ମନୋରଞ୍ଜନ

ଏହି କଥା କହି ଭାବପ୍ରବଣ ହୋଇପଡିଲେ ରୋହିତ ଶର୍ମା

କପିଲ ଶର୍ମାଙ୍କର ନୂଆ କମେଡି ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ସହିତ ନେଟଫ୍ଲିକ୍ସରେ ଧମାଲ କରୁଛନ୍ତି। ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ର ଦ୍ୱିତୀୟ ଏପିସୋଡରେ କ୍ରିକେଟ ଖେଳାଳି ରୋହିତ ଶର୍ମା ଏବଂ ଶ୍ରେୟସ ଆୟର୍‌ ଯୋଗ ଦେଇଥିଲେ।…

ଦେବଦାସର ଶୁଟିଂ ସମୟରେ ସତକୁ ସତ ମଦ ପିଉଥିଲେ ଶାହାରୁଖ, ମନା କରିବାରୁ…

ମୁମ୍ବାଇ: ୨୦୦୨ରେ ମୁକ୍ତିଲାଭ କରିଥିବା ସଞ୍ଜୟ ଲୀଲା ଭନସାଲୀଙ୍କ ବ୍ଲକବଷ୍ଟର ବଲିଉଡ ମୁଭି ଦେବଦାସରେ ଶାହରୁଖ ଖାନ,ଐଶ୍ୱର୍ଯ୍ୟା ରାୟ ଏବଂ ମାଧୁରୀ ଦୀକ୍ଷିତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରେ ନଜର ଆସିଥିଲେ। ଏହି ଆଇକନିକ ମୁଭିରେ ଶାହାରୁଖ ଏମିତି ଜଣେ ବ୍ୟକ୍ତିଙ୍କ ଭୂମିକାରେ…

ଯେତେବେଳେ ନିର୍ବାଚନ ଲଢିଥିଲେ ମହାନାୟକ, ବାଲାଟ ପେପରରେ ଲିପଷ୍ଟିକର ଛାପ ଛାଡିଥିଲେ ମହିଳା

ମୁମ୍ବାଇ,୭।୪: ଭାରତର ସ୍ବାଧୀନତା ସହିତ ୧୯୫୧-୫୨ରେ ଦେଶରେ ପ୍ରଥମ ଥର ପାଇଁ ଲୋକ ସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ, ନିର୍ବାଚନ ପ୍ରଚାର, ଭୋଟ ଏବଂ ଭୋଟ ଗଣନା ସହିତ ଜଡିତ ଅନେକ କାହାଣୀ ଅଛି ଯାହା ପ୍ରତ୍ୟେକ…

ମିର୍ଜାପୁର-୩ ରେ ନଜର ଆସିବେନି ମୁନ୍ନାଭାଇ ଫେମ୍ ଦିବ୍ୟେନ୍ଦୁ, କହିଲେ-‘ବ୍ୟକ୍ତିଗତ ଚରିତ୍ରରେ ପକାଉଛି ପ୍ରଭାବ’

ମୁମ୍ବାଇ: ଲୋକପ୍ରିୟ ୱେବସିରିଜ ‘ମିର୍ଜାପୁର’ରେ ମୁନ୍ନା ଭାଇ ଭୂମିକା ପାଇଁ ପରିଚିତ ଅଭିନେତା ଦିବ୍ୟେନ୍ଦୁ ଘୋଷଣା କରିଛନ୍ତି ଯେ ସେ ସୋ’ର ତୃତୀୟ ସିଜିନରେ ତାଙ୍କ ଭୂମିକାରେ ଅଭିନୟ କରିବେ ନାହିଁ। ଏକ ସାକ୍ଷାତକାରରେ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ…

କୁଶାଲଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଶିବାଙ୍ଗୀ !

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଟେଲିପରଦାର ଲୋକପ୍ରିୟ ଅଭିନେତ୍ରୀ ଶିବାଙ୍ଗୀ ଜୋଶୀ। ଅଭିନେତା କୁଶାଲ ଟଣ୍ଡନଙ୍କୁ ସେ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ବଢ଼ୁଛି। ନିକଟରେ କୁଶାଲଙ୍କ ଜନ୍ମଦିନରେ ଲମ୍ବା ଚଉଡ଼ା ପୋଷ୍ଟ କରି ଶୁଭେଚ୍ଛା ଜଣାଇଥିଲେ ଶିବାଙ୍ଗୀ। ଏବେ କୁଶାଲ ନିଜେ…

ବିବାହ ପାଇଁ ମନ ବଳାଇଲେଣି ସୁସ୍ମିତା

ମୁମ୍ବାଇ: ଆଜିକାଲି ଅଭିନୟ ଜୀବନ କମ୍‌, ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ପୂର୍ବତନ ବିଶ୍ୱସୁନ୍ଦରୀ ତଥା ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ସୁସ୍ମିତା ସେନ୍‌। ଏବେ ତାଙ୍କୁ ୪୮ ବର୍ଷ। ଦୁଇଟି ଝିଅଙ୍କୁ ସେ ନିଜର ପାଳିତା କନ୍ୟା ଭାବେ ଗ୍ରହଣ…

