ମନୋରଞ୍ଜନ

ଅସୁସ୍ଥତା ପରେ ଶୁଟିଂସେଟ୍‌କୁ ଫେରିଲେ ସାମନ୍ଥା

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ସାମନ୍ଥା ରୁଥ୍‌ପ୍ରଭୁ କିଛି ସମୟ ପୂର୍ବରୁ ପ୍ରଶଂସକଙ୍କ ସହ ଏକ ସୂଚନା ଶେୟାର କରିଛନ୍ତି, ଏଥିରେ ସେ ଲେଖିଛନ୍ତି, ସେ ଅଟୋ-ଇମ୍ୟୁନୋ ମାୟୋସିଟିସ୍‌ରେ ପୀଡ଼ିତ ଏବଂ ଚିକିତ୍ସିତ ହେଉଛନ୍ତି। ଏଥିପାଇଁ ସେ କାମରୁ ବିରତି ମଧ୍ୟ ନେଇଥିଲେ।…

ଯୋଗ ପୋଜ୍‌ରେ ଅନୁଷ୍କା

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଫିଟ୍‌ନେସ୍‌କୁ ନେଇ ଚର୍ଚ୍ଚାରେ ଥାନ୍ତି। ଏବେ ଏକ ଫଟୋ ଦେଖିବା ପରେ ତାଙ୍କ ଉପରେ ପ୍ରଶଂସକମାନେ ବିଶ୍ୱାସ ଦୃଢ଼ କରିଛନ୍ତି। ପ୍ରକୃତରେ ଅନୁଷ୍କା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ…

କାନ୍ତାରା ୨ ଉପରେ ଆରମ୍ଭ ହେଲା କାମ, ସ୍କ୍ରିପ୍ଟ ପାଇଁ କର୍ନାଟକ ଜଙ୍ଗଲରେ ପହଞ୍ଚିଲେ ରିଷଭ ସେଟ୍ଟି

ମୁମ୍ବାଇ: ରିଷଭ ସେଟ୍ଟିଙ୍କ ବ୍ଲକବୁଷ୍ଟର ହିଟ୍ ମୁଭି କାନ୍ତାରା ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ଦଖଲ କରି ଦେଇଛି । ଦର୍ଶକେ ଏହି ଫିଲ୍ମକୁ ଏତେ ଭଲପାଇବା ଦେଇଛନ୍ତି ଯେ ନିର୍ଦ୍ଦେଶକ ଏହାର ଦ୍ୱିତୀୟ ଭାଗ ନିର୍ମାଣ କରିବାରେ ଲାଗି…

ଅଭିନେତ୍ରୀଙ୍କୁ ଅଶ୍ଳୀଳ ମେସେଜ ପଠାଇ ବନ୍ଧା ହେଲେ ଟିଭି ନିର୍ମାତା

ମୁମ୍ବାଇ: ଶନିବାର ଜଣେ ଟିଭି ନିର୍ମାତା ତଥା ଅଭିନେତାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଟିଭି ନିର୍ମାତା ଜଣକ ଜନୈକା ଅଭିନେତ୍ରୀଙ୍କୁ ହଇରାଣ କରୁଥିବା ପୋଲିସ ଆଜି ଏହି ସୂଚନା ଦେଇଛି। ପୋଲିସ କହିଛି, ୨୭ବର୍ଷୀୟ ଟେଲିଭିଜନ ଇଣ୍ଡଷ୍ଟ୍ରି ଅଭିନେତା ତଥା…

ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା କଲେ ନୋରା ଫତେହି

ମୁମ୍ବାଇ: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲା ଯୋଗୁ ଏବେ ବଲିଉଡରେ ଦୁଇଜଣ ବଡ ଷ୍ଟାରଙ୍କ ମଧ୍ୟରେ ତୁତୁମେମେ ଆରମ୍ଭ ହୋଇଛି । ଏବେ ବଲିଉଡ ଡ୍ୟାନ୍ସିଂ ଷ୍ଟାର ନୋରା ଫତେହି ଅଭିନେତ୍ରୀ ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା…

ରିଲିଜ୍‌ ଆଗରୁ ବୁକିଂରେ ୧୨ କୋଟି ରୋଜଗାର

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ’କୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହା ମଧ୍ୟରେ ଫିଲ୍ମ ଆସନ୍ତା ୨୫ରେ ରିଲିଜ୍‌ ହେଉଛି। ଦର୍ଶକ ଏହାକୁ ନେଇ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ବିଦେଶରେ ‘ପଠାନ’ ଆଡଭାନ୍ସ ଟିକେଟ୍‌…

ସଞ୍ଜୟଙ୍କ ଏକ ଝିଅ ଥାଇ ସୁଦ୍ଧା ତାଙ୍କ ପ୍ରେମରେ ପାଗଳ ଥିଲେ ମାଧୁରୀ, କାହିଁକି ଭାଙ୍ଗିଲା ସମ୍ପର୍କ

