ମନୋରଞ୍ଜନ

ପରଫେକ୍ଟ ହସ୍‌ବ୍ୟାଣ୍ଡ ସିଦ୍ଧାର୍ଥ, ସ୍ତ୍ରୀଙ୍କ ଲାଗି…

ବମ୍ବେ: ପ୍ରେମର ସଫଳତା ବିବାହ ବୋଲି କୁହାଯାଏ। କିଛି ସେଭଳି ଘଟିଛି ବଲିଉଡର ଚର୍ଚ୍ଚିତ ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାଣୀଙ୍କ କ୍ଷେତ୍ରରେ। କିଛି ମାସ ତଳେ ଦୁହେଁ ହାତକୁ ଦୁଇହାତ ହୋଇଛନ୍ତି। ଏମିତିରେ ଉଭୟଙ୍କ ବୈବାହିକ ଜୀବନ କିଭଳି…

ଶ୍ରୀଦେବୀ ରଖିଥିଲେ ଏହି ଅଭିନେତାଙ୍କ ପାଇଁ ଉପବାସ

ଅଭିନେତା ରଜନୀକାନ୍ତ ଏବଂ ଅଭିନେତ୍ରୀ ଶ୍ରୀଦେବୀ ଉଭୟ ଭଲ ବନ୍ଧୁ। ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା ବେଶ ନିବିଡ଼। ସେମାନେ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ପ୍ରାୟ ୨୦ରୁ ଅଧିକ ଫିଲ୍ମରେ ଏକାଠି କାମ କରିଥିଲେ। କୁହାଯାଏ ଯେ,…

ଆକ୍ଟିଂରୁ ବ୍ରେକ୍‌ ନେବେ ପ୍ରଭାସ!

ଟଲିଉଡ ଇଣ୍ଡଷ୍ଟ୍ରିର ପ୍ରଭାବଶାଳୀ ଅଭିନେତା ହେଉଛନ୍ତି ପ୍ରଭାସ। ବହୁ ବ୍ଲକବଷ୍ଟର ଫିଲ୍ମରେ ସେ ଅଭିନୟ କରିଛନ୍ତି। ରାଧେ ଶ୍ୟାମ ଏବଂ ଆଦିପୁରୁଷ ଭଳି ଚଳଚ୍ଚିତ୍ର ସହିତ ବକ୍ସ ଅଫିସରେ ବିଫଳତା ସତ୍ତ୍ୱେ ପ୍ରଭାସ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣେ ଚମତ୍କାର ଅଭିନେତା ଭାବେ…

ଅକ୍ଷୟଙ୍କ ଫିଲ୍ମରେ ସୁନୀଲଙ୍କ ଏଣ୍ଟ୍ରି b

ବମ୍ବେ: ‘ଓଏମ୍‌ଜି ୨’ର ସଫଳତା ପରେ ଏବେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ଓ୍ବେଲକମ୍‌ ୩’ ଉପରେ ପ୍ରଶଂସକଙ୍କ ନଜର। କିଛିଦିନ ତଳେ ଫିଲ୍ମରେ ଦୀଶା ପଟାନୀ ଏବଂ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଡିସଙ୍କ ଏଣ୍ଟ୍ରି ହୋଇଥିଲା। ଏବେ ଅଭିନେତା ସୁନୀଲ ସେଟ୍ଟୀ ମଧ୍ୟ…

ରେକର୍ଡ ଭାଙ୍ଗୁଛି ‘ଗଦର-୨’, ୫ ଦିନରେ ୨୦୦ କୋଟି ରୋଜଗାର

ମୁମ୍ବାଇ: ସନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ବକ୍ସ ଅଫିସରେ ଧମାକାଦାର ଆୟ କରୁଛି। ରିଲିଜ ହେବାର ପ୍ରଥମ ଦିନରୁ ଏହି ଫିଲ୍ମ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇଛି। ‘ଗଦର ୨’ର ଓପନିଙ୍ଗ୍‌ ସପ୍ତାହ ମଧ୍ୟ ଜବରଦସ୍ତ ଥିଲା ଏବଂ ଚଳଚ୍ଚିତ୍ରଟି…

ଫେମିନା କଭର୍‌ ପେଜ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୫।୮: ଦେଶର ଜଣାଶୁଣା ପତ୍ରିକା ଫେମିନା ମାଗାଜିନ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସ୍ବତନ୍ତ୍ର ଷ୍ଟୋରୀ କରିଛି। ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କୁ ମାଗାଜିନ୍‌ ଏହାର ଅଗଷ୍ଟ ଏଡିସନ କଭର୍‌ ପେଜରେ ସ୍ଥାନ ଦେଇଛି। ଏହାର ପ୍ରଥମ କପି ଟାଇମ୍ସ…

