ମନୋରଞ୍ଜନ

ର‌୍ୟୁମର୍ଡ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଦିଶା

ମୁମ୍ବାଇ: ବଲିଉଡ କୁଇନ ଦିଶା ପାଟନିଙ୍କୁ ତାଙ୍କ ର‌୍ୟୁମର୍ଡ ବୟଫ୍ରେଣ୍ଡ ଆଲେକଜାଣ୍ଡର ଏଲେକ୍ସଙ୍କ ସହ ଏକ ପାର୍ଟିରେ ସ୍ପଟ କରାଯାଇଛି । ଦିଶା ଏମିତି ଜଣେ ଅଭିନେତ୍ରୀ ଯିଏ ନିଜ ପ୍ରଫେସନାଲ ଫ୍ରଣ୍ଟ ଅପେକ୍ଷା ପର୍ସନାଲ ଲାଇଫକୁ ନେଇ ଅଧିକ ଚର୍ଚ୍ଚାରେ…

ଜ୍ୟାକଲିନ୍‌ଙ୍କୁ ବିଦେଶ ଯିବାକୁ ମିଳିଲାନି ଅନୁମତି

ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇପଡିଥିବା ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ବିଦେଶ ଯିବାକୁ ଅନୁମତି ମିଳିନାହିଁ। ସେ ଅସୁସ୍ଥ ମା’ଙ୍କୁ ଦେଖିବାକୁ ବାହାରିନ୍‌ ଯିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଅନୁମତି ଦେବାକୁ ମନା କରି…

ମୁଁ ବିବାହିତ ପୁରୁଷଙ୍କୁ କେବେ କରିବି ନାହିଁ ପ୍ରେମ

ପାକିସ୍ତାନର କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଏବଂ ଭାରତୀୟ ତାରକା ସାନିଆ ମିର୍ଜାଙ୍କ ଛାଡପତ୍ରକୁ ନେଇ ନିକଟରେ ଜୋରସୋରରେ ଚର୍ଚ୍ଚା ହେଉଥିଲା। ଏହି ଛାଡପତ୍ରର ପଛରେ ପାକିସ୍ତାନ ଅଭିନେତ୍ରୀ ଆୟେଶା ଉମର ଥିବା କୁହାଯାଉଥିଲା। କାରଣ ଶୋଏବ ଏବଂ…

ଖୁବ୍‌ଶୀଘ୍ର ପରଦାକୁ ଆସିବ ‘କାନ୍ତାରା’ର ସ୍ବିକେଲ୍‌

ମୁମ୍ବାଇ:ଚଳିତ ବର୍ଷ ଋଷଭ ଶେଟ୍ଟୀଙ୍କ ଆକ୍ସନ ଥ୍ରୀଲର ଚଳଚ୍ଚିତ୍ର ‘କାନ୍ତାରା’ ଅନେକ ଚଳଚ୍ଚିତ୍ର ରେକର୍ଡ ଭାଙ୍ଗିଥିଲା। ବକ୍ସ ଅଫିସରେ ଧମାକାଦାର ରୋଜଗାର ସହିତ ଏହି ଚଳଚ୍ଚିତ୍ରର ଆଲୋଚନା ସାଉଥ୍‌ରୁ ଆରମ୍ଭ କରି ବଲିଉଡ ତାରକାମାନଙ୍କ ଓଠରେ ଥିଲା। କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର…

୧୧ ଘଣ୍ଟା ଧରି ପାଣି ଭିତରେ ଶୁଟିଂ କରିବା ପରେ ବିଗିଡିଲା ଅଭିନେତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା

ସାଉଥ୍‌ରୁ ବଲିଉଡ ଫିଲ୍ମ ପର୍ଯ୍ୟନ୍ତ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ରକୁଲ ପ୍ରୀତ ସିଂ ଜଣେ ପରିଶ୍ରମୀ ଅଭିନେତ୍ରୀ। ସେ ନିଜକୁ ଅନେକ ଥର ମଧ୍ୟ ପ୍ରମାଣିତ କରିଛନ୍ତି। ଫିଲ୍ମରେ ନିଜର ଚରିତ୍ର ପାଇଁ କଠିନ ପରିଶ୍ରମ କରନ୍ତି, ଯାହାର…

ରିଲିଜ୍‌ ହେଲା ଫିଲ୍ମ ‘ପଠାନ’ର ଦ୍ୱିତୀୟ ଗୀତ ‘ଝୁମେ ଜୋ ପଠାନ’

ସୁପରଷ୍ଟାର ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ର ଦ୍ୱିତୀୟ ଗୀତ’ ‘ଝୁମେ ଜୋ ପଠାନ ’ମୁକ୍ତିଲାଭ କରିଛି। ଏହି ଗୀତରେ ଶାହାରୁଖ ଏବଂ ଦୀପିକା ପାଦୁକୋନ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳୁଛି। ନିକଟରେ ‘ପଠାନ’ର ପ୍ରଥମ ଗୀତ ‘ବେସରମ…

