ମନୋରଞ୍ଜନ

ଏହି ଗୀତର ଶୁଟିଂ ସମୟରେ ଖୁବ୍‌ ଡରି ଯାଇଥିଲେ ଶାହାରୁଖ

ମୁମ୍ବାଇ: ଫିଲ୍ମ ଦେଖିବା ସମୟରେ ଜାଣି ହୁଏ ନାହିଁ ଏହା ପଛରେ କେତେ କଷ୍ଟ କରାଯାଇଛି। ମାତ୍ର ଯେଉଁମାନେ ଅଭିନୟ କରିଛନ୍ତି, ସେମାନେ ଜାଣିଥାନ୍ତି ପ୍ରକୃତ କଷ୍ଟ କ’ଣ। ଠିକ୍‌ ସେମିତି ଶାହାରୁଖ ଖାନ୍‌ ଏକ ଗୀତ ଶୁଟିଂ ସମୟରେ କେମିତି…

ବିନା ଅନୁମତିରେ ବ୍ୟବହାର ହୋଇପାରିବନି ଅମିତାଭ ବଚ୍ଚନଙ୍କ ଫଟୋ, ସ୍ବର

ନୂଆଦିଲ୍ଲୀ,୨୫।୧୧: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଦିଲ୍ଲୀ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ଫଟୋ, ସ୍ବର ବ୍ୟବହାର ହୋଇପାରିବନି। ନିକଟରେ ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ଅମିତାଭ…

ଫିଲ୍ମ ‘ଆନିମଲ୍‌’ରେ ନଜର ଆସିବେ ରଣବୀର, ରଶ୍ମିକାଙ୍କ ସହ କରିବେ ସ୍କ୍ରିନ୍‌ ଶେୟାର

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ରଣବୀର କପୁର ଏବେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ବ୍ୟସ୍ତ ରହିଛନ୍ତି। ତେବେ ଏହା ଭିତରେ ତାଙ୍କର ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଲମ୍ବା ଚୁଟି, ଦାଢ଼ି ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିବାକୁ…

୧୦୦ କୋଟି କ୍ଲବ୍‌ରେ ‘ଦୃଶ୍ୟମ-୨’

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ-୨’ ବକ୍ସ ଅଫିସରେ ଧମାକାଦାର ଆୟ କରୁଛି। ରିଲିଜ୍‌ ହେବାର ୭ ଦିନ ମଧ୍ୟରେ ଫିଲ୍ମଟି ୧୦୦ କୋଟି କ୍ଲବ୍‌ରେ ସାମିଲ୍‌ ହୋଇଛି। ରିଲିଜ ପୂର୍ବରୁ ମଧ୍ୟ ଆଡଭାନ୍ସ ଟିକେଟ ବୁକିଂରେ କୋଟି…

‘ମୋତେ ଜଣା ନ ଥିଲା ମୁଁ କେଉଁ ରାସ୍ତା ବାଛୁଛି’

ମୁମ୍ବାଇ: ଅଭିନେତ୍ରୀ ହୁଅନ୍ତୁ କି ଅଭିନେତା। ସେମାନେ ଅନେକ ସଂଘର୍ଷ କରିବା ପରେ ସଫଳତାର ପାହାଚ ଚଢ଼ିଥାନ୍ତି। ଏମାନଙ୍କ ମଧ୍ୟରୁ ୟାମି ଗୌତମ ହେଉଛନ୍ତି ଜଣେ। ସେ ଛୋଟ ପରଦାରୁ ହିନ୍ଦୀ ଫିଲ୍ମ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଆଜି…

ଭାବୁକ ହୋଇଗଲେ କ୍ରିତି

ପାଖାପାଖି ୧୫ ବର୍ଷ ପରେ ନିଜ ସ୍କୁଲକୁ ଯାଇ ଭାବୁକ ହୋଇପଡ଼ିଛନ୍ତି ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ। ହିନ୍ଦୀ ଫିଲ୍ମ ‘ଭେଡିଆ’ ନିକଟରେ ମୁକ୍ତିଲାଭ କରିଥିବାବେଳେ ଏହାର ପ୍ରମୋଶନ୍‌ରେ ବ୍ୟସ୍ତ କ୍ରିତି ଓ ନାୟକ ବରୁଣ ଧଓ୍ବନ। ଦିଲ୍ଲୀରେ ବର୍ତ୍ତମାନ ଫିଲ୍ମର…

