ମନୋରଞ୍ଜନ

ଅଜୟ ଦେବଗନଙ୍କ ଅବିକଳ ଚେହେରା

ମୁମ୍ବାଇ: ସୋସିଆଲ ମିଡିଆରେ ବଲିଉଡ୍‌ ସେଲିବ୍ରିଟିମାନଙ୍କ ପରି କିଛି ଲୋକଙ୍କ ଚେହେରା ମେଳ ଖାଉଥିବା ଦେଖିଥିବେ ନିଶ୍ଚିତ। ପୂର୍ବରୁ କରିସ୍ମା କପୁର, କରୀନା କପୁର, ରାଣୀ ମୁଖାର୍ଜୀ, କାଜଲ, ଶାହିଦ କପୁର, ଅମିତାଭ ବଚ୍ଚନଙ୍କ ଅବିକଳ ଚେହେରା ଭାଇରାଲ ହୋଇଥିବା ବି…

ଜ୍ୟାକଲିନଙ୍କୁ ବିଦେଶ ଯିବାକୁ ଅନୁମତିି

ନୂଆଦିଲ୍ଲୀ,୨୭।୧: ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିସଙ୍କୁ ଦୁବାଇ ଯିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ। ଜ୍ୟାକଲିନ ଜାନୁଆରୀ ୨୭ ରୁ ଜାନୁୟାରୀ ୩୦ ମଧ୍ୟରେ ଦୁବାଇ ଯିବାକୁ ଆବେଦନ କରିଥିଲେ, ଯାହା…

ବରିଷ୍ଠ ଅଭିନେତା ଅନ୍ନୁ କପୁର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବରିଷ୍ଠ ବଲିଉଡ ଅଭିନେତା ଅନ୍ନୁ କପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ଅଭିନେତା ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନୂଆଦିଲ୍ଲୀର ସାର୍‌ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ କର୍ତ୍ତୃପକ୍ଷ…

‘ପଠାନ୍‌ ଏକ ଫିଲ୍ମ ନୁହେଁ, ଏହା ଏକ ଇମୋଶନ୍‌’

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ତାଙ୍କ ଫିଲ୍ମ ‘କୁତେ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତା ତାଙ୍କର ପ୍ରିୟ ଚଳଚ୍ଚିତ୍ର ଏବଂ ଶାହରୁଖ ଖାନଙ୍କ ପ୍ରତି ଥିବା ପ୍ରେମ ବିଷୟରେ କହିଥିଲେ। ତେବେ ଶାହରୁଖଙ୍କୁ ତାଙ୍କ ପିଢିର ସବୁଠାରୁ ଉଜ୍ଜ୍ୱଳ…

୨ ଦିନରେ ୧୦୦ କୋଟି ଆୟ କଲା ‘ପଠାନ’

ବଲିଉଡ୍‌ ବାଦ୍‌ଶାହ ଶାହରୁଖ ଖାନଙ୍କ କମ୍‌ବ୍ୟାକ୍‌ ଫିଲ୍ମ ‘ପଠାନ’ ଜବରଦସ୍ତ ପ୍ରଦର୍ଶନ କରିଛି। ବକ୍ସ ଅଫିସ୍‌ରେ ପ୍ରଥମ ଦିନରେ ରେକର୍ଡ କରିଥିବା ‘ପଠାନ’ ଦ୍ୱିତୀୟ ଦିନରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛି। ସମସ୍ତ ବିବାଦ ପରେ ମୁକ୍ତିଲାଭ କରିଥିବା ‘ପଠାନ’ର କ୍ରେଜ…

ପଠାନର କମାଲ, ୩୨ ବର୍ଷ ପରେ କଶ୍ମୀର ଘାଟିର ସିନେମା ହଲରେ ହାଉସଫୁଲ ସାଇନ

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁ ଓ ଦୀପିକା ପାଦୁକୋନ ଷ୍ଟାରର ମୁଭି ‘ପଠାନ’ର ଚର୍ଚ୍ଚା ଏବେ ସବୁଠି । ‘ପଠାନ’ ରିଲିଜ୍ ହେବା ପରେ କଶ୍ମୀର ଘାଟିରେ କମାଲ କରିଛି । ୩୨ ବର୍ଷ ଧରି ଯାହାକୁ ଅପେକ୍ଷା ଥିଲା…

ଦରଘାରେ ଚାଦର ଚଢାଇ ବିବାହ ପାଇଁ ମାନସିକ କଲେ ରାଖୀ ସାଓ୍ବନ୍ତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଖୀ ସାଓ୍ବନ୍ତ କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଅଭିନେତ୍ରୀଙ୍କ ମା’ଙ୍କ ସ୍ବାସ୍ଥ୍ୟ ଭଲ ନ ଥିଲା। ସେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ତେବେ ମା’ଙ୍କ ସୁସ୍ଥ କାମନା କରିବାକୁ ଅଭିନେତ୍ରୀ ପ୍ରଶଂସକଙ୍କୁ ଅନୁରୋଧ କରିଥିଲେ।…