ଖୁସି ଅଛନ୍ତି ସନ୍ନି ଦେଓଲ

ଫିଲ୍ମ ‘ଗଦର ୨’ର ସଫଳତାରେ ବେଶ୍‌ ଖସି ଅଛନ୍ତି ତାରା ସିଂ ଅର୍ଥାତ୍‌ ସନ୍ନି ଦେଓଲ। ସ୍ବାଧୀନତା ଦିବସ ଅବସରରେ ସେ ଇନ୍ଦୋରର ମୋହୋ ଶିଶୁ ସଂଗ୍ରହାଳୟରେ ପହଞ୍ଚିଥିଲେ। ସେ ପତାକା ଉତ୍ତୋଳନ କରି ୭୭ତମ ସ୍ବାଧୀନତା ଦିବସ ପାଳନ କରିଥିଲେ।…

ସେନା ଭୂମିକାରେ ଦୀପିକା

ମୁମ୍ବାଇ: ବଲିଉଡର ଫେମଶ ଫିଲ୍ମ ମେକର ସିଦ୍ଧାର୍ଥ ଆନନ୍ଦ ଖୁବଶୀଘ୍ର ତାଙ୍କ ମୁଭି ‘ଫାଇଟର’କୁ ନେଇ ଆସିବାକୁ ଯୋଜନା କରୁଛନ୍ତି। ଏଥର ଆନନ୍ଦ ସହ ବଲିଉଡ ହ୍ୟାଣ୍ଡସମ ହଙ୍କ ହ୍ରିତିକ ରୋଶନ କାମ କରୁଛନ୍ତି। ଉଭୟଙ୍କ ଯୋଡି ସର୍ବଦା କମାଲ କରିଥାଆନ୍ତି।…

ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ନାଗରିକତା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଭାରତୀୟ ନାଗରିକତା ମିଳିଛି। ସୋସିଆଲ ମିଡିଆରେ ଏହି ପୋଷ୍ଟ ଶେୟାର କରି ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଶେୟାର କରି ଅକ୍ଷୟ ଲେଖିଛନ୍ତି ‘ହୃଦୟ ଏବଂ ନାଗରିକତା, ଉଭୟ ହିନ୍ଦୁସ୍ତାନୀ’ଅକ୍ଷୟଙ୍କର ପୂର୍ବରୁ କାନାଡାର…

‘ଦ ଭ୍ୟାକ୍ସିନ ଓ୍ବାର’ର ଟିଜର ରିଲିଜ

ମୁମ୍ବାଇ: ନିର୍ଦ୍ଦେଶକ ବିବକେ ଅଗ୍ନିହୋତ୍ରୀଙ୍କ ମୋଷ୍ଟ ଆଓ୍ବେଟେଡ ମୁଭି ‘ଦ ଭ୍ୟାକ୍ସିନ ଓ୍ବାର’ର ଟିଜର ରିଲିଜ ହୋଇଛି। ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ଏହି ମୁଭି ପରେ ଭ୍ୟାକ୍ସିନ ପାଇଁ ଲାଗିଥିବା ଲଢେଇକୁ ନେଇ ଫିଲ୍ମ କରିବାକୁ ଘୋଷଣା କରିଥିଲେ। ଏବେ…

ଏଲଭିଶ ଯାଦବ ହେଲେ ବିଗ୍‌ବସ ଓଟିଟି-୨ର ବିଜେତା

ମୁମ୍ବାଇ: ସଲମାନ ଖାନ ହୋଷ୍ଟେଡ ବିଗ୍‌ବସ ଓଟିଟି-୨ର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଶୋ‘ ଏହାର ବିଜେତା ଘୋଷଣା କରିଛି। ୱାଇଲ୍ଡ କାର୍ଡ ଏଣ୍ଟ୍ରି ଏଲଭିଶ ଯାଦବ ବିଜେତା ହୋଇଛନ୍ତି। ଏଲଭିଶ ଯାଦବ ବିଗ୍‌ବସ ଟ୍ରଫି ସହିତ ୨୫…

୪ ଦିନରେ ୩୦୦ କୋଟି ରୋଜଗାର କଲା ‘ଜେଲର’, ରଜନୀକାନ୍ତଙ୍କୁ ଶୁଭେଚ୍ଛା ଜଣାଇଲେ କମଲ ହାସନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଧମାକାଦାର ରୋଜଗାର କରୁଛି। କିଛି ରିପୋର୍ଟରେ କୁହାଯାଇଛି ଯେ, ଫିଲ୍ମ ଏ ପର୍ଯ୍ୟନ୍ତ ୩୦୦କୋଟି ଟଙ୍କା ସଂଗ୍ରହ କରିଛି। ବର୍ତ୍ତମାନ କମଲ ହାସନ ମଧ୍ୟ ରଜନୀକାନ୍ତଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?