ଦୁର୍ଘଟଣାର ଶିକାର ହେଲେ ‘ଦ କେରଲା ଷ୍ଟୋରି’ର ଅଭିନେତ୍ରୀ
ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ମୁଭି ‘ଦ କେରଲା ଷ୍ଟୋରି’ର ଅଭିନେତ୍ରୀଙ୍କୁ ନେଇ ଏକ ବଡ ଖବର ଆସିଛି। ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି ଅଭିନେତ୍ରୀ ଅଦା ଶର୍ମା। ସୋସିଆଲ ମିଡିଆରେ ତାଙ୍କ ଦୁର୍ଘଟଣାର ଖବର ଦ୍ରୁତ ଗତିରେ ପ୍ରଚାର ହୋଇଯାଇଛି। ଏହାରି…
କାନ୍ସ ରେଡ କାର୍ପେଟରେ ଏଥର ଆସିବେ ଅନୁଷ୍କା-ମାନୁଷି
ମୁମ୍ବାଇ: ବିଶ୍ୱର ସବୁଠାରୁ ବଡ ଫିଲ୍ମ ଫେଷ୍ଟିଭାଲ ମଧ୍ୟରୁ ଗୋଟିଏ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହେବାକୁ ଯାଉଛି। ମେ’ ୧୬, ୨୦୨୩ରେ ଏହା ଆରମ୍ଭ ହେବାକୁ ଯାଉଥିବା ବେଳେ ସାରା ବିଶ୍ୱରୁ ବହୁ କଳାକାର ଏଥିରେ ଯୋଗଦେବେ। କାନ୍ସ ଫିଲ୍ମ…
କପିଲଙ୍କ ସହ ର଼୍ୟାମ୍ପରେ ଚାଲିଲେ ଝିଅ
ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କର ୩ ବର୍ଷର ଝିଅ ଅନାୟାରାଙ୍କ ସହ ର଼୍ୟାମ୍ପ୍ରେ ଚାଲିଛନ୍ତି। ଏହି ସମୟର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କମେଡି କିଙ୍ଗ୍ ଝିଅର ହାତ ଧରି ର଼୍ୟାମ୍ପ୍ରେ ଚାଲୁଛନ୍ତି। ବାପା-ଝିଅଙ୍କ ଯୋଡି…
୧୦୦ କୋଟି କ୍ଲବରେ ‘ଦି କେରଲା ଷ୍ଟୋରି’
ମୁମ୍ବାଇ: ବିବାଦୀୟ ଫିଲ୍ମ ‘ଦି କେରଲା ଷ୍ଟୋରି’ ରିଲିଜ ହେବାର ୯ ଦିନ ମଧ୍ୟରେ ବକ୍ସ ଅଫିସରେ ୧୧୨.୯୯ କୋଟି ଟଙ୍କା ଆୟ କରିସାରିଲାଣି। ପ୍ରଯୋଜନା ସଂସ୍ଥା ସନ୍ଶାଇନ୍ ପିକ୍ଚର୍ସ ପକ୍ଷରୁ ରବିବାର ଏନେଇ ସୂଚନା ଦିଆଯାଇଛି। କେବଳ ଶନିବାର ଏହି…
କ୍ଷମା ମାଗିଲେ ନଭାଦ ଲାପିଡ୍
ନୂଆଦିଲ୍ଲୀ: ବିବେକ ଅଗ୍ନିହୋତ୍ରୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’କୁ ଗତବର୍ଷ ଏକ ପ୍ରୋପାଗଣ୍ଡା, ଅଶ୍ଳୀଳ ସିନେମା ଭାବେ ଅଭିହିତ କରି ବିବାଦୀୟ ହୋଇଥିବା ଇସ୍ରାଏଲୀ ପ୍ରଯୋଜକ ନଭାଦ ଲାପିଡ୍ ନିଜ ମନ୍ତବ୍ୟ ପାଇଁ ରବିବାର କ୍ଷମା ମାଗିଛନ୍ତି। ନଭାଦ କହିଛନ୍ତି,…
ଅମିତାଭଙ୍କ ସହ ସନ୍ଧ୍ୟା କାଟିବା ପାଇଁ ଚାହୁଁଥିଲେ ରେଖା, ହାତରୁ ଚାଲିଯାଇଥିଲା ଏହି ଫିଲ୍ମ