‘ପଠାନ୍‌’ ପାଇଁ ଷ୍ଟାର୍‌କାଷ୍ଟ୍‌ ନେଇଛନ୍ତି ମୋଟା ଅଙ୍କର ଟଙ୍କା

ମୁମ୍ବାଇ: ୟଶ ରାଜ ବ୍ୟାନରରେ ନିର୍ମିତ ଫିଲ୍ମ ‘ପଠାନ୍‌’ ବହୁ ବିବାଦ ପରେ ବୁଧବାର ମୁକ୍ତିଲାଭ କରିଛି। ଯାହା ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ୫୫ କୋଟିରୁ ଅଧିକ ଆୟ କରିବାରେ ସଫଳ…

ମାତ୍ର ୩ ମିନିଟ୍‌ର ଆଇଟମ୍‌ ଗୀତ ପାଇଁ ଉର୍ବଶୀ ନେଲେ ଏତିକି ଟଙ୍କା

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା କେବଳ ବ୍ୟକ୍ତିଗତ ଜୀବନକୁ ନେଇ ନୁହେଁ, ତାଙ୍କ ଗ୍ଲାମର ଏବଂ ଷ୍ଟାଇଲ ପାଇଁ ପ୍ରଶଂସକଙ୍କ ମଧ୍ୟରେ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। କିନ୍ତୁ ଏଥର ନିଜ ଫି’ ପାଇଁ ଆଲୋଚନାକୁ ଆସିଛନ୍ତି। ଉର୍ବଶୀ ମାତ୍ର ତିନି ମିନିଟର…

ପ୍ରଥମ ଦିନ ଏତିକି ଟଙ୍କା ରୋଜଗାର କଲା ‘ପଠାନ୍‌’

ବଲିଉଡ ଫିଲ୍ମ ‘ପଠାନ୍‌’ର କ୍ରେଜ ଏବେ ସବୁଠି ରହିଛି। ସୁପରଷ୍ଟାର ଶାହରୁଖ ଖାନଙ୍କ ଏହି ଫିଲ୍ମକୁ ଦର୍ଶକ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ବୁଧବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପରେ ‘ପଠାନ’ ଦର୍ଶକଙ୍କଠାରୁ ଜବରଦସ୍ତ ରେସପନ୍ସ ପାଇଛି। ଫିଲ୍ମଟି ପ୍ରଥମ ଦିନ…

ପଠାନରେ ଦେଖିବାକୁ ମିଳିଲା ‘କିସି କା ଭାଇ କିସି କି ଜାନ୍‌’

ମୁମ୍ବାଇ: ସଲମାନଙ୍କ ପ୍ରଶଂସକଙ୍କ ପାଇଁ ଆଜି ଦିନଟି ସବୁଠୁ ଖୁସି ଆଉ ସ୍ବତନ୍ତ୍ର ଦିନ। ଶାହାରୁଖଙ୍କ ପରେ ଆକ୍ସନ ଅବତାର ପରେ ଭାଇଜାନ୍‌ଙ୍କୁ ଦେଖିବାକୁ ମିଳିଛି। ଭାଇଜାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ର ଟିଜର ରିଲିଜ ହୋଇଛି।…

ବଢ଼ୁଛି ଷ୍ଟାରଡମ୍‌: ବିଗ୍‌ବସ୍‌ ପରେ ଏବେ ‘ବିଗ୍‌ ବ୍ରଦର’ ୟୁକେରେ ନଜର ଆସିବେ ଅବ୍ଦୁ

ବମ୍ବେ: ବିଗ୍‌ବସ୍‌ ୧୬ରେ ସବୁଠାରୁ ଚର୍ଚ୍ଚିତ ପ୍ରତିଯୋଗୀଙ୍କ ମଧ୍ୟରୁ ଜଣେ ଥିଲେ ଅବ୍ଜୁ ରୋଜିକ୍‌। ତାଜାକିସ୍ତାନରୁ ଆସିଥିବା ଅବ୍ଦୁ ଲୋକପ୍ରିୟ ରିଆଲିଟି ଶୋ’ରେ ଭାଗ ନେଇ ରାତାରାତି ଷ୍ଟାରଡମ୍‌ ପାଇଥିଲେ। ଏବେ ତାଙ୍କ ଲୋକପ୍ରିୟତା ଏତେ ବଢ଼ି ଯାଇଛି ଯେ ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?