ସ୍ତ୍ରୀଙ୍କୁ ହେମାମାଳିନୀଙ୍କ ସହ ତୁଳନା କଲେ ବିକି କୌଶଲ

ବଲିଉଡ୍‌ର ପାଓ୍ବାରଫୁଲ୍‌ କପଲ୍‌ ଭାବେ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଜଣାଶୁଣା। ନିକଟରେ ଦୁହେଁ ପ୍ରଥମ ବିବାହବାର୍ଷିକୀ ପାଳନ କରିଛନ୍ତି। ବିକି ଏବଂ କ୍ୟାଟ ପ୍ରାୟତଃ ପରସ୍ପରକୁ ଖୋଲାଖୋଲି ପ୍ରଶଂସା କରୁଥିବା ଦେଖାଯାଏ। ପୁଣି ଥରେ ବିକି କ୍ୟାଟ୍ରିନାଙ୍କ ଗୁଣ…

ଫିଲ୍ମ ଫେୟାର ଓଟିଟି ଆୱାର୍ଡସ ୨୦୨୨: ଅଭିଶେକ ବଚ୍ଚନ ଶ୍ରେଷ୍ଠ ଅଭିନେତା

ମୁମ୍ବାଇ: ଫିଲ୍ମ ଫେୟାର ଓଟିଟି ପୁରସ୍କାରର ଦୁଇଟି ସଫଳ ଆୟୋଜନ ପରେ ଚଳିତ ବର୍ଷ ବି ମୁମ୍ବାଇରେ ଓଟିଟି ଆୱାର୍ଡସ ୨୦୨୨ ଘୋଷଣା ହୋଇଛି । ନିଜ କାମର ଛାପ ଛାଡିଥିବା କଳାକାରମାନେ ୨୦୨୨ର ଫିଲ୍ମ ଫେୟାର ଓଟିଟି ପୁରସ୍କାର ବିଜେତା…

ନିର୍ବନ୍ଧ କରିବେ ଇସ୍କବାଜ୍‌ ଫେମ୍‌ ଅଭିନେତ୍ରୀ ଶୁଭା ରାଜପୁତ

ବମ୍ବେ: ନିର୍ବନ୍ଧ କରିବାକୁ ଯାଉଛନ୍ତି ଟେଲି ଧାରାବାହିକ ‘ଇସ୍କବାଜ’ରେ ପ୍ରିୟଙ୍କା ଚରିତ୍ରରେ ନଜର ଆସିଥିବା ଅଭିନେତ୍ରୀ ଶୁଭା ରାଜପୁତ। ଅଭିନେତା ବିଭବ ରାୟଙ୍କୁ ଦୀର୍ଘ ଦିନ ଧରି ସେ ଡେଟ୍‌ କରି ଆସୁଥିଲେ। ଏବେ ସେ ସମ୍ପର୍କକୁ ଆଉ ପାଦେ ଆଗକୁ…

ଫିଲ୍ମ ନିର୍ଦ୍ଦେଶକଙ୍କ ପ୍ରେମରେ ପଡିଛନ୍ତି ଅନୁଷ୍କା

ବାହୁବଳୀ ଫେମ୍‌ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ପୁଣିଥରେ ନିଜ ବିବାହକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ୩୯ ବର୍ଷିୟା ଅନୁଷ୍କା ଜଣେ ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବାକୁ ଯାଉଛନ୍ତି, ଯାହାଙ୍କ ସହ ସେ ଦୁଇଟି ହିଟ ଫିଲ୍ମ କରିଛନ୍ତି। ଘନିଷ୍ଠ ବନ୍ଧୁ ଏବଂ…

ଶାହରୁଖଙ୍କ ପୁଅଙ୍କୁ ଆଶ୍ୱସ୍ତି

ମୁମ୍ବାଇର ପ୍ରସିଦ୍ଧ କ୍ରୁଜ ଡ୍ରଗ୍ସ ମାମଲାରେ ବମ୍ବେ ହାଇକୋର୍ଟରୁ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରୁ ଆର୍ଯ୍ୟନଙ୍କ ନାମ ହଟାଇବାକୁ ନିଆଯାଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରୁଥିବା ଜନହିତ ଯାଚିକା ପ୍ରତ୍ୟାହାର କରି ନିଆଯାଇଛି। ବମ୍ବେ…

ମା’ଙ୍କୁ ମନେପକାଇ ଭାବପ୍ରବଣ ହେଲେ ଅମିତାଭ

ହିନ୍ଦୀ ସିନେମାର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ମା’ ତେଜି ବଚ୍ଚନ ଦୁନିଆରୁ ବିଦାୟ ନେବାର ୧୫ ବର୍ଷ ବିତିଗଲାଣି। ମା’ଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଅମିତାଭ ଭାବପ୍ରବଣ ହୋଇପଡିଛନ୍ତି। ଏକ ପୋଷ୍ଟରେ ମା’ ଦୁନିଆକୁ ବିଦାୟ ନେଇଥିବା ମୁହୂର୍ତ୍ତ ବିଷୟରେ ସେ ଉଲ୍ଲେଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?