ମନୋରଞ୍ଜନ

ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଯିବେ ପିଣ୍ଟୁ ନନ୍ଦ

ଭୁବନେଶ୍ୱର,୭।୨ (ବ୍ୟୁରୋ):ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର ଲିଭର୍‌ ସିରୋସିସ୍‌ ଜନିତ ରୋଗରେ ପୀଡ଼ିତ ଥିବାବେଳେ ଅଧିକ ଚିକିତ୍ସା ପାଇଁ ମଙ୍ଗଳବାର ଦିଲ୍ଲୀ ଯିବେ। ତାଙ୍କୁ ଦିଲ୍ଲୀସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ୍‌ ବିଲିଆରି ସାଇନ୍ସେସ୍‌ (ଆଇଏଲ୍‌ବିଏସ୍‌)ରେ ଭର୍ତ୍ତି କରାଯିବ। ସେଠାରେ ଲିଭର…

ଇତିହାସ ରଚିଲେ ବେୟୋନ୍ସେ

ଲସ୍‌ଏଞ୍ଜେଲ୍ସ ୭ା୨:ଆମେରିକୀୟ କଣ୍ଠଶିଳ୍ପୀ, ସ୍ବର ସଂଯୋଜିକା ଏବଂ ଡ୍ୟାନ୍ସର ବେୟୋନ୍ସେ ସର୍ବାଧିକ ‘ଗ୍ରାମୀ ଆଓ୍ବାର୍ଡ’ ଜିତି ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ଇତିହାସ ସୃଷ୍ଟି କରିଛନ୍ତି। ଆମେରିକାର ଲସ୍‌ଏଞ୍ଜେଲ୍ସଠାରେ ରବିବାର ଅନୁଷ୍ଠିତ ୬୫ତମ ଗ୍ରାମୀ ଆଓ୍ବାର୍ଡ ସମାରୋହରେ ବେୟୋନ୍ସେଙ୍କୁ ତାଙ୍କ ଆଲବମ୍‌ ‘ରେନେସାନ୍ସ’ ପାଇଁ…

ସିଦ୍ଧାର୍ଥ-କିଆରାଙ୍କ ମେହେନ୍ଦି-ସଙ୍ଗିତ ପାଇଁ ଗୋଲାପି ରଙ୍ଗରେ ସଜେଇ ହେଲା ସୂର୍ଯ୍ୟଗଡ଼ ପ୍ୟାଲେସ

ଜୟପୁର: ବଲିଉଡ ଲଭ ବାର୍ଡ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ରୟାଲ ୱେଡିଂ ଜୈସଲମେରରେ ହେଉଛି । ସେଥିପାଇଁ ଏଠାକାର ସୂର୍ଯ୍ୟଗଡ ପ୍ୟାଲେସ ନବବଧୂ ଭଳି ସଜେଇ ହୋଇଛି ।ସିଦ୍ଧାର୍ଥ-କିଆରାଙ୍କ ବିବାହ ପୂର୍ବରୁ ମେହେନ୍ଦି ଓ ସଙ୍ଗିତ ନାଇଟ ପାଇଁ…

ସ୍ବାମୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଡ୍ରାମା କୁଇନ୍‌

ଟିଭି ଅଭିନେତ୍ରୀ ତଥା ଡ୍ରାମା କୁଇନ୍‌ ଭାବେ ଜଣାଶୁଣା ରାଖୀ ସାୱନ୍ତଙ୍କ ବ୍ୟକ୍ତିଗତ ଜୀବନ ପୁଣି ଥରେ ବିବାଦ ଭିତରକୁ ଆସିଛି। ନିକଟରେ ଅଭିନେତ୍ରୀ ସ୍ବାମୀ ଆଦିଲ ଖାନ ଦୁରାନୀ ଖାନ ତାଙ୍କୁ ଠକିଥିବା ଅଭିଯୋଗ କରିଥିଲେ। ତନୁ ଚାନ୍ଦେଲ ନାମକ…

ମୁମ୍ବାଇର ହାଜି ଅଲି ଛକରେ ହେବ ସୁର ସାମ୍ରାଜ୍ଞୀଙ୍କ ୪୦ ଫୁଟ୍‌ ମୂର୍ତ୍ତୀ

ମୁମ୍ବାଇ: ଭାରତ ରତ୍ନ, ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସୋମବାର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଇଛି। ଏହି ଅବସରରେ ମୁମ୍ବାଇର ତାଡଦେବ ସ୍ଥିତ ହାଜି ଅଲି ଛକଠାରେ ବିଏମସି ଲତା ମଙ୍ଗେସକରଙ୍କ ସ୍ମୃତିରେ ଏକ ଭବ୍ୟ ସ୍ମାରକୀ ନିର୍ମାଣ କରିବ।…

