ମନୋରଞ୍ଜନ

ରିଲିଜ ହେବାର ୭ ମାସ ପରେ ବି ଜାପାନରେ କମିନି ‘ଆର୍‌ଆର୍‌ଆର୍‌’ କ୍ରେଜ୍‌

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଏସ୍‌ଏସ୍‌ ରାଜାମୌଲିଙ୍କ ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ରିଲିଜ ହେବାର ୭ ମାସ ପରେ ବି ଜାପାନରେ ଏହାର କ୍ରେଜ୍‌ କମିନାହିଁ। ଏହି ଚଳଚ୍ଚିତ୍ରଟି ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଏଥିସହିତ ‘ଆର୍‌ଆର୍‌ଆର୍‌’ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ…

କିମ୍‌ ଶର୍ମା-ପେସଙ୍କ ସମ୍ପର୍କରେ ଫାଟ

ମୁମ୍ବାଇ: ଫିଲ୍ମ ‘ମହବତୈ’ରେ ନିଜର ଜଲଓ୍ବା ଦେଖାଇଥିବା ଅଭିନେତ୍ରୀ କିମ୍‌ ଶର୍ମା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଖବର ଅନୁଯାୟୀ, ଅଭିନେତ୍ରୀ ଲିଏଣ୍ଡର ପେସଙ୍କଠାରୁ ଅଲଗା ହେବାକୁ ଯାଉଛନ୍ତି। ତେବେ କିମ୍‌ ଏବଂ ଲିଏଣ୍ଡର ଏହାକୁ ନେଇ…

ଓଟିଟି ନୁହେଁ ଟେଲିଭିଜନରେ ପ୍ରସାରିତ ହେବ ‘ଲକ ଅପ ୨’

ମୁମ୍ବାଇ: ରିଏଲିଟି ଶୋ ‘ଲକ ଅପ ସିଜନ ୨’ ଖୁବ ଶୀଘ୍ର ଧମାଲ କରିବାକୁ ଆସୁଛି। ବଲିଉଡ ଆକ୍ଟ୍ରେସ କଙ୍ଗନା ରାନାଓ୍ବତଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା ‘ଲକ ଅପ’ ବାସ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଗତ ସିଜନ…

ପୁଣିଥରେ ମାଆ ହେବାକୁ ଚାହୁଁଛନ୍ତି ଭାରତି

ମୁମ୍ବାଇ: କମେଡି ଜଗତର ‘ଲାପ୍ଟର କୁଇନ’ ଭାବେ ପରିଚିତ ଭାରତି ସିଂ ତାଙ୍କର ମଜାଦାର ସେନ୍ସ ଅଫ ହ୍ୟୁମର ପାଇଁ ବେଶ ପରିଚିତ। ସେ ତାଙ୍କର କମିକ ଡାଇଲଗ ଜରିଆରେ ଯେ କୌଣସି ଲୋକର ମୁହଁରେ ହସ ଫୁଟାଇ ପାରନ୍ତି। ଭାରତି…

‘ବ୍ରହ୍ମାସ୍ତ୍ର’ ପାର୍ଟ ୨-୩ର ରିଲିଜ ତାରିଖ ଘୋଷଣା କଲେ ନିର୍ମାତା

ମୁମ୍ବାଇ: ଅଭିନେତା ରଣବୀର କପୁର-ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’୨୦୨୨ରେ ବ୍ଲକବଷ୍ଟର ଚଳଚ୍ଚିତ୍ର ହୋଇପାରିଛି। ଏଥି ସହିତ ପ୍ରଶଂସକମାନେ ସେହି ଦିନଠାରୁ ଫିଲ୍ମର ସିକ୍ୱେଲକୁ ଅପେକ୍ଷା କରି ରହିଛନ୍ତି। ଏଭଳି ପରିସ୍ଥିତିରେ ଏକ ଭଲ ଖବର ସାମ୍ନାକୁ ଆସିଛି। ଚଳଚ୍ଚିତ୍ର ନିର୍ମାତା…

୬୫ ବର୍ଷ ପୁରୁଣା ବନାରସୀ ଶାଢ଼ିରେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ନିକଟରେ ତାଙ୍କ ସ୍ବାମୀ ନିକ୍‌ ଜୋନାସଙ୍କ ସହ ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଇଭେଣ୍ଟର ଦ୍ୱିତୀୟ ଦିନରେ ପ୍ରିୟଙ୍କା ଏକ ମର୍ଡନ ଟୁଇଟ୍‌ ସହ ଭିଣ୍ଟେଜ୍‌…

