ମନୋରଞ୍ଜନ

ସଞ୍ଜୟ ଲିଲା ଭଂସାଲିଙ୍କୁ ପ୍ରଶଂସା କଲେ କଙ୍ଗନା

ମୁମ୍ବାଇ: ବଲିଉହ କୁଇନ କଙ୍ଗନା ରାନାଓ୍ବତ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ। ପ୍ରତିଦିନ ସେ କିଛି ନା କିଛି ଶେୟାର କରି ପ୍ରାୟ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ। କଙ୍ଗନା ରାନାୱତ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ଭାବନା ଶେୟାର କରିଛନ୍ତି। ଶନିବାର…

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ଫିଲ୍ମ ‘ଜେଲର’ ଦେଖିବେ ରଜନୀକାନ୍ତ

ଲକ୍ଷ୍ନୌ,୧୯।୮: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଭଲ ରୋଜଗାର କରୁଛି। ତେବେ ଚଳଚ୍ଚିତ୍ରର ସଫଳତା ପାଇଁ ଅଭିନେତା ବହୁତ ଖୁସି ଅଛନ୍ତି। ଏହି ସମୟରେ ଅଭିନେତା ରଜନୀକାନ୍ତ ଶୁକ୍ରବାର ସାରେ ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିଥିବା ବେଳେ ଶନିବାର ଅଭିନେତା…

କାନ୍ସ ସ୍କ୍ରିନିଂ ପାଇଁ ଜେଲ ଯାଇଥିବା ଇରାନୀ ନିର୍ଦ୍ଦେଶକଙ୍କୁ ସମର୍ଥନ କଲେ ମାର୍ଟିନ ସ୍କୋର୍ସେସ

ତେହେରାନ,୧୯।୮: ଆମେରୀକି-ଇଟାଲିୟନ ଫିଲ୍ମ ନିର୍ଦ୍ଦେଶକ ମାର୍ଟିନ ସ୍କୋର୍ସେସ ନାମୀ ଇରାନୀ ନିର୍ଦ୍ଦେଶକ ସଇଦ ରୁଷ୍ଟେଙ୍କୁ ସମର୍ଥନ କରିଛନ୍ତି, ଯାହାଙ୍କୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ମୁଭି ‘ଲିଲାଜ ବ୍ରଦର୍ସ’ର ଅନଧିକୃତ ସ୍କ୍ରିନିଂ ପାଇଁ ୬ ମାସ ଜେଲ ଦଣ୍ଡ ହୋଇଥିଲା। ଏହାର…

‘ଗଦର-୨’ରେ ଓଡ଼ିଶାର ବରୁଣ

ଦାରିଙ୍ଗବାଡ଼ି,୧୯ା୮(ଅରୁଣ ସାହୁ): ବଲିଉଡ ଚଳଚ୍ଚିତ୍ର ‘ଗଦର-୨’ରେ ଫଲି ରେକର୍ଡିଷ୍ଟ ଭାବେ ପ୍ରସିଦ୍ଧି ଲାଭ କରିଛନ୍ତି ଓଡ଼ିଆ ପୁଅ ତଥା କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବରୁଣ ମାଲବିଶୋଇ। ସେ ଓଡ଼ିଆ ଫିଲ୍ମ ‘ଦମନ’ ସମେତ ବହୁ ଭାଷାରେ ମଧ୍ୟ ଫଲି ରେକର୍ଡିଷ୍ଟ ଭାବେ…

ସୋସିଆଲ ମିଡିଆରେ କାମ ମାଗୁଛନ୍ତି କରିନା-ଆଲିଆ

ମୁମ୍ବାଇ: ବି ଟାଉନରେ କରିନା କପୁର ଓ ଆଲିଆ ଭଟ୍ଟଙ୍କ ଫ୍ରେଣ୍ଡସିପ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହୁଏ। ଦୁହେଁ ଏକାଠି ସମୟ ବିତାଇବାକୁ ବହୁତ ଭଲ ପାଆନ୍ତି। ନିକଟରେ ଦୁହେଁ ଏକାଠି ନିଜର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।…

ଚର୍ଚ୍ଚାରେ ଓ ମାଇଁ ଗଡ ୨’

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ମୁଭି ’ଓ ମାଇଁ ଗଡ ୨’ର ସଫଳତା ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମ ରିଲିଜ ହେବାର ୭ଦିନ ହୋଇଗଲାଣି ଏବଂ ଏହା କ୍ରମାଗତ ଭାବରେ ଭଲ ବିଜନେସ କରୁଛି। କୁହାଯାଉଛି ଯେ…

‘ଓଏମଜି ୨’ ପାଇଁ ଅକ୍ଷୟ ନେଇଛନ୍ତି ୩୫ କୋଟି!

