ମନୋରଞ୍ଜନ

ସାମ୍ନାକୁ ଆସିଲା ଅନନ୍ତ-ରାଧିକାଙ୍କ ବିବାହ କାର୍ଡ

ମୁମ୍ବାଇ: ଅମ୍ବାନୀ ପରିବାରରେ ସାନ ବୋହୂ ଆସିବାକୁ ଯାଉଛନ୍ତି। ହଁ, ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ବିବାହ କରିବାକୁ ଯାଉଛନ୍ତି। ଜୁଲାଇ ୧୨ରେ ଅନନ୍ତ ଅମ୍ବାନୀ ରାଧିକା ମର୍ଚାଣ୍ଟଙ୍କ ହାତ ଧରିବେ। ବିବାହ ପ୍ରସ୍ତୁତି ଜୋରସୋରରେ…

ରିଲିଜ୍‌ ହେଲା ବହୁ ପ୍ରତିକ୍ଷିତ ”କଳ୍‌କୀ ୨୮୯୮ ଏଡି”; ଜବରଦସ୍ତ ଭିଏଫଏକ୍ସ ସାଙ୍ଗକୁ ଦେଖିବାକୁ ମିଳିଲା ବିଗ୍‌ ବି’ ଅମିତାଭଙ୍କ ଧମାଲ୍‌

ମୁମ୍ବାଇ,୨୭।୬: ବଡ଼ ପରଦାକୁ ଆସିଛି ବହୁ ପ୍ରତିକ୍ଷିତ ସିନେମା ”କଳ୍‌କୀ ୨୮୯୮ ଏଡି”। ପ୍ରଥମ ଶୋ’ରୁ ହିଁ ସିନେମାକୁ ଭଲ ପ୍ରତିକ୍ରିୟା ମିଳିଛି। ଗୁରୁବାର ଭୋରୁ ଭୋରୁ ବହୁ ସହରରେ ପ୍ରଥମ ଶୋ’ ଆରମ୍ଭ ହୋଇଯାଇଥିଲା ବେଳେ ଦିନ ଗଡ଼ିବା ସହିତ…

ଆଜିଯାଏ କାହିଁକି ଅବିବାହିତ ଅଛନ୍ତି ସଲମାନ? ବାପା ସଲିମ କହିଲେ କାରଣ…

ବମ୍ବେ: ବଲିଉଡ୍‌ର ମୋଷ୍ଟ ଏଲିଜିବୁଲ ବ୍ୟାଚେଲର ହେଉଛନ୍ତି ଦବଙ୍ଗ ଖାନ୍‌ ସଲମାନ। ଏଯାଏ ଅବିବାହିତ ଥିବାରୁ ତାଙ୍କର ମହିଳା ପ୍ରଶଂସକଙ୍କ ସଂଖ୍ୟା କାହିଁରେ କେତେ। ଅନେକ ସମୟରେ ଏଯାଏ ବିବାହ ନ କରିବା ପଛରେ କାରଣ କ’ଣ ବୋଲି ତାଙ୍କୁ ପଚରାଯାଇଥାଏ।…

ହାତ ଧରାଧରି ହୋଇ ପାର୍ଲାମେଣ୍ଟ ଭିତରକୁ ପ୍ରବେଶ କଲେ କଙ୍ଗନା-ଚିରାଗ, ଭାଇରାଲ ହେଉଛି ଭିଡିଓ

ଶିମ୍‌ଲା,୨୬ା୬: ହିମାଚଳ ପ୍ରଦେଶର ମଣ୍ଡି ଲୋକ ସଭା ଆସନରୁ ନିର୍ବାଚନ ଜିତିବା ପରେ ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତ ଚର୍ଚ୍ଚାରେ ରହିଛନ୍ତି। ଆଜିକାଲି ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ) ଅଧ୍ୟକ୍ଷ ଚିରାଗ ପାଶଓ୍ବାନ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ୧୩…

ସେପ୍ଟେମ୍ବର ୬ରେ ‘ଏମର୍ଜେନ୍ସି’ ରିଲିଜ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶର ମଣ୍ଡିରୁ ନବନିର୍ବାଚିତ ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ଫିଲ୍ମ ‘ଏମର୍ଜେନ୍ସି’ ଆସନ୍ତା ସେପ୍ଟେମ୍ବର ୬ରେ ରିଲିଜ୍‌ ହେବା ନେଇ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି। ଅଷ୍ଟାଦଶ ଲୋକ ସଭାର ପ୍ରଥମ…

‘ସୋନାକ୍ଷୀଙ୍କ ବିବାହ ୫ ବର୍ଷରୁ ଅଧିକ ସମୟ ଚାଲିଲେ ମୋ’ ନାମ ବଦଳାଇଦେବ’  

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବିବାହ ବନ୍ଧନରେ ଆବଦ୍ଧ ହେବା ପରଠାରୁ ଚର୍ଚ୍ଚାରେ। ଦୀର୍ଘ ୭ ବର୍ଷ ଧରି ପ୍ରେମିକ ଜାହିର ଇକବାଲଙ୍କୁ ଡେଟ୍‌ କରିବା ପରେ ଉଭୟ ସାତ ଜନ୍ମର ସାଥୀ ଭାବେ ପରସ୍ପରକୁ ବାଛିଛନ୍ତି। ହେଲେ ଦୁହେଁ…