ଝିଅର ନାମକରଣ କଲେ ଆଲିଆ-ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କୁପର ନିକଟରେ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତେବେ ତାଙ୍କ ଝିଅର ନାମ କ’ଣ ସେନେଇ ସସ୍‌ପେନ୍ସ ଜାରି ରହିଥିଲା। ହେଲେ ଗୁରୁବାର ସବୁ ସସ୍‌ପେନ୍ସରୁ ପର୍ଦ୍ଦା ଉଠିଛି। ଆଲିଆ…

ରିଚା ଚଢ଼ାଙ୍କ ଟୁଇଟକୁ ନେଇ ପ୍ରତିକ୍ରିୟା ରଖିଲେ ଅକ୍ଷୟ

ମୁମ୍ବାଇ,୨୪।୧୧: ବଲିଉଡ୍‌ ଅଭିନେତ୍ରୀ ରିଚା ଚଢ଼ାଙ୍କ ଏକ ବିବାଦୀୟ ଟୁଇଟକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ଭାରତୀୟ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଏକ ଟୁଇଟରେ ଅଭିନେତ୍ରୀ ରିଚା ରିଟୁଇଟ କରି ବିବାଦୟ ମନ୍ତବ୍ୟ ଦେଇଥିଲେ। ଯାହାକୁ…

ଓଟିଟିରେ ରିଲିଜ୍ ହେବ ‘ରାମ ସେତୁ’

ମୁମ୍ବାଇ: ବଲିଉଡର ମୋଷ୍ଟ ଆୱେଟେଡ ଫିଲ୍ମ ‘ରାମ ସେତୁ’ ବକ୍ସ ଅଫିସରେ ସେମିତି କିଛି କମଲ ଦେଖାଇ ପାରିଲା ନାହିଁ । ଫିଲ୍ମକୁ ଯେତିକି ଉତ୍ସୁକତାର ସହ ଅପେକ୍ଷା ଥିଲା ତାହାକୁ ସେତିକି ରିଆକ୍ସନ ମିଳିଲା ନାହିଁ । ଏହା ଯଦିଓ…

ଜ୍ୟାକଲିନଙ୍କୁ ଆଶ୍ୱସ୍ତି, ୧୨ ଡିସେମ୍ବରରେ ପରବର୍ତ୍ତି ଶୁଣାଣି

ନୂଆଦିଲ୍ଲୀ,୨୪ ।୧୧: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କୁ ବଡ ଆଶ୍ୱସ୍ତି ମିଳିଛି । ଠକ ସୁକେଶ ଚନ୍ଦ୍ରଶେଖରଙ୍କ ମନି ଲଣ୍ଡରିଂ ମାମଲାରେ ଗୁରୁବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଶୁଣାଣି ହେବାର ଥିଲା । ହେଲେ କୋର୍ଟ ଜ୍ୟାକଲିନଙ୍କ ଉପରେ ଆସିଥିବା…

ଡିସେମ୍ବର ୧୫ରୁ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ

କୋଲକାତା: ୨୮ତମ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଖୁବ୍‌ଶୀଘ୍ର ଆୟୋଜିତ ହେବାକୁ ଯାଉଛି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏହି ଫିଲ୍ମ ଫେଷ୍ଟିଭାଲ ହେବାକୁ ଯାଉଛି। ଏହି ଫେଷ୍ଟିଭାଲ ୧୫ ଡିସେମ୍ବରରୁ ଆରମ୍ଭ ହେବାକୁ ହୋଇ ୨୨ ପର୍ଯ୍ୟନ୍ତ ଚାଲିବ।…

ବୟସ ୪୦ ପାର୍‌, ହେଲେ ଆଜି ବି କୁଆଁରୀ

ବମ୍ବେ: ପରଦାରେ ରୋମାନ୍ସ କଲେ ହେଁ ବ୍ୟକ୍ତିଗତ ଜୀବନରେ ଏକାକି ଅନେକ ଟେଲି ଅଭିନେତ୍ରୀ। ସେମାନଙ୍କ ମଧ୍ୟରେ ରହିଛନ୍ତି ଶିଳ୍ପା ସିନ୍ଦେଙ୍କଠାରୁ ଆରମ୍ଭ କରି ଅନେକ ନାମକରା ନାୟିକା। ସେମାନଙ୍କୁ ନେଇ ଆଜିର ଉପସ୍ଥାପନା: ଶିଳ୍ପା ସିନ୍ଦେ: ଭାବି ଜି ଘର୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri