ବିଗ୍ବସ୍ରୁ ଟିନା ବିଦା!
ବମ୍ବେ: ଆଉ ଦିନ କେଇଟାରେ ଶେଷ ହେବ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗ୍ବସ’। ଯେତିକି ଯେତିକି ଏହାର ଫାଇନାଲ ଦିନ ପାଖେଇ ଆସୁଛି ଦର୍ଶକଙ୍କ ଉତ୍କଣ୍ଠା ସେତିକି ବଢ଼ୁଛି। ଏସବୁରେ ପ୍ରତି ସପ୍ତାହରେ ଜଣେ ଲେଖାଏ ପ୍ରତିଯୋଗୀ ଶୋ’ରୁ ବାହାର ହେଉଛନ୍ତି।…
୭ ଟନ୍ ପାଉଡରରେ ୮୭ ହଜାର ବର୍ଗଫୁଟର ରଙ୍ଗୋଲି, ଖୁସି ବ୍ୟକ୍ତ କଲେ ସୋନୁ
ମୁମ୍ବାଇ: ଅଭିନେତା ସୋନୁ ସୁଦ୍ କିଛି ଘଣ୍ଟା ପୂର୍ବରୁ ତାଙ୍କ ଇନ୍ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ଦର୍ଶାଇଛନ୍ତି, ତାଙ୍କ ରଙ୍ଗୋଲି ଏକ ସହରରେ କିପରି ତିଆରି ହୋଇଛି। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମହାରାଷ୍ଟ୍ରର କୋହ୍ଲାପୁର…
ଅନୁଷ୍କାଙ୍କ ବଡିଗାର୍ଡ ନିଅନ୍ତି ଏତିକି ଟଙ୍କା ଦରମା, ଜାଣିଲେ…
ମୁମ୍ବାଇ: ବଲିଉଡ୍ ସେଲିବ୍ରିଟିମାନେ ସେମାନଙ୍କ ସୁରକ୍ଷା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରନ୍ତି। ଅଧିକାଂଶ ସେଲିବ୍ରିଟିଙ୍କ ପର୍ସନାଲ ବଡିଗାର୍ଡ ବି ଅଛନ୍ତି। ଯିଏକି ବର୍ଷ ବର୍ଷ ଧରି ଅଭିନେତ୍ରୀ, ଅଭିନେତାଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ଠିକ୍ ସେମିତି ପ୍ରସିଦ୍ଧ ଅଭିନେତ୍ରୀ ଅନୁଷ୍କା…
ଆରଣ୍ୟକ ପରେ ନୂଆ ଓଟିଟି ଶୋ’ର ଶୋଭା ବଢାଇବେ ରବିନା
ମୁମ୍ବାଇ: ନିଜ ଷ୍ଟ୍ରିମିଂ ଶୋ’ ଆରଣ୍ୟକକୁ ମିଳିଥିବା ଜବରଦସ୍ତ ପ୍ରତିକ୍ରିୟା ପରେ ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ପୁଣିଥରେ ଆଉ ଏକ ଶୋ’ରେ ନଜର ଆସିବେ । ରବିନା ଯିଏ ୧୯୯୦ ଦଶକରେ ବଲିଉଡରେ ରାଜ କରୁଥିଲେ । ନିକଟରେ ତାଙ୍କୁ…
ଶାହରୁଖଙ୍କୁ ବିବାହ ପ୍ରସ୍ତାବ ଦେଲେ ଉର୍ଫି
ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ୍’ ବକ୍ସ ଅଫିସରେ ଧମାକାଦାର ରେକର୍ଡ କରୁଛି। ୩ ଦିନରେ ପ୍ରାୟ ୩୦୦ କୋଟି ଆୟ କରିସାରିଲାଣି। ଏହି ସମୟରେ ବିଗ୍ବସ୍ ଫେମ୍ ଉର୍ଫି ଜାଭେଦ ଶାହାରୁଖଙ୍କ ପ୍ରତି ଥିବା ପ୍ରେମକୁ ପ୍ରକାଶ କରିଛନ୍ତି।…
ଝିଅର ଝଲକ ଦେଖାଇଲେ ବିପାଶା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିପାଶା ବସୁ ଓ ଅଭିନେତା କରଣ ସିଂ ଗ୍ରୋଭର ଏକ କ୍ୟୁଟ କନ୍ୟା ସନ୍ତାନର ମମି-ପାପା ହୋଇ ସାରିଛନ୍ତି । ସମୟ ସମୟରେ ବିପାଶା ତାଙ୍କ ଝିଅକୁ ସୋସିଆଲ ମିଡିଆରେ ଦେଖାଇବାର କୌଣସି ଅବସର ଛାଡି ନ…
