Advertisement

ମୁମ୍ବାଇରେ ୧୧ କୋଟିର ବଙ୍ଗଳା, ଅନେକ ଦାମୀ ଗାଡ଼ିର ମାଲିକାଣୀ ଡ୍ରାମା କୁଇନ୍‌; ମୋଟ ସମ୍ପତ୍ତି ଜାଣିଲେ…

ବମ୍ବେ: ସର୍ବଦା ବିବାଦରେ ରହିବାକୁ ପସନ୍ଦ କରନ୍ତି ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ। ବ୍ୟକ୍ତିଗତ ଜୀବନକୁ ନେଇ ସେ ରହିଥାନ୍ତି ବେଶ୍‌ ଚର୍ଚ୍ଚାରେ। ବିଶେଷତଃ ଆଇଟମ୍‌ ଗର୍ଲ ଭାବେ ଖ୍ୟାତ ଏହି ଅଭିନେତ୍ରୀ ଚାକଚକ୍ୟ ଜୀବନ ବିତାଇଥାନ୍ତି। କିଛି ଦିନ ହେଲାଣି ବଡ଼ ପରଦାରୁ ଦୂରେଇ ଯାଇଥିଲେ ହେଁ ତାଙ୍କ ପାଖରେ ଟଙ୍କା ପଇସାର କୌଣସି ଅଭାବ ନାହିଁ।

କୁହାଯାଏ, ରାକ୍ଷୀଙ୍କ ପାଖରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଦୁଇ ଦୁଇଟି ଆପାର୍ଟମେଣ୍ଟ ରହିଛି। ଏହାଛଡ଼ା ତାଙ୍କ ପାଖରେ ୧୧ କୋଟି ମୂଲ୍ୟର ଏକ ବଙ୍ଗଳା ମଧ୍ୟ ଅଛି। ମୋଟ ସମ୍ପତ୍ତି ଦେଖିଲେ ରାକ୍ଷୀ ୩୭ କୋଟି ସମ୍ପତ୍ତିର ମାଲିକାଣି।
ଦାମୀ କାର୍‌ର ସଉକ ରହିଛି ରାକ୍ଷୀଙ୍କର। ତାଙ୍କ ଗ୍ୟାରେଜରେ ୩୦-୩୫ ଲକ୍ଷରୁ ଆରମ୍ଭ କରି ଅନେକ ଗାଡ଼ି ରହିଛି।

ରୋଜଗାର ଦେଖିଲେ ସେ ଆଇଟମ ଗୀତ ସାଙ୍ଗକୁ, ତେଲୁଗୁ- ତାମିଲ ଫିଲ୍ମ ଏବଂ ଅନେକ ଟେଲିଭିଜନ ଧାରାବାହିକରେ କାମ କରିଛନ୍ତି। ବିଗ୍‌ବସ୍‌-୧୪ରେ ସେ ସାମିଲ ହୋଇ ଶୋ’ରୁ ୧୪ ଲକ୍ଷ ଟଙ୍କା ନେଇ ଆସିଥିଲେ। ଏବେ ସେ ପ୍ରେମିକ ଆଦିଲଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ ହେଲା ପୃଥ୍ୱିରାଜର ଟିଜର

ମୁମ୍ବାଇ: ବଲିଉଡ୍ ନାୟକ ଅକ୍ଷୟ କୁମାରଙ୍କ ମୋଷ୍ଟ ଆୱେଟେଡ ମୁଭି ‘ପୃଥ୍ୱିରାଜ’ର ଟିଜର ରିଲିଜ୍ ହୋଇଛି । ଏହି ମୁଭିକୁ ନେଇ ବହୁ ଦିନ ହେବ...

୧୩ ବର୍ଷ ବୟସରେ ମା’ ହୋଇଥିଲେ ଏହି ଅଭିନେତ୍ରୀ: ରଜନୀକାନ୍ତଙ୍କଠାରୁ ବି ନେଇଥିଲେ ଅଧିକ ପାରିଶ୍ରମିକ

ବଲିଉଡ୍‌ ‘ଚାନ୍ଦ୍‌ନୀ’ ଭାବରେ ପରିଚିତ ଅଭିନେତ୍ରୀ ଶ୍ରୀଦେବୀ ଏବେ ମଧ୍ୟ ଲୋକଙ୍କ ମନରେ ଜୀବିତ ଅଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ବଳିଷ୍ଠ ଅଭିନୟ ଯୋଗୁ ନୂତନ...