ସଙ୍ଗିତ ପୂର୍ବରୁ ଭାଇରାଲ ହେଲା କିଆରା-ସିଦ୍ଧାର୍ଥଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ବଲିଉଡ କପଲ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନି ୭ ଫେବୃୟାରୀରେ ସୂର୍ଯ୍ୟଗଡ଼ ପ୍ୟାଲେସରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି, ଯାହା ଦେଶର ଟପ ୱେଡିଂ ଡେଷ୍ଟିନେଶନ ମଧ୍ୟରୁ ଗୋଟିଏ । ଦୀର୍ଘ ୩ ବର୍ଷର ଡେଟିଂ ପରେ…

କଡା ସୁରକ୍ଷା ମଧ୍ୟରେ ବିବାହ କରିବେ ସିଦ୍ଧାର୍ଥ-କିଆରା

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟେ ଆସନ୍ତା ୭ ତାରିଖରେ ଜୈଲସଲମେର ସୂର୍ଯ୍ୟଗଡ ପ୍ୟାଲେସ ରାଜକୀୟ ଢଙ୍ଗରେ ବିବାହ କରିବେ। ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି। କିଆରା ଏବଂ ସିଦ୍ଧାର୍ଥଙ୍କ…

କୋଟିଏ ଟଙ୍କାର କାର୍‌ ଛାଡ଼ି ଅଟୋରେ ଗଲେ ଅନୁପମ୍‌, କହିଲେ ଏହାର କାରଣ…

ମୁମ୍ବାଇ: ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଅନୁପମ ଖେର ତାଙ୍କ ଫିଲ୍ମ ‘ଶିବ ଶାସ୍ତ୍ରୀ ବଲ୍‌ବୋଆ’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଅଭିନେତାଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ। ଯେଉଁଥିପାଇଁ ସେ ନିଜକୁ ସଂପୂର୍ଣ୍ଣ ପ୍ରସ୍ତୁତ କରୁଛନ୍ତି। ଦିଲ୍ଲୀରେ…

‘କାନ୍ତାରା ପାର୍ଟ-୨’ର କାହାଣୀକୁ ନେଇ ଖୁଲାସା କଲେ ରିଷଭ ଶେଟ୍ଟୀ

ମୁମ୍ବାଇ: ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି। ରିଷଭ ଶେଟ୍ଟୀଙ୍କ ‘କାନ୍ତାରା’ ବକ୍ସ ଅଫିସରେ ଧମାକାଦାର ଆୟ କରି ଅନେକ ରେକର୍ଡ ସୃଷ୍ଟି କରିଛି।…

ଗୋବିନ୍ଦାଙ୍କୁ ‘ମା’ଙ୍କ ବୋହୂ’ଡାକୁଥିଲେ ଲୋକେ, କାରଣ ଜାଣିଲେ…

ମୁମ୍ବାଇ: ଗୋବିନ୍ଦା ପ୍ରାୟ ୨ ଦଶନ୍ଧି ଧରି ବଲିଉଡ୍‌ରେ ରାଜ୍‌ କରି ଆସୁଛନ୍ତି। ଆକ୍ସନଠାରୁ ଆରମ୍ଭ କରି ଗୋବିନ୍ଦାଙ୍କ ରୋମାନ୍ସ ଏବଂ କମେଡି ସବୁକିଛି ଦର୍ଶକଙ୍କ ମନକୁ ଛୁଇଁଯାଏ। ୨୧ ଡିସେମ୍ବର ୧୯୬୩ରେ ଫିଲ୍ମ ନିର୍ମାତା ତଥା ଅଭିନେତା ଅରୁଣ ଆହୁଜା…

କିଆରାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ତିନି ବର୍ଷ ଧରି ପରସ୍ପରକୁ ଡେଟ୍‌ କରିବା ପରେ ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ଶେଷରେ ଫେବୃଆରୀ ୭ରେ ବିବାହ କରିବାକୁ ଯାଉଛନ୍ତି। ରାଜସ୍ଥାନର ଜୈସଲମେରର ଏକ ପ୍ୟାଲେସରେ ଆୟୋଜିତ ହେବାକୁ ଥିବା ଏହି ବିବାହ ଉତ୍ସବରେ ଯୋଗଦେବା…

ତୃତୀୟଥର ଗ୍ରାମୀ ପୁରସ୍କାର ଜିତିଲେ ଭାରତର ରିକି କେଜ୍‌

ବହୁ ପ୍ରତୀକ୍ଷିତ ସଂଗୀତ ପୁରସ୍କାର ‘ଗ୍ରାମୀ’ରେ ପୁଣି ଥରେ ଭାରତର ବିଜୟ ପତାକା ଉଡିଛି। ବେଙ୍ଗାଲୁରୁର ସଂଗୀତକାର ରିକି କେଜ ତୃତୀୟଥର ଗ୍ରାମୀ ପୁରସ୍କାର ପାଇଛନ୍ତି। ତାଙ୍କ ଆଲବମ ‘ଡିଭାଇନ ଟାଇଡସ’ ପାଇଁ ରିକିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ଆମେରିକାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?