‘ପଠାନ’ର ସଫଳତାକୁ ଦେଖି ବିଳିବିଳାଇଲେ କଙ୍ଗନା!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ନିକଟରେ ଟୁଇଟରକୁ ଫେରିଛନ୍ତି । ଆଉ ଫେରିବା ପରେ ପୁଣିଥରେ ବଲିଉଡ ଉପରେ ହମଲା କରିଦେଇଛନ୍ତି । ଏବେ କଙ୍ଗନାଙ୍କ ଟାର୍ଗେଟରେ ରହିଛନ୍ତି, ବଲଇଉହ ବାଦଶାହା ଶାହାରୁଖ ଖାଁ ଓ ତାଙ୍କ ଅଭିନୀତ ମୁଭି ‘ପଠାନ’ । ନିକଟରେ ଏହି ମୁଭି ରିଲିଜ ହୋଇଯାଇଛି । ସବୁଥର କଙ୍ଗନା ତାଙ୍କ ଚିରାଚରିତ ଢଙ୍ଗରେ ‘ପଠାନ’କୁ ଟାର୍ଗେଟ କରୁଥିବା ବେଳେ ଏଥର କିନ୍ତୁ ସେ ମୁଭିର ସଫଳତାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି । ଟୁଇଟ କରି ସେ ଦେଶର ଜନତାଙ୍କ ଉପରେ କିଛି ଅଭିଯୋଗ ବି ଆଣିଛନ୍ତି ।
କଙ୍ଗନା କହିଛନ୍ତି ବଲିଉଡ ଦର୍ଶକେ ସବୁବେଳେ ୩ ଖାଁଙ୍କୁ ପସନ୍ଦ କରିଥାଆନ୍ତି । ନିକଟରେ ଶାହାରୁଖଙ୍କ ରିଲିଜ ହୋଇଥିବା ମୁଭି ‘ପଠାନ’ ଏହାର ଉଦାହରଣ । ‘ପଠାନ’ର ଅଭୁତପୂର୍ବ ସଫଳତାକୁ ନେଇ ସେ ଶାହାରୁଖ ଓ ଦୀପିକାଙ୍କୁ ପ୍ରଶଂସା କରିଛନ୍ତି । ଲେଖିଛନ୍ତି ଶୁଭେଚ୍ଛା!!! ଏଥିରୁ ଜଣାପଡୁଛି କି ହିନ୍ଦୁ ମୁସଲମାନ ସମାନ ଭାବରେ ଶାହାରୁଖଙ୍କୁ ଭଏ ପାଇ ଥାଆନ୍ତି । ବହିସ୍କାର ମୁଭିକୁ କ୍ଷତି ପହଞ୍ଚାଇ ନ ଥାଏ ବରଂ ସାହାଯ୍ୟ କରିଥାଏ ଓ ଭଲ ସଙ୍ଗିତ କାମ କରିଥାଏ ଓ ଭାରତ ସୁପର ସେକ୍ୟୁଲାର ଅଟେ ।
ଏହା ପୂର୍ବରୁ କଙ୍ଗନା ମୁଭି ‘ପଠାନ’କୁ ନେଇ କିଛି ଟୁଇଟ କରିଥିବା ବେଳେ ଶାହାରୁଖଙ୍କ ପ୍ରଶଂସକ କିନ୍ତୁ ଏହାର ଜବାବ ରଖିଥିଲେ । ତେବେ ବେଶ କିଛିଦିନ ପରେ ପୁଣିଥରେ ବଲିଉଡ ଦୁନିଆକୁ ଫେରିବାରୁ ପ୍ରଶଂସକ ବଡ ପରଦାରେ ତାଙ୍କର ଅଭିନୟ ଦେଖିବା ସହ ପୁଣିଥରେ ସେ ଦର୍ଶକଙ୍କର ନିକଟତର ହୋଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri