ସାମ୍ନାକୁ ଆସିଲା ସତୀଶଙ୍କ ବ୍ୟବଚ୍ଛେଦ ରିପୋର୍ଟ
ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କର ପରଲୋକ ଘଟିଛି। ତେବେ ଶେଷ ରୀତିନୀତି ପୂର୍ବରୁ ସତୀଶଙ୍କ ପୋଷ୍ଟମର୍ଟମ କରାଯାଇଥିଲା। ବର୍ତ୍ତମାନ ସତୀଶଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛ। ଯେଉଁଥିରେ ତାଙ୍କ ମୃତ୍ୟୁର କାରଣ ଜଣାପଡିଛି। ସତୀଶଙ୍କ ପୋଷ୍ଟମର୍ଟମ…
ତୁଟିଲା ୧୯ ବର୍ଷର ସମ୍ପର୍କ, ସ୍ବାମୀଙ୍କଠାରୁ ଅଲଗା ହେଲେ ଏହି ଅଭିନେତ୍ରୀ
ବମ୍ବେ: ବିବାହର ୧୯ ବର୍ଷ ପରେ ହେଲା ବାଟ ଅଲଗା। ଆମେ କଥା ହେଉଛୁ ‘ଭାବିଜୀ ଘର ପେ ହୈ’ର ଅଭିନେତ୍ରୀ ଶୁଭାଙ୍ଗୀ ଆତ୍ରେଙ୍କ ବିଷୟରେ। ସ୍ବାମୀ ପୀୟୁଷ ପୁରୀଙ୍କ ସହ ସେ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି। ଦୁହେଁ ବର୍ଷେ…
ଆଖି ଆଗରେ ପୁଅଙ୍କୁ ହରାଇ ଭାଙ୍ଗି ପଡ଼ିଥିଲେ ସତୀଶ, ୧୨ ବର୍ଷ ପରେ…
ବମ୍ବେ: ଅଭିନେତା, କମେଡିଆନ୍, ନିର୍ଦ୍ଦେଶକ ତଥା ସ୍କ୍ରିନ୍ ଲେଖକ ସତୀଶ କୌଶିକ ଆଉ ଆମ ଗହଣରେ ନାହାନ୍ତି। ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ଖବର ଗୁରୁବାର ସାମ୍ନାକୁ ଆସିଛି। ତେବେ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ସତୀଶ ବନ୍ଧୁମାନଙ୍କ ସହ ଦିଲ୍ଲୀରେ…
ଏତିକି ଟଙ୍କାର ସମ୍ପତ୍ତି ଛାଡ଼ିଗଲେ ସତୀଶ
ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ଦେହାନ୍ତ ସମସ୍ତଙ୍କୁ ଚକିତ କରିଛି। ସତୀଶ ମାତ୍ର ୬୬ ବର୍ଷ ବୟସରେ ଦୁନିଆ ଛାଡ଼ିଛନ୍ତି। ସମସ୍ତଙ୍କ ମୁହଁରେ ହସ ଆଣିଥିବା ସତୀଶଙ୍କୁ ହରାଇ ଆଜି ସମସ୍ତେ ଲୁହ ଗଡ଼ାଉଛନ୍ତି। ସେ ଆଉ…
କ୍ୟାଲେଣ୍ଡରଙ୍କ କମେଡ଼ି: ଦୁନିଆଠାରୁ ଲୁଚାଇ ରଖୁଥିଲେ ହୃଦୟର ବ୍ୟଥା…
ମୁମ୍ବାଇ,୯।୩ : ମୃତ୍ୟୁ ହେଉଛି ଏହି ଜଗତର ଶେଷ ସତ୍ୟ, ଅନୁପମ ଖେରଙ୍କ କଥା ଗୁରୁବାର ସକାଳେ ସାରା ଦେଶକୁ ଭାବୁକ କରି ଦେଇଥିଲା ଯେତେବେଳେ ସେ ଖବର ଦେଇଥିଲେ ଯେ ସତୀଶ କୌଶିକ ଆଉ ଆମ ସହିତ ନାହାଁନ୍ତି। ସମସ୍ତେ…
ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କ ପରଲୋକ
ମୁମ୍ବାଇ: ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ସତିଶ କୌଶିକଙ୍କ ପରଲୋକ ହୋଇଛି । ଅନୁପମ ଖେର ଟୁଇଟ କରି ଏହି ସୂଚନା ଦେଇଛନ୍ତି । ମାତ୍ର ୬୬ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ ଯୋଗୁ…
