Advertisement

ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ବିବାହ କରିବେ କିଆରା-ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ୨୦୨୩ରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। କୁହାଯାଉଛି ଏହି ଲଭ୍‌ ବାର୍ଡ ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ବିବାହ କରିବେ। ଅର୍ଥାତ୍‌ ଫେବୃୟାରୀ ୬ରେ ବିବାହ ବନ୍ଧନରେ ବାନ୍ଧିହେବେ।

ଫିଲ୍ମ ‘ଶେର୍‌ ଶାହା’ରୁ ଦୁହିଁଙ୍କର ଭେଟ ହୋଇଥିଲା। ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରିବା ପରେ ବିବାହ କରିବାକୁ ଯାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଇଗଲା ଫାଇନାଲ୍‌; ସଲମାନ୍‌ ନୁହନ୍ତି ବରଂ ଏହି ଫିଲ୍ମନିର୍ମାତା କରିବେ ବିଗ୍‌ବସ୍‌ ଆଗାମୀ ସଂସ୍କରଣକୁ ହୋଷ୍ଟ !

ବମ୍ବେ: ବହୁ ବିବାଦୀୟ ତଥା ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ୧୫’କୁ କିଏ ହୋଷ୍ଟ କରିବ ସେ ନେଇ ନାନାଦି କଳ୍ପନାଜଳ୍ପନା ଲାଗି ରହିଥିଲା। ଟେଲିଭିଜନ...

କାଜଲଙ୍କର ପସନ୍ଦ ପ୍ରାକୃତିକ ପ୍ରସାଧନ ସାମଗ୍ରୀ

ମୁମ୍ବାଇ: ନାୟିକା କାଜଲ ଅଗ୍ରୱାଲ ବଲିଉଡ୍ ପୂର୍ବରୁ ସାଉଥ୍‌୍ ଇଣ୍ଡଷ୍ଟ୍ରିରେ ଖୁବ୍ ସକ୍ରିୟ । ନିଜର ଅଭିନୟ ବ୍ୟତୀତ ଏହି ନାୟିକା ନିଜର ଡାଏଟ ଓ...

ରାନୁ ମଣ୍ଡଳଙ୍କୁ ମୁମ୍ବାଇରେ ଫ୍ଲାଟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ହିମେଶ

ମୁମ୍ବାଇ: ୨୦୧୯ ଅଗଷ୍ଟରେ ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେଶନରେ ‘ଏକ୍‌ ପ୍ୟାର୍‌ କା ନଗ୍‌ମା ହୈ’ର ଗୀତ ଗାଇ ସୋସିଆଲ ମିଡିଆରେ ରାତାରାତି ଚର୍ଚ୍ଚାକୁ ଆସିଥିଲେ...

ଆଖିବୁଜିଲେ ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କୁମକୁମଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ୧୯୩୪, ଏପ୍ରିଲ ୨୨ରେ ବିହାରର...

ଲକ୍‌ଡାଉନ୍‌ ଯୋଗୁ ଶେଷ ଦର୍ଶନ ମନା: ଇରଫାନ୍‌ଙ୍କ ଶବାଧାରରେ ସାମିଲ ହେବେ ମାତ୍ର ୨୦ଜଣ

ବମ୍ବେ: ଚିରନିଦ୍ରାରେ ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଇରଫାନ୍‌ ଖାନ୍‌। ବୁଧବାର ବମ୍ବେର କୋକିଲାବେନ୍‌ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଖବର ପ୍ରସାରିତ...

ଶ୍ରୁତିଙ୍କୁ ୪୩ : ଏକ ଅନ୍ତରଙ୍ଗ ସିନ୍‌ରେ ଶୁଟିଂ ସେଟ୍‌ରେ ହରାଇଥିଲେ ନିୟନ୍ତ୍ରଣ

ମୁମ୍ବାଇ,୧୮।୧୨: ବଲିଉଡ୍‌ ଅଭିନେତ୍ରୀ ଶ୍ରୁତି ସେଠ୍‌ ଶୁକ୍ରବାର ୪୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୭ ଡିସେମ୍ବର ୧୮ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ଠାରୁ ୨୬...

ମା’ହେବାକୁ ଯାଉଛନ୍ତି ବିପାଶା, ଫଟୋଶୁଟରେ ଦେଖାଇଲେ ବେବି ବମ୍ପ

ମୁମ୍ବାଇ: ମାଆ ହେବାକୁ ଯାଉଛନ୍ତି ବଲିଉଡ ବିୟୁଟି ବିପାଶା ବାସୁ । ଏହି ଖବର ସେ ନିଜେ ଅଫିସିଆଲ କରିଛନ୍ତି । ଏବେ ବିପାଶା ତାଙ୍କ...

ମାତ୍ର ୪ ବର୍ଷ ଫିଲ୍ମ କ୍ୟାରିୟରରେ ସୁପରଷ୍ଟାର ହୋଇଛନ୍ତି ଏହି ଅଭିନେତ୍ରୀ

ଦକ୍ଷିଣ ଭାରତୀୟ ସିନେମାରେ ଅନେକ ହିଟ୍‌ ଅଭିନେତ୍ରୀ ଅଛନ୍ତି। ଯେଉଁଥିରେ ଅନୁଷ୍କା ସେଟ୍ଟୀଠାରୁ ସାମନ୍ତା ଆକ୍କିନେନି ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ମାତ୍ର ଜଣେ ଏପରି ଅଭିନେତ୍ରୀ ଅଛନ୍ତି...

Advertisement
Archives

Model This Week