ନିର୍ବାଚନ ଲଢ଼ିବେ ଉର୍ବଶୀ
ନୂଆଦିଲ୍ଲୀ,୨୨ା୩: ବଲିଉଡ ସୁନ୍ଦରୀ ଉର୍ବଶୀ ରୋୖତେଲା ନିଜର ଫ୍ୟାସନ ଓ ଚୁଲବୁଲି ଅନ୍ଦାଜ ପାଇଁ ସବୁବେଳେ ଲାଇମ ଲାଇଟରେ ରହିଥାନ୍ତି। ଏହା ସହ ନିଜର ଡ୍ୟାନ୍ସ ଏବଂ ଅଭିନୟ ଦକ୍ଷତା ବଳରେ ବଲିଉଡରୁ ଆରମ୍ଭ କରି ତେଲୁଗୁ, ତାମିଲ ସହ ବିଭିନ୍ନ…
ମାଗଣାରେ କାମ କରିବାକୁ ଚାହାଁନ୍ତି ଅଙ୍କିତା
ମୁମ୍ବାଇ: ବିଗ ବସ ୧୭ ଫେମ ଅଙ୍କିତା ଲୋଖଣ୍ଡେ କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି। ଏହି ଅଭିନେତ୍ରୀ ତାଙ୍କ କ୍ୟାରିୟର ଟେଲିଭିଜନ ଶୋ’ ‘ପବିତ୍ର ରିସ୍ତା’ରୁ ଆରମ୍ଭ କରିଥିଲେ। ଏହାପରଠାରୁ ହିଁ ତାଙ୍କର ଫ୍ୟାନ…
୬୦ ବର୍ଷ ବୟସରେ ପୁଣି ବିବାହ କଲେ ଗୋବିନ୍ଦା
ଗୋବିନ୍ଦା ହେଉଛନ୍ତି ବଲିଉଡର ସବୁଠାରୁ ଲୋକପ୍ରିୟ ଅଭିନେତା। ଆଜି ବି ଲକ୍ଷ ଲକ୍ଷ ଲୋକ ତାଙ୍କ ନୃତ୍ୟ, କମେଡି ଏବଂ ଅଭିନୟ ବିଷୟରେ ପାଗଳ। ଗୋବିନ୍ଦା ବଡ ପରଦାରୁ ବହୁତ ଦିନ ଦୂରରେ ଅଛନ୍ତି, କିନ୍ତୁ ଛୋଟ ପରଦାରେ ଏହି ଅଭିନେତା…
ସ୍ବାମୀ-ଝିଅଙ୍କ ସହ ଅଯୋଧ୍ୟାରେ ପହଞ୍ଚିଲେ ପ୍ରିୟଙ୍କା
ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆଜି ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି। କିଛି ଦିନ ପୂର୍ବରୁ ଭାରତ ଫେରିଥିବା ପ୍ରିୟଙ୍କା ଆଜି ସ୍ବାମୀ ନିକ ଜୋନାସ ଏବଂ ଝିଇ ମେରି ମାଳତୀ ଜୋନାସଙ୍କ ସହ ଅଯୋଧ୍ୟାରେ ପହଞ୍ଚିଥିଲେ। ରାମ…
ମୁସଓ୍ବୋଲା ପରିବାରକୁ ଲିଗାଲ ନୋଟିସ
ଚଣ୍ଡିଗଡ଼,୨୦।୩: ସ୍ବର୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମା’ ରବିବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ପୁଅ ଜନ୍ମ ହେବାର ଖୁସି ପାଳନ କରିବା ପୂର୍ବରୁ ସେମାନଙ୍କ ପରିବାର ପାଇଁ ଆଉ ଏକ ସମସ୍ୟା ଦେଖାଦେଇଛି। ସୂଚନାଯୋଗ୍ୟ, ମୁସେୱାଲାଙ୍କ ମାତା…
ଲମ୍ବା ଛୁଟି ନେବେ ରଣବୀର ସିଂ
ମୁମ୍ବାଇ: ବଲିଉଡ ନାୟକ ରଣବୀର ସିଂ ଏବଂ ନାୟିକା ଦୀପିକା ପାଦୁକୋନ ବଲିଉଡର ଏକକ୍ୟୁଟ କପଲ। ବର୍ତ୍ତମାନ ଏହି ଦମ୍ପତି ମାତାପିତା ହେବାକୁ ଯାଉଛନ୍ତି। ଦୀପିକା କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଗର୍ଭବତୀ ଥିବା ଘୋଷଣା କରିଥିଲେ। ସେପ୍ଟେମ୍ବରରେ ଏମାନେ…
ଦୁର୍ଘଟଣାରେ ଆହତ ଅଭିନେତ୍ରୀ ଅରୁନ୍ଧତୀ ଭେଣ୍ଟିଲେଟରରେ
