ମନୋରଞ୍ଜନ

ବଲିଉଡ୍‌ର ଏହି ଅଭିନେତ୍ରୀଙ୍କର ରହିଛି ସ୍ବତନ୍ତ୍ର ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ରେ ଅନେକ ପ୍ରସିଦ୍ଧ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ସମ୍ପର୍କରେ ଭଉଣୀ। ଫିଲ୍ମ ସହିତ ସେମାନଙ୍କ ବାସ୍ତବ ଜୀବନରେ ପରସ୍ପର ସହ ଜଡ଼ିତ। ଆଜି ସେମିତି କିଛି ସେଲିବ୍ରିଟିଙ୍କ ବିଷୟରେ ଜାଣନ୍ତୁ… କରିସ୍ମା କପୁର-କରୀନା କପୁର। ଏମାନେ ଦୁଇ ଭଉଣୀ। ବଲିଉଡ୍‌ରେ…

ଐଶ୍ୱର୍ଯ୍ୟାଙ୍କ ଗହଣା ଚୋରଙ୍କୁ ଧରିଲା ପୋଲିସ

ଦକ୍ଷିଣ ସିନେମାର ଭେଟେରାନ ଅଭିନେତା ରଜନୀକାନ୍ତଙ୍କ ବଡ ଝିଅ ଐଶ୍ୱର୍ଯ୍ୟା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ନିକଟରେ ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ଲକରରୁ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଚୋରି ହୋଇଥିବା ଚେନ୍ନାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ।…

‘ଟାଇଗର-୩’ରେ ପୁଣି ଏକାଠି ହେବେ ଶାହରୁଖ-ସଲମାନ

ଆଜିକାଲି ଫିଲ୍ମ ‘ଟାଇଗର ୩’ର କ୍ରମର ଶୁଟିଂ ଚାଲିଛି। ସଲମାନ ଖାନଙ୍କ ଅଭିନୀତ ଏହି ଫିଲ୍ମରେ କିଙ୍ଗ୍‌ ଖାନ୍‌ ଶାହରୁଖଙ୍କୁ ଦେଖିବାକୁ ମିଳିବ। ଉଭୟଙ୍କ ଆକ୍ସନ ଦୃଶ୍ୟ ପାଇଁ ଏକ ବିରାଟ ସେଟ ନିର୍ମାଣ କରାଯିବ। ଏହାକୁ ନିର୍ମାଣ କରିବାକୁ ୪୫…

ପ୍ରଶଂସକ କହିଲେ ପଇସା ବଞ୍ଚେଇବା ପାଇଁ ସଲମାନ ଗାଇଲେ ଗୀତ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ର ଆଉ ଏକ ନୂଆ ଗୀତ ‘ଜି ରହେ ଥେ ହମ୍‌’ ରିଲିଜ ହୋଇଛି। ତେବେ ସବୁଠୁ ଇନ୍‌ଟ୍ରେଷ୍ଟିଙ୍ଗ୍‌ କଥା ହେଉଛି ଭାଇଜାନ୍‌…

ଗିରଫ ହେଲେ କନ୍ନଡ ଅଭିନେତା ଚେତନ କୁମାର

ମୁମ୍ବାଇ,୨୧।୩: କନ୍ନଡ ଚଳଚ୍ଚିତ୍ର ଅଭିନେତା ଚେତନ କୁମାର କିଛି ନା କିଛି ଖବରକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଏହି ସମୟରେ ଚେତନ କୁମାରଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ହିନ୍ଦୁ ଧର୍ମ ବିରୋଧରେ ବିବାଦୀୟ ଟୁଇଟ୍‌ ପାଇଁ ଚେତନ କୁମାରଙ୍କୁ…

ସଲମାନଙ୍କ ସୁରକ୍ଷାକୁ ନେଇ ଆଲର୍ଟରେ ମୁମ୍ବାଇ ପୋଲିସ: ଅଭିନେତାଙ୍କ ଘର ବାହାରେ ପ୍ରଂଶସକଙ୍କୁ ବାରଣ

ମୁମ୍ବାଇ,୨୧।୩: ନିକଟରେ ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ଙ୍କୁ ଧମକପୂର୍ଣ୍ଣ ଏକ ଇମେଲ୍‌ ମିଳିଥିଲା। ଏହାପରେ ମୁମ୍ବାଇ ପୋଲିସ ଅଭିନେତାଙ୍କ ଘର ବାହାରେ ସୁରକ୍ଷାକୁ କଡ଼ାକଡ଼ି କରିଦେଇଛି। ଏଥିସହ ସତର୍କତା ଅବଲମ୍ବନ କରି ପୋଲିସ ସଲମାନଙ୍କ ପ୍ରଶଂସକଙ୍କୁ ମଧ୍ୟ ବାରଣ କରିଛି। ଅଭିନେତାଙ୍କୁ…