ମୁମ୍ବାଇ: ବଲିଉଡ୍ ବାଦ୍ଶାହା ଅମିତାଭ ବଚ୍ଚନ ଏବଂ ରେଖାଙ୍କ ଯୋଡ଼ିକୁ କିଏ ବା ନ ଜାଣେ। ‘ମୁକଦ୍ଦର କା ସିକନ୍ଦର’ରୁ ‘ସିଲସିଲା’ ପର୍ଯ୍ୟନ୍ତ ଏହି ଯୋଡ଼ିକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ଏହି ଯୋଡ଼ିଙ୍କ ଫିଲ୍ମ ଆସିବା ମାତ୍ରେ ବକ୍ସ ଅଫିସରେ…
ସଲମାନଙ୍କୁ ପ୍ରଶଂସା କଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଦବଙ୍ଗ ଖାନ୍ ସଲମାନ ବର୍ତ୍ତମାନ ପର୍ଯ୍ୟନ୍ତ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀଙ୍କୁ କାମ କରିବା ପାଇଁ ସୁଯୋଗ ଦେଇଛନ୍ତି। ସେମାନଙ୍କ କ୍ୟାରିୟର ଗଢ଼ିବାରେ ସଲମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜରିନ ଖାନ୍ ଅନ୍ୟତମ। ଆଜି ଅର୍ଥାତ୍…
ଶହେ କୋଟି କ୍ଲବରେ ସାମିଲ ହେଲା ‘ଦ କେରଲା ଷ୍ଟୋରି’
ମୁମ୍ବାଇ: ବହୁ ବାଦ ବିବାଦ ପରେ ବି ବଲିଉଡ ମୁଭି ‘ଦ କେରଲା ଷ୍ଟୋରି’ ବକ୍ସ ଅଫିସରେ ଭଲ ଫରଫର୍ମ କରିଛି। ସୁଦିପ୍ତୋ ସେନଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ଏହି ମୁଭି ଭଲ ଓପନିଂ କରିଥିବା ବେଳେ ସେବେଠାରୁ ଏହା ବକ୍ସ…
ରକୁଲ୍ଙ୍କ ନୂଆ ଆଇଡିଆ
କଥାରେ ଅଛି ବସିବା ଠାରୁ କାଶିବା ଭଲ। ତେଣୁ ଘରେ ବା ବସି ବସି କାହିଁକି ବୋର୍ ହେବେ, ତେଣୁ ତାଙ୍କ ମୁଣ୍ଡକୁ ଏକ ଆଇଡିଆ ଜୁଟିଛି। ପ୍ରତିଦିନ କିଛି ସମୟ ସେ ଗାର୍ଡେନିଂ ପାଇଁ ସମୟ ଦେଉଛନ୍ତି। ସେ କିଏ…
ବଲିଉଡ୍ ପାଇଁ…
ରାଧିକା ମଦନ ଯେତେବେଳେ ବଲିଉଡ୍ରେ ଏଣ୍ଟ୍ରି ପାଇଁ ମନ ବଳାଇଲେ, ସେତେବେଳେ ତାଙ୍କୁ ଦୁଇଟି ଜିନିଷ ମଧ୍ୟରୁ ଗୋଟିଏକୁ ଚଏସ୍ କରିବାକୁ ପଡିଥିଲା। କାରଣ ସେତେବେଳେ ସେ ଧାରାବାହିକରେ ଅଭିନୟ କରୁଥାଆନ୍ତି। ଏହି ସମୟରେ ତାଙ୍କୁ ବଡ ପରଦା ପାଇଁ ଅଫର…
କେବଳ ଗୁଜବ
ତାପସୀ ପାନ୍ନୁଙ୍କୁ ନେଇ ଏବେ ବଲିଉଡ୍ରେ ଚର୍ଚ୍ଚା। ଏକ ନୂଆ ସିନେମା ପାଇଁ ସେ ନିଜ ପାରିଶ୍ରମିକ ବଢ଼ାଇ ଦେଇଛନ୍ତି ବୋଲି ଆଲୋଚନା ହେଉଛି। ଯେତେବେଳେ ଏକଥା ବିଷୟରେ ତାପସୀ ଜାଣିଲେ, ସେତେବେଳେ ତାହାକୁ ବିଶ୍ୱାସ କରିପାରି ନ ଥିଲେ। ଏହି…
ଶେଷରେ ବୁଝିଲେ ସୈଫ
ଫରହାନ୍ ଅଖତରଙ୍କ ନିର୍ଦ୍ଦେଶନାରେ ୨୦୦୧ରେ ପରଦା ଉପରକୁ ଆସିଥିଲା ‘ଦିଲ୍ ଚାହତା ହୈ’। ଏହି ଫିଲ୍ମରେ ଆମୀର ଖାଁ, ସୈଫ୍ ଅଲ୍ଲୀ ଖାଁ , ଅକ୍ଷୟ ଖାନ୍ନା ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ତାରା ଜୈସଓ୍ବାଲ ଭୂମିକାରେ ଅଭିନୟ କରିଥିଲେ…