ଚେନ୍ନାଇ,୧୯।୩: ‘ସୈତାନ’ ଫିଲ୍ମରେ ଅଭିନୟ କରି ଖ୍ୟାତି ଅର୍ଜନ କରିଥିବା ତାମିଲ ଅଭିନେତ୍ରୀ ଅରୁନ୍ଧତୀ ନାୟାର ଦୁର୍ଘଟଣାରେ ଗୁରୁତର ହୋଇ ଭେଣ୍ଟିଲେଟର ସପୋର୍ଟରେ ରହିଛନ୍ତି। ଗତ ୧୪ ତାରିଖରେ ସେ ତାଙ୍କ ଭାଇ ସହ ବାଇକ୍ରେ ଚେନ୍ନାଇ-କୋଭାଲମ୍ ବାଇପାସ୍ ରୋଡ୍ରେ ଯାଉଥିବାବେଳେ…
ଏଲ୍ଭିଶ୍ ଯାଦବଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ,୧୭ା୩: ନୋଏଡାର ଏକ ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ମାମଲାରେ ସମ୍ପୃକ୍ତ ଥିବା ୟୁଟ୍ୟୁବର ଏଲ୍ଭିଶ୍ ଯାଦବଙ୍କୁ ସ୍ଥାନୀୟ ପୋଲିସ ପଚରାଉଚରା ପରେ ରବିବାର ଗିରଫ କରିଛି। ଫରେନ୍ସିକ୍ ରିପୋର୍ଟ ନିଶ୍ଚିତ କରିଛି ଯେ, ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଯାଇଥିବା…
ଟ୍ରୋଲର୍ସଙ୍କୁ ଜବାବ ଦେଲେ ଚହଲଙ୍କ ପତ୍ନୀ ଧନଶ୍ରୀ
ନୂଆଦିଲ୍ଲୀ,୧୭।୩: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ପ୍ରାୟଃ ଏକାଠି ନଜର ଆସିଥାନ୍ତି। ଧନଶ୍ରୀ ତାଙ୍କ ଡ୍ୟାନ୍ସ ପାଇଁ ବହୁତ ଲୋକପ୍ରିୟ ଏବଂ ଜଣେ ପ୍ରସିଦ୍ଧ କୋରିଓଗ୍ରାଫର ଭାବରେ ମଧ୍ୟ ମାନ୍ୟତା ପାଇଛନ୍ତି।…
ପୁତ୍ର ସନ୍ତାନର ଜନନୀ ହେଲେ ସିଦ୍ଧୁ ମୁସଓ୍ବୋଲାଙ୍କ ମାଆ ଚରଣ କୌର, ଫଟୋ ଶେୟାର କଲେ ପିତା
ଚଣ୍ଡିଗଡ଼,୧୭।୩: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସଓ୍ବୋଲଙ୍କ ଘରୁ ଏକ ଖୁସି ଖବର ଆସିଛି। ତାଙ୍କ ମାଆ ଚରଣ କୌର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ମୁସେୱାଲାଙ୍କ ପିତା ବଲକୌର ସିଂ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ସିଦ୍ଧୁ…
ବିବାହ ବନ୍ଧନରେ ବାନ୍ଧିହେଲେ କ୍ରିତି-ପୁଲକିତ
ମୁମ୍ବାଇ: ବହୁ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ପୁଲକିତ ସମ୍ରାଟ ଏବଂ କ୍ରିତି ଖରବନ୍ଦା ଶେଷରେ ମାର୍ଚ୍ଚ ୧୫ରେ ବିବାହ କରିଛନ୍ତି। ପ୍ରଶଂସକମାନେ ଏହି ଦମ୍ପତିଙ୍କ ଅଫଇସିଆଲ ବିବାହ ଫଟୋ ଶେୟାର କରିବାକୁ ଅପେକ୍ଷା କରି ରହିଥିଲେ ଏବଂ…
ଅସୁସ୍ଥତା ଖବରକୁ ‘ଫେକ ନ୍ୟୁଜ’ ବୋଲି କହିଲେ ବିଗ ବି, ଟୁଇଟ କରି ଜଣାଇଲେ ସତ୍ୟତା
ମୁମ୍ବାଇ,୧୬।୩: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଅସୁସ୍ଥତାର ଗୁଜବକୁ ମିଥ୍ୟା ଖବର ବୋଲି ସ୍ପଷ୍ଟ ଭାବେ ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚିନ୍ତିତ ପ୍ରଶଂସକମାନେ ବଚ୍ଚନଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରି ବୁ ଝିଥିଲେ ଯେ ତାଙ୍କ ରକ୍ତ…
Archives


