ମନୋରଞ୍ଜନ

ସୋନାକ୍ଷୀଙ୍କ ବିବାହ ଭୋଜିରେ ଯୋଗ ଦେବେ ୧୦୦୦ ଅତିଥି, ରାତିସାରା ଚାଲିବ ପାର୍ଟି

ମୁମ୍ବାଇ: ସୋନାକ୍ଷୀ ସିହ୍ନା ହାତକୁ ଦି’ ହାତ ହେବାକୁ ଯାଉଛନ୍ତି। ୭ ବର୍ଷର ବନ୍ଧୁତା ପ୍ରେମରେ ପରିଣତ ହୋଇ ବିବାହରେ ପହଞ୍ଚିଛି। ସୋନାକ୍ଷୀ ଜାହିର ଇକ୍‌ଓ୍ବାଲଙ୍କୁ ବିବାହ କରିବେ। ସୋନାକ୍ଷୀ ଏବଂ ଜାହିର ଶନିବାର ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟଙ୍କ…

ଅନୁଷ୍କା ଶେଟ୍ଟୀଙ୍କୁ ‘ହସ ରୋଗ’

ହାଇଦ୍ରାବାଦ, ୨୩।୬: ‘ବାହୁବଲୀ’ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ସ୍ୟୁଡୋବୁଲ୍‌ବାର ଆଫେକ୍ଟ(ପିବିଏ) ନାମକ ଏକ ବିରଳ ‘ହସ ରୋଗ’ରେ ପୀଡ଼ିତ ଅଛନ୍ତି। ଶନିବାର ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ଅନୁଷ୍କା ଏନେଇ ସୂଚନା ଦେଇଛନ୍ତି। ଗତ କିଛି ଦିନ ଧରି ସେ…

ଜ୍ୟୋତି ହେଗ୍‌ଡେ, ମଜିଦ୍‌ ସାହେବଙ୍କୁ ‘ଓଡ଼ିଶା ଧ୍ରୁପଦ ରତ୍ନ ଜ୍ୟୋତି ସମ୍ମାନ’

ଭୁବନେଶ୍ୱର,୨୩।୬(ଶର୍ମିଷ୍ଠା ପାଣିଗ୍ରାହୀ): ଧ୍ରୁପଦ ମ୍ୟୁଜିକ ଫାଉଣ୍ଡେଶନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ଦୁଇଦିନ ଧରି ଚାଲିଥିବା ବିଶ୍ୱ ସଙ୍ଗୀତ ଓ ଯୋଗ ଦିବସର ସପ୍ତମ ସଂସ୍କରଣ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଲୋକପ୍ରିୟ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ଉମାକାନ୍ତ ଗୁଣ୍ଡିଚା,…

ସାଂଘାଇ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଶାରୁ ସତ୍ୟ, ସୋନାଲି

ଭୁବନେଶ୍ୱର,୨୩।୬(ଶର୍ମିଷ୍ଠା ପାଣିଗ୍ରାହୀ): ଚାଇନାରେ ଅନୁଷ୍ଠିତ ହେଉଛି ୨୬ତମ ସାଂଘାଇ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ। ଏହି ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର, ଅଭିନେତା, ଅଭିନେତ୍ରୀ ଆଦି ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥର ଏହି ଫେଷ୍ଟିଭାଲରେ ଓଡ଼ିଶାରୁ ସତ୍ୟରଞ୍ଜନ ଓ ସୋନାଲି…

ଜାହିରଙ୍କ ସହ ବିବାହ ପରେ ଧର୍ମ ପରିବର୍ତ୍ତନ କରିବେ କି ସୋନାକ୍ଷୀ? ଶ୍ୱଶୁର ଦେଲେ ବଡ଼ ବୟାନ…

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଜୁନ୍‌ ୨୩ରେ ଦୀର୍ଘଦିନର ପ୍ରେମିକ ଜାହିର ଇକବାଲଙ୍କ ହାତ ଧରିବେ ସେ। ଏହାକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି, ଯାହାର ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ…

ଜନ୍ମଦିନରେ କରିଥାନ୍ତେ ନିଜ ରାଜନୈତିକ ପାର୍ଟିର ଲଞ୍ଚ, ହେଲେ ଥାଲାପଥିଙ୍କର ରହିଛି ଅଲଗା ପ୍ଲାନ

ନୂଆଦିଲ୍ଲୀ,୨୨।୬: ସାଉଥ୍‌ ସୁପରଷ୍ଟାର ଥାଲାପଥି ବିଜୟ ଚଳିତ ବର୍ଷ ଆରମ୍ଭରେ ନିଜର ରାଜନୈତିକ ଦଳ ତାମିଜାଗା ଭେଟ୍ରି କାଜଗାମ ଲଞ୍ଚ କରିଛନ୍ତି। କିନ୍ତୁ ଚଳିତ ଲୋକ ସଭା ନିର୍ବାଚନରେ ସେ ଭାଗ ନେଇ ନ ଥିଲେ କି କୌଣସି ପ୍ରାର୍ଥୀ ଉତାରି…

