ମନୋରଞ୍ଜନ

ସଲମାନଙ୍କ ଭଉଣୀଙ୍କ ଘରୁ ୫ ଲକ୍ଷ ଟଙ୍କାର କାନଫୁଲ ଚୋରି କରି ବନ୍ଧାହେଲେ ଚାକର

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଭଉଣୀ ଅର୍ପିତାଙ୍କ ଘରୁ ମଙ୍ଗଳବାର ରାତିରେ ଚୋରି ହୋଇଥିଲା। ଏହା ପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଦାୟର ପରେ ପୋଲିସ ଅର୍ପିତାଙ୍କ ଚାକରଙ୍କୁ ଗିରଫ କରିଛି। ଅର୍ପିତାଙ୍କ ହୀରାର ଏକ କାନଫୁଲ ତାଙ୍କ…

କ୍ୟାଟ୍‌ଙ୍କୁ ଛାଡପତ୍ର ଦେବେ କି ଭିକି!

ମୁମ୍ବାଇ,୧୭।୫:ବଲିଉଡର ପ୍ରୋମିସଂଗ ଥଙ୍ଗ୍‌ ଭିକି କୌଶଲ ଲକ୍‌ଡାଉନ ପରେ ପୁଣି ବଡ ପରଦାକୁ ଫେରିଛନ୍ତି। ତେବେ ତାଙ୍କର ଦୁଇଟି ଫିଲ୍ମ ଓଟିଟିରେ ରିଲିଜ୍‌ ହୋଇଛି। ୩ବର୍ଷ ପରେ ଫିଲ୍ମ ଦୁନିଆକୁ ଫେରିଥିବା ଭିକିଙ୍କ କେବଳ ଗୋଟିଏ କି ଦୁଇଟି ନୁହେଁ ୪ଟି…

୧୫୦ କୋଟି କ୍ଲବ୍‌ରେ ଏଣ୍ଟ୍ରି କଲା ‘ଦ କେରଲା ଷ୍ଟୋରି’

ମୁମ୍ବାଇ: ଫିଲ୍ମ ‘ଦ କେରଲା ଷ୍ଟୋରି’ ରିଲିଜ ପୂର୍ବରୁ ଏବଂ ପରେ ଅନେକ ବିବାଦର ଲାଗିରହିଛି। ଏପରିକି କେତେକ ରାଜ୍ୟରେ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ସତ୍ତ୍ୱେ ଫିଲ୍ମ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି ଏବଂ…

ସ୍ବାମୀଙ୍କ ନାମରେ ମିଛ କହି ଧରାପଡ଼ିଲେ ପ୍ରିୟଙ୍କା

ମୁମ୍ବାଇ: ମୋଷ୍ଟ ପପୁଲାର ଅଭିନେତ୍ରୀ ଭାବେ ପ୍ରିୟଙ୍କା ଚୋପ୍ରା ଅନ୍ୟତମ। ସେ ବଲିଉଡ୍‌ ପରେ ଏବେ ହଲିଉଡ୍‌ରେ କାମ କରୁଛନ୍ତି। ସେ ଏବେ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ ଫିଲ୍ମ ‘ଲଭ୍‌ ଏଗେନ୍‌’ରେ ନଜରକୁ ଆସିଥିଲେ। ନିକ୍‌ ଜଣେ ଅଦ୍ଭୁତ ଅଭିନେତା…

‘ପୋନିୟିନ ସେଲଭାନ’ ଚଳଚ୍ଚିତ୍ର ନିର୍ମାଣ କରିଥିବା ଲାଇକା ପ୍ରଡକ୍ସନ୍ସ ଉପରେ ଇଡିର ଚଢାଉ

ଚେନ୍ନାଇ,୧୬।୫: ତାମିଲନାଡୁର ରାଜଧାନୀ ଚେନ୍ନାଇର ଲାଇକା ପ୍ରଡକ୍ସନ୍ସ ପରିସରରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଯାଞ୍ଚ କରିଛି। ଏହି କମ୍ପାନୀ ବକ୍ସ ଅଫିସରେ ହିଟ ଚଳଚ୍ଚିତ୍ର ‘ପୋନିୟିନ ସେଲଭାନ-୧’ ଏବଂ ‘ପୋନିୟିନ ସେଲଭାନ-୨’ ପ୍ରସ୍ତୁତ କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପ୍ରଡକ୍ସନ ହାଉସ…

କାହାକୁ ବଲିଉଡ୍‌ର ସେକ୍ସି ଅଭିନେତ୍ରୀ କହିଥିଲେ ଅକ୍ଷୟ ଖାନ୍ନା

ବଲିଉଡରେ ଅନେକ ସୁନ୍ଦରୀ ଅଛନ୍ତି, ଯାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶକ ପାଗଳ। ମାତ୍ର ଯେତେବେଳେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ କଥା ଆସେ, ସେତେବେଳେ ପ୍ରଥମ ନାମ ଐଶ୍ୱର୍ଯ୍ୟା ରାୟଙ୍କ ଆସେ। ଏକ ସାକ୍ଷାତକାରରେ ଅଭିନେତା ଅକ୍ଷୟ ଖାନ୍ନା ଐଶ୍ୱର୍ଯ୍ୟାଙ୍କ ବିଷୟରେ କିଛି କହିଥିଲେ।…