୨୧୯ କୋଟି ଆୟ କଲା ‘ପଠାନ’
ନୂଆଦିଲ୍ଲୀ: ସୁପରଷ୍ଟାର ଶାହାରୁଖ୍ ଖାନ୍ ଏବଂ ଦୀପିକା ପାଦୁକୋନ୍ ଅଭିନୀତ ଚଳଚ୍ଚିତ୍ର ‘ପଠାନ’ ଗ୍ଲୋବାଲ ବକ୍ସ ଅଫିସ୍ରେ ରେକର୍ଡ ସୃଷ୍ଟି କରିଛି। ଦୁଇ ଦିନରେ ଏହାର ଆୟ ୨୧୯.୬ କୋଟି ଟଙ୍କାରେ ପହଞ୍ଚତ୍ଥିବା ଚଳଚ୍ଚିତ୍ର ପ୍ରଯୋଜକ ଘୋଷଣା କରିଛନ୍ତି। ପ୍ରଡକ୍ଶନ ହାଉସ…
ଦ୍ୱିତୀୟ ବିବାହ କଲେ ନୀନା ଗୁପ୍ତାଙ୍କ ଝିଅ ମସାବା
ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଝିଅ ମସାବା। ଦୀର୍ଘଦିନର ପ୍ରେମିକ ସତ୍ୟଦୀପ ମିଶ୍ରାଙ୍କ ହାତ ଧରିଛନ୍ତି ସେ। ବେଶ ନିରାଡମ୍ବରରେ ପରିବାରଲୋକଙ୍କ ଗହଣରେ ଦୁହେଁ ବିବାହ କରିଛନ୍ତି। ମସାବା ନିଜର ସୋସିଆଲ ମିଡିଆରେ ଫଟୋ…
୨୯ ବର୍ଷର ହେଲେ ଶେହନାଜ
ବମ୍ବେ: ବିଗ୍ବସ୍ ବଦଳାଇଦେଲା ଭାଗ୍ୟ। ପଞ୍ଜାବରୁ ଆସିଥିବା ଏକ ଗାୟିକା ଏବେ ଜଣେ ଲୋକପ୍ରିୟ ସେଲିବ୍ରିଟି। ତାଙ୍କ ଷ୍ଟାରଡମ୍ କୌଣସି ସୁପରଷ୍ଟାରଠାରୁ କମ୍ ନୁହେଁ। ଆମେ କହୁଛୁ ସମସ୍ତଙ୍କ ପ୍ରିୟ ଶେହନାଜ ଗିଲଙ୍କ କଥା। ଆଜି ଅର୍ଥାତ ଜାନୁୟାରୀ ୨୭ରେ ତାଙ୍କ…
ଫିଲ୍ମରେ ରାଜ କରିବାକୁ ପ୍ରସ୍ତୁତ ହେଲେଣି ଧୋନି
ମୁମ୍ବାଇ: କ୍ରିକେଟ ଦୁନିଆର ଲୋକପ୍ରିୟ ଚେହେରା ମହେନ୍ଦ୍ର ସିଂ ଧୋନି । ତାଙ୍କ ସମ୍ପର୍କରେ ଅଧିକ କିଛି କହିବାର ଆବଶ୍ୟକତା ନାହିଁ । ସେ ନିଜେ ହିଁ ନିଜର ପରିଚୟ । ଖେଳ ଦୁନିଆ ପରେ ଏବେ ଫିଲ୍ମ ଦୁନିଆରେ ନିଜ…
ୟୁଟ୍ୟୁବ୍ରେ ଦୁନିଆର ସବୁଠୁ ଅଧିକ ଲୋକ ଶୁଣନ୍ତି ଏହି ଗାୟିକାଙ୍କ ଗୀତ
ମୁମ୍ବାଇ: ୟୁଟ୍ୟୁବ୍ରେ ବଲିଉଡ୍ର ଜଣେ ଗାୟିକାଙ୍କ ଗୀତ ଦୁନିଆର ସବୁଠୁ ଅଧିକ ଲୋକ ଶୁଣିଥାନ୍ତି। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ବଲିଉଡ୍ର ପ୍ଲେ ବ୍ୟାକ୍ ଗାୟିକା ଅଲ୍କା ୟାଗ୍ନିକ। ୯୦ ଦଶକରେ ହେଉ କିମ୍ବା ଆଜିର ସମୟରେ, ସମସ୍ତେ…
ପ୍ରଖ୍ୟାତ ଅଭିନେତ୍ରୀଙ୍କ ପରଲୋକ
ଭେଟେରାନ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଯମୁନା ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ୮୬ ବର୍ଷ ହୋଇଥିଲା। ସେ ବୟସ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ। ଯମୁନାଙ୍କ ଦେହାନ୍ତ ଖବର ଆସିବା ପରଠାରୁ ଇଣ୍ଡଷ୍ଟ୍ରିରେ ଶୋକର ଛାୟା…

