ମନୋରଞ୍ଜନ

୩୯ବର୍ଷ ବୟସରେ ଡକ୍ଟରେଟ ଡିଗ୍ରୀ ପାଇଲେ ଅଭିନେତା ରାମଚରଣ, ପୋଷ୍ଟ କରି ଖୁସି ବାଣ୍ଟିଲେ ସ୍ତ୍ରୀ

ମୁମ୍ବାଇ: ତେଲଗୁ ଓ ହିନ୍ଦୀ ଫିଲ୍ମର ସୁପରଷ୍ଟାର ରାମ ଚରଣ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ଚେନ୍ନାଇ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଲିଟରେଚରରେ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରାଯାଇଛି। ୩୯ବର୍ଷ ବୟସରେ ସେ ଏହି ଡିଗ୍ରୀ ହାସଲ କରିଛନ୍ତି। ଏନେଇ ରାମ ଚରଣଙ୍କ…

କଳାକାରଙ୍କୁ ଭାଗ କରୁଛି ବିଜେଡି: ଭାଜପା

ଭୁବନେଶ୍ୱର, ୧୪।୪(ସୁନିତ୍‌ ମିଶ୍ର)ରାଜ୍ୟର କେତେଜଣ କଳାକାରଙ୍କୁ ଶୁକ୍ରବାର ନବୀନ ନିବାସରୁ ଡକରା ଆସିବା ପରେ ବହୁ ଜଣଙ୍କୁ ସେଠାରେ ଦେଖିବାକୁ ମିଳିଥିଲା। ବହୁ ଓଡ଼ିଆ ସିନେ ତାରକା ନବୀନ ନିବାସ ଯାଇ ସେଠାରେ ରାଜ୍ୟରେ କିପରି ଭଲ ଚଳଚ୍ଚିତ୍ର ଆଦି ହେବ…

ସଲମାନଙ୍କ ଘର ବାହାରେ ଫୁଟିଲା ଗୁଳି, ଅଭିଯୁକ୍ତ ଫେରାର

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଫୁଟିଲା ଗୁଳି। ରବିବାର ଭୋର ପ୍ରାୟ ୫ଟା ବେଳେ ମୁମ୍ବାଇର ବାନ୍ଦ୍ରା ସ୍ଥିତ ତାଙ୍କ ଘର ବାହାରେ ଗୁଳି ଫୁଟିଛି। ପ୍ରାୟ ୩ ରାଉଣ୍ଡ ଗୁଳି ଫୁଟିଥିବା ସୂଚନା ମିଳିଛି। ୨…

ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଷ୍ଟାଣ୍ଡ୍‌ଅପ୍‌ କମେଡିଆନ ରିତୁଶ୍ରୀ

ଭୁବନେଶ୍ୱର,୧୪।୪(ଶର୍ମିଷ୍ଠା ପାଣିଗ୍ରାହୀ)ଟ୍ରାନ୍ସଜେଣ୍ଡରଙ୍କ ଜୀବନ ସଂଘର୍ଷପୂର୍ଣ୍ଣ। ହେଲେ ଏହି ସଂଘର୍ଷ ଭିତରେ ଏକାକୀ ସମସ୍ତ ପରିସ୍ଥିତିକୁ ସାମ୍ନା କରି ନିଜ ଭବିଷ୍ୟତ ଗଢ଼ିବା ସହ ନିଜ ମାଟି ତଥା ଓଡ଼ିଶା ପାଇଁ ଗୌରବ ଆଣିଥିବା ଜଣେ ପ୍ରେରଣାଦାୟୀ ଟ୍ରାନ୍ସଜେଣ୍ଡର ହେଉଛନ୍ତି ରିତୁଶ୍ରୀ ପାଣିଗ୍ରାହୀ।…

ବଦଳିଗଲେଣି ଅନୁଭବ

ଭୁବନେଶ୍ୱର,୧୩ା୪: ଅଭିନେତା ଅନୁଭବ ମହାନ୍ତି ଏକ ଭିନ୍ନ ରୂପରେ ନଜର ଆସିଛନ୍ତି। ହନୁମାନ ଜୟନ୍ତୀ ପୂର୍ବରୁ ତାଙ୍କର ଏହି ଲୁକ୍‌ ଏବେ ଭାଇରାଲ ହେଉଛି। ସେ ଏବେ ବହୁତ ବଦଳିଗଲେଣି ବୋଲି ଏହି ଲୁକ୍‌ ଦେଖି ଲୋକେ କହୁଛନ୍ତି। ବାସ୍ତରେ ସେ…

ଅଭିନେତ୍ରୀ କଙ୍ଗନାଙ୍କୁ ଟକ୍କର ଦେବେ ବିକ୍ରମାଦିତ୍ୟ, ପ୍ରତିଭା ସିଂହ କଲେ ଘୋଷଣା

ନୂଆଦିଲ୍ଲୀ,୧୩।୪: ଲୋକ ସଭା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ। ୪୦୦ ପାର୍‌ର ନାରା ଦେଇ ଭାଜପା ଦେଶର କୋଣ ଅନୁକୋଣରେ ପ୍ରଚାର ଆରମ୍ଭ କରିଛି। ତେବେ ବଲିଉଡର ବିବାଦୀୟ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମଣ୍ଡିରୁ ଭାଜପା ଟିକେଟ୍‌ ଦେଇଛି। ତେବେ…

