ଐଶ୍ୱର୍ଯ୍ୟାଙ୍କ ଲିଷ୍ଟରେ ନ ଥିଲା ଅଭିଷେକଙ୍କ ନାମ, ଏମିତି ଯୋଡ଼ି ହେଲା ଭାଗ୍ୟ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ପାଓ୍ବାରଫୁଲ୍‌ କପଲଙ୍କ ମଧ୍ୟରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଜଣାଶୁଣା। ୨୦୦୭ ଏପ୍ରିଲ ୨୦ରେ ଐଶ୍ୱର୍ଯ୍ୟା ବଚ୍ଚନ ପରିବାରର ବୋହୂ ହୋଇଥିଲେ। ଉଭୟେ ଆଜି ଅର୍ଥାତ୍‌ ଗୁରୁବାର ସେମାନଙ୍କର ୧୬ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଆଜିର ଏହି ଖାସ୍‌ ଦିନରେ ଉଭୟେ କେମିତି ପ୍ରେମରେ ପଡ଼ିଥିଲେ ସେ ସମ୍ପର୍କରେ ଜାଣନ୍ତୁ…

jagran

ଉଭୟଙ୍କର ଆରାଧ୍ୟା ନାମକ ୧୧ ବର୍ଷର ଝିଅ ବି ଅଛନ୍ତି। ଐଶ୍ୱର୍ଯ୍ୟା ଏବଂ ଅଭିଷେକ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ। ଗୋଟିଏ ପଟେ ଐଶ୍ୱର୍ଯ୍ୟାଙ୍କ ସହ କାମ କରୁଥିବା ବେଳେ ଅଭିଷେକ ଐଶ୍ୱର୍ଯ୍ୟାଙ୍କ ପ୍ରତି ହୃଦୟ ହରାଇଥିବା ବେଳେ ଐଶ୍ୱର୍ଯ୍ୟାଙ୍କ ତାଲିକାରେ କିନ୍ତୁ ନ ଥିଲେ ଅଭିଷେକ।

jagran

ଐଶ୍ୱର୍ଯ୍ୟା କହିଛନ୍ତି, ମୋ ସ୍ବାମୀ ମୋ’ ଠାରୁ ସାନ, କିନ୍ତୁ ମୋର ତାଙ୍କ ଉପରେ କଦାପି ଖରାପ ବ୍ୟବହାର ନ ଥିଲା, ଆମେ କେବଳ ଭଲ ବନ୍ଧୁ ଥିଲୁ। ସ୍କୁଲ କଲେଜ ସମୟରେ ମଧ୍ୟ ମୋ ଠାରୁ ସାନ ପୁଅ ଉପରେ ମୋର କୌଣସି ଖରାପ ବ୍ୟବହାର ହୋଇ ନ ଥିଲା ଏବଂ ଆମେ ବିବାହ କରିବା ସମୟରେ ମଧ୍ୟ ଏହିପରି କିଛି ଅନୁଭବ କରି ନ ଥିଲି।

jagran

ଅନ୍ୟ ଅଭିନେତ୍ରୀ, ଅଭିନେତାଙ୍କ ପରି ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ପ୍ରଥମ ସାକ୍ଷାତ ହୋଇ ନ ଥିଲା। ଉଭୟଙ୍କର ପ୍ରଥମ ସାକ୍ଷାତ ସୁଇଜରଲାଣ୍ଡରେ ହୋଇଥିଲା। ସେତେବେଳେ ଅଭିଷେକ ବଚ୍ଚନ ଅଭିନୟରେ ନୁହେଁ ବରଂ ପ୍ରଡକ୍ସନରେ କାମ କରୁଥିଲେ ଏବଂ ସେ ବିଦେଶରେ ଶୁଟିଂ ପାଇଁ ସ୍ଥାନ ଦେଖିବାକୁ ଆସିଥିଲେ।

jagran

ଦୁହେଁ ଭେଟିବା ପରେ ଐଶ୍ୱର୍ଯ୍ୟା ସେଠାରେ ତାଙ୍କ ଫିଲ୍ମର ଶୁଟିଂ କରୁଥିଲେ। ଉଭୟ ପ୍ରଥମ ଥର ପାଇଁ ଅଭିନେତା ବବି ଦେଓଲଙ୍କ ଦ୍ୱାରା ପରିଚିତ ହୋଇଥିଲେ। ପରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା। ୨୦୦୦ରୁ ଏହି ପ୍ରେମ ଆରମ୍ଭ ହୋଇ ୨୦୦୭ରେ ଅମିତାଭ ବଚ୍ଚନଙ୍କ ବଙ୍ଗଳା ‘ଜଲ୍‌ସା’ରେ ବିବାହ ହୋଇଥିଲା। ଏହି ବିବାହ ଉତ୍ସବରେ ବଲିଉଡ୍‌ର ବଡ଼ବଡ଼ ଷ୍ଟାର ଯୋଗ ଦେଇଥିଲେ। ୨୦୧୧ରେ ଝିଅ ଆରାଧ୍ୟାଙ୍କ ଜନ୍ମ ହୋଇଥିଲା। ବିବାହ ପରଠାରୁ ବଚ୍ଚନ ପରିବାର ପାଇଁ ଐଶ୍‌ ଜଣେ ଭଲ ବୋହୂ, ଭଲ ସ୍ତ୍ରୀ ଏବଂ ଭଲ ମା’ ଭାବରେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍‌ ରୁମ୍‌ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍‌ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍‌ ରୁମ୍‌ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…

ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…

୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…

ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ

ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…

ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ

ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…

ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…

କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….

କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

ଠେଙ୍ଗାରେ ଆକ୍ରମଣ କରି ହତ୍ୟା ଉଦ୍ୟମ, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଶ୍ରୀଚନ୍ଦନପୁର ଗ୍ରାମର ବିରୁପାକ୍ଷ ମହାପାତ୍ରଙ୍କୁ ଗ୍ରାମର ହିନ ଗଉଡ଼(୫୦) ଶନିବାର ଅପରାହ୍ନରେ ଏକ ଠେଙ୍ଗାରେ ଆକ୍ରମଣ କରି…

ମାଡ଼ି ଆସୁଛି ବାତ୍ୟା: ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ଆଗୁଆ ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୫।୧୧(ସବିତା ମିଶ୍ର): ପୁଣି ଏକ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୁଷୋତ୍ତମପୁର ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ସହ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?