ଝିଅ ହେବାର ଦୁଇ ମାସ ନ ପୁରୁଣୁ ଆଲିଆ କଲେଣି କଠିନ ଯୋଗ
ବମ୍ବେ: ବଲିଉଡ୍ ଡିଭା ଆଲିଆ ଭଟ୍ଟ କରୁଛନ୍ତି ପରିଶ୍ରମ। ସେ ବି ପୁଣିଥରେ ପୁରୁଣା ଚେହେରା ଫେରି ପାଇବାକୁ। କେତେବେଳେ ଜିମ୍ ତ କେତେବେଳେ ସେ ଯୋଗକୁ ପ୍ରାଧାନ୍ୟ ଦେଉଛନ୍ତି। ମା’ ହେବାର ଦେଢ଼ ମାସ ବିତିଥିବା ବେଳେ ଆଲିଆ ନିଜର…
ଆଉ ଜଣେ ଅଭିନେତ୍ରୀଙ୍କୁ କ୍ୟାନ୍ସର
ବମ୍ବେ: କ୍ୟାନ୍ସରରେ ପୀଡ଼ିତ ହୋଇଛନ୍ତି ଆଉ ଜଣେ ଅଭିନେତ୍ରୀ। ସେ ହେଲେ ରୋଜ୍ଲିନ୍ ଖାଁ। ଦର୍ଶକଙ୍କ ଗହଣରେ ‘ସବିତା ଭାବି’ ନାମରେ ପରିଚିତ ରୋଜ୍ଲିନ୍ ସୋସିଆଲ ମିଡିଆରେ ଏକ ଭାବୁକ ପୋଷ୍ଟ କରି ଏ ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ପୋଷ୍ଟ ଜରିଆରେ…
ଭୟ ନ କରି ସତର୍କ ରହିବାକୁ କହିଲେ ସୋନୁ ସୁଦ
ମୁମ୍ବାଇ: କରୋନାର ନୂଆ ସଂକ୍ରମଣକୁ ନେଇ ଦେଶରେ ପୁଣି ଥରେ ଆତଙ୍କ ଖେଳିଯାଇଛି। କରୋନାକୁ ରୋକିବା ପାଇଁ ସରକାର ପ୍ରସ୍ତୁତି ମଧ୍ୟ ଚଳାଇଛନ୍ତି। ଏହି ସମୟରେ ଅଭିନେତା ସୋନୁ ସୁଦ ପୁଣି ଥରେ କରୋନାକୁ ସାମ୍ନା କରିବାକୁ ପ୍ରସ୍ତୁତ ହୋଇଛନ୍ତି। ସୋସିଆଲ…
ରିଲିଜ୍ ହେବାର କିଛି ଘଣ୍ଟା ପରେ ଅନ୍ଲାଇନ୍ରେ ଲିକ୍
ଅଶ୍ୱିନ ସାରବନନଙ୍କ ନିର୍ଦ୍ଦେଶିତ ଫିଲ୍ମ‘ କନେକ୍ଟ’ ଡିସେମ୍ବର ୨୩ ଅର୍ଥାତ୍ ଶୁକ୍ରବାର ରିଲିଜ୍ ହୋଇଯାଇଛି। ତାମିଲ ହରର-ଥ୍ରୀଲର ଫିଲ୍ମଟି ଦର୍ଶକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଛି। ହେଲେ ଫିଲ୍ମ ରିଲିଜ୍ ହେବାର କିଛି ଘଣ୍ଟା ପରେ ଅନ୍ଲାଇନ୍ରେ ଲିକ୍ ହୋଇଛି। ଟୋରେଣ୍ଟ ସାଇଟ…
ପିତାଙ୍କ ଜନ୍ମଦିନରେ ପିଲାଦିନର ଫଟୋ ଶେୟାର କଲେ ସୋନମ
ମୁମ୍ବାଇ: ଆଜି ଅର୍ଥାତ୍ ନଭେମ୍ବର ୨୪ରେ ଅଭିନେତା ଅନିଲ କପୁରଙ୍କ ଜନ୍ମଦିନ। ପିତାଙ୍କ ୬୬ତମ ଜନ୍ମଦିନରେ ଝିଅ ତଥା ଅଭିନେତ୍ରୀ ସୋନମ କପୁର କିଛି ପୁରୁଣା ଫଟୋ ଶେୟାର କରି ପିଲାଦିନର ସ୍ମୃତିକୁ ତାଜା କରିଛନ୍ତି। ଗୋଟିଏ ଫଟୋରେ ସେ ତାଙ୍କ…
ଫିଲ୍ମ ବ୍ୟତୀତ ଘରଭଡ଼ାରୁ ଏତିକି ଟଙ୍କା ରୋଜଗାର କରିଥାନ୍ତି କାଜଲ
ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନେ ଫିଲ୍ମ ଏବଂ ବିଜ୍ଞାପନରେ କାମ କରିବା ପାଇଁ ବହୁତ ଫି’ ଦାବି କରିଥାନ୍ତି। କିନ୍ତୁ ଏହି ସେଲିବ୍ରିଟିମାନଙ୍କ ରୋଜଗାରର ଉତ୍ସ କେବଳ ଏହା ମଧ୍ୟରେ ବି ସୀମିତ ନୁହେଁ। ଅନେକ ଷ୍ଟାର୍ ଫିଲ୍ମ, ସିରିୟଲ, ବିଜ୍ଞାପନରୁ ଯେତିକି…
ଏହି ଓଟିଟି ପ୍ଲାର୍ଟଫର୍ମରେ ରିଲିଜ୍ ହେବ ‘ପଠାନ’
