ମନୋରଞ୍ଜନ

ଆଡଭାନ୍ସ ବୁକିଂରେ ୨୦ କୋଟି ଟପିଲା ‘ପଠାନ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଅପକମିଙ୍ଗ ଚଳଚ୍ଚିତ୍ର ‘ପଠାନ’କୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଆସନ୍ତା ୨୫ ତାରିଖରେ ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଏବେ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି। ଯାହା ଜାନୁୟାରୀ ୨୩ ସୁଦ୍ଧା…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଅଭିନେତ୍ରୀ

ଜମ୍ମୁ,୨୪।୧: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ଯାତ୍ରାରେ ମଙ୍ଗଳବାର ବଲିଉଡ ଅଭିନେତ୍ରୀ ତଥା ରାଜନେତ୍ରୀ ଉର୍ମିଲା ମାତୋଣ୍ଡକର ସାମିଲ ହୋଇଛନ୍ତି। ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ସକାଳେ ଜମ୍ମୁର ନାଗ୍‌ରୋଟା ସହରରୁ ଆରମ୍ଭ ହୋଇଥିଲା। ଉର୍ମିଲା ମାତୋଣ୍ଡକର କଡ଼ା…

ସାଉଥ ଫିଲ୍ମରେ ଡେବ୍ୟୁ କରିବେ ‘ବିଗ୍‌ବସ୍‌-୧୬’ଫେମ୍‌ ଟିନା ଦତ୍ତ, ମିଳିଲା ଅଫର…

ମୁମ୍ବାଇ: ରିଆଲିଟି ଶୋ ‘ବିଗ୍‌ବସ୍‌’ ଅନେକ ପ୍ରତିଯୋଗୀଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିଛି। ଏହି ଶୋ’ର ପ୍ରତିଯୋଗୀମାନଙ୍କୁ ଅନେକ ଅଫର ମିଳେ। ନିମୃତ କୌର ଅହଲୁଓ୍ବାଲିଆଠାରୁ ଶାଲିନ ଭାନୋଟ ପର୍ଯ୍ୟନ୍ତ ‘ବିଗ୍‌ବସ୍‌-୧୬’ର ଅନେକ ପ୍ରତିଯୋଗୀ ବର୍ତ୍ତମାନ କାମ ପାଇଛନ୍ତି। ଇତି ମଧ୍ୟରେ ଟେଲି…

୧୦୦୦୦ ଘଣ୍ଟାରେ ତିଆରି ହୋଇଛି ଆଥିୟାଙ୍କ ବିବାହ ଲେହେଙ୍ଗା, ସହଜ ନୁହେଁ ସମ୍ଭାଳିବା

ମୁମ୍ବାଇ: ବଲିଉଡ ଅଭିନେତା ସୁନିଲ ସେଟ୍ଟିଙ୍କ ଝିଅ ଆଥିୟା ସେଟ୍ଟି ଓ କ୍ରିକେଟର କେଏଲ ରାହୁଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଯୋଡି ସୁନିଲ ସେଟ୍ଟିଙ୍କ ଖଣ୍ଡାଲା ଫାର୍ମ ହାଉସରେ ନିଜ ପରିବାର ସଦସ୍ୟ ଓ ନିକଟ ସମ୍ପର୍କିୟଙ୍କ…

ସୌରଭ ଗାଙ୍ଗୁଲିଙ୍ଗ ବାୟୋପିକର ସ୍କ୍ରିପ୍ଟ ପ୍ରସ୍ତୁତ

କୋଲକାତା,୨୪ ।୧: ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ନିର୍ମାଣକୁ ନେଇ ଅନେକ ଦିନରୁ ଘୋଷଣା ହୋଇ ସାରିଛି । ଏହାର ନିର୍ମାଣ ଲଭ ଫିଲ୍ମସ ଦ୍ୱାରା ହେଉଛି । ସୌରଭ ଗାଙ୍ଗୁଲିଙ୍କ ବାୟୋପିକକୁ ନେଇ ଗତ ୪-୫…

ଆତ୍ମହତ୍ୟା କଲେ ଲୋକପ୍ରିୟ ଅଭିନେତା

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ସୁଧୀର ବର୍ମା ଆତ୍ମହତ୍ୟା କରିଛନ୍ତି। ବିଶାଖାପାଟନମରେ ଥିବା ତାଙ୍କ ଘରେ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆକସ୍ମିକ ମୃତ୍ୟୁ ସମଗ୍ର ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆଶ୍ଚର୍ଯ୍ୟ କରିଦେଇଛି। ସୁଧୀର ବର୍ମାଙ୍କ କୋ-ଷ୍ଟାର ଅଭିନେତା ସୁଧାକର…

