‘ତାରକ ମେହେତା…’କୁ ପୁଣି ଝଟ୍‌କା; ୧୪ ବର୍ଷ ପରେ ଶୋ’ ଛାଡ଼ିଲେ ନିର୍ଦ୍ଦେଶକ

ବମ୍ବେ: କଳାକାରଙ୍କ ପରେ ଏବେ ନିର୍ଦ୍ଦେଶକ ଛାଡ଼ିଲେ ‘ତାରକ ମେହେତା କା ଉଲଟା ଚଷମା’ ଶୋ’। ଦୀର୍ଘ ୧୪ ବର୍ଷ ଧରି ନିର୍ଦ୍ଦେଶନା ଦେଇ ଆସୁଥିବା ମାଳବ ରାଜଦା ଏବେ ଶୋ’ ଛାଡ଼ିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଅନେକଙ୍କୁ ଚକିତ କରିଛି। ଡିସେମ୍ବର ୧୫ରେ ସେ ଶେଷ ଥର ପାଇଁ ଶୋ’ର ଶୁଟିଂ କରିଥିଲେ।

ତେବେ ପ୍ରଯୋଜନା ସଂସ୍ଥା ସହ ମାଳବଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାକୁ ନେଇ ସେ ଶୋ’ ଛାଡ଼ିଥିବା ଚର୍ଚ୍ଚା ହେଉଥିବା ବେଳେ ଭିନ୍ନ କାହାଣୀ କହିଛନ୍ତି ମାଳବ। ଦୀର୍ଘ ୧୪ ବର୍ଷ ଧରି କାମ କରିବା ପରେ ମୋତେ ଲାଗିଲା ଯେ ମୁଁ ବେଶ ସହଜ କାମକୁ ବାଛି ନେଇଛି। ନିଜକୁ ଆଗକୁ ବଢ଼ାଇବା ଲାଗି ମୁଁ ଏଭଳି ନିଷ୍ପତ୍ତି ନେଇଛି। ହେଲେ ଏହି ଶୋ’ ମୋତେ ପରିଚୟ ଏବଂ ଟଙ୍କା ଦେବା ସହ ଜୀବନସାଥୀ ଦେଇଛି। ଏଣୁ ସର୍ବଦା ମୁୂଁ ଋଣି ରହିବି ବୋଲି ସେ କହିଛନ୍ତି।

କହିରଖୁଛୁ, ‘ତାରକ ମେହେତା କା ଉଲଟା ଚଷମା’ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ଗୋଟିଏ। ହେଲେ ବିଗତ ଦିନରେ ଶୋ’କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ମିଳୁଛି। ଅନେକ କଳାକାର ଶୋ’ ଛାଡ଼ିସାରିଛନ୍ତି। ସେମାନଙ୍କ ମଧ୍ୟରେ ରାଜ ଉନାଦକଟ, ଶୈଳେଷ ଲୋଢ଼ା, ଦିଶା ବକାନି ପ୍ରମୁଖ ରହିଛନ୍ତି। ଏବେ ନିର୍ଦ୍ଦେଶକ ଶୋ’ ଛାଡ଼ିବା ପରେ ଶୋ’ରେ କେତେ ପ୍ରଭାବ ପଡ଼ୁଛି ତାହା ଦେଖିବା ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତା ଯଦି ବିବାହ ନ କରନ୍ତି, ଦାନରେ ଚାଲିଯିବ କୋଟି କୋଟି ଟଙ୍କାର ସମ୍ପତ୍ତି…

ବମ୍ବେ: ଦେଶର ସବୁଠାରୁ ଧନୀ ସେଲିବ୍ରିଟି ମଧ୍ୟରୁ ସଲମାନ ଖାନ୍‌ ଜଣେ। କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ସେ। ତାଙ୍କୁ ୫୫ ବର୍ଷ ହୋଇଥିବା...

