ମନୋରଞ୍ଜନ

ଜିଆ ଖାନ୍‌ ଆତ୍ମହତ୍ୟା ମାମଲା: ଦୋଷମୁକ୍ତ ହେଲେ ପ୍ରେମିକ ସୂରଜ

ମୁମ୍ବାଇ,୨୮ା୪: ଅଭିନେତ୍ରୀ ଜିଆ ଖାନ୍‌ଙ୍କ ଆତ୍ମହତ୍ୟା ମାମଲାରେ ଶୁକ୍ରବାର ସିବିଆଇର ସ୍ବତନ୍ତ୍ର ଅଦାଲତ ରାୟ ପ୍ରକାଶ ପାଇଛି। ପ୍ରମାଣ ଅଭାବରୁ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ। ୨୦୧୩ ଜୁନ୍‌ ୩ରେ ଘଟିଥିବା ଏହି ଘଟଣାର…

ବହୁ ପ୍ରତୀକ୍ଷିତ ଫିଲ୍ମ ପୋନ୍ନିୟିନ ସେଲଭାନ-୨ ରିଲିଜ

ମୁମ୍ବାଇ: ମଣି ରତ୍ନମଙ୍କ ଫିଲ୍ମ ପୋନ୍ନିୟିନ ସେଲଭାନର ପ୍ରଥମ ଭାଗ ଖୁବ୍‌ ଚର୍ଚ୍ଚାରେ ଥିଲା। ଇତି ମଧ୍ୟରେ ଶୁକ୍ରବାର ଫିଲ୍ମର ଦ୍ୱିତୀୟ ଭାଗ ରିଲିଜ ହୋଇଛି। ଯାହାକୁ ଦେଖିବାକୁ ଦର୍ଶକ ବହୁ ଦିନରୁ ଅପେକ୍ଷା କରି ରହିଥିଲେ। ବର୍ତ୍ତମାନ ଏହି ଫିଲ୍ମକୁ…

୮୮ବର୍ଷରେ ଓଡ଼ିଆ ସିନେମା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’କୁ ଶୁକ୍ରବାର ୮୭ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି। ୧୯୩୬ରେ ଓଡ଼ିଆ ସିନେମା ଜଗତକୁ ସେତେବେଳେ ୨୯ହଜାର ୭୮୧ଟଙ୍କା ୧୦ଅଣା ବଜେଟରେ ସୀତା ବିବାହ…

ବଲିଉଡ୍‌ର ଏହି ବ୍ୟକ୍ତିଙ୍କୁ ଗଡ୍‌ଫାଦର ଭାବନ୍ତି ସଲମାନ

ମୁମ୍ବାଇ: କୁହାଯାଏ, ସମସ୍ତଙ୍କ ଜୀବନରେ କେହି ନା କେହି ଗଡ୍‌ଫାଦର ଅଛନ୍ତି। ଆମକୁ କେବଳ ଏହା ହୃଦୟଙ୍ଗମ କରିବାକୁ ପଡ଼ିବ। ସେହି ଗଡ୍‌ଫାଦର ଯେକୌଣସି ରୂପରେ ହୋଇପାରନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦବଙ୍ଗ ଖାନ୍‌ ସଲମାନଙ୍କ ଜୀବନରେ ମଧ୍ୟ ଜଣେ…

ଫିଲ୍ମ ଫେୟାର ଆଓ୍ବାର୍ଡ ନେବାକୁ ମନାକଲେ ବିବେକ

ମୁମ୍ବାଇ: ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କ ବେକାବୁ ବୟାନକୁ ନେଇ ଅନେକ ସମୟରେ ଥାଆନ୍ତି ଚର୍ଚ୍ଚାରେ। ବେଳେ ବେଳେ ସେ ଏମିତି କିଛି କାମ କରି ଦିଅନ୍ତି ଯାହାକୁ ନେଇ ସେ ଚର୍ଚ୍ଚାକୁ ଚାଲି ଆସନ୍ତି। ଏବେ ପୁଣିଥରେ…

ବିବାହର ୧୩ ବର୍ଷ ପରେ ଅଲଗା ହେବାକୁ ଯାଉଛନ୍ତି ଏହି କପଲ

ମୁମ୍ବାଇ: ଟେଲିଭିଜନ ଦୁନିଆର ନାମୀ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ଥିବା ବରଖା ବିଷ୍ଟ ଓ ଅଭିନେତା ଇନ୍ଦ୍ରନୀଲ ସେନଗୁପ୍ତା ଏବେ ଅଲଗା ହେବାକୁ ଯାଉଛନ୍ତି। ଏମିତି ଏକ ଖବର ଏବେ ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି। ରିପୋଟର୍ସଙ୍କ ଅନୁଯାୟୀ, ଗତ ୨…

ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ୍‌ କୀ ବାତ୍‌’କୁ ଆମିରଙ୍କ ପ୍ରଶଂସା

