Advertisement

ଡିସେମ୍ବର ୧୫ରୁ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ

କୋଲକାତା: ୨୮ତମ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଖୁବ୍‌ଶୀଘ୍ର ଆୟୋଜିତ ହେବାକୁ ଯାଉଛି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏହି ଫିଲ୍ମ ଫେଷ୍ଟିଭାଲ ହେବାକୁ ଯାଉଛି।
ଏହି ଫେଷ୍ଟିଭାଲ ୧୫ ଡିସେମ୍ବରରୁ ଆରମ୍ଭ ହେବାକୁ ହୋଇ ୨୨ ପର୍ଯ୍ୟନ୍ତ ଚାଲିବ। ପ୍ରାୟ ଅଢ଼େଇ ଦଶନ୍ଧି ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିବାକୁ ଯାଉଛି। ଏଥର ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ତାଙ୍କ ସ୍ତ୍ରୀ ଜୟା ବଚ୍ଚନଙ୍କ ସହ ଫିଲ୍ମ ଫେଷ୍ଟିଭାଲର ଉଦ୍‌ଘାଟନୀ ସମାରୋହରେ ଯୋଗଦେବେ।

କରୋନା ମହାମାରୀ ପରଠାରୁ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହେଉନାହିଁ। ଏଥି ସହିତ ଯେତେବେଳେ ଚଳିତ ବର୍ଷ ସ୍ଥିତିରେ ସୁଧାର ଆସିଥିଲା, କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ୨୭ତମ ସଂସ୍କରଣ ଏପ୍ରିଲ ୨୫ରୁ ଆରମ୍ଭ ହୋଇ ମେ’ ୧ ପର୍ଯ୍ୟନ୍ତ ଚାଲିଥିଲା। ସେହି ସମୟ ମଧ୍ୟରେ ଏହି ଉତ୍ସବରେ ୪୦ଟି ଦେଶରୁ ୧୬୩ଟି ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ବର୍ତ୍ତମାନ ଫିଲ୍ମ ମହୋତ୍ସବ ଡିସେମ୍ବର ୧୫ରୁ ୨୨ଡିସେମ୍ବର ମଧ୍ୟରେ ଆୟୋଜିତ ହେବାକୁ ଯାଉଛି।

ପଶ୍ଚିମବଙ୍ଗ ସରକାର ଏବଂ ସଂସ୍କୃତି ବିଭାଗ ଦ୍ୱାରା ୨୮ତମ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଆୟୋଜିତ ହେଉଛି। କୁହାଯାଉଛି, ଚଳିତ ବର୍ଷର ଉତ୍ସବରେ ଏହାକୁ ନେଟ୍‌ ପ୍ୟାକ ପୁରସ୍କାର ସହିତ ୫ଟି ବିଭାଗରେ ବିଭକ୍ତ କରାଯାଇଛି। ଏଥିରେ ମୁଭିଙ୍ଗ ଇମେଜ, ଭାରତୀୟ ଭାଷାର ଫିଲ୍ମ, ଡକ୍ୟୁମେଣ୍ଟାରୀ ଏବଂ କ୍ଷୁଦ୍ର ଗଳ୍ପ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିଲା

ମୁମ୍ବାଇ,୨୧।୧୧:ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ ବଢିବାରେ ଲାଗିଛି। ମହାରାଷ୍ଟ୍ର ସାଇବର ପୋଲିସ ପୋର୍ନଗ୍ରାଫୀ ମାମଲାରେ ରାଜ କୁନ୍ଦ୍ରା,...

ଅଜୟ ଦେବଗନଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡ ଇଣ୍ଡଷ୍ଟ୍ରିର ‘ସିଂଘମ’ କୁହାଯାଉଥିବା ଅଭିନେତା ଅଜୟ ଦେବଗନ ଅନେକ ସୁପରହିଟ୍‌ ଫିଲ୍ମ ଦେଇଛନ୍ତି। ପ୍ରଶଂସକମାନେ ତାଙ୍କ ଫିଲ୍ମ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରନ୍ତି।...

ମାତ୍ର ୫ ଟଙ୍କା ପାଇଁ ଗୀତ ଗାଉଥିଲେ ସୋନୁ ନିଗମ

ସିଙ୍ଗର ସୋନୁ ନିଗମ ବଲିଉଡ୍‌ରେ ମ୍ୟୁଜିକ୍‌ ମାଫିଆ ବିଷୟରେ କହିବା ପରଠାରୁ ଏକ ଭିନ୍ନ ପ୍ରକାର ବିବାଦ ଆରମ୍ଭ ହୋଇଯାଇଛି। ସୋନୁ ଯେଉଁପରି ଭାବେ ଟି...

ଏହି ହିରୋଇନ୍‌ଙ୍କ ସହ ଖେଳିଲେ ଭାଙ୍ଗିଯିବ ପରିବାର, ଯନ୍ତ୍ରଣା ବାଣ୍ଟିଲେ ଅଭିନେତ୍ରୀ

ପିଲାମାନଙ୍କର ଲାଳନପାଳନ ପାଇଁ ଉଭୟ ମାତାପିତାଙ୍କ ଆବଶ୍ୟକ, ମାତ୍ର ଅନେକ ପିଲା ଏହି ସୁଖରୁ ବଞ୍ଚିତ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ରେଣୁକା...

ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର କଲେ ବର୍ଷା

କଟକ ଅଫିସ,୭ା୯: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ବୁଧବାର ହାଇକୋର୍ଟରୁ ଆବେଦନ ପ୍ରତ୍ୟାହାର...

ବାହୁବଲୀ ପରେ ଦମ୍‌ ଦେଖାଇବ ‘ଆର୍‌ଆର୍‌ଆର୍‌’: ଜମିବ ଜୁନିୟର ଏନ୍‌ଟିଆର୍‌-ରାମଚରଣଙ୍କ ସହ ଆଲିଆଙ୍କ ଯୋଡ଼ି

ବମ୍ବେ: ବାହୁବଲୀ ସିରିଜର ସଫଳତା ପରେ ଦର୍ଶକଙ୍କୁ ନୂଆ ଫିଲ୍ମ ଆର୍‌.ଆର୍‌.ଆର୍‌. ଭେଟି ଦେବାକୁ ଯାଉଛନ୍ତି ନିର୍ଦ୍ଦେଶକ ଏସ୍‌.ଏସ୍‌. ରାଜାମୌଲୀ। ଦଶହରାରେ ଏହା ପରଦାକୁ ଆସିବ।...

୭ ବର୍ଷ ପରେ ପ୍ରଥମଥର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ

ଆୟୁଷ୍ମାନ ଖୁରାନାଙ୍କ ଭାଇ ତଥା ଅଭିନେତା ଅପାରଶକ୍ତି ଖୁରାନାଙ୍କ ଘରକୁ ଖୁବ ଶୀଘ୍ର ନୂଆ ଅତିଥି ଆସୁଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଆକୃତି ଆହୁଜା...

୨ ପୁଅଙ୍କୁ ଫିଲ୍ମ ଷ୍ଟାର କରିବାକୁ ଚାହୁଁନାହାନ୍ତି କରୀନା, କାରଣ…

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଏବେ ସାନ ପୁଅ ଜାହାଙ୍ଗୀର ଅର୍ଥାତ୍‌ ଜେହକୁ ନେଇ ଚର୍ଚ୍ଚାରେ ଅନ୍ତି। ବେବୋ ଏବଂ ସ୍ବାମୀ ସୈଫ ଏବଂ...

Advertisement
Archives

Model This Week