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ମୁଭି ‘ଓ ମାଇଁ ଗଡ ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ମୁଭିଟି ରିଲିଜ ହେବାର ୭ଦିନ ହୋଇଗଲାଣି ଏବଂ ଏହା କ୍ରମାଗତ ଭାବରେ ଭଲ ବିଜନେସ କରୁଛି। କୁହାଯାଉଛି ଯେ ଫିଲ୍ମଟି…

‘ଜଓ୍ବାନ’ ପାଇଁ ଆମେରିକାରରେ ଆଡଭାନ୍ସ ବୁକିଂ ହେଲା ୪ ହଜାରରୁ ଅଧିକ ଟିକେଟ

ମୁମ୍ବାଇ: ଯେତେବେଳେ ଶାହରୁଖ ଖାଁଙ୍କ ଫିଲ୍ମ ପଠାନ ରିଲିଜ ହୋଇଥିଲା, ସେତେବେଳେ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଇଥିଲା। ପ୍ରଶଂସକମାନେ ଅଧିକ ଟଙ୍କା ଦେଇ ଫିଲ୍ମ ପାଇଁ ଟିକେଟ କିଣିବାକୁ ପ୍ରସ୍ତୁତ ଥିଲେ। କେବଳ ଏତିକି ନୁହେଁ, ଫିଲ୍ମ ଦେଖିବା ପାଇଁ…

ମିଷ୍ଟ୍ରି ଗର୍ଲଙ୍କୁ ଚୁମ୍ବନ ଦେଇ ଚର୍ଚ୍ଚାରେ ଉର୍ଫି !

ବମ୍ବେ: ପୋଷାକ ନୁହେଁ ବରଂ ଚୁମ୍ବନ କରି ଚର୍ଚ୍ଚାରେ ସୋସିଆଲ ମିଡିଆ ସେନସେଶନ ତଥା ଅଭିନେତ୍ରୀ ଉର୍ଫି ଜାଭେଦ। ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ। ପୋଷ୍ଟରେ ସେ ଜଣେ ମିଷ୍ଟ୍ରି ଗର୍ଲଙ୍କୁ ଚୁମ୍ବନ କରୁଥିବା ନଜର ଆସିଥିଲା। ଏହି…

ରିଲିଜ୍‌ ହେବାର ୨୨ ଦିନ ପୂର୍ବରୁ ଏହି ଦେଶରେ ଆରମ୍ଭ ହେଲା ‘ଜୱାନ’ ର ଆଡଭାନ୍ସ ବୁକିଂ

ମୁମ୍ବାଇ: ଅଭିନେତା ଶାହରୁଖ ଖାନ ଏବଂ ନୟନତାରାଙ୍କ ଅଭିନୀତ ଫିଲ୍ମ ‘ଜୱାନ’ ସେପ୍ଟେମ୍ବର ୭ରେ ସାରା ବିଶ୍ୱ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଯାହାର ପ୍ରିଭ୍ୟୁ ଏବଂ ଦୁଇଟି ଗୀତ ମୁକ୍ତିଲାଭ କରିସାରିଛି। ତେବେ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ଆଡଭାନ୍ସ…

ପୁଣି ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହେଲେ ସୁଶାନ୍ତଙ୍କ ବାପା, ଜାଣନ୍ତୁ କ’ଣ ରହିଛି ମାମଲା…

ନୂଆଦିଲ୍ଲୀ: ପୁଣି ଥରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବାପା କୃଷ୍ଣ କିଶୋର ସିଂହ। ପୁଅଙ୍କ ଜୀବନ ଉପରେ ଆଧାରିତ ଚାରି ଫିଲ୍ମ ଏବଂ ଦୁଇ ପୁସ୍ତକ ଉପରେ ରୋକ ଲଗାଇବାକୁ ସେ ଦାବି…

ତୃତୀୟ ସ୍ବାମୀଙ୍କ ଠାରୁ ଅଲଗା ହେବେ ପପ ଷ୍ଟାର୍‌, ଛାଡପତ୍ର ପାଇଁ କୋର୍ଟରେ ପହଞ୍ଚିଲେ ସ୍ବାମୀ

ମୁମ୍ବାଇ: ପପ ଷ୍ଟାର୍‌ ବ୍ରିଟନି ସ୍ପାୟର୍ସଙ୍କ ବିବାହର ଦେଢ ବର୍ଷ ମଧ୍ୟରେ ଛାଡପତ୍ର ହେବାକୁ ଯାଉଛିି। ତାଙ୍କ ସ୍ବାମୀ ସାମ ଅସଗରୀ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଏଥିସହ ସେ ତାଙ୍କ ପତ୍ନୀଙ୍କ ଉପରେ ମାରପିଟ୍‌ର ଅଭିଯୋଗ କରିଛନ୍ତି। ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?