଜର ଆସୁଥିବା ଦେଖିବାକୁ ମିଳୁଛି। ଟିନାଙ୍କ ସହ…

ରଣବୀରଙ୍କ ସହ ଛୁଟି କାଟିବାକୁ ବାହାରିଲେ ଦୀପିକା

ମୁମ୍ବାଇ: ସ୍ବାମୀ ରଣବୀର ସିଂଙ୍କ ସହ ଦୀପିକା ପାଦୁକୋନ ଅଲିବାଗ ପରେ ଆଉ ଏକ ସ୍ଥାନକୁ ଛୁଟି ମନାଇବାକୁ ବାହାରିଛନ୍ତି। ଉଭୟେ ବ୍ଲାକ୍‌ ଡ୍ରେସ୍‌ରେ ଖୁବ୍‌ ସୁନ୍ଦର ଦିଶୁଛନ୍ତି। ରଣବୀର ଧଳା ରଙ୍ଗର ଏକ ଟି-ଶର୍ଟ ପିନ୍ଧିଥିବା ବେଳେ କଳା ରଙ୍ଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?