ମନୋରଞ୍ଜନ

ଦୋଛକିରେ କଙ୍ଗନା

କଙ୍ଗନା ରାଣାଓ୍ବତ ଏବେ ଦୋଛକିରେ ପଡିଛନ୍ତି। କାରଣ ତାଙ୍କୁ ଅଫର ମିଳିଥିବା ଫିଲ୍ମଦ୍ୱୟ ମଧ୍ୟରୁ କାହାକୁ ହଁ ଭରିବେ କାହାକୁ ମନା କରିବେ ସେ ନେଇ ଅଡୁଆରେ ପଡିଛନ୍ତି। କଥା କ’ଣ କି ନିକଟରେ ତାଙ୍କୁ ଦୁଇଟି ସିନେମାର ନାୟିକା ସାଜିବାକୁ…

ବଡ ବ୍ରେକ୍‌କୁ ଅପେକ୍ଷା

କଥାରେ ଅଛି ଅପେକ୍ଷା ଫଳ ମିଠା। ହେଲେ ସେ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବାର ଆବଶ୍ୟକତା ରହିଛି। ୟା ଭିତରେ ତାଙ୍କୁ ଯେତିକି ସୁଯୋଗ ମିଳିଛି ସେ ତାହାର ସଦୁପଯୋଗ କରିଛନ୍ତି ଏବଂ ନିଜ ଅଭିନୟ ଦକ୍ଷତା ଦେଖାଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି।…

ରାଘବ-ପରଣିତିଙ୍କୁ ଶୁଭେଚ୍ଛା ଜଣାଇଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୪।୫: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ଓ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘର ଚଢାଙ୍କର ଶନିବାର(ମେ ୧୩)ରେ ଏନଗେଜମେଣ୍ଟ ହୋଇଛି। ଏହି ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କ ମଧ୍ୟରେ ଜଣେ ଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ଏହି ଏନଗେଜମେଣ୍ଟ…

ଥାଇଲାଣ୍ଡରେ ଶେହନାଜ

ମୁମ୍ବାଇ: ନିକଟରେ ‘କିସି କା ଭାଇ ଭାଇ କିସି କି ଜାନ’ ଫିଲ୍ମରେ ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ ଦେଖିବାକୁ ମିଳିଥିଲା। ଏବେ ଫିଲ୍ମ ରିଲିଜ୍‌ ହେବା ପରେ ତାଙ୍କୁ ଥାଇଲାଣ୍ଡରେ ଦେଖିବାକୁ ମିଳିଛି। ସେ ଏକ ଡାଇନିଂ ଟେବୁଲ ଉପରେ ପିଜା…

ଭଉଣୀଙ୍କ ଏନଗେଜମେଣ୍ଟରେ ଯୋଗ ଦେବାକୁ ଦିଲ୍ଲୀ ପହଞ୍ଚିଲେ ପ୍ରିୟଙ୍କା

ମୁମ୍ବାଇ: ବି-ଟାଉନର ଆଗଧାଡିର ନାୟିକା ପାରିଣିତି ଚୋପ୍ରାଙ୍କର ସମସ୍ତ ୧୩ ମେ’ ୨୦୨୩ରେ ଆମ ଆଦମୀ ପାର୍ଟି(ଏଏପି) ନେତା ରାଘବ ଚାଢାଙ୍କ ସହ ଏନଗେଜମେଣ୍ଟ ହେବାକୁ ଯାଉଛି। ଏହି ଦମ୍ପତିଙ୍କ ଏନଗେଜମେଣ୍ଟ ସମାରୋହ ଦିଲ୍ଲୀରେ ଅନୁଷ୍ଠିତ ହେବ ଯେଉଁଠାରେ ସେମାନଙ୍କର ସମସ୍ତ…

ଆମେରିକା ଆଉ କାନାଡାରେ ଲୋକେ ଦେଖିଲେ ‘ଦ କେରଲା ଷ୍ଟୋରି’, ୨୦୦ ସ୍କ୍ରିନରେ ହେଲା ରିଲିଜ

ମୁମ୍ବାଇ: ବିବାଦୀୟ ଚଳଚ୍ଚିତ୍ର ‘ଦ କେରଲା ଷ୍ଟାରି’ ଶୁକ୍ରବାର ଆମେରିକା ଓ କାନାଡାର ୨୦୦ରୁ ଅଧିକ ସ୍କ୍ରିନରେ ରିଲିଜ ହୋଇଛି। ଏହାର ନିର୍ଦ୍ଦେଶକ ସୁଦିପ୍ତୋ ସେନ କହିଛନ୍ତି ଯେ ଚଳଚ୍ଚିତ୍ରଟି ହେଉଛି ଏକ ମିଶନ ଯାହା ସିନେମାର ସୃଜନଶୀଳ ସୀମା ଅତିକ୍ରମ…

