ମନୋରଞ୍ଜନ

ଅଭିନେତା ହେବାକୁ ଚାହୁଁ ନ ଥିଲେ ଅଜୟ!

ମୁମ୍ବାଇ: ବଲିଉଡ ସିଂଘମ ଅର୍ଥାତ ଅଭିନେତା ଅଜୟ ଦେବଗନଙ୍କର ରବିବାର ହେଉଛି ଜନ୍ମଦିନ। ଅଜୟ ଦେବଗନ ବଲିଉଡରେ ଆକ୍ସନ, କମେଡି, ସିରିୟସ ପ୍ରାୟ ସବୁ ପ୍ରକାର ଚରିତ୍ରରେ ଅଭିନୟ କରି ସାରିଲେଣି। ସେ ତାଙ୍କର ନିଖୁଣ ଅଭିନୟକୁ ନେଇ ଦର୍ଶକଙ୍କର ଜଣେ…

ଏହି ଅଭିନେତା ଚୋବାଇଥିବା ଚୁଇଙ୍ଗମ୍‌ ହେଉଛି ନିଲାମ: ଦାମ୍‌ ଜାଣିଲେ…

ଆଜିକାଲି ଅନଲାଇନ ଇ-କମର୍ସ ସାଇଟ ଇ-ବେରେ ପୂର୍ବରୁ ଚୋବାଯାଇଥିବା ଏକ ଚୁଇଙ୍ଗମ ନିଲାମ ହେଉଛି। ଏହି ଚୁଇଙ୍ଗମ୍‌ଟି ନିଲାମ ହେବା ଯେତିକି ଆଶ୍ଚର୍ଯ୍ୟ ନୁହେଁ, ତାର ଦାମ୍‌ ଜାଣିଲେ ସେତିକି ଚକିତ ହୋଇଯିବେ। ଆଇରନ ମ୍ୟାନ ଭାବେ ଖ୍ୟାତି ଅର୍ଜନ କରିଥିବା…

ପୁଣିଥରେ ଏକାଠି ନଜର ଆସିଲେ ପରିଣିତି-ରାଘବ, ଖୁବଶୀଘ୍ର କରିବେ ବିବାହ!

ମୁମ୍ବାଇ: ପୁଣିଥରେ ଏକାଠି ସ୍ପଟ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ ରାଘବ ଚଢା। ଯେବେଠାରୁ ଏମାନେ ଏକାଠି ନଜର ଆସିଛନ୍ତି ସେବେଠାରୁ ଏମାନଙ୍କ ଆଫେୟାର୍ସକୁ ନେଇ ଆଲୋଚନା ହେଉଛି। କୁହାଯାଉଛି କି ଏମାନେ…

କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

କମେଡି କିଙ୍ଗ୍‌ କପିଲ ଶର୍ମା ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୨ ଏପ୍ରିଲ ୧୯୮୧ରେ ଅମୃତସରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା କପିଲ କମେଡି ଜଗତରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ସେ କଠିନ ପରିଶ୍ରମ ଏବଂ ପ୍ରତିଭା…

ମାତ୍ର ପାଞ୍ଚ ମାସରେ…

ଥରେ ମନେ ପକାନ୍ତୁ ନା ମହାବୀର ସିଂ ଫୋଗଟ ଚରିତ୍ରକୁ। ଅନେକ ଜାଣିସାରିବେଣି ଯେ, ଏଠାରେ ଆମୀର ଖଁାଙ୍କ ସୁପରହିଟ୍‌ ଫିଲ୍ମ ‘ଦଙ୍ଗଲ’ ବିଷୟରେ କୁହାଯାଉଛି। ଯେଉଁଥିରେ ଆମୀରଙ୍କୁ ଜଣେ ପୂର୍ବତନ ଆମାଚିଓର ରେସଲର୍‌ ଭୂମିକାରେ ଦେଖିବାକୁ ମିଳିଥିଲା। ଉକ୍ତ ଭୂମିକା…

କରୀନାଙ୍କ ମନ ଦୁଃଖ

କରୀନା କପୁର ଏବେ ମନ ଦୁଃଖ କରିଛନ୍ତି। କେତେ ଆଶା କରିଥିଲେ, ଯାହା ହେଲେ ବି ସଲମାନ ତାଙ୍କୁ କାଷ୍ଟିଂରେ ରଖିବେ। ହେଲେ ତାଙ୍କର ସବୁ ଆଶା ପାଣି ଫୋଟକା ପରି ମିଳେଇ ଯାଇଛି। କଥା କ’ଣ କି ସଲ୍ଳୁ ମିଅଁା…

