ମନୋରଞ୍ଜନ

୨୧୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ଶତ୍ରୁଘ୍ନ ସିହ୍ନା, ଝିଅ ସୋନାକ୍ଷୀଙ୍କୁ ଏଥିରୁ ଟଙ୍କାଟିଏ ଦେବାକୁ କଲେ ମନା, କାରଣ…

ମୁମ୍ବାଇ: ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ଶତ୍ରୁଘ୍ନ ସିହ୍ନା ଏବଂ ତାଙ୍କ ପରିବାର ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଜାହିର ଇକ୍‌ବାଲଙ୍କ ସହ ଝିଅ ସୋନାକ୍ଷୀ ସିହ୍ନାଙ୍କ ବିବାହ ଏବଂ ଭାଇ ଲବଙ୍କ ଏହି ବିବାହରେ ଯୋଗ ନ ଦେବା ଖବର ପୁଣି ଚର୍ଚ୍ଚାର…

ସୋନାକ୍ଷୀଙ୍କ ସହ ରକ୍ତ ସମ୍ପର୍କକୁ କାଟିଲେ ଭାଇ ଲବ ସିହ୍ନା! କହିଦେଲେ ବଡ଼ କଥା…

ବମ୍ବେ: ନିକଟରେ ଦୀର୍ଘ ଦିନର ପ୍ରେମିକ ଜାହିର ଇକବାଲଙ୍କ ହାତ ଧରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ଉଭୟ ଭିନ୍ନ ଧର୍ମର ହୋଇଥିବାରୁ ବେଶ ସାଧାସିଧା ଭାବେ ବିବାହ ଅନୁଷ୍ଠିତ ହୋଇଥିଲା। ଦୁଇ ପରିବାର ଏବଂ ବନ୍ଧୁମାନଙ୍କ ଉପସ୍ଥିତିରେ ସେମାନେ କୋର୍ଟ…

ସେପ୍ଟେମ୍ବର ୧୩ରେ ରିଲିଜ୍‌ ହେବ ‘ଦି ବକିଂହାମ୍‌ ମର୍ଡର୍ସ’

ମୁମ୍ବାଇ: ହନ୍‌ସଲ ମେହତାଙ୍କ ନିର୍ଦ୍ଦେଶିତ ତଥା ଅଭିନେତ୍ରୀ କରୀନା କପୁର ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ଦି ବକିଂହାମ୍‌ ମର୍ଡର୍ସ’ର ରିଲିଜ୍‌ ତାରିଖ ସୋମବାର ଘୋଷଣା କରାଯାଇଛି। ଫିଲ୍ମ ନିର୍ମାତା ସଂସ୍ଥା ବାଲାଜୀ ମୋସନ୍‌ ପିକ୍ଚର୍ସ ଦ୍ୱାରା ଇନ୍‌ଷ୍ଟାଗ୍ରାମରେ ଏନେଇ ଏକ ପୋଷ୍ଟର…

ସ୍ତ୍ରୀଙ୍କ ପାଇଁ ଇମୋଶନାଲ୍‌ ନୋଟ୍‌ ଲେଖିଲେ ବିରାଟ କୋହଲି

ବାର୍ବାଡୋସ୍‌,୧।୭: ଟି-୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଭାରତ ଚାମ୍ପିଅନ୍‌ ହୋଇଛି। ବିରାଟ କୋହଲି ସମଗ୍ର ସିରିଜରେ ତାଙ୍କ ଫର୍ମ ସହିତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ଫାଇନାଲ ମ୍ୟାଚରେ ୭୬ ରନ କରି…

ଭାଜପା ବିଧାୟକଙ୍କ ଧମକ ପରେ ଶୋ’ ବାତିଲ କଲେ ହାସ୍ୟ ଅଭିନେତା

ହାଇଦ୍ରାବାଦ, ୩୦।୬: ଷ୍ଟାଣ୍ଡ୍‌ଅପ୍‌ ହାସ୍ୟ ଅଭିନେତା ଡାନିଏଲ ଫର୍ନାଡିଜ୍‌ ରବିବାର ହାଇଦ୍ରାବାଦରେ ହେବାକୁ ଥିବା ତାଙ୍କର ଶୋ’କୁ ସୁରକ୍ଷାଜନିତ କାରଣରୁ ବାତିଲ କରିଛନ୍ତି। ହାଇଦ୍ରାବାଦରେ ଡାନିଏଲଙ୍କୁ ଷ୍ଟାଣ୍ଡ ଅପ୍‌ କମେଡି ଶୋ କରାଇଦିଆଯିବ ନାହିଁ ବୋଲି ପୂର୍ବରୁ ସ୍ଥାନୀୟ ଘୋଶାମହଲ ନିର୍ବାଚନମଣ୍ଡଳୀର…

‘ମୁଁ ଯେତେବେଳେ ମ୍ୟାଚ୍‌ ଦେଖେ, ଭାରତ ହାରିଯାଏ’