ଆଜି ରାଘବ-ପରିଣୀତିଙ୍କ ନିର୍ବନ୍ଧ

ମୁମ୍ବାଇ: ଏମ୍‌ପି ରାଘବ ଚଡ୍ଡା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା ଶନିବାର ନିବର୍ନ୍ଧ କରିବେ। ଯାହାକୁ ନେଇ ଉଭୟ ପରିବାରରେ ଜୋରରେ ପ୍ରସ୍ତୁତି ଚାଲିଛି। ସ୍ଥାନଠାରୁ ଆରମ୍ଭ କରି ଅତିଥି ତାଲିକା ପର୍ଯ୍ୟନ୍ତ ସବୁକିଛି ଶେଷ ହୋଇଛି। ଏହି ସମୟରେ ରାଘବ-ପରିଣୀତିଙ୍କ…

‘କିସି କା ଭାଇ କିସି କି ଜାନ’କୁ ପଛରେ ପକାଇଲା ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’କୁ ନେଇ ବିବାଦ ଜାରି ରହିଛି। ଏସବୁ ମଧ୍ୟରେ ଫିଲ୍ମଟି ବକ୍ସ ଅଫିସ ଧମାକାଦାର କଲେକ୍ସନ କରୁଛି। ପ୍ରଥମ ସପ୍ତାହରେ ‘ଦ କେରଲା ଷ୍ଟୋରି’ ସଲମାନ ଖାନଙ୍କ ମଲ୍ଟି ଷ୍ଟାରର ‘କିସି କା ଭାଇ କିସି…

‘ତାରକ ମେହେତା କା ଉଲଟା ଚଷମା’ ନିର୍ଦ୍ଦେଶକଙ୍କ ନାଁରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ସିରିଏଲ ଅଭିନେତ୍ରୀ

ମୁମ୍ବାଇ,୧୨।୫:ଚର୍ଚ୍ଚିତ ସିରିଏଲ ‘ତାରକ ମେହେତା କା ଉଲଟା ଚଷମା’ ସବୁ ସିରିଏଲ ମଧ୍ୟରେ ଟ୍ରେଣ୍ଡିଂରେ ଥାଏ। ତେବେ ଏହି ଶୋରେ ମିସେସ୍‌ ରୋଶନ୍‌ ସିଂହ ସୋଢି ଭୂମିକାରେ ଅଭିନୟ କରୁଥିବା ଜେନିଫର ମିସ୍ତ୍ରୀ ଶୋକୁ ସବୁଦିନ ପାଇଁ ଶୋ’କୁ ଛାଡି ଦେଇଛନ୍ତି।…

ଇମ୍ରାନଙ୍କ ଉପରେ ଅଭିଯୋଗ ଆଣିଲେ ବିବେକ, କହିଲେ ‘କଶ୍ମିର ଫାଇଲ୍ସ’ର ଗୀତକୁ ବେଆଇନ ଭାବେ ବ୍ୟବହାର କରିଛନ୍ତି

ମୁମ୍ବାଇ,୧୨।୫:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁରୁବାର ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା। ତେବେ ଇମ୍ରାନ ଗିରଫ ପୂର୍ବରୁ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ତାଙ୍କୁ କିଛି ସୁରକ୍ଷା ଦଳ କାର୍‌ରେ ନେଇଯାଉଥିବାର ଦେଖାଯାଇଥିଲା। ଏହି ଭିଡିଓଟି…

ସଲମାନ ଖାଁ ନୁହେଁ ବରଂ ଆମିର ଖାଁଙ୍କ ଏହି ମୁଭି ପ୍ରଥମ ଥର ଛୁଇଁଥିଲା ୧୦୦ କୋଟି

ମୁମ୍ବାଇ: ହିନ୍ଦୀ ସିନେମାର ଦୁଇ ମେଗା ସୁପରଷ୍ଟାରଙ୍କ ବିଷୟରେ କହିବାକୁ ଗଲେ ସଲମାନ ଖାନ ଏବଂ ଆମିର ଖାନଙ୍କ ନାମ ନିଶ୍ଚିତ ଭାବରେ ଏଥିରେ ଅନ୍ତର୍ଭୂକ୍ତ ହେବ। ଆମିର ଏବଂ ସଲମାନ ଇଣ୍ଡଷ୍ଟ୍ରିର ଦୁଇଜଣ ମନୋନୀତ ଅଭିନେତା, ଯାହାର ଚଳଚ୍ଚିତ୍ର ବକ୍ସ…

ଅଭିନୟ ଛାଡିବେ ପ୍ରିୟଙ୍କା!

ମୁମ୍ବାଇ: ମନୋରଞ୍ଜନ ଦୁନିଆର ଆଗଧାଡିର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ କ୍ୟାରିୟର ଏବେ ଖୁବ ଉଚ୍ଚରେ। ତାଙ୍କୁ ବଲିଉଡରେ ପସନ୍ଦ କରାଯାଉଛି। କିନ୍ତୁ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ତାଙ୍କ ପରିବାର ପ୍ରଥମେ ଆସନ୍ତି । ଏକ ସାକ୍ଷାତକାରରେ ପ୍ରିୟଙ୍କା ଚୋପ୍ରା ପ୍ରକାଶ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?