ପ୍ରଥମଥର ଶାଶୁଘରେ ହୋଲି ପାଳିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିର ନବ ବିବାହିତ ଦମ୍ପତି ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ହୋଲି ଫଟୋର ଝଲକ ପାଇବା ପାଇଁ ପ୍ରଶଂସକମାନେ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ସମସ୍ତେ ଜାଣିବାକୁ ଚାହୁଁଥିଲେ ଯେ, ସିଡ୍-କିଆରା କିପରି ସେମାନଙ୍କର ପ୍ରଥମ…
ଶାଶୁ, ଶ୍ୱଶୁରଙ୍କ ସହ ହୋଲି ଖେଳିଲେ କ୍ୟାଟ୍ରିନା
ମୁମ୍ବାଇ: ହୋଲି ଅବସରରେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ତାଙ୍କ ପରିବାର ସଦସ୍ୟଙ୍କ ସହ ରଙ୍ଗ ଖେଳିଛନ୍ତି। କ୍ୟାଟ୍ରିନାଙ୍କ ହୋଲି ଖେଳ ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି। ଯେଉଁଥିରେ କ୍ୟାଟ୍ ଏବଂ ବିକି ବହୁତ ଖୁସି ଥିବା…
ସର୍ଜରୀ ପରେ ଡରି ଯାଇଥିଲେ ପ୍ରିୟଙ୍କା
ମୁମ୍ବାଇ: ବଲିଉଡ୍ର କିଛି ଅଭିନେତ୍ରୀ ନିଜ ଚେହେରାକୁ ନେଇ ଖୁବ୍ ସଚେତନ। ଅନେକ ଅଭିନେତ୍ରୀ ଆହୁରି ସୁନ୍ଦରୀ ଦେଖାଯିବା ପାଇଁ ସେମାନଙ୍କ ଚେହେରାର ଅସ୍ତ୍ରୋପଚାର କରାଇଛନ୍ତି। ଏମାନଙ୍କ ମଧ୍ୟରୁ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଜଣେଜଣେ ପ୍ରଶଂସକମାନେ ତାଙ୍କ ଶୈଳୀ ଏବଂ…
ଏଥର ହୋଲିରେ ରଙ୍ଗ ଖେଳିପାରିଲେ ନାହିଁ ଅମିତାଭ
ବଲିଉଡ ବାଦ୍ଶାହା ଅମିତାଭ ବଚ୍ଚନ ଏଥର ହୋଲିରେ ରଙ୍ଗ ଖେଳିପାରିନାହାନ୍ତି। କିଛି ଦିନ ପୂର୍ବରୁ ଫିଲ୍ମ ‘ପ୍ରୋଜେକ୍ଟ କେ’ର ଶୁଟିଂ ସମୟରେ ବିଗ ବି ଆହତ ହୋଇଥିଲେ। ଏବେ ସେ ବିଶ୍ରାମ ନେଉଛନ୍ତି। ହୋଲି ଅବସରରେ ସେ ଏକ ବ୍ଲଗ ଲେଖି…
ଶାହାରୁଖଙ୍କ ମେକ୍ଅପ ରୁମରେ ୮ଘଣ୍ଟା ଲୁଚି ରହିଥିଲେ ୨ ପ୍ରଶଂସକ, ମ୍ୟାନେଜର କଲେ ଖୁଲାସା…
ମୁମ୍ବାଇ: ମୁମ୍ବାଇର ବାନ୍ଦ୍ରାସ୍ଥିତ ଶାହରୁଖ ଖାନ୍ଙ୍କ ବଙ୍ଗଳା ମନ୍ନତରେ ଗତ ସପ୍ତାହରେ ଦୁଇଜଣ ବ୍ୟକ୍ତି ବେଆଇନ ଭାବେ ପ୍ରବେଶ କରିଥିଲେ। ଏହା ପରେ ଉଭୟଙ୍କୁ ମୁମ୍ବାଇର ବାନ୍ଦ୍ରା ପୋଲିସ ଗିରଫ କରିଥିଲା। ଏହି ଦୁଇ ବ୍ୟକ୍ତି ଶାହାରୁଖଙ୍କୁ ସାକ୍ଷାତ କରିବା ପାଇଁ…
ଛାଡ଼ପତ୍ର ପରେ ବି ନିଜକୁ ଏହି ଅଭିନେତ୍ରୀ କୁହନ୍ତି ଅବିବାହିତା
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ ୨୦୦୩ ମସିହାରେ ଫିଲ୍ମ ‘ଖ୍ବାହିଶ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ପ୍ରଥମ ଚଳଚ୍ଚିତ୍ରରେ ୧୭ଟି ଚୁମ୍ବନ ଦୃଶ୍ୟ ସହିତ ମଲ୍ଲିକା କ୍ୟାରିୟର ଆରମ୍ଭ କରିଥିଲେ। ତେବେ ମଲ୍ଲିକା ଫିଲ୍ମ ‘ମର୍ଡର’ରୁ ଖ୍ୟାତି ଅର୍ଜନ…
Archives