ଶାର୍କ ଆକ୍ରମଣରେ ଆଖି ବୁଜିଲେ ଲୋକପ୍ରିୟ ଅଭିନେତା, ଶୋକରେ ବୁଡ଼ିଲା…

ଲଣ୍ଡନ: ଶାର୍କ ଆକ୍ରମଣରେ ଆଖି ବୁଜିଛନ୍ତି ହଲିଉଡ୍‌ ଅଭିନେତା ତମାୟୋ ପେରୀ। ‘ପାଇରେଟ୍‌ସ ଅଫ୍‌ ଦ କ୍ୟାରିବିଆନ୍‌’,‘ବ୍ଲୁ କ୍ରଶ’, ଚାର୍ଲିଜ୍‌ ଆଞ୍ଜେଲ୍ସ’ ଭଳି ଫିଲ୍ମରେ ଅଭିନୟ କରି ବାହାବାଃ ସାଉଁଟିଥିଲେ ସେ। ରବିବାର ଅପରାହ୍ନରେ ଗୋଟ୍‌ ସମୁଦ୍ରକୂଳ ନିକଟ ଓହୁରେ ଏକ…

ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ ‘ମିସ୍‌ ଟେକ୍ସାସ ୟୁଏସଏ’

ଓ୍ବାଶିଂଟନ,୨୫।୬: କୁହାଯାଏ ଯେ କିଛି ଅଲଗା କରିବା ଏବଂ ନିଜର ସ୍ବପ୍ନକୁ ପୂରଣ କରିବା ପାଇଁ କୌଣସି ବୟସ ନ ଥାଏ। ଯେତେବେଳେ ଜଣେ ବ୍ୟକ୍ତି ସ୍ଥିର କରେ ଯେ ସେ ତାଙ୍କ ଜୀବନରେ କିଛି କରିବାକୁ ଚାହୁଁଛନ୍ତି, ତେବେ କୌଣସି…

୪୯ ବର୍ଷ ବୟସରେ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି ଅମିଶା

ମୁମ୍ବାଇ: ଫିଲ୍ମ ଗଦର-୨ର ସଫଳତା ପରଠାରୁ ବଲିଉଡ ଅଭିନେତ୍ରୀ ଅମିଶା ପଟେଲ ଖଉବ ଚର୍ଚ୍ଚାରେ ଅଛନ୍ତି। ଗଦର ୨ ପରେ ଅଭିନେତ୍ରୀ ସବୁଠି ଛାଇ ହୋଇ ରହିଛନ୍ତି। ସେ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ଥାଆନ୍ତି ଏବଂ ତାଙ୍କ ଫଲୋୟର୍ସଙ୍କ ପାଇଁ…

‘ମଟ୍‌କା କିଙ୍ଗ୍‌’ରେ ଜଲୱା ଦେଖାଇବେ କୃତ୍ତିକା

ମୁମ୍ବାଇ: ଅଭିନେତା ବିଜୟ ବର୍ମା ତାଙ୍କର ଆଗାମୀ କ୍ରାଇମ ଡ୍ରାମା ୱେବ୍‌ ସିରିଜ୍‌ ‘ମଟ୍‌କା କିଙ୍ଗ୍‌’କୁ ନେଇ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏହାର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍‌ ହୋଇଛି। ତେବେ ଏହି ସିରିଜ୍‌କୁ ନେଇ ଏକ ଗୁରୁତ୍ତ୍ୱପୂର୍ଣ୍ଣ…

ସୋନାକ୍ଷୀଙ୍କ ପରେ ଏବେ କପୁର ପରିବାରରେ ବାଜିବ ସାହାନାଇ!

ମୁମ୍ବାଇ: ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲଙ୍କର କୋର୍ଟ ମ୍ୟାରେଜ ପରେ ମୁମ୍ବାଇର ଶିଳ୍ପା ଶେଟ୍ଟୀଙ୍କ ରେଷ୍ଟୁରାଣ୍ଟ ବୈଷ୍ଟିୟନିରେ ଏକ ଗ୍ରାଣ୍ଡ ପାର୍ଟିର ଆୟୋଜନ କରିଥିଲେ। ସୋନାକ୍ଷୀ ସିହ୍ନାଙ୍କ ବିବାହ ରିସେପ୍ସନ ପାର୍ଟିରେ ବହୁ ବଲିଉଡ ତାରକା ଯୋଗ ଦେଇଥିଲେ। ପାର୍ଟିରେ…

ସାନ ଜନ୍ମର ସାଥୀ ହେଲେ ସୋନାକ୍ଷୀ-ଜାହିର

ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଦୀର୍ଘ ଦିନର ବୟଫ୍ରେଣ୍ଡ୍‌ ଜାହିର ଇକବାଲଙ୍କୁ ବିବାହ କରିଛନ୍ତି। ଗତ ସାତ ବର୍ଷ ଧରି ଡେଟିଂ କରୁଥିବା ଏହି କପଲ୍‌ ମୁମ୍ବାଇରେ ସ୍ବତନ୍ତ୍ର ବିବାହ ଅଧିନିୟମ ଅନୁଯାୟୀ ହାତକୁ ଦି’ ହାତ ହୋଇଛନ୍ତି। ଉଭୟ ଏବେ ଆନୁଷ୍ଠାନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?