ଅଲ୍ଲୁ ଅର୍ଜୁନଙ୍କ ୪୧ତମ ଜନ୍ମଦିନ ଅବସରରେ ରିଲିଜ ହେବ ପୁଷ୍ପା-୨ ଟିଜର

ମୁମ୍ବାଇ: ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ତାରକା ଅଲ୍ଲୁ ଅର୍ଜୁନଙ୍କ ଶେଷ ରିଲିଜ ଫିଲ୍ମ ‘ପୁଷ୍ପା’ ବକ୍ସ ଅଫିସରେ ସୁପରହିଟ୍‌ ଚଳଚ୍ଚିତ୍ର ହୋଇପାରିଛି। ଏହି ଚଳଚ୍ଚିତ୍ରରେ ଅଲ୍ଲୁ ଅର୍ଜୁନ ପୁଷ୍ପା ରାଜ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମକୁ ସୁକୁମାର ନିର୍ଦ୍ଦେଶନା…

କରୋନା ଆକ୍ରାନ୍ତ ହେଲେ କିରଣ ଖେର୍‌

ନୂଆଦିଲ୍ଲୀ,୨୧।୩: ବଲିଉଡ୍‌ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କିରନ ଖେର୍‌ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ନିଜ ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡେଲରେ ଏନେଇ ସୂଚନା ଦେଇଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, ମୋର କୋଭିଡ-୧୯ ଟେଷ୍ଟ ପଜିଟିଭ୍‌ ହୋଇଛି, ତେଣୁ…

ଶାହାରୁଖଙ୍କ ପ୍ରଶଂସକଙ୍କର ଅପେକ୍ଷାର ହେଲା ଅନ୍ତ

ମୁମ୍ବାଇ: ଶାହାରୁକ ଖାଁ, ଦୀପିକା ପାଦୁକୋନ ଓ ଜନ ଅବ୍ରାହମ ଷ୍ଟାରର ବର୍ଷ ୨୦୨୩ର ପ୍ରଥମ ବ୍ଲକ ବୁଷ୍ଟର ମୁଭି ‘ପଠାନ’ ରିଲିଜ ହେବାର ୭ ସପ୍ତାହ ହୋଇଗଲାଣି । ଏତେଦିନ ପରେ ବି ଏହି ମୁଭି ବକ୍ସ ଅଫିସରେ ରାଜ…

ପ୍ରଶଂସକଙ୍କ ସହ ଥଟ୍ଟା ହେଲେ ଜୁନିୟର ଏନ୍‌ଟିଆର୍‌

ମୁମ୍ବାଇ: ନିକଟରେ ୯୫ତମ ଏକାଡେମୀ ଆୱାଡର୍‌ସରେ ଭାରତର ୨ଟି ଫିଲ୍ମ ପୁରସ୍କୃତ ହୋଇଛି। ଫିଲ୍ମ ‘ଆର୍‌ଆର୍‌ଆର୍‌’ ସହିତ ଦେଶ ତଥା ବିଶ୍ୱବାସୀଙ୍କ ମନ ଜିଣିଥିଲେ ସାଉଥ୍‌ ଅଭିନେତା ଜୁନିୟର ଏନ୍‌ଟିଆର୍‌। ଏହି ପୁରସ୍କାର ପରେ ଏବେ ତାଙ୍କ ସହ ବହୁ ଅଭିନେତା…

କେକ କାଟି ମିଡିଆ ସହ ବାର୍ଥ ଡେ’ ସେଲିବ୍ରେଟ କଲେ ରାଣୀ

ମୁମ୍ବାଇ: ବଲିଉଡ ନାୟିକା ରାଣୀ ମୁଖାର୍ଜୀଙ୍କ ମୁଭି ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ ରିଲିଜ ହୋଇସାରିଛି । ଏହାକୁ କେବଳ ସିଲିବ୍ରିଟି ନୁହେଁ ବରଂ ଦର୍ଶକଙ୍କ ଭଲପାଇବା ଖୁବ ମିଳୁଛି । ଏବେ ଫିଲ୍ମର ରେସପନ୍ସକୁ ନେଇ ଖୁସିଥିବା ରାଣୀ ନିକଟରେ…

ଆଉ ଫିଲ୍ମ କରିବେନି ଏନ୍‌ଟିଆର, କାହିଁକି ଏଭଳି କହିଲେ ଜାଣନ୍ତୁ…

ମୁମ୍ବାଇ: ସାଉଥ ସୁପରଷ୍ଟାର ଜୁନିୟର ଏନ୍‌ଟିଆର ଫିଲ୍ମ ‘ଏନ୍‌ଟିଆର-୩୦’କୁ ନେଇ ଲାଇମଲାଇଟ୍‌ରେ ଅଛନ୍ତି। ଏହି ସମୟରେ ଅଭିନେତା ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି। ଯାହା ବର୍ତ୍ତମାନ ଲାଇମଲାଇଟ୍‌ରେ ଅଛି। ନିକଟରେ ଅଭିନେତା ଏକ ଇଭେଣ୍ଟରେ ଯୋଗଦେବା ପାଇଁ ହାଇଦ୍ରାବାଦରେ ପହଞ୍ଚିଥିଲେ। ଯେଉଁଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?