ମନୋରଞ୍ଜନ

ହାଇକୋର୍ଟ ଗଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନାଁରେ ଆୟକର (ଆଇଟି) ବିଭାଗ ନୋଟିସ ଜାରି କରିଥିବା ନେଇ ବମ୍ବେ ହାଇକୋର୍ଟରେ ଅଭିନେତ୍ରୀ ପିଟିଶନ୍‌ ଦାଏର କରିଛନ୍ତି । ଅନୁଷ୍କାଙ୍କ ପିଟିଶନ୍‌ର ଉତ୍ତର ୩ ସପ୍ତାହ ମଧ୍ୟରେ ରଖିବା ଲାଗି କୋର୍ଟ ଗୁରୁବାର ଆଇଟି…

ବିବାହ ପୂର୍ବରୁ ୩ ଥର ନାଁ ବଦଳାଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ୭୦ରୁ ୮୦ ଦଶକ ମଧ୍ୟରେ ଅଭିନେତ୍ରୀ ରୀନା ରାୟ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ। କାରଣ ସେହି ସମୟରେ ତାଙ୍କ ଅଭିନୀତ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହେଉଥିଲା। ତଥାପି ତାଙ୍କ ବାସ୍ତବ ଜୀବନ ବହୁତ ସଂଘର୍ଷମୟ…

ଶିଜାନ୍‌ ଖାନଙ୍କ ବଦଳରେ ନଜର ଆସିବେ ଏହି ଅଭିନେତା

ମୁମ୍ବାଇ: ସୋନି ସବ୍‌ରେ ପ୍ରସାରିତ ହେଉଥିବା ଶୋ’ ‘ଅଲି ବାବା: ଦସ୍ତାନ-ଇ-କାବୁଲ’ ବିଷୟରେ ଏକ ବଡ ଅପଡେଟ୍‌ ସାମ୍ନାକୁ ଆସିଛି। ଶୋ’ର ମୁଖ୍ୟ ଚରିତ୍ରରେ ଥିବା ଶିଜାନ୍‌ ଖାନଙ୍କ ବଦଳରେ ଆଉ ଜଣେ ଟେଲି ଅଭିନେତା ଅଭିଷେକ ନିଗମ ନଜର ଆସିବେ।…

ଫେବୃୟାରୀରେ ରିଲିଜ୍ ହେବ ‘ଶେହଜାଦା’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ ଓ କ୍ରିତି ସାନନଙ୍କ ମୋଷ୍ଟ ଆୱେଟେଡ ମୁଭି ‘ଶେହଜାଦା’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢି ଯାଇଛି । ଗୁରୁବାର ମୁମ୍ବାଇର ଏହାର ଟ୍ରେଲର ରିଲିଜ୍ ହୋଇଥିବା ବେଳେ ଏବେ ଅପେକ୍ଷା କେବେ ରିଲିଜ୍ ହେବ ମୁଭି…

ରାମ ଜନ୍ମସ୍ଥଳ ଉପରେ ଆଧାରିତ ହେବ ଏହି ଫିଲ୍ମ, ସାମ୍ନାକୁ ଆସିଲା ପୋଷ୍ଟର

ମୁମ୍ବାଇ: ଭାରତୀୟ ରାଜନୀତି ହେଉ ଅବା ସମାଚାରର ହେଡଲାଇନ୍ସ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ଅଯୋଧ୍ୟାର ରାମ ମନ୍ଦିର । ଏହାରି ଭିତରେ ନିର୍ଦ୍ଦେଶକ ଯୋଗେଶ ଭରଦ୍ୱାଜ ତାଙ୍କ ଆଗାମୀ ମୁଭି ‘ସିକ୍ସ ନାଇନ ଫାଇଭ’ର ପୋଷ୍ଟର ଲଞ୍ଚ କରି ଏହି…

୧୮ ବର୍ଷରେ ଆରେଞ୍ଜ ମ୍ୟାରେଜ୍‌, ଏବେ ଦୁଇ ସନ୍ତାନର ଜନନୀ; ଜାଣନ୍ତୁ ଜୁନିୟର ଏନ୍‌ଟିଆରଙ୍କ ପତ୍ନୀ କିଏ…

ହାଇଦ୍ରାବାଦ: ଆର୍‌ଆର୍‌ଆର୍‌ର ସଫଳତାକୁ ନେଇ ଚର୍ଚ୍ଚାରେ ଅଛନ୍ତି ସାଉଥ୍‌ ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌। ଫିଲ୍ମର ଗୀତ ‘ନାଟୁ ନାଟୁ’ ଗୋଲ୍ଡେନ୍‌ ଗ୍ଲୋବ ପୁରସ୍କାର ଜିତିଛି। ତେବେ କେବଳ ଯେ ଅଭିନେତା ନୁହନ୍ତି ପୁରା ପରିବାର ଏବଂ ପ୍ରଶଂସକଙ୍କ ପାଇଁ ଏହା ଖୁସି…