ବଡ ପରଦାକୁ ଫେରିବେ ଶାହାରୁଖ!

ମୁମ୍ବାଇ: ଦୀର୍ଘ ପ୍ରାୟ ୨ ବର୍ଷର ବ୍ରେକ୍‌ଅପ୍‌ ପରେ ପୁଣିଥରେ ଶାହାରୁଖ ଖାଁ ବଡ ପରଦାକୁ ଫେରିବେ ବୋଲି ଶୁଣିବାକୁ ମିଳିଛି। ଏଥର କୁଆଡେ ସେ...

ଏହି ଖଳନାୟକଙ୍କ ଶହ ଶହ ଫଟୋ ପାଖରେ ରଖିଛନ୍ତି ବଲିଉଡ୍‌ର ଦୁଇ ବଡ଼ ଷ୍ଟାର

ମୁମ୍ବାଇ: ବଲିଉ୍‌ଡର ‘ବ୍ୟାଡମ୍ୟାନ୍‌’ ଭାବରେ ଜଣାଶୁଣା ଗୁଲ୍‌ଶନ ଗ୍ରୋଭର ୮୦-୯୦ ଦଶକର ସବୁଠାରୁ ବଡ଼ ଖଳନାୟକ ଭାବରେ ପରିଚିତ। ପ୍ରାୟ ୨ଦଶନ୍ଧି ଧରି ଫିଲ୍ମରେ ବ୍ୟାଡମ୍ୟାନ୍‌...

ବ୍ୟସ୍ତ ରହିଲେ ବି ମା’ଙ୍କ ସହ ସମୟ ବିତାଇବାକୁ ଭୁଲନ୍ତିନି ଅକ୍ଷୟ କୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ମା’ ଅରୁଣା ଭାଟିଆଙ୍କର ବୁଧବାର ନିଧନ ହୋଇଛି। ମା’ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଖିଲାଡି ବୟ। ଅକ୍ଷୟ ତାଙ୍କ...

ଶାହରୁଖଙ୍କ ଝିଅକୁ କଳା କହିବାରୁ, ଦେଲେ ଏମିତି ଜବାବ

ଦେଶ ତଥା ବିଶ୍ୱରେ ରଙ୍ଗଭେଦ ଏକ ବଡ ପ୍ରସଙ୍ଗ। ବିଶେଷକରି ଏହାର ପ୍ରଭାବ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦେଖିବାକୁ ମିଳିଛି। ଏବେ ଫିଲ୍ମ ତାରକାମାନେ ମଧ୍ୟ ଏହା...

କେଓ୍ବାଇସି ନାମରେ ଅଭିନେତା ଅନୁ କପୁରଙ୍କଠାରୁ ଠକିନେଲେ ୪.୩୬ ଲକ୍ଷ ଟଙ୍କା…

ମୁମ୍ବାଇ, ୧।୧୦ : ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ଅନୁ କପୁର ଅନଲାଇନ ଠକେଇର ଶିକାର ହୋଇଛନ୍ତି। ଏକ ଅଗ୍ରଣୀ ଘରୋଇ କ୍ଷେତ୍ରୀୟ ବ୍ୟାଙ୍କରେ ତାଙ୍କ ଆକାଉଣ୍ଟରୁ...

ମଣ୍ଟୁ ଯାହା ଚାହୁଁଥିଲେ…

ନାୟକ ମଣ୍ଟୁ ଓରଫ ମଣ୍ଟୁ ଦାସ। ପାଠ ପଢ଼ିବା ବେଳେ ଘାରିଲା ଅଭିନୟ ନିଶା। ଏହା ତାଙ୍କୁ ଏମିତି ଘାଇଲା କଲା ଯେ, ପାଠପଢ଼ାରେ ଅଧାରୁ...

Advertisement
Archives

Model This Week