‘ଓଡ଼ିଶାରେ ସବୁଦିନ ରହିବାକୁ ଇଚ୍ଛା’

ଭୁବନେଶ୍ୱର,୮ା୫(ବ୍ୟୁରୋ): ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଜନତା ମଇଦାନରେ ଓଡ଼ିଶା ଓମେନ୍ସ ମେଳା-୨୦୨୨ ଚାଲିଥିବାବେଳେ ଏଥିରେ ଯୋଗଦେବାକୁ...

ଏଥର ଡବଲ ରୋଲ୍‌

ଅଭିନେତା ଜ୍ୟୋତିଙ୍କ ଖୁସି କହିଲେ ନ ସରେ। କାରଣ ଓଡ଼ିଆ ସିନେମାରେ ସେ ପ୍ରଥମ ଥର ପାଇଁ ଡବଲ ରୋଲ୍‌ରେ ଅଭିନୟ କରିବେ। ଫିଲ୍ମଟି ହେଲା...

କେବଳ ଏହି ଭୁଲ ପାଇଁ ଅଭିଷେକଙ୍କୁ ୨ ରାତି ବେଡ୍‌ରୁମ୍‌ ବାହାରେ ରଖିଥିଲେ ଐଶ୍ୱର୍ଯ୍ୟା, କାରଣ ଜାଣିଲେ…

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଇଣ୍ଡଷ୍ଟ୍ରିର ସର୍ବଶ୍ରେଷ୍ଠ ଦମ୍ପତି ଭାବରେ ବେଶ ଜଣାଶୁଣା। ପରସ୍ପର ପାଇଁ ଉଭୟଙ୍କ ପ୍ରେମ ସ୍ପଷ୍ଟ...

ପିଙ୍କ୍ ଗାଉନରେ କିମିଆ କଲେ ନୋରା

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୋରା ଫତେହି ନିଜର ଭିନ୍ନ ଅନ୍ଦାଜକୁ ନେଇ ଦର୍ଶକଙ୍କ ମନ କିଣିବାରେ କିଛି ବି ଉଣା କରନ୍ତି ନାହିଁ । ନିଜ...

ବିନା ଶାର୍ଟରେ କ୍ୟାଟ୍‌ଙ୍କ ସହ ପାର୍ଟିକୁ ଯାଇଥିଲେ ଭାଇଜାନ : ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଦବଙ୍ଗ ଖାନ୍‌ ସଲମାନ ଶାର୍ଟଲେସ୍‌ ଆକ୍ଟର ଭାବେ ବଲିଉଡ୍‌ରେ ଜଣାଶୁଣା। ତାଙ୍କର ଅଧିକାଂଶ ଫିଲ୍ମରେ ଯେମିତି ହେଲେ ଗୋଟିଏ ଶାର୍ଟ ଖୋଲା ସିନ୍‌ ଥିବ। ବଡି...

କରୋନା ଭୟରେ ଶୁଟିଂ ବନ୍ଦକଲେ ସଲମାନ

ସାରା ବିଶ୍ୱ ଏବେ କରୋନା ଭାଇରସକୁ ନେଇ ଚିନ୍ତାରେ। ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନେକ କଳାକାର ଅନ୍ୟ ସ୍ଥାନକୁ ଯିବା...

ସଂଘର୍ଷର ଦିନକୁ ମନେ ପକାଇଲେ ଜ୍ୟାକ୍‌ଲିନ୍‌: ଡେବ୍ୟୁ ପୂର୍ବରୁ ନାଁ ବଦଳାଇ ମୁସ୍କାନ’ରଖିବାକୁ କୁହାଯାଇଥିଲା

ବମ୍ବେ: ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସ୍‌ ଏବେ ବଲିଉଡ୍‌ର ଜଣେ ଆଗଧାଡ଼ିର ନାୟିକା। ଅନେକ ଉତ୍ଥାନ ପତନ ପରେ ହିନ୍ଦି ସିନେମା ଜଗତରେ ପ୍ରତିଷ୍ଠିତ ହୋଇପାରିଛନ୍ତି ସେ।...

Advertisement
Archives

Model This Week