ମୁମ୍ବାଇ: ନିକଟରେ ବଲିଉଡ୍‌ର ମିଷ୍ଟର ପରଫେକ୍ଟ ଆମିର ଖାନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଥିବା ଜାତୀୟ କନ୍‌କ୍ଲେଭରେ ଆମିର ଭାଗ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ‘ମନ୍‌ କି ବାତ୍‌’କୁ ଖୋଲାଖୋଲି ପ୍ରଶଂସା…

ଲଗଜରୀ କାର ଛାଡି ମେଟ୍ରୋରେ ବୁଲିଲେ ସାରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଭ୍ରମଣ କରିବାକୁ ବହୁତ ପସନ୍ଦ କରନ୍ତି। ସେ ପ୍ରାୟତଃ ନିଜ କାମରୁ ବିରତି ନେଇ ବୁଲିବାକୁ କୌଣସି ନା କୌଣସି ସ୍ଥାନକୁ ଯାଆନ୍ତି। ଇତି ମଧ୍ୟରେ ଅଭିନେତ୍ରୀ ନିଜର ଲଗଜରୀ କାର ଛାଡି…

ହିରାମଣ୍ଡି ପାଇଁ ପ୍ରସ୍ତୁତ ହେଉଛି ଦେଢ ଲକ୍ଷ ସ୍କୋୟାର ଫିଟର ସେଟ

ମୁମ୍ବାଇ: ସଞ୍ଜୟ ଲିଲା ଭଂସାଲି ବଲିଉଡର ଜଣେ ନାମୀଦାମୀ ଫିଲ୍ମମେକର। ସେ ତାଙ୍କ ଫିଲ୍ମ ଉପରେ ଖୁବ ଗୁରୁତ୍ୱ ଦେଇ କାମ କରିଥାଆନ୍ତି। ଫିଲ୍ମର କାହାଣୀଠାରୁ ଆରମ୍ଭ କରି କଳାକାର ଚୟନ ଏମିତିକି ଗ୍ରାଣ୍ଡ ସେଟସ୍‌ ଉପରେ ବି ତାଙ୍କର ଖୁବ…

ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମର ପ୍ରଶଂସା କଲେ ଆମିର

ମୁମ୍ବାଇ,୨୬।୪: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁ ଏବେ ଚର୍ଚ୍ଚାରେ। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ କି ବାତ’ କାର୍ଯ୍ୟକ୍ରମ। ନିକଟରେ ରାଜଧାନୀ ଦିଲ୍ଲୀରେ ହୋଇଥିବା ନ୍ୟାଶନାଲ କନକ୍ଲେଭରେ ଆମିର ଭାଗ ନେଇଥିଲେ। ଏହି ସମୟରେ ଆମିର ପ୍ରଧାନମନ୍ତ୍ରୀ…

ବିନା ଅଡିଶନରେ ଆଗଧାଡ଼ିର ଏହି ଅଭିନେତ୍ରୀମାନେ ଫିଲ୍ମରେ କରିଥିଲେ ଏଣ୍ଟ୍ରି, ଜାଣନ୍ତୁ କେମିତି…

ମୁମ୍ବାଇ: ବଲିଉଡ୍‌ର ଆଗଧାଡ଼ିର କିଛି ଅଭିନେତ୍ରୀ ବିନା ଅଡିଶନରେ ଫିଲ୍ମରେ ଏଣ୍ଟ୍ରି କରିଛନ୍ତି। ଯେଉଁମାନେ ଆଜି ଜଣେ ଜଣେ ସଫଳ ଅଭିନେତ୍ରୀ ଭାବରେ ଇଣ୍ଡଷ୍ଟ୍ରିରେ ନାଁ ବି କମାଇଛନ୍ତି। ଜାଣନ୍ତୁ ଏହି ଅଭିନେତ୍ରୀମାନଙ୍କ ସମ୍ପର୍କରେ… ଐଶ୍ୱର୍ଯ୍ୟା ରାୟ: ନୀଳନୟନା ଐଶ୍ୱର୍ଯ୍ୟା ରାୟ…

ଷ୍ଟେଜ୍‌ ଉପରେ ସଲମାନଙ୍କୁ ବିବାହ ପ୍ରସ୍ତାବ

ମୁମ୍ବାଇ: ସଲମାନ ଫିଲ୍ମ ‘କିସି କା ଭାଇ କିସି କି ଜାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମ ସମାଲୋଚକମାନଙ୍କ୍‌ଠାରୁ ମିଶ୍ରିତ ସମୀକ୍ଷା ଗ୍ରହଣ କରିଥିଲା କିନ୍ତୁ ବକ୍ସ ଅଫିସରେ ବହୁତ ଭଲ କଲେକ୍ସନ କରୁଛି। ଭାଇଜାନଙ୍କ ପ୍ରଶଂସକମାନେ ତାଙ୍କ ଫିଲ୍ମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?