Advertisement

ରିଚା ଚଢ଼ାଙ୍କ ଟୁଇଟକୁ ନେଇ ପ୍ରତିକ୍ରିୟା ରଖିଲେ ଅକ୍ଷୟ

ମୁମ୍ବାଇ,୨୪।୧୧: ବଲିଉଡ୍‌ ଅଭିନେତ୍ରୀ ରିଚା ଚଢ଼ାଙ୍କ ଏକ ବିବାଦୀୟ ଟୁଇଟକୁ ନେଇ ଏବେ ବିବାଦ ବଢ଼ିବାରେ ଲାଗିଛି। ଭାରତୀୟ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଏକ ଟୁଇଟରେ ଅଭିନେତ୍ରୀ ରିଚା ରିଟୁଇଟ କରି ବିବାଦୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି।

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏନେଇ ପ୍ରତିକ୍ରିୟା ରଖିଛନ୍ତି। ରିଚାଙ୍କ ଉପରେ ଅକ୍ଷୟ କ୍ଷୋଭ ପ୍ରକାଶ କରିବା ସହ ତାଙ୍କର ଭାଇରାଲ ଟୁଇଟରର ସ୍କ୍ରିନସଟରେ ଟୁଇଟ କରି ଲେଖିଛନ୍ତି – ଏହା ଦେଖି ଦୁଃଖଦାୟକ। ସେନାଙ୍କ କୃତଜ୍ଞତାକୁ ଭୁଲିଯିବା ଉଚିତ ନୁହେଁ। ବୀର ଯବାନ ଅଛନ୍ତି ବୋଲି ଆଜି ଆମେ ସୁରକ୍ଷିତ ବୋଲି ଅକ୍ଷୟ କହିଛନ୍ତି। ଏହା ସହିତ ଅକ୍ଷୟ ଏକ ହାତ ଯୋଡିବାର ଇମୋଜି ଦେଇଛନ୍ତି। ଅନ୍ୟପକ୍ଷେ ଦ କାଶ୍ମୀର ଫାଇଲ ଚଳଚ୍ଚିତ୍ରର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ ରିଚା ଚଢ଼ାଙ୍କୁ ଟାର୍ଗେଟ କରି ପ୍ରତିକ୍ରିୟା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାଟକ ମୋର ପ୍ରଥମ ପ୍ରେମ

ଜାତୀୟ ପୁରସ୍କାରପ୍ରାପ୍ତ ରଜିତ କପୁର ବଲିଉଡ୍‌ର ଜଣେ ଜଣାଶୁଣା ଅଭିନେତା। ଅଭିନୟ ଛଡ଼ା ସେ ପ୍ରଯୋଜନା, ନିର୍ଦ୍ଦେଶନା ତଥା କାହାଣୀ ମଧ୍ୟ ଲେଖିଥାନ୍ତି। ୧୯୯୩ର ବ୍ୟୋମକେଶ...

ଦିନେ ମା’ବାପା ହାତ ଛାଡିଦେଇଥିଲେ, ଏବେ ଯୋଡା ଭାଇଙ୍କୁ ମିଳିଲା ସରକାରୀ ଚାକିରି

ଅମୃତସର,୨୪।୧୨: କଥାରେ ଅଛି, ମନରେ ଦୃଢ ଆତ୍ମବିଶ୍ୱାସ ଥିଲେ, ପଙ୍ଗୁ ମଧ୍ୟ ଗିରି ଲଘିଂପାରେ। ଏହା ପ୍ରମାଣିତ କରିଛନ୍ତି ପଞ୍ଜାବର ଦୁଇ ଯୋଡା ଭାଇ। ଏହି...

୬୫ ବର୍ଷରେ ପାଦ ଦେଲେ ଅନିଲ

ମୁମ୍ବାଇ: ବୟସ ଯାହାଙ୍କ ପାଇଁ କେବଳ ଏକ ନମ୍ବର । ସେ ହେଉଛନ୍ତି ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ ଏଭରଗ୍ରୀନ୍ ନାୟକ ଅନିଲ କପୁର । ୬୫...

ତେଲଙ୍ଗାନାରେ ମାଙ୍କଡ଼କୁ ଫାଶୀ

ହାଇଦ୍ରାବାଦ, ୨୯।୬- ପ୍ରାଣୀଙ୍କ ପ୍ରତି ମଣିଷର ବର୍ବରତାର ଆଉ ଏକ ଚିତ୍ର ଏବେ ସାମ୍ନାକୁ ଆସିଛି। ତେଲଙ୍ଗାନାର ଖାମ୍ମମ ଜିଲାରେ ଗୋଟିଏ ମାଙ୍କଡ଼କୁ ଗ୍ରାମବାସୀ ଫାଶୀ...

ଏନ୍‌ଆର୍‌ସିରୁ ଧ୍ୟାନ ହଟାଇବାକୁ ବଳାତ୍କାର, ଏନ୍‌କାଉଣ୍ଟର, ପିଆଜ ମାରାତ୍ମକ ଯୋଜନା: ବିଶାଲ

ମୁମ୍ବାଇ,୯।୧୨: ବଲିଉଡ୍‌ ସିଙ୍ଗର ତଥା ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି କିଛି ନା କିଛି ବିବାଦୀୟ ବୟାନ ପାଇଁ ଅନେକ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। ଏବେ...

ଲିବ୍ୟାରେ ଅପହରଣର ଶିକାର ହେଲେ ୭ ଭାରତୀୟ

ନୂଆଦିଲ୍ଲୀ,୯।୧୦: ୭ ଭାରତୀୟଙ୍କୁ ଲିବ୍ୟାରୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଛନ୍ତି। ଏନେଇ  ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅପହୃତଙ୍କୁ ମୁକୁଳାଇବା ପାଇଁ ଭାରତ...

ଉତ୍ତର ପ୍ରଦେଶ ନିର୍ବାଚନ ୨୦୨୨: ଏସ୍‌ପି ସହ ମେଣ୍ଟ କରିବ ଏନ୍‌ସିପି!

ଲକ୍ଷ୍ନୌ,୨୭ ।୭: ଉତ୍ତର ପ୍ରଦେଶରେ ୨୦୨୨ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ଏଠାରେ ଏବେ ଭାରତୀୟ...

କୋଭିଡ-୧୯: ୧୭ ହଜାର କଏଦୀଙ୍କୁ ମିଳିବ ପାରୋଲ

ମୁମ୍ବାଇ,୧୨।୫: କରୋନା ଭାଇରସ ସଂକ୍ରମଣ ଏବେ ମହାରାଷ୍ଟ୍ରରେ ସର୍ବାଧିକ ଥିବା ବେଳେ ଏହାକୁ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏବେ ମହାରାଷ୍ଟ୍ରର...

Advertisement
Archives

Model This Week