ଇମରଜେନ୍ସି

କଙ୍ଗନା ରାଣାଓ୍ବତ ଏବେ ଇମରଜେନ୍ସିକୁ ନେଇ ବ୍ୟସ୍ତ। ଅର୍ଥାତ୍‌ ଏଭଳି ଟାଇଟଲବିଶିଷ୍ଟ ଏକ ହିନ୍ଦୀ ସିନେମା ନିର୍ମାଣ କରାଯାଉଛି। ଏହାର କାହାଣୀ ରଚନା, ପ୍ରଯୋଜନା କରିବା ବ୍ୟତୀତ ନିର୍ଦ୍ଦେଶନା ମଧ୍ୟ ଦେଉଛନ୍ତି ସେ। କେବଳ ସେତିକି ନୁହେଁ, ଏହାର ମୁଖ୍ୟ ଭୂମିକାରେ…

ଅପେକ୍ଷା କରିବେ ସମ୍ବିତ

ଅଭିନେତା ସମ୍ବିତ ଆଚାର୍ଯ୍ୟ ଏବେ ଅପେକ୍ଷା କରିଛନ୍ତି। ହେଲେ କାହାକୁ ଜାଣନ୍ତି ? ତାଙ୍କ ପ୍ରେମିକାକୁ। କଥା କ’ଣ କି ପ୍ରେମିକା କଥା ଦେଇ ଯାଇଛି ଯେ ମୁଁ ଫେରିଲେ ହିଁ ତୁମର ହେବି। ତେବେ ନିଜ ମନର ମାନସୀ ଉପରେ…

ସଲମାନଙ୍କ ବିଷୟରେ ଏକ ବଡ଼ କଥା କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ସଲମାନ ଖାନ୍‌ ଅନେକ ସମୟରେ ତାଙ୍କର ଉତ୍ତମ ସ୍ବଭାବ ସହିତ ଲୋକଙ୍କ ହୃଦୟ ଜିତିଥାନ୍ତି। ସେ ଭଲ କାମ କରିବାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ବଲିଉଡ୍‌ରେ ମଧ୍ୟ ସେ ଅନେକ ନୂଆ ଅଭିନେତ୍ରୀଙ୍କୁ ସୁବର୍ଣ୍ଣ ସୁଯୋଗ ଦେଇଛନ୍ତି। ବନ୍ଧୁତା…

ଶାହାରୁଖଙ୍କ ଲୁକ ଦେଖି ଫିଦା ହେଲେ ପ୍ରଶଂସକ

ମୁମ୍ବାଇ: ଦେଶର ପରିଚିତ ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନି ଓ ନିତା ଅମ୍ବାନି ଶୁକ୍ରବାର ମୁକେଶ ଅମ୍ବାନି କଲଚରାଲ ସେଣ୍ଟରର ଓପନିଂ ସେରିମନି ରଖିଥିଲେ। ଏଥିରେ ବଲିଉଡର ବହୁ ସେଲିବ୍ରିଟି ଯୋଗ ଦେଇଥିଲେ। ତେବେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବଲିଉଡ ଦେଶି…

ଏବେ କିନ୍ନର ଭୂମିକାରେ ନଜର ଆସିବେ ସୁସ୍ମିତା

ମୁମ୍ବାଇ: ଟ୍ରାନ୍ସଜେଣ୍ଡର କମ୍ୟୁନିଟିକୁ ଏବେ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆଜି ପର୍ଯ୍ୟନ୍ତ ଗ୍ରହଣ କରିପାରୁ ନାହାନ୍ତି ଲୋକେ। ଏବେ ପର୍ଯ୍ୟନ୍ତ ସେମାନଙ୍କୁ ସମ୍ମାନଜନକ ସ୍ଥାନ ବି ମିଳିପାରୁ ନାହିଁ। ଏବେବି ଏହି କୁମ୍ୟୁନିଟି ତାଳି ବଜାଇ ଓ ଶୁଭେଚ୍ଛା ଜଣାଇ ନିଜର…

ଲିକ ହେଲା କାର୍ତ୍ତିକ-କିଆରାଙ୍କ ୱେଡିଂ ଭିଡିଓ!

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଯୋଡିକୁ ଦର୍ଶକେ ବେଶ ପସନ୍ଦ କରନ୍ତି । ଏମାନେ ବଡ ପରଦାରେ ପୁଣିଥରେ ଜଲୱା ଦେଖାଇବାକୁ ପ୍ରସ୍ତୂତ ହୋଇ ଗଲେଣି । କିଆରା ଓ କାର୍ତ୍ତିକ ଖୁବଶୀଘ୍ର ମୁଭି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?