‘ଡେଲିଭରୀ ବୟ’ ଚଳଚ୍ଚିତ୍ର ଉପରୁ ପ୍ରମୋଦକର ଛାଡ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୩।୪(ବ୍ୟୁରୋ): ଅଶ୍ୱିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଏବଂ ଜ୍ୟୋତିରଞ୍ଜନ ମହାନ୍ତି ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ‘ଡେଲିଭରୀ ବୟ’ ଉପରୁ ରାଜ୍ୟ ସରକାର ପ୍ରମୋଦକର ଛାଡ କରିଛନ୍ତି। ଏନେଇ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅନୁମୋଦନ କରିଛନ୍ତି। ସୂଚନାଯୋଗ୍ୟ, ସହରାଞ୍ଚଳର ଦୈନନ୍ଦିନ…

ରାଗିଲେ ବାଦଶାହା!

ମୁମ୍ବାଇ: ଜଣାଶୁଣା ର଼୍ୟାପର ଓ ସିଙ୍ଗର ବାଦଶାହା କିଛି ଦିନ ହେବ ତାଙ୍କ ଦ୍ୱିତୀୟ ବିବାହକୁ ନେଇ ଅଛନ୍ତି ଚର୍ଚ୍ଚାରେ। କୁହାଯାଉଛି କି ବାଦଶାହା ତାଙ୍କ ଗର୍ଲ ଫ୍ରେଣ୍ଡ ଇଶା ରିଖିଙ୍କୁ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଏବେ ଏହି ଗସିପକୁ…

ଇଶାନଙ୍କ ହାତରେ ହଲିଉଡ ପ୍ରୋଜେକ୍ଟ

ମୁମ୍ବାଇ: ‘ଫୋନ ଭୁତ’ ଅଭିନେତା ଇଶାନ ଖଟ୍ଟର ବଲିଉଡ ଇଣ୍ଡଷ୍ଟ୍ରିରେ ଜଲଓ୍ବା ଦେଖାଇ ପାରି ନାହାନ୍ତି ସତ। ହେଲେ ତାଙ୍କ ଅଭିନୟର ଖୁବ୍‌ ପ୍ରଶଂସା କରାଯାଇଛି। ଏବେ ଇଶାନ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କୁ ନିକୋଲ କିଡମ୍ୟାନ ଓ ଲିଭ…

ଭଉଣୀ ଖୁସିଙ୍କ ସହ ତିରୁମାଳା ବାଲାଜୀ ମନ୍ଦିର ପରିଦର୍ଶନ କଲେ ଜାନଭୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାନଭୀ କପୁର ନିଜର ଅଭିନୟ ସହିତ ଖୁବ୍‌ କମ ସମୟ ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତ୍ରୀ ବର୍ତ୍ତମାନ ହିନ୍ଦୀ ସହିତ ଦକ୍ଷିଣ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି। ସାଉଥ୍‌ ଅଭିନେତା ଜୁନିୟର…

ଇଣ୍ଡିଆନ ଆଇଡଲ ସିଜନ୍‌-୧୩ର ବିଜେତାଙ୍କୁ ଫଲୋ କରନ୍ତି ବିରାଟ କୋହଲି

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହୋଉଥିବା ଇଣ୍ଡିଆନ ଆଇଡଲ ସିଜନ୍‌-୧୩ର ବିଜେତାଙ୍କ ନାମ ନିକଟରେ ଘୋଷଣା କରାଯାଇଛି। ୟୁପିର ଋଷି ସିଂ ସିଜନ୍‌-୧୩ର ବିଜେତା ହୋଇଛନ୍ତି। ତାଙ୍କୁ ଏକ ଚମତ୍କାର ଟ୍ରଫି ସହ ୨୫ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ଯାହା…

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ବିଜୟ ଥଲାପଥି

ସାଉଥ ସିନେମାର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ତାରକାମାନଙ୍କ ମଧ୍ୟରୁ ବିଜୟ ଥଲାପଥି ଅନ୍ୟତମ। ତାଙ୍କର ଅନେକ ପ୍ରଶଂସକ ମଧ୍ୟ ଅଛନ୍ତି। ବିଜୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରଥମଥର ଏଣ୍ଟ୍ରି କରିଛନ୍ତି। ବିଜୟ ଇନଷ୍ଟାଗ୍ରାମରେ ଡେବ୍ୟୁ କରିବା ଲକ୍ଷ ଲକ୍ଷ ପ୍ରଶଂସକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?