ବିଗ୍‌ବସ୍‌ ପାଇଁ ସନା ପ୍ରସ୍ତୁତ

ମୁମ୍ବାଇ: ପ୍ରସିଦ୍ଧ ଟିଭି ଇଣ୍ଡଷ୍ଟ୍ରି ଅଭିନେତ୍ରୀ ସନା ମକ୍‌ବୁଲ୍‌ ଖାନ୍‌ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ‘ବିଗ୍‌ବସ୍‌ ଓଟିଟି ସିଜନ ୩’ରେ ତାଙ୍କୁ ଦେଖିବାକୁ ମିଳିବ। ବିଗ୍‌ବସ୍‌ର ଏହି ସିଜନରେ ସନାଙ୍କୁ ଦେଖିବାକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର…

ଅନୁଭବଙ୍କ ବିରୋଧରେ ଚାର୍ଜଫ୍ରେମ୍‌

କଟକ,୨୦ା୬: ଅଭିନେତା ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲାରେ ଗୁରୁବାର ଚାର୍ଜଫ୍ରେମ୍‌ ଦାଖଲ କରାଯାଇଛି। କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ହାଜର ପରେ ଚାର୍ଜଫ୍ରେମ କରାଯାଇଛି। ଅନୁଭବ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍‌ ଦାଖଲ ହୋଇଛି। ବର୍ଷାଙ୍କୁ ନିର୍ଯାତନା ନେଇ…

ମେଗାଷ୍ଟାର ଚିରଞ୍ଜୀବୀଙ୍କ ଜ୍ୱାଇଁଙ୍କ ନିଧନ! ଶୋକରେ ବୁଡ଼ିଲା…

ହାଇଦ୍ରାବାଦ: ମେଗାଷ୍ଟାର ଚିରଞ୍ଜୀବୀଙ୍କ ପୂର୍ବତନ ଜ୍ୱାଇଁ ତଥା ଶ୍ରୀଜାଙ୍କ ପୂର୍ବ ସ୍ବାମୀ ସିରିଶ ଭରଦ୍ୱାଜଙ୍କ ମୃତ୍ୟୁ ଘଟିଛି। କମ୍‌ ବୟସରେ ତାଙ୍କ ନିଧନ ସମସ୍ତଙ୍କୁ ଚମକାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସକାଳେ…

ଆହତ ହେଲେ ପ୍ରିୟଙ୍କା

ମୁମ୍ବାଇ,୧୯।୬: ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସୁଟିଂ ସମୟରେ ଅଭିନେତ୍ରୀ ଆହତ ହୋଇଛନ୍ତି। ଷ୍ଟଣ୍ଟ ଦୃଶ୍ୟର ସୁଟିଂ ବେଳେ ଅଭିନେତ୍ରୀ ଆହତ ହୋଇଥିଲେ। ଅଭିନେତ୍ରୀ ନିଜେ ଇନଷ୍ଟାଗ୍ରାମରେ ତାଙ୍କ ଆଘାତର…

ଅଳକା ୟାଗନିକ୍‌ଙ୍କୁ ନେଇ ବଡ଼ ଖବର, ହୋଇଛି ଏପରି ରୋଗ

ମୁମ଼୍ବାଇ, ୧୮।୬: ବଲିଉଡ୍‌ ଜଗତର ଖ୍ୟାତନାମା ସିଙ୍ଗର ଅଳକା ୟାଗନିକ୍‌ ଏକ ରୋଗର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ ଏ ନେଇ ସେ ସୂଚନା ଦେଇଛନ୍ତି । ଅଳକା ଲେଖିଛନ୍ତି ଯେ ତାଙ୍କ କାନରେ ସମସ୍ୟା ରହିଛି । ତେଣୁ…

ଲେଖିକା ହେଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଜଣେ ଲେଖିକା ଭାବରେ ନିଜ ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ସେ ‘ଇଡି ଫାଇଣ୍ଡ୍‌ସ ଏ ହୋମ୍‌’ ନାମକ ନିଜର ପ୍ରଥମ ଶିଶୁ ଚିତ୍ର ପୁସ୍ତକ ରବିବାର ଉନ୍ମୋଚନ କରିଛନ୍ତି। ମା’ ସୋନି ରାଜଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?