ବଲିଉଡ୍‌ରେ ଅନେକ ଯୋଡି ସଫଳ ହୋଇଥିଲେ ସୁଦ୍ଧା ବାସ୍ତବ ଜୀବନରେ ସେମାନଙ୍କ ପ୍ରେମ କାହାଣୀ ବିଫଳ ହୋଇଯାଇଛି। ସେହି ଯୋଡିଙ୍କ ମଧ୍ୟରୁ ସଞ୍ଜୟ ଦତ୍ତ ଏବଂ ମାଧୁରୀ ଦୀକ୍ଷିତ ଅନ୍ୟତମ। ଏକାଠି ସେଟ୍‌ରେ କାମ କରିବାବେଳେ ସେମାନେ ପରସ୍ପରକୁ ଭଲ ପାଉଥିଲେ।…

ଥରେ ନୁହେଁ, ଛଅ ଥର ଭାଙ୍ଗିଛି ‘ମୋହବତେ’ ଅଭିନେତ୍ରୀଙ୍କ ହୃଦୟ; ଏବେ ପଡ଼ିଛନ୍ତି ଟେନିସ ତାରକାଙ୍କ ପ୍ରେମରେ…

ବମ୍ବେ: ଆଉ ଦିନକ ପରେ ନିଜର ୪୩ ତମ ଜନ୍ମଦିନ ପାଳନ କରିବେ ଅଭିନେତ୍ରୀ କିମ ଶର୍ମା । ବ୍ଲକବଷ୍ଟର ଚଳଚ୍ଚିତ୍ର ‘ମୋହବତେ’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ସେ। ଏହାର ସଫଳତାକୁ ନେଇ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ଗଣନା…

ପଠାନ ପୂର୍ବରୁ ରିଲିଜ୍ ହେବ ‘ତୁ ଝୁଠି ମେ ମକ୍କାର’ର ଟ୍ରେଲର

ମୁମ୍ବାଇ: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଗାମୀ ଫିଲ୍ମ ‘ତୁ ଝୁଠି ମେ ମକ୍କାର’ରେ ପ୍ରଥମଥର ଲାଗି ସ୍କ୍ରିନ ସ୍ପେସ ଶେୟାର କରିବାକୁ ପ୍ରସ୍ତୁତ ହେଲେଣି । ନିର୍ମାତା ଘୋଷଣା କରିଛନ୍ତି କି ଫିଲ୍ମର ଟ୍ରେଲର ୨୩…

ବଲିଉଡରେ ଡେବ୍ୟୁ କରିବେ ରବିନା ଟଣ୍ଡନଙ୍କ ଝିଅ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଝିଅ ରାଶା ସୋସିଆଲ ମିଡିଆରେ ସକ୍ରିୟ। ମା’ ରବିନାଙ୍କ ସହ ରାଶାଙ୍କୁ ପ୍ରାୟ ସମୟରେ ଦେଖିବାକୁ ମିଳେ। ଏହା ବ୍ୟତିତ ରାଶା ଖୁବ୍‌ଶୀଘ୍ର ନିଜ ମା’ଙ୍କୁ ଅନୁସରଣ କରିବାକୁ ଯାଉଛନ୍ତି। ଏହାରି ମଧ୍ୟରେ ଏକ…

ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କୁ ଆଶ୍ୱସ୍ତି: ଗିରଫଦାରୀ ଉପରେ ଲାଗିଲା ରୋକୋ

ନୂଆଦିଲ୍ଲୀ,୨୦।୧: ଫିଲ୍ମ ନିର୍ମାତା ଲୀନା ମଣିମେକାଲାଇଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଗିରଫଦାରୀରୁ କୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏଥିସହ ‘କାଳୀ’ ପୋଷ୍ଟର ବିବାଦକୁ ନେଇ ୪ଟି ରାଜ୍ୟରେ ରୁଜୁ ହୋଇଥିବା ଏଫ୍‌ଆଇଆର୍‌ ଉପରେ ମଧ୍ୟ କୌଣସି…

ପୁଣି ବଡ ପରଦାରେ ନଜର ଆସିବେ କପିଲ ଶର୍ମା

ମୁମ୍ବାଇ: ନିଜ କମେଡିଇରେ ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା କପିଲ ଶର୍ମା ପୁଣିଥରେ ସିଲଭର ସ୍କ୍ରିନକୁ କମବ୍ୟାକ କରୁଛନ୍ତି । ସୂଚନାଯୋଗ୍ୟ, କପିଲ ଶର୍ମା ଖୁବଶୀଘ୍ର ନନ୍ଦିତା ଦାସଙ୍କ ଅପକମିଂ ମୁଭି ‘ଜ୍ୱିଗାଟୋ’ରେ ନିଜ ଅଭିନୟକୁ ନେଇ ଦର୍ଶକଙ୍କୁ ଗୁଦଗୁଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?