‘ଶେହଜାଦା’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ଅଭିନେତା କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ର ଟ୍ରେଲର ରିଲିଜ୍‌ ହୋଇଛି। କାର୍ତ୍ତିକ ଏବଂ କ୍ରିତି ସାନନଙ୍କ ଯୋଡିକୁ ପୁଣିଥରେ ଦର୍ଶକ ପରଦାରେ ଦେଖିବାକୁ ପାଇବେ। ଫିଲ୍ମକୁ ରୋହିତ ଧାୱନ ନିର୍ଦ୍ଦେଶନା ଦେଇଛନ୍ତି। ‘ଶେହଜାଦା’ ହେଉଛି ଅଲ୍ଲୁ ଅର୍ଜୁନଙ୍କ…

ଡିଡିଏଲ୍‌ଜେ ଗୀତ ଗାଇ ମନ ଜିଣିଲେ କିଙ୍ଗ୍‌ଖାନ୍‌

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଅନେକ ଚର୍ଚ୍ଚାରେ ଅଛନ୍ତି। ‘ପଠାନ’ ସହ କିଙ୍ଗ୍‌ଖାନ୍‌ ସିଲ୍‌ଭର ପରଦାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଗୋଟିଏ ପଟେ ତାଙ୍କ ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ରହିଥିବା ବେଳେ ‘ପଠାନ’କୁ…

ଜାନୁଆରୀ ୨୩ରେ ରାହୁଲ-ଆଥିୟାଙ୍କ ବିବାହ!

ଭାରତୀୟ କ୍ରିକେଟର୍‌ କେଏଲ ରାହୁଲ ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ସେ ଦୀର୍ଘଦିନର ପ୍ରେମିକା ତଥା ଅଭିନେତ୍ରୀ ଆଥିୟା ଶେଟ୍ଟୀଙ୍କୁ ଜାନୁଆରୀ ୨୩ରେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି। ବିବାହ ଉତ୍ସବ ୩ ଦିନ ଧରି ଚାଲିବ। ୨୧…

‘ଗିତାର୍‌ ଗଡ୍‌’ ଜେଫ ବେକ୍‌ଙ୍କ ପରଲୋକ

ସଙ୍ଗୀତ ଜଗତରେ ‘ଗିତାର୍‌ ଗଡ୍‌’ ଭାବରେ ଜଣାଶୁଣା ଗୀତାରିଷ୍ଟ ଜେଫ ବେକ୍‌ଙ୍କ ପରଲୋକ ଘଟିଛି। ୭୮ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇଛନ୍ତି। ଜେଫଙ୍କ ଅଫିସିଆଲ ୱେବସାଇଟରେ ତାଙ୍କ ମୃତ୍ୟୁ ବିଷୟରେ ସୂଚନା ଦିଆଯାଇଛି। ୧୯୬୦ ଦଶକରେ ସୁପର ଗ୍ରୁପ…

‘ନାଟୁ ନାଟୁ’କୁ ଗୋଲ୍ଡେନ୍‌ ଗ୍ଲୋବ୍‌ ଆଓ୍ବାର୍ଡ

ଓ୍ବାଶିଂଟନ୍‌,୧୨।୧: ଗତବର୍ଷର ସୁପରହିଟ୍‌ ପାନ୍‌ ଇଣ୍ଡିଆ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଗୀତ ‘ନାଟୁ ନାଟୁ’କୁ ‘ଗୋଲ୍ଡେନ୍‌ ଗ୍ଲୋବ୍‌’ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌ କାଟାଗୋରି ପାଇଁ ଏହି ପୁରସ୍କାର ଦିଆଯାଇଥିବାବେଳେ ଏହା ହେଉଛି ଭାରତୀୟ ମନୋରଞ୍ଜନ ଜଗତ ପାଇଁ ପ୍ରଥମ…

ରାଖୀଙ୍କ ସହ ବିବାହକୁ ପ୍ରେମିକ କଲେ ଖଣ୍ଡନ;କହିଲେ ‘ଏହା ମିଥ୍ୟା’

ବମ୍ବେ: ଆଜି କିମ୍ବା କାଲି ନୁହେଁ, ସାତ ମାସ ତଳୁ ସରିଥିଲା ବିବାହ। ହେଲେ ଏବେ ମୁହଁ ଖୋଲିବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ଗୋଟିଏ ପଟେ ସେ ବିବାହର ପ୍ରମାଣ ସ୍ବରୂପ ଫଟୋ ଏବଂ ଭିଡିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?