ସାତଫେରା ନେଲେ ଆଥିଆ-ରାହୁଲ

ମୁମ୍ବାଇ,୨୩।୧: ଦୀର୍ଘଦିନର ସମ୍ପର୍କ ପରେ ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟର୍‌ କେ.ଏଲ ରାହୁଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ଫାର୍ମହାଉସରେ ସୋମବାର ଦୁହେଁ ରାଜକୀୟ ଢଙ୍ଗରେ ବିବାହ କରିଛନ୍ତି। ତେବେ ବିବାହକୁ ଦେଇ ସୁନୀଲ…

ଭାଇରାଲ ହେଉଛି ଅଭିନେତ୍ରୀଙ୍କ ହଳଦୀ ସମାରୋହ ଫଟୋ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କେ.ଏଲ ରାହୁଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ବିବାହର ଗୋଟିଏ ଦିନ ପୂର୍ବରୁ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ଫାର୍ମ ହାଉସରେ ହଲଦୀ, ମହେନ୍ଦୀ ରୀତିନୀତି ଅନୁଷ୍ଠିତ ହୋଇଯାଇଛି। ଯଦିଓ ଏହି…

କଲେଜ ଗର୍ଲରୁ ଫ୍ରିଡମ ଫାଇଟର ହେଲେ ସାରା

ମୁମ୍ବାଇ: ବଲିଉଡରେ ଏବେ ଜଣେ ଆଗଧାଡିର ନାୟିକା ହେଲେ ସାରା ଅଲି ଖାଁ । ସେ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି । ଏବେ ସାରାଙ୍କୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ ।…

ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କଲେ ଶିଜାନ: ୩୦ରେ ଶୁଣାଣି

ମୁମ୍ବାଇ,୨୩।୧: ଟେଲିି ଅଭିନେତ୍ରୀ ତୁନିଶା ଶର୍ମା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶିଜାନ ଖାନ ଜାମିନ ପାଇଁ ସୋମବାର ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। ଯାହା ଜାନୁୟାରୀ ୩୦ରେ ଶୁଣାଣି ହେବ। ଏହାପୂର୍ବରୁ ଅଭିଯୁକ୍ତ ଶିଜାନ ଖାନ ମଧ୍ୟ ଏଫ୍‌ଆଇଆର ରଦ୍ଦ…

‘ତୁ ଝୁଠି ମେ ମକ୍କାର’ର ଟ୍ରେଲର ଆଉଟ, ହଟ ବିକିନି, କିସିଂ ସିନ୍‌ର ଜବରଦସ୍ତ ତଡକା

ମୁମ୍ବାଇ; ପ୍ରେମରେ ପଡିବା ସହଜ କଥା, ହେଲେ ପ୍ରେମରୁ ବାହାରି ଆସିବା ଗୋଟିଏ କାମ ହୋଇପାରେ ଆଉ ଏହା କେବେ କେବେ ଫିଚର ଫିଲ୍ମର ବିଷୟ ବି ହୋଇପାରେ । ଅଭିନେତା ରଣବୀର କୁପର , ଅଭିନେତ୍ରୀ ଶ୍ରଦ୍ଧା କପୁର ଓ…

ବଲିଉଡ୍‌ର ପ୍ରଥମ ‘ଗ୍ଲାମର ଗର୍ଲ’

ମୁମ୍ବାଇ: ଆଜିର ସମୟରେ, ବଲିଉଡ୍‌ ଅଭିନେତ୍ରୀମାନଙ୍କ ପାଇଁ ବୋଲ୍ଡ ଫଟୋଶୁଟ୍‌ ଏକ ସାଧାରଣ କଥା। ଇଣ୍ଟରନେଟ୍‌ ଯୁଗରେ ନିଜ ନିଜର ସୋସିଆଲ ମିଡିଆରେ ସାଇଟ୍‌ରେ ବୋଲ୍ଡ ଫଟୋ ଶେୟାର କରୁଥିବା ଦେଖିବାକୁ ମିଳୁଛି। ଆଜି ଏହି ସବୁ ଜିନିଷ ଅତି ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?