‘ଦି କେରଲା ଷ୍ଟୋରି’ ପ୍ରସାରଣକୁ କଂଗ୍ରେସର ବିରୋଧ

ଥିରୁଭାନନ୍ଥପୁରମ୍‌,୬ା୪: ବିବାଦୀୟ ଚଳଚ୍ଚିତ୍ର ‘ଦି କେରଲା ଷ୍ଟୋରି’ ଦୂରଦର୍ଶନରେ ପ୍ରସାରଣ ଲାଗି ନିଷ୍ପତ୍ତି ହୋଇଥିବାରୁ ଏହା ବିରୋଧରେ କେରଳର କଂଗ୍ରେସ ପାର୍ଟି ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କ ଦ୍ୱାରସ୍ଥ ହୋଇଛି। ଊକ୍ତ ଚଳଚ୍ଚିତ୍ର ପ୍ରସାରଣ ବନ୍ଦ ରଖିବା ନିମନ୍ତେ ଦୂରଦର୍ଶନକୁ ନିର୍ଦ୍ଦେଶ…

ଆରତୀ କରିବେ ଆରେଞ୍ଜ ମ୍ୟାରେଜ୍‌,ଜାଣନ୍ତୁ କିଏ ହେବେ ଜୀବନସାଥୀ

ବମ୍ବେ: ବିବାହ କରିବାକୁ ଯାଉଛନ୍ତି ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌ ଜରିଆରେ ସମସ୍ତଙ୍କ ହୃଦୟ ଜିତିଥିବା ଆରତୀ ସିଂ। ମୁମ୍ବାଇର ବ୍ୟବସାୟୀ ଦୀପକ ଚୌହ୍ବାନଙ୍କ ହାତ ଧରିବେ ସେ। ଏପ୍ରିଲ ୨୫ରେ ଏହି ବିବାହ ଅନୁଷ୍ଠିତ ହେବ। ଘରେ ହିଁ ବିବାହର…

‘ସୁଭାଷ ଚନ୍ଦ୍ର ବୋଷ’ଙ୍କୁ ପ୍ରଥମ ପ୍ରଧାନମନ୍ତ୍ରୀ କହି ଟ୍ରୋଲ ହେଲେ କଙ୍ଗନା

ନୂଆଦିଲ୍ଲୀ,୫।୪: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ତାଙ୍କ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଚଳିତ ନିର୍ବାଚନରେ ଭାଜପାରୁ ତାଙ୍କୁ ଟିକେଟ୍‌ ମିଳିଛି। ଗତକାଲି ଅର୍ଥାତ୍‌ ଗୁରୁବାର ଏକ ସାକ୍ଷତକାରରେ ତାଙ୍କର ବୟାନକୁ ନେଇ ଚର୍ଚ୍ଚା ଆହୁରି ବଢିଯାଇଛି। ଯାହାକୁ…

ରଶ୍ମିକାଙ୍କ ଉପହାର

ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଶୁକ୍ରବାର ତାଙ୍କର ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ରଶ୍ମିକା ପ୍ରଶଂସକମାନଙ୍କୁ ଏକ ଉପହାର ଦେଇଛନ୍ତି। ‘ପୁଷ୍ପା ୨: ଦ ରୁଲ’ର ମେକର୍ସ ଏହି ଚଳଚ୍ଚିତ୍ରରୁ ରଶ୍ମିକାଙ୍କ ଫାଷ୍ଟ ଲୁକ ମୁକ୍ତିଲାଭ କରିଛନ୍ତି, ଯାହାକୁ…

ପତ୍ନୀଙ୍କଠାରୁ ଅଲଗା ହେଲେ ସେଲିବ୍ରିଟି ସେଫ୍‌ କୁନାଲ କପୁର

ନୂଆଦିଲ୍ଲୀ,୪।୪: ବିବାହର ୧୬ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହୋଇଛନ୍ତି ସେଲିବ୍ରିଟି ସେଫ୍‌ କୁନାଲ କପୁର। ୨୦୦୮ରେ ସେ ଏକତା କପୁରଙ୍କୁ ବିବାହ କରିଥିଲେ। ବିବାହର ୪ ବର୍ଷ ପରେ ଦୁହେଁ ପୁତ୍ର ସନ୍ତାନର ପିତାମାତା ହୋଇଥିଲେ। ହେଲେ ସେମାନଙ୍କ ମଧ୍ୟରେ…

ଜନ୍ମଦିନରେ ପ୍ରଶଂସକଙ୍କୁ ଉପହାର ଦେବେ ଅଲୁ ଅର୍ଜୁନ

୨୦୨୧ରେ ମୁକ୍ତିଲାଭ ସାଉଥ ଫିଲ୍ମ ‘ପୁଷ୍ପା’ର ଜଲଓ୍ବା ଏବେଯାଏଁ ଲୋକଙ୍କ ମନରୁ ଲିଭିନି। ‘ପୁଷ୍ପା’ର ଗୀତ, ଆକ୍ସନ ଏବଂ ଅଲୁ ଅର୍ଜୁନଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ସିନେମାଟି ଦେଶବିଦେଶରେ ଅନେକ ଲୋକପ୍ରିୟତା ହାସଲ କରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?