ରିଲେଶନକୁ ନେଇ ସାଙ୍ଗମାନଙ୍କୁ ପରାମର୍ଶ ଦିଅନ୍ତି ରଣବୀର

ମୁମ୍ବାଇ,୧୬।୫:ବଲିଉଡରେ ନିଜ ରିଲେଶନସିପକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ରଣବୀର କପୁର। ତେବେ ବହୁ ଅଭିନେତ୍ରୀଙ୍କ ସହ ନାଁ ଯୋଡି ତାଙ୍କୁ ପ୍ରଶ୍ନ କରାଯାଇଥାଏ। ତେବେ ରିଲେଶନକୁ ନେଇ ରଣବୀରଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ ସେ ନିଜର ଏକ ବ୍ୟକ୍ତିଗତ କଥା…

ଏମିତି ଗେଟଅପରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହେବାକୁ ବାହାରିଲେ ମାନୁଷୀ

ମୁମ୍ବାଇ: ପୂର୍ବତନ ମିସ ୱାଲର୍‌ଡ ତଥା ବଲିଉଡ ଅଭିନେତ୍ରୀ ମାନୁଷୀ ଛିଲ୍ଲାର ଚଳିତ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ଅଭିନେତ୍ରୀ ବାହାରି ଯାଇଛନ୍ତି। ସୋମବାର ରାତିରେ ଅଭିନେତ୍ରୀ ମୁମ୍ବାଇ ବିମାନବନ୍ଦରରେ ସ୍ପଟ ହୋଇଥିଲେ। ମାନୁଷୀ…

ମାର୍ଥା ଷ୍ଟିଓ୍ବାର୍ଟ ସବୁଠାରୁ ବୟସ୍କ ମଡେଲ, ସ୍ପୋର୍ଟସ ଇଲୁଷ୍ଟ୍ରେଟେଡର କଭର ପେଜରେ ଆସିଲେ ନଜର

ନ୍ୟୁୟର୍କ,୧୬।୫: ଆମେରିକାର ୮୧ ବର୍ଷୀୟା ମାର୍ଥା ଷ୍ଟିଓ୍ବର୍ଟ ସୋମାବାର ସ୍ପୋର୍ଟସ ଇଲୁଷ୍ଟ୍ରେଟେଡ ସ୍ବିମସୁଟ ଇତିହାସରେ ସବୁଠାରୁ ବୟସ୍କ କଭର ମଡେଲ ପାଲଟି ଯାଇଛନ୍ତି। ମାର୍ଥା ଷ୍ଟିଓ୍ବାର୍ଟଙ୍କ ସମ୍ପର୍କରେ ଏକ ଅବିଶ୍ୱନୀୟ ଖବର ‘ଟୁଡେ’ ଶୋ’ରେ ସାମ୍ନାକୁ ଆସିଥିଲା, ଯେତେବେଳେ ୨୦୨୩ ସ୍ପୋର୍ଟସ…

‘ଦ କେରଲା ଷ୍ଟୋରି’କୁ ନେଇ ଜମ୍ମୁ-କଶ୍ମୀରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଅନେକେ ଆହତ

ଜମ୍ମୁ,୧୬।୫: ବଲିଉଡର ବିବାଦୀୟ ମୁଭି ‘ଦ କେରଲା ଷ୍ଟୋରି’କୁ ନେଇ ଗୋଟିଏ ପଟେ ରାଜନୈତିକ ଲଢେଇ ଜାରି ରହିଥିବା ବେଳେ ଏବେ ଜମ୍ମୁ ଓ କଶ୍ମୀରରେ ମେଡିକାଲ ଛାତ୍ରଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ୫ ମେଡିକାଲ ଛାତ୍ର…

କାନ୍ସର ରେଡ୍‌ କାର୍ପେଟରେ ଚାଲିବେ ଅନୁଷ୍କା

ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ଼ ଫିଲ୍ମ ଫେଷ୍ଟିଭାଲ ଭାବେ ପରିଚିତ କାନ୍ସ ଫ୍ରାନ୍ସର ଉପକୂଳବର୍ତ୍ତୀ ଫ୍ରେଞ୍ଚ ରିଭେରାଠାରେ ମେ’ ୧୬ରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ବହୁ ନାମୀଦାମୀ କଳାକାର ଯୋଗଦେବେ। ପୂର୍ବରୁ ଏହି କାନ୍ସର ରେଡ୍‌ କାର୍ପେଟରେ ଐଶ୍ୱର୍ଯ୍ୟା ରାୟ…

ବଡିଗାର୍ଡଙ୍କ ସହ ବାଇକ୍‌ରେ ଗଲେ ଅନୁଷ୍କା, ଭିଡିଓ ଭାଇରାଲ

ମୁମ୍ବାଇ: ନିକଟରେ ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ସୁଟିଂ କରିବାକୁ ଯାଉଥିବାବେଳେ ମୁମ୍ବାଇର ଟ୍ରାଫିକରେ ଫସି ଯାଇଥିଲେ। ଯାହା ପରେ ବିଗ୍‌ ବି ବିନା ଦ୍ୱିଧାରେ ଜଣେ ଅପରିଚିତ ବ୍ୟକ୍ତିଙ୍କଠାରୁ ଲିଫ୍ଟ ମାଗି ଠିକ ସମୟରେ ତାଙ୍କ ଗନ୍ତବ୍ୟ ସ୍ଥଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?