ମୁମ୍ବାଇ: ଚାରି ବର୍ଷର ଦୀର୍ଘ ବିରତି ପରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଆକ୍ସନ-ଥ୍ରୀଲର ଫିଲ୍ମ ‘ପଠାନ’ ସହିତ ପରଦାକୁ ଫେରୁଛନ୍ତି। ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ଚଳଚ୍ଚିତ୍ର ଆସନ୍ତା ଜାନୁୟାରୀ ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ବର୍ତ୍ତମାନ ଫିଲ୍ମ ରିଲିଜ୍…
ଜାଭେଦ ଅଖତର, ନସିରୁଦ୍ଦିନ ଶାହାଙ୍କ ସମେତ ୫୦ରୁ ଅଧିକ କଲେ ତାଲିବାନ ନିଷ୍ପତ୍ତିର ନିନ୍ଦା
ମୁମ୍ବାଇ,୨୪ ।୧୨: ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ପକ୍ଷରୁ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ଯିବାକୁ ବାରଣ କରାଯାଉଥିବା ନିଷ୍ପତ୍ତିକୁ ସାରା ବିଶ୍ୱରେ ବିରୋଧ କରାଯିବା ସହ ନିନ୍ଦା କରାଯାଉଛି । ଏହାକୁ ନେଇ ଭାରତରେ ବି ସ୍ୱର ଉତ୍ତୋଳନ କରାଗଲାଣି । ଏହି କ୍ରମରେ…
କାନ୍ଦିଲେ ଉର୍ଫି: କହିଲେ-‘କେତେ ଆଉ ସହିବି’
ବମ୍ବେ: କାନ୍ଦିଲେ ସୋସିଆଲ ମିଡିଆ ସେନ୍ସେଶନ ଉର୍ଫି ଜାଭେଦ। ସର୍ବଦା ନିଜର ପୋଷାକ ପରିଧାନକୁ ନେଇ ଟ୍ରୋଲ ହେଉଥିବା ଉର୍ଫି ଏବେ ନିଜ କୋହକୁ ସମ୍ଭାଳି ପାରିନାହାନ୍ତି। ସୋସିଆଲ ମିଡିଆରେ ଜଣେ ହକି ଖେଳାଳିଙ୍କ କଥାକୁ ନେଇ ସେ କାନ୍ଦି ପକାଇଛନ୍ତି।…
ବଡିଗାର୍ଡ ଶେରାଙ୍କ ପୁଅକୁ ଲଞ୍ଚ କରିବେ ସଲମାନ
ମୁମ୍ବାଇ: ବଲିଉଡ ସୁପର ଷ୍ଟାର ସଲମାନ ଖାଁ ତାଙ୍କ ଫିଲ୍ମ ସହ ପର୍ସନାଲ ଲାଇଫକୁ ନେଇ ବି ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି । ସୋସିଆଲ ମିଡିଆରେ ସେ ପାଆନ୍ତି ବହୁତ ପ୍ରଶଂସା । ସଲମାନଙ୍କ ପାଇଁ ବଲିଉଡରେ ଅନେକ କଳାକାରଙ୍କୁ…
ଓସ୍କାର ଦୌଡ଼ରେ ‘ନାଟୁ ନାଟୁ’
ଆସନ୍ତା ବର୍ଷ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ ହୋଇଛି ଏସ୍ଏସ୍ ରାଜମୌଲିଙ୍କ ଫିଲ୍ମ ‘ଆର୍ଆର୍ଆର୍’ର ‘ନାଟୁ ନାଟୁ’ ଗୀତ। ଅରିଜିନାଲ ସଙ୍ଗ୍ କାଟାଗୋରିରେ ଏହାକୁ ମନୋନୀତ କରାଯାଇଛି। ୧୦ ବର୍ଗର ଶର୍ଟଲିଷ୍ଟ ତାଲିକା ବୁଧବାର ରାତିରେ ଓସ୍କାର ପକ୍ଷରୁ ଘୋଷଣା ହୋଇଛି।…
ପରଲୋକରେ ଭେଟେରାନ ଅଭିନେତା ସତ୍ୟନାରାୟଣ
ମୁମ୍ବାଇ: ଭେଟେରାନ ତେଲୁଗୁ ଅଭିନେତା କାଇକାଲା ସତ୍ୟନାରାୟଣଙ୍କର ପରଲୋକ ଘଟିଛି। ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ୮୭ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦଶନ୍ଧି ଧରି ଚାଲିଥିବା କ୍ୟାରିୟରରେ ସେ ପରିବାର ଏବଂ ସାମାଜିକ ନାଟକ ତଥା ପୁରାଣ…