ହେମା ମାଳିନୀଙ୍କୁ ସ୍ୟାଣ୍ଡେଲ ପିନ୍ଧାଇ ଦେଲେ ଶାହାରୁଖ

ମୁମ୍ବାଇ: ବଲିଉଡ କିଙ୍ଗ ଖାନ ଶାହାରୁଖ ଖାନଙ୍କୁ ଏମିତିରେ ଜେଣ୍ଟଲ ମ୍ୟାନ କୁହାଯାଏ ନାହିଁ। ଶାହାରୁଖଙ୍କୁ ଅନେକ ସମୟରେ ଲୋକମାନଙ୍କ ସହ ବହୁତ ସମ୍ମାନର ସହିତ ମିଶୁଥିବା ଦେଖିବାକୁ ମିଳିଥାଏ । ଇଣ୍ଡଷ୍ଟ୍ରିର ଜଣେ ନୂତନ ଅଭିନେତା ହୁଅନ୍ତୁ, ତାଙ୍କ ପ୍ରଶଂସକ…

୨ ବାନ୍ଧବୀଙ୍କୁ ଡେଟ୍‌

ମୁମ୍ବାଇ: ଦିନ ଥିଲା ନବାଗତ ଯୋଗୁ ଫିଲ୍ମରେ ନେବା ପାଇଁ ନିର୍ମାତାମାନେ ନାକ ଟେକୁଥିଲେ। ହେଲେ ଏବେ ତାଙ୍କ ସହ କାମ କରିବାକୁ ଡେଟ୍‌ ମିଳିବା କଷ୍ଟକର। ଆମେ କହୁଛୁ ବଲିଉଡ୍‌ର ଚକ୍‌ଲେଟ୍‌ ହିରୋ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ବିଷୟରେ। ଏଯାବତ ସେ…

ପପ୍‌ ଗାୟିକାଙ୍କ ସନ୍ଦେହଜନକ ମୃତ୍ୟୁ

ସିଓଲ,୧୩ା୪: ଦକ୍ଷିଣ କୋରିଆର ପପ୍‌ ଗାୟିକା ପାର୍କ ବୋ ରାମ୍‌ଙ୍କର ଗୁରୁବାର ରାତିରେ ମାତ୍ର ୩୦ ବର୍ଷ ବୟସରେ ପରଲୋକ ଘଟିଛି। ଏଭଳି ଦୁଃଖଦ ଖବର ତାଙ୍କ ପ୍ରଶଂସକମାନଙ୍କୁ ମର୍ମାହତ କରିଛି। ମୃତ୍ୟୁର କାରଣ ଜଣାପଡ଼ି ନ ଥିବାବେଳେ ଏହାର ତଦନ୍ତ…

୮ ବର୍ଷର ପ୍ରେମ ସମ୍ପର୍କ ସତ୍ତ୍ୱେ ଅନ୍ୟତ୍ର ବିବାହ କରିବାକୁ ଯାଉଛନ୍ତି ପ୍ରେମିକ, ମହିଳା ଥାନାର ଦ୍ୱାରସ୍ଥ ହେଲେ ରାଣୀ

ଭୁବନେଶ୍ୱର,୧୨।୪: ମହିଳା ଥାନାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା। କେବେ ବିବାଦ ତ କେବେ ଦୁଃଖିମାନଙ୍କର ଦରଦୀ ବନ୍ଧୁ ଭାବେ ରାଣୀ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ସେ ପ୍ରେମରେ ପ୍ରତାରଣା ପାଇବା ପରେ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି।…

ପ୍ରଶଂସକଙ୍କୁ ଇଦ୍‌ ଉପହାର ଦେଲେ ସଲମାନ

ସିନେମାପ୍ରେମୀଙ୍କ ପାଇଁ ଇଦ୍‌ ଅର୍ଥ ହେଉଛି ସଲମାନ ଖାନଙ୍କ ଫିଲ୍ମ ରିଲିଜ। କିନ୍ତୁ ଚଳିତ ବର୍ଷ ବଲିଉଡର ଭାଇଜାନଙ୍କ କୌଣସି ଫିଲ୍ମ ରିଲିଜ ହୋଇନାହିଁ। କିନ୍ତୁ ସଲ୍ଲୁ ତାଙ୍କ ପ୍ରଶଂସକଙ୍କୁ ଇଦ ଉପହାର ଦେଇଛନ୍ତି। ସଲମାନ ଇଦ ୨୦୨୫ ପାଇଁ ତାଙ୍କର…

Video: ବିଗ୍‌ବସ୍‌ ବିଜେତା ମୁନାଓ୍ବର ଫାରୁକିଙ୍କୁ ଅଣ୍ଡାମାଡ଼

ବମ୍ବେ: ସଲମାନ ଖାନ୍‌ଙ୍କ ରିଆଲିଟି ଶୋ’ ବିଗ୍‌ବସ୍‌ ୧୭ର ବିଜେତା ହୋଇଥିଲେ ମୁନାଓ୍ବର ଫାରୁକି। ଏହାପରଠାରୁ ସେ ନିଜର ବ୍ୟକ୍ତିଗତ ଜୀବନ ସହ କର୍ମ ଜୀବନକୁ ନେଇ ବିବାଦରେ ଛନ୍ଦି ହେଉଥିବା ନଜର ଆସୁଛି। ଶୋ’ ଶେଷ ହୋଇଥିଲେ ହେଁ ବିବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?