ବମ୍ବେ: ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷ ଆଇସିସି ଟି୨୦ ବିଶ୍ୱକପ୍‌ ଜିତି ନେଇଛି। ପୁରା ଦେଶ ଏହି ବିଜୟକୁ ସେଲିବ୍ରେଟ୍‌ କରୁଥିବା ବେଳେ ବଲିଉଡର ସମସ୍ତ ସେଲିବ୍ରିଟି ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ଏହି କ୍ରମରେ ବିଗ୍‌ ବି ଅମିତାଭ…

ମ୍ୟାଚ୍‌ ଜିତିବା ପରେ ଭାବବିହ୍ବଳ ହେଲେ ବିରାଟ, ଅନୁଷ୍କାଙ୍କୁ ଭିଡିଓ କଲ୍‌ କରି କହିଲେ…

ବାର୍ବାଡୋସ/ମୁମ୍ବାଇ,୩୦ା୬: ୧୭ ବର୍ଷ ପରେ ଭାରତ ଟି-୨୦ ବିଶ୍ୱକପ୍‌ ଟ୍ରଫି ଜିତିଛି। ଜୁନ୍‌ ୨୯ରେ ବାର୍ବାଡୋସର କେନ୍ସିଙ୍ଗଟନ ଓଭାଲ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ଫାଇନାଲ ଖେଳାଯାଇଥିଲା। ଯେଉଁଥିରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ…

ସୋନାକ୍ଷୀଙ୍କ ବିବାହର ୫ ଦିନ ପରେ ଶତ୍ରୁଘ୍ନ ସିହ୍ନା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବମ୍ବେ: ଗତ କିଛି ଦିନ ଧରି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜର ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରେମିକ ଜାହିର ଇକବାଲଙ୍କୁ ସେ ବିବାହ କରିଛନ୍ତି। ଏହାକୁ ନେଇ ଶୁଭେଚ୍ଛା ଏବଂ ଉତ୍ସବର ବାତାବରଣ ଜାରି ରହିଥିବା ବେଳେ ଏବେ…

କଳ୍‌କୀ ପାର୍ଟ-୨’ରେ ଆସିବ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଚକ୍ରର ଝଡ଼…

ନୂଆଦିଲ୍ଲୀ,୨୯।୬: ବଡ଼ ପରଦାରେ ଦର୍ଶକଙ୍କ ମନ ଜିଣୁଛି ରିବେଲ ଷ୍ଟାର ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ସିନେମା ‘କଳକୀ ୨୮୯୮ ଏଡି’। ମହାଭାରତ ଯୁଦ୍ଧର ଶେଷ ମୁହୂର୍ତ୍ତରୁ ଆରମ୍ଭ ହୋଇଛି ସିନେମାର କାହାଣୀ।। ଯେତେବେଳେ ଭଗବାନ କୃଷ୍ଣ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱଥମାଙ୍କୁ…

ଆଶା ଭୋସଲେଙ୍କ ପାଦ ଧୋଇ ଆଶୀର୍ବାଦ ନେଲେ ସୋନୁ, ୟୁଜର୍ସ କହିଲେ ନେତା…

ମୁମ୍ବାଇ,୨୯।୬: ବଲିଉଡ ଗାୟକମାନଙ୍କ ବିଷୟରେ ଉଲ୍ଲେଖ କରାଯାଉଥିବା ବେଳେ ଏଥିରେ ଭେଟେରାନ ଗାୟକ ଆଶା ଭୋସଲେଙ୍କ ନାମ ଅନ୍ତର୍ଭୂକ୍ତ କରାଯାଇ ନ ଯିବା କେବେ ବି ସମ୍ଭବ ନୁହେଁ। ସେ କେବଳ ନିଜ ସଙ୍ଗିତ ସହିତ ସମଗ୍ର ବିଶ୍ୱରେ ସ୍ବୀକୃତି ଲାଭ…

ପ୍ରେମ, ଏକତାର ବାର୍ତ୍ତା ଦେଉଛନ୍ତି ଏଲ୍‌ଜିବିଟିକ୍ୟୁ+

ଜୁନ୍‌ ୧ରୁ ୩୦ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ‘ପ୍ରାଇଡ୍‌ ମାସ’ ଭାବେ ପାଳନ କରାଯାଉଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିମାନେ ପ୍ରାଇଡ୍‌ ୱାକ୍‌, ପରେଡ୍ସ, ଆଲୋଚନା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି। ସମାଜ ପ୍ରତି ସେମାନଙ୍କର ଥିବା ଅବଦାନ…

ହିନା ଖାନଙ୍କୁ କ୍ୟାନସର, ଅଭିନେତ୍ରୀ କହିଲେ…

ମୁମ୍ବାଇ: ଅଭିନେତ୍ରୀ ହିନା ଖାନ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହା ଦେଖି ତାଙ୍କ ପ୍ରଶଂସକମାନେ ବହୁତ ନିରାଶ ହୋଇଯାଇଛନ୍ତି। ଅଭିନେତ୍ରୀ ତାଙ୍କ ପୋଷ୍ଟରେ ସୂଚନା ଦେଇ କହିଛନ୍ତି ଯେ, ତାଙ୍କୁ ତୃତୀୟ ପର୍ଯ୍ୟାୟ ସ୍ତନ କର୍କଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?