Advertisement

ଓଟିଟିରେ ରିଲିଜ୍ ହେବ ‘ରାମ ସେତୁ’

ମୁମ୍ବାଇ: ବଲିଉଡର ମୋଷ୍ଟ ଆୱେଟେଡ ଫିଲ୍ମ ‘ରାମ ସେତୁ’ ବକ୍ସ ଅଫିସରେ ସେମିତି କିଛି କମଲ ଦେଖାଇ ପାରିଲା ନାହିଁ । ଫିଲ୍ମକୁ ଯେତିକି ଉତ୍ସୁକତାର ସହ ଅପେକ୍ଷା ଥିଲା ତାହାକୁ ସେତିକି ରିଆକ୍ସନ ମିଳିଲା ନାହିଁ । ଏହା ଯଦିଓ ଥିଏଟରରେ ସେମିତି କିଛି କମାଲ କରିପାରିଲା ନାହିଁ ହେଲେ ଏବେ ଘରେ ବସି ଦର୍ଶକେ ଏହାର ମଜା ଉଠାଇ ପାରିବେ । ଏବେ ଏହା ଓଟିଟିରେ ରିଲିଜ୍ ହେବାକୁ ପ୍ରସ୍ତୁତ ହୋଇଗଲାଣି ।
ଅକ୍ଷୟ କୁମାର ଷ୍ଟାରର ମୁଭି ‘ରାମ ସେତୁ’ର ରାଇଟ୍ସ ପ୍ରାଇମ ଭିଡିଓ କିଣି ନେଇ ସାରିଛି । ଏବେ ଏହି ଫିଲ୍ମ ‘ପ୍ରାଇମ ଭିଡିଓ’ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି । ଫିଲ୍ମଟି ୯ କିମ୍ବା ୧୬ ଡିସେମ୍ବର ୨୦୨୨ରେ ରିଲିଜ୍ ହେବ । ଯେଉଁମାନେ ଥିଏଟରରେ ଫିଲ୍ମର ମଜା ନେଇ ପାରି ନାହାନ୍ତି ଏବେ ସେମାନେ ଘରେ ବସି ଏହାର ମଜା ନେଇପାରିବେ । ଫିଲ୍ମ ‘ରାମ ସେତୁ’ ହିନ୍ଦୀ, ତାମିଲ, ତେଲଗୁ, ମାଲୟାଲମ ଓ କନ୍ନଡ ଭାଷାରେ ରିଲିଜ୍ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଏମାନେ ହେଉଛନ୍ତି ବଲିଉଡ୍‌ର ସବୁଠାରୁ ବିପଜ୍ଜନକ କଳାକାର!

ଇଣ୍ଟରନେଟ୍‌ ସମଗ୍ର ବିଶ୍ୱକୁ ଏକାଠି ବାନ୍ଧି ରଖିଛି। ଜଣେ ବ୍ୟକ୍ତି ଦୂରରେ ଥିବା ଅନ୍ୟ ବ୍ୟକ୍ତିଙ୍କ ସହ ଯେକୌଣସି ମୁହୂର୍ତ୍ତରେ ଅତି ସହଜରେ କଥା ହୋଇ...

ପୁଣି ଖୁସି ଖବର ଦେଲେ ଭାରତୀ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ନିକଟରେ ପୁତ୍ର ସନ୍ତାନର ମାତାପିତା ହୋଇଛନ୍ତି। ଦୁହେଁ ଏବେ ବହୁତ ଖୁସି ଅଛନ୍ତି। ପୁଅ ହେବାର...

ଲକ୍‌ଡାଉନ୍‌: ଅନ୍‌ଲାଇନରେ ଯୋଗ ଶିଖାଇବେ ମଲାଇକା

ମୁମ୍ବାଇ: ବଲିଉଡ୍‌ର ଫିଟ୍‌ନେସ୍‌ କୁଇନ୍‌ ମଲାଇକା ଆରୋରା, ହଲିଉଡ୍‌ ଆକ୍ଟ୍ରେସ୍‌ ଜେନିଫର ଲୋପେଜ୍‌, ଏଲେକ୍ସ ରୋଡ୍ରିଗେଜ, ମାର୍କ ମସ୍ତ୍ରୋବ ଓ ଐଶ୍ୱର୍ଯ୍ୟ ଧନୁଷ ୧୪ ଦିନିଆ...

ଅର୍ଜୁନଙ୍କ ଖୁସି କହିଲେ ନ ସରେ

ମୁମ୍ବାଇ: ଅଭିନେତା ଅର୍ଜୁନ ବିଜ୍‌ଲାନିଙ୍କ ଖୁସି କହିଲେ ନ ସରେ। ଏବେ ସେ ଏତେ ଖୁସି ଯେ, ତାଙ୍କ ପାଦ ତଳେ ଲାଗୁନି। ଖାସ୍‌ ଏଥିପାଇଁ...

ଦୁରଦର୍ଶନରେ ‘ଓମ୍‌ ନମଃ ଶିବାୟ’ର ପୁନଃ ପ୍ରସାରଣ, ଦର୍ଶକଙ୍କୁ ମୁଗ୍ଧ କରିଥିଲା ଧାରାବାହିକରେ ଥିବା ୫୨ ଗୀତ

ବମ୍ବେ: ସାରାଦେଶରେ ଲକ୍‌ଡାଉନ୍‌ ଯୋଗୁ ଲୋକମାନଙ୍କୁ ଘରେ ରହିବାକୁ ପଡ଼ୁଥିଲା। ଏହି ସମୟରେ ସମସ୍ତଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିଲା ଦୁରଦର୍ଶନ। ନବେ ଦଶକରେ ଜନ୍ମିତ ପିଲାଦିନକୁ...

ସୁଶାନ୍ତଙ୍କ ପାଗଳ ପ୍ରଶଂସକ, ବାଣ୍ଟୁଛନ୍ତି ତାଙ୍କ ଫଟୋ ଥିବା ମାସ୍କ

ବହୁତ କମ ଦିନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମାତ୍ର ୩୪ ବର୍ଷ...

ନନ୍‌ଭେଜ୍‌ ଖାଇବା, କଫି ପିଇବା ଛାଡିଦେଲେ ରିତେଶ: କାରଣ ଜାଣିଲେ ପ୍ରଶଂସାରେ ପୋତି ପକାଇବେ

ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ ନନ୍‌ଭେଜ ଖାଇବା ଏବଂ କଫି ପିଇବା ସମ୍ପୂର୍ଣ୍ଣ ଛାଡି ଦେଇଛନ୍ତି। କାରଣ ସେ ଫିଟ୍‌ ରହିବାକୁ ଚାହୁଁଛନ୍ତି। ‘କୌନ୍‌ ବନେଗା...

ଐଶ୍ୱର୍ଯ୍ୟାଙ୍କ ଫିଲ୍ମକୁ ୧୨୫କୋଟିରେ କିଣିଲା ଆମାଜନ ପ୍ରାଇମ୍‌

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟଙ୍କ ବହୁ ପ୍ରତୀକ୍ଷିତ ତାମିଲ ଐତିହାସିକ ଫିଲ୍ମ ‘ପୋନିୟିନ ସେଲଭାନ୍‌’ ଚଳିତ ବର୍ଷ ସେପ୍ଟେମ୍ବରରେ ବଡ ପରଦାରେ ରିଲିଜ୍‌ ହେବାକୁ ଯାଉଛି। ଫିଲ୍ମ...

Advertisement
Archives

Model This Week